![Suresh Pujari Office Profile](https://pbs.twimg.com/profile_images/1140715338729844737/bXXUheGP_x96.jpg)
Suresh Pujari Office
@sureshpujariofc
Followers
2K
Following
2K
Statuses
910
Office Of Shri @sureshkpujari , Member of Parliament, Bargarh . Former National Secretary, Bharatiya Janata Party, Co-incharge of West Bengal.
New Delhi, India
Joined October 2018
.@sureshkpujari , ଜିଲ୍ଲା ସଭାପତି ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ଏବଂ ବିଜେପି କାର୍ଯ୍ଯକର୍ତ୍ତା ତଥା ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କର ସହ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭେଡେନ ବ୍ଳକ, ବରପାଲି ବ୍ଳକ ଓ ବିଜେପୁର ବ୍ଳକ ର ବିଭିନ୍ନ ଗ୍ରାମରେ ପଞ୍ଚାୟତ ନିର୍ବାଚନ ର ଭୋଟ ପ୍ରଚାର କରିଥିଲେ।
16
2
61
ଝାରସୁଗୁଡା ଜିଲ୍ଲା ଲଖନପୁର ଯୋନ-୩ ବନ୍ଧବହାଲ ମଣ୍ଡଳ ର କୁମ୍ଭାରବନ୍ଦ ଗ୍ରାମ ପଞ୍ଚlୟତ ର ରେଙ୍ଗାଲି ଟେମ୍ପରିପଡା ର ମହାବୀର ଛକ ଷ୍ଟେଟ ବେଙ୍କ ପାଖରେ ଭାରତୀୟ ଜନତା ପାର୍ଟିର ନିର୍ଵାଚନୀ କାର୍ଯ୍ୟlଲୟ ର @sureshkpujari ଉଦଘାଟନ କରିଥିଲେ।
2
2
41
ପ୍ରତ୍ୟେକଟି ଭୋଟ ମୂଲ୍ୟବାନ୍,ଅମୁଲ୍ୟ, ଆପଣଙ୍କ ଭୋଟ ଆପଣଙ୍କ ଅଧିକାର ଆସନ୍ତୁ, ସ��ସ୍ତେ ମତଦାନ ରେ ଅଂଶ ଗ୍ରହଣ କରିବା ଓ ଗଣତନ୍ତ କୁ ମଜଭୁତ, ଶକ୍ତିଶାଳୀ ଓ ରୁଦ୍ଧିବନ୍ତ କରିବା I ଜାତୀୟ ଭୋଟର ଦିବସର ଅଭିନନ୍ଦନ ଓ ଶୁଭକାମନା :@sureshkpujari
#NationalVotersDay
3
3
37
ବରଗଡ଼ ବିଧାନସଭା ର ପାଞ୍ଚ ଗୋଟି ମଣ୍ଡଳ କୁ ନେଇ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବରଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୌଠକରେ କୋଭିଡ-୧୯ କଟକଣା କୁ ପାଳନକରି ସଫଳତାର ସହ ପ୍ରସଙ୍ଗଭିତ୍ତିକ ନିର୍ବାଚନ ପରିଚାଳନା କରିବାକୁ @sureshkpujari ସମସ୍ତଙ୍କୁ ପରାମର୍ଶ ଦେଇଥିଲେ I
2
5
38
ଆଜି ‘ଭାରତୀୟ ସ୍ଥଳସେନା ସେନା ଦିବସ’ ର ଶୁଭ ଅବସରରେ ରେ ଦେଶଭକ୍ତି, ଅଦମ୍ୟ ସାହସ ଓ ପରାକ୍ରମ ପାଇଁ ଭାରତୀୟ ସେନାର ବୀର ଜବାନ୍ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା, ଅଭିନନ୍ଦନ ଓ କୋଟି କୋଟି ସଲାମ :@sureshkpujari
1
1
20
. @sureshkpujari ବରଗଡ ଜିଲ୍ଲା ଅନ୍ତର୍ଗତ ଅମ୍ବାବନା ବ୍ଳକ ର ଭୁକ୍ତା ଓ ଡୁଙ୍ଗରୀ ଠାର୍ ତଥା ଅତାବିରା ବ୍ଳକ ର ସିଲେଟ ଓ ଲହଣ୍ଡା ପଞ୍ଚାୟତ ରେ ବିଭିନ୍ନ ଦଳୀୟ କାଯ୍ୟକ୍ରମରେ ଯୋଗଦେଇଥିଲେ ଓ ଗ୍ରାମବାସୀ ମାନଙ୍କ ସହ ଅଞ୍ଚଳ ର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ I
