Explore tweets tagged as #Niali
@AjiteshJen17099
Ajitesh Kumar
3 days
We love and support always our Big Brother Dynamic leader of @Rajendra15panda Bhai ❤️#Niali #Cuttack
Tweet media one
0
1
2
@DrPramodMallick
Dr.Pramod Kumar Mallick
4 days
ନିଆଳୀ ମହୋତ୍ସବ - 2025.#ପଞ୍ଚମ_ସନ୍ଧ୍ୟା.#Niali
Tweet media one
Tweet media two
Tweet media three
Tweet media four
0
0
1
@otvkhabar
ଓଟିଭି
4 days
ବିଦ୍ୟାଳୟ ପାଚେରୀ ପଡ଼ି ଛାତ୍ର ମୃତ l ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଗୋବିନ୍ଦପୁର ନୋଦା ପ୍ରାଥମିକ ବିଦ୍ୟାଳୟରେ l କସରଦା ଅଡ଼ଶପୁର ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକ l .#StudentDeathCase #Niali #Cuttack #OTV
2
0
9
@DrPramodMallick
Dr.Pramod Kumar Mallick
5 days
ନିଆଳୀ ମହୋତ୍ସବ - 2025.#ଚତୁର୍��_ସନ୍ଧ୍ୟା.#Niali
Tweet media one
Tweet media two
Tweet media three
Tweet media four
0
0
0
@AjiteshJen17099
Ajitesh Kumar
6 days
Tweet media one
Tweet media two
Tweet media three
0
0
1
@DrPramodMallick
Dr.Pramod Kumar Mallick
6 days
ନିଆଳୀ ମହୋତ୍ସବ ୨୦୨୫.#ତୃତୀୟ_ଦିନ_ସନ୍ଧ୍ୟା .#niali
Tweet media one
Tweet media two
Tweet media three
Tweet media four
0
0
2
@DrPramodMallick
Dr.Pramod Kumar Mallick
9 days
ନିଆଳୀ ମହୋତ୍ସବ -୨୦୨୫.#ପ୍ରଥମ_ସନ୍ଧ୍ୟା .#mediacovrge .#Niali
Tweet media one
Tweet media two
Tweet media three
0
0
1
@otvkhabar
ଓଟିଭି
15 days
ଗ୍ରୀଲ ତାଡ଼ି କଳକାନା ବୁଲାଇଲେ ଦୃର୍ବୁତ୍ତ। ନିଆଳି ଥାନା ବଢ଼ିଆସାହିରେ କେହି ଘରେ ନ ଥିବା ସୁଯୋଗ ନେଇ ଆଠ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୃର୍ବୁତ୍ତ। .#Loot #niali #OTV
0
0
1
@AdeshBastia
Adesh Bastia
16 days
@CMO_Odisha @CuttackDM @RDOdisha @PRDeptOdisha @RabiNaikBJP @MohanMOdisha @STAOdisha @NHAI_Official @SSEPD2 @SecyChief ହେଇଥିବା ବେଳେ ପ୍ରଶାସନ ଚୁପ୍ କାଇଁ କେତେବର୍ଶ ହେବ ରାସ୍ତା ର ମରାମତି ନ ହେଉଥିବା ବେଳେ ସରକାରୀ ସ୍ତରରେ କୌଣସି ପ୍ରକାର ର ସୁବିଧା ହୋଇ ପାରିଲା ନାହିଁ ଖୁବ୍ ଶୀଘ୍ର ଏହା ଉପରେ ଦୃଷ୍ଟି ଦେବା ସହ କାର୍ଯୟନିର୍ବାହୀ ଯନ୍ତ୍ରୀ ଙ୍କୁ ଦେଇ କାମ କରିବା ପାଇଁ ଅନୁରୋଧ କରୁଛି #Pokharigaon #Niali #Cuttack #Roadproblem #Roaddamage.
