Jagannath Saraka Profile Banner
Jagannath Saraka Profile
Jagannath Saraka

@saraka_fan

Followers
6,283
Following
130
Media
3,328
Statuses
7,982

Ex MLA Bisamcuttack, former Minister Govt of Odisha, Biju Janata Dal

Bisamcuttack, Rayagada Odisha
Joined March 2020
Don't wanna be here? Send us removal request.
Explore trending content on Musk Viewer
@saraka_fan
Jagannath Saraka
4 years
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଦ୍ଵାରା ରାଜ୍ୟର ୬ ତମ ପ୍ଲାଜମା ବ୍ୟାଙ୍କ କୋରାପୁଟ ଜିଲ୍ଲା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଲୋକାର୍ପିତ ହୋଇଛି l ଏହା ଦ୍ଵାରା ଆମ ରାଜ୍ୟର ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ସୁବିଧା ଆଉ ପାଦେ ଆଗକୁ ବଢିଛି l (୧/୨) @CMO_Odisha @BJD4Odisha
Tweet media one
Tweet media two
Tweet media three
Tweet media four
6
18
157
@saraka_fan
Jagannath Saraka
1 year
ଆଜି @scstrti ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ATLC)ର ୪୪ତମ ପରିଚାଳନା ସଂସଦ ବୈଠକର ଅଧ୍ୟକ୍ଷତା କରିଥିଲି । ଏହି ବୈଠକରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ATLC)ର କାର୍ଯ୍ୟକାରିତାକୁ ସୁଦୂରପ୍ରସାରୀ କରିବା ସହ ଜନଜାତିଙ୍କ ଭାଷା ସାହିତ୍ୟ ସମ୍ପର୍କିତ ଗବେଷଣାକୁ ବ୍ଯାପକ କରିବା ସହତ
Tweet media one
Tweet media two
Tweet media three
Tweet media four
8
3
53
@saraka_fan
Jagannath Saraka
2 years
ଆଜି ନବୀନ ନିବାସ ଠାରେ ଆମ ସମସ୍ତଙ୍କ ଅତି ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ sir ଙ୍କୁ ସାକ୍ଷାତ କରିଥିଲୁ ।
Tweet media one
2
6
149
@saraka_fan
Jagannath Saraka
2 years
Today meet with Hon'ble MLA Talcher shri @Bapu4Talcher and discuss about the different development issues of Talcher assembly constituency.
Tweet media one
Tweet media two
Tweet media three
3
11
138
@saraka_fan
Jagannath Saraka
2 years
Mr. Jayanarayan Mishra's deplorable and disgusting behaviour towards a lady police officer on duty is shameful. It reflects the arrogance and high handedness of state BJP leaders who think they are above law. Hope @dpradhanbjp @JPNadda , will take action. #BJPSackJayanarayan .
0
145
82
@saraka_fan
Jagannath Saraka
2 years
Tweet media one
9
6
116
@saraka_fan
Jagannath Saraka
2 years
Hon'ble CM Shri @Naveen_Odisha sir pays his tribute to Mahatma Gandhi at Piazza Gandhi in Rome.
