Explore tweets tagged as #bargarh
ମୋର ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସସ୍ତୁପାଲି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ୭୧ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କଲି।. #foundationday #primaryschool #bargarhconstituency #bargarh #odisha
1
0
1
ବରଗଡ଼କୁ ଫେରୁଥିବା ସମୟରେ କଲଙ୍ଗାପାଲି ଗ୍ରାମବାସୀଙ୍କ ସ୍ନେହ ଓ ଆଦର ଦେଖି ସେଠି କିଛି ସମୟ ଅତିବାହିତ କଲି ଏବଂ ବିଭିନ୍ନ ବିଷୟରେ ଆଲୋଚନା କଲି। ଏହି ଅବସରରେ ବହୁ ଦିନ ପରେ ଗ୍ରାମର ବୟସ୍କ ବ୍ୟକ୍ତି ମାନଙ୍କ ସହିତ ତାସ୍ ଖେଳ ମୋ ପାଇଁ ଏକ ବିଶେଷ ଅନୁଭୂତି ଥିଲା।. #villagelife #bargarhconstituency #bargarh #odisha
1
0
2
ମୋର ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାହାଜବାହାଲ ଗ୍ରାମରେ ଆୟୋଜିତ ୧୫ ତମ CFH କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କଲି ତଥା ଫାଇନାଲ୍ ମ୍ୟାଚ୍ ପାଇଁ ଖେଳାଳିମାନଙ୍କୁ ଉତ୍ସାହିତ କଲି।. #cricket #crickettournament #bargarhconstituency #bargarh #odisha
0
0
1
#ତତ୍ପର_ହେଲା_ଜିଲ୍ଲା_ପ୍ରଶାସନ. କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତତ୍ପର ହେଲା ବରଗଡ ଜିଲ୍ଲା ପ୍ରଶାସନ। ସ୍ଥିତି ପରଖିବାକୁ ପହଞ୍ଚିଲେ ଜିଲ୍ଲାପାଳ। .#Bargarh #JiraRiver #KanakNews
0
0
1
#କନକ_ନ୍ୟୁଜ_ପ୍ରଭାବ.ଜିରା ନଦୀକୁ ନେଇ କନକ ନ୍ୟୁଜର ବଡ଼ ପ୍ରଭାବ। ବରଗଡ ପୌରପରିଷଦକୁ ଚିଠି ଲେଖିଲା ରାଜ୍ୟ ପ୍ରଦୂଷଣ ବୋର୍ଡ। ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା। କହିଲେ, ସହରରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ହେବ । ପ୍ରଦୂଷଣ ମୁକ୍ତ ହେବ ଜିରା ନଦୀ ।.#JiraRiver #Bargarh #KanakNews
0
0
0
ମୋର ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମର ତିରଙ୍ଗା କ୍ଲବ୍ ଏବଂ ମୁରଲୀକ୍ରୀଷ୍ଣା ଫାଉଣ୍ଡୋସନ୍ର ମିଳିତ ଆନୁକୁଲ୍ୟରେ ଗଙ୍ଗାଧର ମେହେର ଉଚ୍ଚ ମହାବିଦ୍ୟାଳୟ, ଖୁଣ୍ଟପାଲିରେ ଅନୁଷ୍ଠିତ ହୋଇଥିବା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିରର ଉଦ୍ଘାଟନ କଲି।. #bargarhconstituency #bargarh #odisha
1
0
2
ଜୀରାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ.-ବରଗଡ଼ର ଜୀରା ନଦୀର ସୁରକ୍ଷା ଦାବି ଜୋର୍ ଧରିଛି.-ମହାନଦୀ ସହିତ ଜୀରା ନଦୀର ମଧ୍ୟ ସୁରକ୍ଷା ଦାବି କରିଛନ୍ତି ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ.#JiraRiver #MahanadiRiver #Bargarh #Odisha
0
1
0
ବରଗଡ଼ ର ଜୀବନ ରେଖା ଜିରା ନଦୀ ର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଶପଥ ପାଠ l .ଜୀବନ ଦେଇ ଜିରା କୁ ସୁରକ୍ଷା ଦେବାର ଶପଥ ନେଲେ ଲୋକେ l.#saveriver .@RGPRSOdisha .#Bargarh
0
2
11
ମୋର ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ତୁରୁଙ୍ଗା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ବୈଭବ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ପଞ୍ଚମ ବାର୍ଷିକ କଲ୍ୟାଣ ମହୋତ୍ସବରେ ଯୋଗଦାନ କରି ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ପ୍ରାପ୍ତ କଲି।. #srisrisrivenkateswaraswamy #bargarhconstituency #bargarh #odisha
1
0
10
ମୋର ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୋରା ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋର ବକ୍ତବ୍ୟ ରଖିଲି।. #annualfunction #degreecollege #bargahconstituency #bargarh #odisha
0
0
4
କଟକ ବାଲିଯାତ୍ରା ଏବଂ ବରଗଡ଼ ଧନୁଯାତ୍ରା କୁ UNESCO ବିଶ୍ଵ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ରାଜ୍ଯ ସରକାରଙ୍କ ପ୍ରୟାସ . Odisha Govt trying to get UNESCO Heritage tag for historic #Cuttack #Baliyatra and #Bargarh #Dhanuyatra
0
0
1
#BetiBachaoBetiPadhao takes center stage in #Odisha! . An awareness campaign in #Bargarh is challenging #gender #discrimination & championing #WomenEmpowerment. Alongside, a #plantation drive is nurturing a greener future! #Equality & sustainability go hand in hand!. @PIBWCD
0
3
11
Loving Sairam. With the blessings of Sri Sathya Sai Baba, Bargarh District successfully organized the District-Level Conference on 16th February 2025 at Sai Nilayam, Bargarh. #Districtconference.#Bargarh.-Media Team
1
0
10
ବରଗଡ଼ର ତୃତୀୟ ରେଳଓ୍ବେ ଷ୍ଟେସନ ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ବରଗଡ଼ ବିଧାୟକ ଅଶ୍ବିନୀ ଷଢଙ୍ଗୀ ଓ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସହ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କଲୁ ll . #Sports #Cricketlovers .#Daynightmatch .#Bargarh #RailwayStation
2
3
16
ମୁଁ ଏବଂ ସୋହେଲା ମାଝୀପଡ଼ାର ମହିଳାମାନେ ଜଳ ଏବଂ ଡ୍ରେନ୍ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲୁ। ଯଦି ସମସ୍ୟାର ସମାଧାନ ନହୁଏ, ତେବେ ଆମ ଆଦମି ପାର୍ଟି ତରଫରୁ ବଡ଼ ଆନ୍ଦୋଳନ ହେବା! #AAP #Bargarh #Odisha #PeoplePower #WaterCrisis #DrainageProblem #stockmarketsindia #trainaccident @AamAadmiParty @AAPOdisha
0
0
3
ଖୁବ୍ ଶୀଘ୍ର ଏକ ବିଶେଷଜ୍ଞ ଦଳ ବରଗଡ଼ ଆସି ନିରୀକ୍ଷଣ କରିବେ ବୋଲି ମାନ୍ୟବର ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।. #bargarhconstituency #bargarh #odisha #bjp4odisha #bjp4india
0
0
3