0
0
1
@AdeshBastia
Adesh Bastia
22 days
ପବିତ୍ର ସରସ୍ବତୀ ପୂଜା ଉପଲକ୍ଷେ , ନିଆଳୀ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ମାନଙ୍କୁ , ତଥା ସମଗ୍ର ରାଜ୍ୟ ବାସୀ ମାନଙ୍କୁ ,ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ🙏.#happyswaraswatipuja.#swaratipuja #happyvasantpanchami .#vasantpanchami #pujavibes .#Niali #Cuttack #odisha #india
Tweet media one
0
0
1
@kanak_news
Kanak News
27 days
#ନଡ଼ିଆ_ବାଡ଼େଇ_ଖୋଲିଲେ_ମଣ୍ଡି.ନିଆଳୀର ଏହି ଗାଁରେ ନଡ଼ିଆ ବାଡ଼େଇ ଖୋଲାଗଲା ମଣ୍ଡି । ଚାଷୀଙ୍କ ଖୁସି କହିଲେ ନସରେ #KanakNews #Niali #Odisha
0
0
2
@ETVBharatOD
ETVBharat Odisha
30 days
ଧାନ ମଣ୍ଡି ବାତିଲକୁ ନେଇ ତାତିଲେ ନିଆଳି ଚାଷୀ . #Mandi #Niali #ETVBharatOdisha
Tweet media one
0
0
0
@kanak_news
Kanak News
30 days
#’ତା_ପାଇଁ_ଆମେ_ଶୁଦ୍ଧି_ହୋଇଯାଇଛୁ’.ସେ ଆମ ଭାଇ ଥିଲା। ହେଲେ ଗୋଟେ ମିଟିଂରୁ ସେ ଯାଇଛି ଯେ ଯାଇଛି । ୨୩ ବର୍ଷ ହେଲାଣି ସେ ମାଓବାଦୀ ହୋଇଯାଇଛି । ତା ଲାଗି ଆମେ ଶୁଦ୍ଧି ହୋଇଯାଇଛି : ମୃତ ଓଡିଆ ମାଓବାଦୀଙ୍କ ସମ୍ପର୍କୀୟ.#Cuttack #Niali #KanakNews
0
2
104
@kanak_news
Kanak News
1 month
#ନିଆଳିରୁ_ନକ୍ସଲ_ବାଉରୀବନ୍ଧୁଙ୍କ_କାହାଣୀ.ନିପଟ ମଫସଲର ସରଳ ପୁଅ ସାଜିଲା ଦୁର୍ଦାନ୍ତ ମାଓବାଦୀ । ନିଆଳି କୂଳଶ୍ରୀ ଗାଁର ବାଉରୀବନ୍ଧୁ କେମିତି ବନିଲେ ନକ୍ସଲ ଆଲୋକ ଓରଫ ମୁନ୍ନା, ସାମନାକୁ ଆସିଲା କାହାଣୀ । ୧୫ ବର୍ଷ ତଳେ ଛାଡି ଚାଲିଯାଇଥିଲେ ଘର ।.#Maosist #Niali #KanakNews
0
0
31
@otvkhabar
ଓଟିଭି
1 month
#ସବ୍ୟସାଚୀ_ଲିଙ୍କରୁ_ଲାଲଗଡ଼.ଗରିଆବନ୍ଧ ଏନକାଉଣ୍ଟରରେ ୧୬ ନକ୍ସଲ ନିପାତ ଘଟଣା । ଓଡ଼ିଆ ନକ୍ସଲ ଆଲୋକ ଓରଫ୍ ବାଉରିବନ୍ଧୁକୁ ନେଇ ହଇଚଇ । ମାଓନେତା ସବ୍ୟସାଚୀ ଲିଙ୍କରେ ଆସି ଯାଇଥିଲା ଲାଲଗଡ଼ । ୨୦ ବର୍ଷ ଧରି ନିଖୋଜ ଥିବାରୁ ଶ୍ରାଦ୍ଧ ସାରିଥିଲେ ପରିବାର ।.#Naxal #Niali #Odisha #OTV
0
2
131
@otvkhabar
ଓଟିଭି
1 month
#ନିପାତ_ନକ୍ସଲ_ଭିତରେ_ନିଆଳି_ଯୁବକ .ପାରାଦ୍ୱୀପ ଯାଉଛି, ଭାଇ ଫେରିଲେ କଥାହେବା କହି ଯାଇଥିଲା, ମାଓ ସଂଗଠନରେ ମିଶିଯିବ ଭାବିନଥିଲୁ. #Niali #Maoists #Odisha #OTV
0
1
19
@otvkhabar
ଓଟିଭି
1 month
ମୃତ ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିଲା । ମୃତକଙ୍କ ମଧ୍ୟରୁ ଜଣେ କଟକ ନିଆଳି ଅଞ୍ଚଳର ।ମୃତ ମାଓବାଦୀ ଆଲୋକ ଓରଫ ମୁନ୍ନାର ଘର କଟକ ନିଆଳି ବୋଲି ଜଣାପଡିଛି।.#Maoist #Encounter #Odia #Niali #OTV
0
0
4
@Bartaman_Odisha
Bartaman Odisha
1 month
#ମଣ୍ଡି_ସ୍ଥାନାନ୍ତରଣ.#ଚାଷୀଙ୍କ_ରାସ୍ତାରୋକ.-ନିଆଳି: ମଣ୍ଡି ସ୍ଥାନାନ୍��ରଣକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ. -ଅଡ଼ଶପୁର-ସିଠାଳୋ ରାସ୍ତା ଫାଣ୍ଡି ଛକରେ ରାସ୍ତାରୋକ .-ଧାନ ବସ୍ତା ରଖି ସ୍ଥାନୀୟ ରାସ୍ତାରୋକ,ଯାତୟାତ ବାଧାପ୍ରାପ୍ତ .#Niali #Farmerstrike #Mandi
Tweet media one
0
0
0