Tweet media one
Tweet media two
3
3
105
@saraka_fan
Jagannath Saraka
1 year
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ sir ଏବଂ ଶଙ୍ଖ ସହ ଝାରସୁଗୁଡ଼ାବାସୀଙ୍କ ଅତୁଟ ସମ୍ପର୍କ । ଝାରସୁଗୁଡ଼ା ମାଟିର ସମୃଦ୍ଧି ପାଇଁ ଲୋକେ ଶଙ୍ଖକୁ ହିଁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବେ, ଏଥିରେ ସନ୍ଦେହ ନାହିଁ । #JharsugudaLovesBJD
Tweet media one
3
154
74
@saraka_fan
Jagannath Saraka
2 years
World Largest Hockey Stadium in Rourkela, Odisha. #HockeyWorldCup2023
2
15
85
@saraka_fan
Jagannath Saraka
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ପୁନର୍ବାର ମୋ ଉପରେ ଆସ୍ଥା ପ୍ରକଟକରି ମତେ ନୂତନ ଭାବେ ଗଠିତ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଥିବାରୁ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି। #ThankYouNaveenSir 🙏
Tweet media one
14
9
90
@saraka_fan
Jagannath Saraka
3 years
ଏ ବିରୋଧୀ କେଉଁଠି ଦେଖା ଯାଉନାହାଁନ୍ତି ... @Naveen_Odisha @bjd_odisha
Tweet media one
7
4
84
@saraka_fan
Jagannath Saraka
2 years
ଅନୁସୂଚିତ ଜନଜାତିଙ୍କ ସାମାଜିକ ଓ ଆର୍ଥିକ ବିକାଶର ଗତିକୁ ଆହୁରି ଆଗକୁ ନେବା ସହିତ ଜନଜାତିଙ୍କ ଭାଷା, ସଂସ୍କୃତି ଓ କଳାର ସୁରକ୍ଷା ସହ ଏହାର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ସରକାର ୯ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । @Naveen_Odisha @CMO_Odisha @stscdev @scstrti
5
7
80
@saraka_fan
Jagannath Saraka
2 years
ଓଡିଶା ସରକାର ST ଓ SC ଛାତ୍ର,ଛାତ୍ରୀଙ୍କ ପ୍ରି-ମ୍ୟାଟ୍ରିକ ବୃତ୍ତିକୁ ବୃଦ୍ଧି କରିଛନ୍ତି। ଛାତ୍ରମାନଙ୍କ ପାଇଁ ପ୍ରି-ମାଟ୍ରିକ୍ ବାଳକ ଛାତ୍ରବୃତ୍ତି ୭୫୦ ରୁ ୯୫୦ ଓ ବାଳିକାଙ୍କ ପାଇଁ ବୃଦ୍ଧି୮୦୦ ରୁ ୧୦୦୦କୁ ବୃଦ୍ଧି କରାଯିବ। @Naveen_Odisha @CMO_Odisha @
8
6
79
@saraka_fan
Jagannath Saraka
3 years
ନୂଆ ବିଶ୍ବାସର ପ୍ରତୀକ ହେଉଛି #BSKY ସ୍ବାସ୍ଥ୍ୟ କାର୍ଡ । କାରଣ ଏହା ମାଧ୍ୟମରେ ବହୁ ଲୋକ ଆରୋଗ୍ୟ ଲାଭ କରୁଛନ୍ତି । ବରଗଡ଼ ଜିଲ୍ଲାକୁ ଏହାର ଏକ ଅଂଶ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha Ji ଙ୍କୁ ହୃଦୟରୁ ଧନ୍ୟବାଦ । #NaveenBringsBSKY2Bargarh #Naveen4Bargarh
Tweet media one
0
100
60
@saraka_fan
Jagannath Saraka
1 year
#ଶଙ୍ଖ_ମୋ_ଗର୍ବ #ShankhaMoGarba
6
3
74
@saraka_fan
Jagannath Saraka
1 year
ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ବିଧାୟକ ଭାବେରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତାରେ ବିଧାନସଭାକୁ ସୁଚାରୁରୂପେ ପରିଚାଳନା କରିପାରିବେ। @pramila_mallick
Tweet media one
6
1
72
@saraka_fan
Jagannath Saraka
2 years
ଜୟ ଜଗନ୍ନାଥ 🙏🙏🙏
8
5
68
@saraka_fan
Jagannath Saraka
1 year
#ଜୟଜଗନ୍ନାଥ 🙏 #JayJagannath 🙏
10
1
69
@saraka_fan
Jagannath Saraka
2 years