1
1
19
.@sureshkpujari ବରଗଡ ଜିଲ୍ଲା ର ଅମ୍ବାବନା ବ୍ଳକ ର ଭୁକ୍ତା ଓ ଅନ୍ୟାନ୍ୟ ଧାନ ମଣ୍ଡି କୁ ଯାଇ ମଣ୍ଡି ରେ ଧାନ ସଂଗ୍ରହର ପ୍ରକୃତ ସ୍ତିତି ଦେଖିଥିଲେ, ଚାଷୀଙ୍କ ଅଭିଯୋଗ ଶୁଣିଥିଲେ ଓ ମଣ୍ଡିରେ ପଡି ରହିଥିବା ଚାଷୀଙ୍କ ଧାନ କୁ ବିନା କଟଣୀ ଛଟଣୀରେ ଶୀଘ୍ର ଉଠାଇବା ପାଇଁ ଯୋଗାଣ ଓ ସମବାୟ ବିଭାଗ ର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ I
0
1
20
ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା, ଅଭିନନ୍ଦନ ଓ ଶୁଭକାମନା :@sureshkpujari
#HappyMakarSankranti
0
1
18
Warm Birthday Greetings to Hon'ble Union Minister Sri @DrSJaishankar ji. My prayer to Maa Samaleswari and Lord Jagannath to bless you with sound health and long life to serve Maa Bharati for a long long time :@sureshkpujari
1
1
20
.@sureshkpujari ବରଗଡ ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ନେହେରୁ ଯୁବ କେନ୍ଦ୍ର ଦ୍ୱାରା ଆୟୋଜିତ ‘ଜିଲ୍ଲା ଯୁବ ମହତ୍ସବ’ ରେ ଯୋଗଦେଇ ଉଦଘାଟନ କରିଥିଲେI
1
2
14
.@sureshkpujari ବରଗଡ ଜିଲ୍ଲା ର ପଦମପୁର ଠାରେ ଊପ ଜିଲ୍ଲାପାଳ, ପୌର ପ୍ରଶାସନ ର ଅଧିକାରୀ, କୃଷି ବିଭାଗର ଅଧିକାରୀ ଓ ଅନ୍ୟ ଉପଖଣ୍ଡ ଓ ବ୍ଲକ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତରେ ଜନ ଅଭିଯୋଗ ଶୁଣାଣି କରିଥିଲେ I
1
1
13
@sureshkpujari ପଦ୍ମପୁର ର ଲାଲ ବାହାଦୁର ଶାସ୍ତ୍ରୀ ସ୍କୁଲ କୁ ଯାଇ ୧୯୬୮ ରେ ସ୍ତାପିତ ସ୍କୁଲର ବିପଦ ଅବସ୍ଥା ଦେଖି ବ୍ୟଥିତ ଓ ବିଚଳିତ ହୋଇଥିଲେ ଓ ପରେ ସ୍କୁଲ କମିଟି, ଉପଜିଲ୍ଲାପାଳ, ପୌର ଯନ୍ତୀ ଙ୍କ ସହିତ ଆଲୋଚନା କରି ଅଧିକାରୀ ମାନଙ୍କୁ ସମସ୍ୟାର ସମାଧାନ ବାଟ ବାହାର କରିବା ପାଇଁ ପରାମର୍ଶ ଦେଇଥିଲେ I
0
0
1
ପୂର୍ବତନ ବାଚସ୍ପତି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବିଧାୟକ କିଶୋର ମହାନ୍ତି ଙ୍କ ଆକସ୍ମିକ ବିୟୋଗରେ ମୁଁ ସ୍ତବ୍ଧ, ଦୁଃଖିତ ଏବଂ ଅତ୍ୟନ୍ତ ମର୍ମାହତ I ଏଇ ସମୟରେ ମହାପ୍ରଭୁ ଜଗନ୍ନାଥ ଓ ମାଁ ସମଲେଶ୍ବରୀ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରୁଛି :@sureshkpujari
3
0
21
ଭୂବନେଶ୍ବର ରାଜ୍ୟ କାଯ୍ୟାଳୟ ରେ ଭାରତୀୟ ଜନତା ପାର୍ଟି ର ଓଡିଶା ରାଜ୍ଯ ପ୍ରଭାରୀ @PurandeswariBJP ଜୀ ରାଜ୍ଯ ସଭାପତି @SamirMohantyBJP ଓ ସଂଗଠନ ସଂପାଦକ ଶ୍ରୀଯୁକ୍ତ ମାନସ ମହାନ୍ତି ଙ୍କ ଉପସ୍ତିତିରେ ଭାରତୀୟ ଜନତା ପାର୍ଟିର ସାଂସଦ ମାନଙ୍କର ବୈଠକ ରେ @sureshkpujari ଯୋଗ ଦେଇଥିଲେ।