*Odisha Model Vs. BJP Model*
Tweet media one
12
5
67
@saraka_fan
Jagannath Saraka
3 years
Does @BJP4Odisha ’s Hindu culture allows hurling eggs on Hon’ble CM, the head of the state who was returning from Srimandir after conducting Pooja of auspicious heritage project. BJP has disgraced Odia culture & Jagannath sanskriti. Shame on BJP #BJPApologize
Tweet media one
30
49
59
@saraka_fan
Jagannath Saraka
2 years
ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଇଛି। ବିକ୍ରମ ଦେବ କଲେଜ, ଜୟପୁରକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha sir ଙ୍କୁ ଅବିଭକ୍ତ କୋରାପୁଟବସୀଙ୍କ ତରଫରୁ ହାର୍ଦ୍ଦିକ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି।
Tweet media one
Tweet media two
6
5
66
@saraka_fan
Jagannath Saraka
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha sir ଙ୍କ ନେତୃତ୍ୱରେ ରାଜ୍ୟର ଅସହାୟ ଲୋକଙ୍କୁ ଖାଦ୍ୟ ନିରାପଦ ସହ ପର୍ଯ୍ୟାପ୍ତ ଖାଦ୍ୟ ସୁନିଶ୍ଚିତ କରାଯାଉଛି । #WorldFoodSafetyDay ରେ, ଆସନ୍ତୁ ଖାଦ୍ୟ ଅପଚୟକୁ ହ୍ରାସ କରିବା ଏବଂ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିକର ଏବଂ ନିରାପଦ ଖାଦ୍ୟ ଉପଲବ୍ଧ କରିବା ।
Tweet media one
6
9
65
@saraka_fan
Jagannath Saraka
2 years
ମୋ ଜିଲ୍ଲାବାସୀ ମତେ ଅଜସ୍ର ଭଳ ପାଇବ ଓ ଆଶୀର୍ବାଦ ପ୍ରଦାନ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି। ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ସର୍ବଦା ମୋ' ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ତଥା @bjd_odisha ଏବଂ ମୋ ପ୍ରତି ଏମିତି ଅତୁଟ ରହୁ। (୧/୨)
Tweet media one
Tweet media two
Tweet media three
2
3
63
@saraka_fan
Jagannath Saraka
2 years
Today Hon'ble CM Shri @Naveen_Odisha sir Inagurated 10 e-buses & 50 e-rickshaws in Bhubaneswar.
Tweet media one
Tweet media two
Tweet media three
Tweet media four
0
4
59
@saraka_fan
Jagannath Saraka
4 years
ବରିଷ୍ଠ ବିଜେଡି ��େତା, ପୂର୍ବତନ ମନ୍ତ୍ରୀ, ତଥା ବର୍ତମାନ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। #OmShanti 🙏
Tweet media one
5
1
59
@saraka_fan
Jagannath Saraka
2 years
Many many Congratulate legendary sprinter P.T.Usha on being elected as the first woman president of Indian Olympic Association. Best Wishes her a successful tenure.
Tweet media one
4
1
59
@saraka_fan
Jagannath Saraka
2 years
ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ। ଜୟ ଜଗନ୍ନାଥ 🙏🙏🙏
Tweet media one
4
3
58
@saraka_fan
Jagannath Saraka
2 years
Congratulations to all newly appointed District Observers of @bjd_odisha .
Tweet media one
2
6
59
@saraka_fan
Jagannath Saraka
2 years
ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ବିଧାନସଭାରେ ତାଙ୍କର ଅଭିଜ୍ଞତା ଉତ୍ତମ ଗୃହ ପରିଚାଳନାରେ ବିଶେଷ ସହାୟକ ହେବ ।
Tweet media one
Tweet media two
5
5
56
@saraka_fan
Jagannath Saraka
3 years
ପିଲାଙ୍କ ଗହଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଏତେ ପାଖରେ ପାଇଁ ପିଲାମାନେ ବହୁତ ଖୁସୀ । ପିଲାମାନେ ଆଗାମୀ କାଲିର ଭବିଷ୍ୟତ ସେମାନଙ୍କ ଉତ୍ତମ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ 5T ଅଧିନରେ ବିଦ୍ୟାଳୟର ଉନ୍ନତି ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। @CMO_Odisha @MoSarkar5T @stscdev
@Naveen_Odisha
Naveen Patnaik
3 years
ପିଲାମାନେ ଆମର ଭବିଷ୍ୟତ। ସେମାନଙ୍କ ଉଜ୍ଜ୍ୱଳମୟ ଜୀବନ ଗଢିବାରେ ବିଦ୍ୟାଳୟ ଶିକ୍ଷାର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ #5T ଅଧୀନରେ ରୂପାନ୍ତରିତ ବୃନ୍ଦାବନ ବିଦ୍ୟାପୀଠ ବୁଲି ଦେଖିବା ସହ ପିଲାଙ୍କ ଗହଣରେ କିଛି ସମୟ ଅତିବାହିତ କଲି। ଏହି ରୂପାନ୍ତରଣ ପିଲାମାନଙ୍କ ମଧ୍ୟରେ ଭରିଥିବା ଉତ୍ସାହ ଅବର୍ଣ୍ଣନୀୟ।
Tweet media one
Tweet media two
Tweet media three
Tweet media four
68
206
1K
4
3
60
@saraka_fan
Jagannath Saraka
2 years
#People 's Leader Hon'ble CM Shri @Naveen_Odisha Ji.
Tweet media one
4
1
57
@saraka_fan
Jagannath Saraka
2 years
NDA ରାଷ୍ଟ୍ରପତି ପ୍ରାର୍ଥୀନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ Ji ଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ସ୍ୱାକ୍ଷର କରିବା ଅବସରରେ । @TukuniSahu @sasmitpatra #PresidentialElection #OdishaLeads
Tweet media one
2
3
55
@saraka_fan
Jagannath Saraka
1 year
In Singapore airport on our way to Japan for investment meet. Another 7 hrs of flight to Tokyo✨✨ HCM Shri @Naveen_Odisha sir is looking forward for the investment meet. We will keep sharing visit details. A small bit on Singapore… We will have direct flights from (1/2)
3
2
52
@saraka_fan
Jagannath Saraka
2 years
ଆଜି ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ଶ୍ରୀମନ୍ଦିର ସେବାୟତମାନେ ଭେଟିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାୟ ଆସିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିବା ସହ ଆଲୋଚନା କଲେ । #JaiJagannath 🙏
Tweet media one
Tweet media two
Tweet media three
4
4
57
@saraka_fan
Jagannath Saraka
2 years
ପବିତ୍ର ସ୍ନାନଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ଯ ପହଣ୍ଡି । ଜୟ ଜଗନ୍ନାଥ 🙏
Tweet media one
Tweet media two
Tweet media three
2
3
53
@saraka_fan
Jagannath Saraka
4 years
#JayJagannath 🙏 #ଜୟ ଜଗନ୍ନାଥ 🙏 @Naveen_Odisha @bjd_odisha
Tweet media one
Tweet media two