0
4
32
ଯୁବ ଉଦୟନ ଅନୁଷ୍ଠାନ ସମ୍ବଲପୁର ଦ୍ଵାରା ଆୟୋଜିତ ୨୪ ତମ ‘ବୀର ସୁରେନ୍ଦ୍ର ସାଏ’ ସମ୍ବଲପୁରୀ ନାଟକ ପ୍ରତିଯୋଗିତା-୨୦୨୧ ର ଦ୍ବିତୀୟ ଦିବସରେ @sureshkpujari ଉପସ୍ତିତ ରହି ନାଟକ ଉପଭୋଗ କରିବାସହ କଳାକାର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ I #YubaUdayanAssociation
#VeerSurendraSaiSambalpuriDramaCompetition
3
2
15
ମହାନ ଜନନାୟକ, ଯୁଗପୁରୁଷ, ଓଜସ୍ୱୀ ବକ୍ତା, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ଜୀ ଙ୍କ ୯୭ ତମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ କୋଟି କୋଟି ପ୍ରଣାମ :@sureshkpujari #goodgovernanceday
0
0
5
.@sureshkpujari ଝାରସୁଗୁଡ଼ା ର ଲକ୍ଷୀମନାରାୟଣ ମହାବିଦ୍ୟାଲୟ ଠାରେ ଓଡିଶା ବାଣିଜ୍ୟ ଅନୁଷ୍ଠାନର ୪୧ ତମ ବାର୍ଷିକ ଉସ୍ବବ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତର ଅର୍ଥନୀତି କୁ ୫ ଟ୍ରିଲିୟନ ଡଲାର ଆଡକୁ ନେବାରେ ଗବେଷଣା ଓ ସହାୟତା କରିବା ପାଇଁ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ I
0
0
7
ପୂର୍ବତନ ଅର୍ଥମନ୍ତ୍ରୀ ଓ ଲୋକପ୍ରିୟ ଜନନେତା ଶ୍ରୀ ରାମକୃଷ୍ଣ ପଟନାୟକ ଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି। ଏଇ ସମୟରେ ମହାପ୍ରଭୁ ଜଗନ୍ନାଥ ଓ ମାଁ ସମଲେଶ୍ବରୀ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ। ଅମର ଆତ୍ମାର ସଦ୍ଗତି କାମନା କରୁଛି :@sureshkpujari
2
2
15
.@sureshkpujari ଝାରସୁଗୁଡା ର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ‘ଝାରସୁଗୁଡା ଜିଲ୍ଲା ପରିଷଦ’ ର ଦ୍ବାଦଶ ବୈଠକରେ ଯୋଗଦାନକରି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରି ପରିଷଦ ର ଅଧକ୍ଷ, ଉପଅଧକ୍ଷା, ସମସ୍ତ ସଦସ୍ୟ, ସଦସ୍ୟା ତଥା ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା ମାନଙ୍କୁ ବିଦାୟକାଳୀ��� ଶୁଭକାମନା ଜଣାଇଥିଲେ I
0
0
12
କଟକ ର ସାଂସଦ ଶ୍ରୀ @BhartruhariM ଅସୁସ୍ଥତା କାରଣରୁ ଦିଲ୍ଲୀ ସ୍ଥିତ ରାମମନୋହର ଲୋହିଆ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ସୁଚନା ମିଳିଛି। ତାଙ୍କର ଶୀଘ୍ର ଆଶୁଆରୋଗ୍ୟ ଓ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଓ ମାଁ ସମଲେଶ୍ବରୀ ନିକଟରେ ପ୍ରାର୍ଥନା :@sureshkpujari
2
1
13