Tweet media three
6
6
48
@saraka_fan
Jagannath Saraka
2 years
ଗତକାଲି ଭୁବନେଶ୍ୱର ସଂଖ୍ୟାଲଘୁ ସେଲ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେବା ଅବସରରେ ।
Tweet media one
Tweet media two
Tweet media three
Tweet media four
1
3
53
@saraka_fan
Jagannath Saraka
2 years
ମୋ' ନିର୍ବାଚନମଣ୍ଡଳୀର ଦୁର୍ଗମ ଅଞ୍ଚଳ ନିୟମଗିରିର କୁର୍ଲି ପଞ୍ଚାୟତ ଖମ୍ବେସି ଗ୍ରାମର ଡାଙ୍ଗରିଆ ଆଦିବାସୀ ଯୁବକ ମୁକ୍ତେଶ୍ଵର ୱାଡାକା ପ୍ରଥମ ଥର ପାଇଁ OPSC ପରୀକ୍ଷାରେ ସଫଳତା ହାସଲ କରି ଗଣିତ ବିଭାଗର ସହକାରୀ ଅଧ୍ୟାପକ ଭାବେ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣେଇବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରୁଛି।
Tweet media one
6
1
54
@saraka_fan
Jagannath Saraka
2 years
ରାୟଗଡ଼ ଜିଲ୍ଲା ଲୋକ ମହୋତ୍ସବ "ଚଇତି" ସଂସ୍କୃତିକ ଉତ୍ସବ "ଇଡାଇ ଇଡାତାଲ-୨୦୨୨" ଗୁଣପୁର ଉପଖଣ୍ଡ ସ୍ତରୀୟ ଚଇତି ଉତ୍ସବ ପାଳନର ଶୁଭାରମ୍ଭ ଅବସରରେ ଅନୁଷ୍ଠିତ "କଳସ" ଯାତ୍ରାରେ ଯୋଗଦେଲି ।
6
4
55
@saraka_fan
Jagannath Saraka
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha sir ଙ୍କୁ ଭେଟି ଧନ୍ୟବାଦ ଜଣେଇଲେ କନ୍ଧମାଳ ଜିଲ୍ଲାର ବାଲିଗୁଡାର ଆଦିବାସୀ ଗରିବ ମେଧାବୀ ଛାତ୍ର ଇଫୁ ମଲ୍ଲିକ ।
4
4
53
@saraka_fan
Jagannath Saraka
2 years
ଅନ୍ତର୍ଜାତୀୟ ମାତୃଭାଷା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ମାତୃଭାଷା ଓଡ଼ିଆ ହେଉଛି ଆମର ସ୍ଵତନ୍ତ୍ର ପରିଚୟ। ଏହାକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଅବଦାନ ଥିବା ମହାପୁରୁଷମାନଙ୍କୁ ହୃଦୟରୁ ପ୍ରଣାମ ଜଣାଉଛି। ଏହାର ସୁରକ୍ଷା ଓ ପ୍ରସାର ପାଇଁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ।
Tweet media one
3
2
53
@saraka_fan
Jagannath Saraka
2 years
ନବମ-ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ST,SC,OBC/SEBC ଛାତ୍ରଛାତ୍ରୀମାନେ ପ୍ରାକ-ମାଟ୍ରିକ ଛତ୍ରବୃତ୍ତି ଆବେଦନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । *ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀମାନେ ନିଜର ଜାତି ଓ ଆୟ ପ୍ରମାଣ ପତ୍ର, ଆଧାର ଓ ବ୍ୟାଙ୍କ ପାସବୁକର ଜେରକ୍ସ ନିଜ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନିକଟରେ ଦାଖଲ କରିବେ । @stscdev
Tweet media one
3
9
53
@saraka_fan
Jagannath Saraka
2 years
Thank you for your warm wishes.
@RashmitaMeher1
Rashmita Meher ( O+ve )🇮🇳
2 years
Wishing you happy birthday @saraka_fan Sir ଜଗତର ନାଥ ଜଗନ୍ନାଥ ଙ୍କ କୃପା ସବୁବେଳେ ଆପଣଙ୍କ ସହିତ ରହିଥIଉ l
Tweet media one
1
0
14
13
3
52
@saraka_fan
Jagannath Saraka
2 years
Tweet media one
Tweet media two
Tweet media three
5
2
49
@saraka_fan
Jagannath Saraka
2 years
ଆଜି ରାୟଗଡ଼ା ସର୍କିଟହାଉସ ଠାରେ ପଦ୍ମପୁର ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରମେଶ ସାହୁ,ରାୟଗଡା ପୌରପାଳିକା ଉପାଧ୍ୟକ୍ଷ ଶ୍ରୀମତି ସୁଭ୍ରା ପଣ୍ଡା, ବଡଖିଲାପଦର ସରପଞ୍ଚଙ୍କ ସମେତ ବାହୁ ବିଜେଡି ନେତାଙ୍କ ସହିତ ସାକ୍ଷାତକରି ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କଲି ।
Tweet media one
Tweet media two
Tweet media three
Tweet media four
2
3
51
@saraka_fan
Jagannath Saraka
2 years
ଭୁବନେଶ୍ବର ସ୍ଥିତ ଜୟେଦେବ ଭବନ ଠାରେ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha sir "ହଜ୍ ଯାତ୍ରୀ"ଙ୍କୁ ସମ୍ବର୍ଦ୍ଧନା କରିବେ। @CMO_Odisha @stscdev
Tweet media one
5
3
48
@saraka_fan
Jagannath Saraka
2 years
ରାୟଗଡା ଜିଲ୍ଲାର ଶିରିଗୁଡ଼ା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ "ପ୍ରକୃତି ମିତ୍ର ପୁରସ୍କାର-୨୦୨୨" ପାଇଥିବାରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
Tweet media one
3
5
51
@saraka_fan
Jagannath Saraka
2 years
ଜୟ ଜଗନ୍ନାଥ 🙏
Tweet media one
4
5
51
@saraka_fan
Jagannath Saraka
2 years
ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ,ଧରତି ଆବା ଶହୀଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି ।ଆଦିବାସୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ତାଙ୍କର ବହୁମୂଲ୍ୟ ଅବଦାନ ଚିରସ୍ମରଣୀୟ ରହିବ ।
Tweet media one
5
2
49
@saraka_fan
Jagannath Saraka
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ସିର ଙ୍କ ଦୁରଦୃଷ୍ଟି ସମ୍ପନ ନେତୃତ୍ୱରେ "ଓଡ଼ିଶା ମଡେଲ ଦେଶରେ ନମ୍ବର ୱାନ"
Tweet media one
4
5
50
@saraka_fan
Jagannath Saraka
2 years
ପବିତ୍ର ଶୀତଳ ଷଷ୍ଠୀ ତଥା ଶିବ ବିବାହ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଦେବ ଦମ୍ପତ୍ତିଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧି ଭରିହେଉ।
Tweet media one
6
3
50
@saraka_fan
Jagannath Saraka
2 years
ଜୟ ଜଗନ୍ନାଥ 🙏 ସ୍ନାନବେଦୀରେ ଚତୂର୍ଦ୍ଧାମୂରତିଙ୍କ ଦୁର୍ଲଭ ‘ଗଜାନନ ବେଶ'।
Tweet media one
2
6
49
@saraka_fan
Jagannath Saraka
1 year
ଆଜି ଭୁବନେଶ୍ୱର ଏମ୍ସରେ ବିଷମକଟକ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଟ କଂଗ୍ରେସ ନେତା ଶ୍ରୀ ନୀଳମାଧବ ହିକକାଙ୍କ ପିତା ଶ୍ରୀ ମାଳତୀ ହିକକାଙ୍କ ହାର୍ଟ ଅପରେସନ ହେଇଥିବା ବିଷୟରେ ଜାଣି ଡାକ୍ତରଖାନ ଯାଇ ତାଙ୍କୁ ଦେଖା କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟର ପଚାରିବୁଝିବା ସହ ତାଙ୍କର ଆସୁଆରୋଗ୍ୟ କାମନା କଲି ।
Tweet media one
Tweet media two
Tweet media three
2
4
46
@saraka_fan
Jagannath Saraka
1 year
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha sir ଙ୍କ ଦକ୍ଷ ନେତୃତ୍ଵ ଓ ସୁଶାସନ ବ୍ୟବସ୍ଥା ଯୋଗୁଁ ଓଡ଼ିଶାରେ ଆଇନଶୃଙ୍ଖଳା ଠିକ୍ ରହିବା ସହ ଓଡ଼ିଶା ସଭିଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏକଥାକୁ ବିରୋଧୀ ସ୍ବୀକାର କରି, ମିଛରେ ଅପପ୍ରଚାର କରି ଓଡ଼ିଶାକୁ ବଦନାମ କରନ୍ତୁନି। #NaveenOdisha
11
3
46
@saraka_fan
Jagannath Saraka
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha sir ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ରାଜ୍ୟସ୍ତରୀୟ ବୈଠକରେ ଭର୍ଚୁଆଲ ମଧ୍ୟମରେ ରାୟଗଡାରୁ ଯୋଗ ଦେଇଥିଲି।
Tweet media one
Tweet media two
Tweet media three
Tweet media four
1
4
45
@saraka_fan
Jagannath Saraka
2 years
ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆ ଠାରେ ଆୟୋଜିତ ଆଦିବାସୀ ମେଳା-୨୦୨୩ରେ ପ୍ରାଚୀନ ଜନଜାତି ମାନଙ୍କ ଐତିହ, କଳା, ସଂସ୍କୃତି ଓ ଜୀବନ ଶୈଳୀର ପ୍ରଦର୍ଶିତ କରାଯାଇଛି। ଏଥିସହ ମଣ୍ଡିଆ,ମୁଗ,ବିରି, ବାସନା ଚାଉଳ,ହଳଦୀ, ଝୁଣା,ଫୁଲ ଝାଡୁ, ଇତ୍ୟାଦି ସାମଗ୍ରୀର ବିକ୍ରି କରାଯାଉଛି।
Tweet media one
Tweet media two
1
4
45
@saraka_fan
Jagannath Saraka
2 years
ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଆନନ୍ଦର ପର୍ବ ହୋଲି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଆଣିଦେଉ। #HappyHoli
Tweet media one
7
2
45
@saraka_fan
Jagannath Saraka
2 years
ଧନ୍ୟବାଦ ଓଡ଼ିଶା
Tweet media one
1
0
46
@saraka_fan
Jagannath Saraka
2 years
Hon'ble Chief Minister Shri @Naveen_Odisha sir has reached Dubai for the Investors’Meet on June 29.
Tweet media one
1
4
46
@saraka_fan
Jagannath Saraka
1 year
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha sir ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରାକୃତିକ ଦୁର୍ବିପାକ କମିଟି ବୈଠକରେ ରାୟଗଡ଼ ଜିଲ୍ଲାପାଳ ସମ୍ମିଳନୀକକ୍ଷରୁ ଭିଡ଼ିଓ କନଫ୍ରେନସିଂ ମାଧ୍ୟମରେ ଯୋଗଦେଲି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ସହ ଖାଦ୍ୟ ଯୋଗାଣ ଓ ବିପର୍ଯ୍ୟୟ ପରବର୍ତ୍ତୀ ପରିଚାଳନା ପାଇଁ ପ୍ରସ୍ତୁତ
Tweet media one
Tweet media two
2
1
42
@saraka_fan
Jagannath Saraka
2 years
ବିଶ୍ୱ ପରିବେଶ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କର୍ଚାମାଳ ସରକାରୀ (SSD) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ @ForestDeptt ବିଭାଗ ଦ୍ଵାରା "ପ୍ରକୃତି ମିତ୍ର ପୁରସ୍କର-୨୦୨୨" ପାଇଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କୁ ମୋର ଅଭିନନ୍ଦନ ଜଣାଉଛି ।
Tweet media one
Tweet media two
3
3
44
@saraka_fan
Jagannath Saraka
2 years
ଜୟ ଜଗନ୍ନାଥ 🙏
Tweet media one
Tweet media two
6
5
44
@saraka_fan
Jagannath Saraka
1 year
ମାନ୍ୟବର ସଭାପତି ତଥା ମୁଖ୍ୟମନ୍ତ୍ରୀ @Naveen_Odisha sir ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବକିଶୋର ଦାସଙ୍କ କନ୍ୟା ଦୀପାଳୀ ଦାସଙ୍କୁ @bjd_odisha ପ୍ରାର୍ଥୀନୀ ଭାବେ ଚୟନ କରିଛନ୍ତି I ବିଜେଡି ପ୍ରାର୍ଥୀନୀ ଭାବେ ଚୟନ ହେଇଥିବରୁ ଦୀପାଲୀ ଦାସଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
Tweet media one
2
1
44
@saraka_fan
Jagannath Saraka
3 years
ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କର ବିୟୋଗ ଓଡ଼ିଆ ସିନେଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣେଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।
Tweet media one
0
4
45
@saraka_fan
Jagannath Saraka
2 years
ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଥିବା ଆଦିବାସୀ ମେଳା-୨୦୨୩ର ଶୁଭ ଉଦଘାଟନ ଆଜି ସଧ୍ୟା ୫ଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ sir କରିବେ।
Tweet media one
2
6
43
@saraka_fan
Jagannath Saraka
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha sir କୋରାପୁଟ ମାଟିରେ ଉତ୍ପାଦିତ ଷ୍ଟ୍ରବେରୀକୁ ଟେଷ୍ଟ କରିଛନ୍ତି।
Tweet media one
2
0
44
@saraka_fan
Jagannath Saraka
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha sir ଆଜି ଭୁବନେଶ୍ୱର ସ୍ଥିତ @kissfoundation -DU ର ନୂତନ କ୍ୟାମ୍ପସର ଉଦଘାଟନ କରିଛନ୍ତି ।
Tweet media one
Tweet media two
Tweet media three
Tweet media four
1
5
42
@saraka_fan
Jagannath Saraka
2 years
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଟାଣିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha sir । ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କର ମଙ୍ଗଳ କାମନା କରିଛନ୍ତି । ଜୟ ଜଗନ୍ନାଥ 🙏 #ରଥଯାତ୍ରା୨୦୨୨ #RathaJatra2022
Tweet media one
Tweet media two
Tweet media three
Tweet media four
2
5
44
@saraka_fan
Jagannath Saraka
2 years
ନୂତନ ବର୍ଷ-୨୦୨୩ ଅବସରରେ ରାୟଗଡା ସରକାରୀ ମହାବିଦ୍ୟାଳୟ (ସ୍ୱୟଂଶାସିତ) ସ୍ଥିତ ନାଗାବଳି ହଷ୍ଟେଲର ଅନ୍ତେବାସୀଙ୍କ ସହିତ ନବବର୍ଷ ପାଳନ କରି ମୁଁ ବହୁତ ଆନନ୍ଦିତ । ସମସ୍ତ ବିଦ୍ୟାର୍ଥୀ ଓ କଲେଜ କର୍ତ୍ତୃପକ୍ଷଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇଥିଲି ।
4
2
43
@saraka_fan
Jagannath Saraka
2 years
5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଉନ୍ନତମାନର ଭିତ୍ତିଭୂମି,ଆଧୁନିକ ଶିକ୍ଷା ବ୍ୟବସ୍ଥା ସହ ଖେଳ ଆଦି ସୃଜନଶୀଳତା ବିକାଶ ପାଇଁ ସୁଯୋଗ ସୃଷ୍ଟି କରୁଛି। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଦ୍ଵିତୀୟ ପର୍ଯ୍ୟାୟରେ ରାୟଗଡ଼ା ଜିଲ୍ଲାର ,୭୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।
Tweet media one
Tweet media two
Tweet media three
Tweet media four
5
2
43
@saraka_fan
Jagannath Saraka
2 years
Today attended Panchayat Samiti meeting at Muniguda Block in Rayagada.
Tweet media one
Tweet media two
Tweet media three
0
3
43
@saraka_fan
Jagannath Saraka
1 year
Today attended annual function of KALEIDOSCOPE-2023 at Rayagada HSS/ Autonomous College.
Tweet media one
Tweet media two
Tweet media three
2
2
42
@saraka_fan
Jagannath Saraka
2 years
"ଚଇତି କ୍ରୀଡା ଉତ୍ସବ-୨୦୨୨" ଅବସରରେ ଆଜି ରାୟଗଡାର ଇନଡୋର ଷ୍ଟାଡିୟମ ଠାରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟର ଶୁଭାରମ୍ଭ କଲି । ଏହି ଅବସରରେ BSKY ଉପଦେଷ୍ଟା, ଶ୍ରୀ ସୁଧିର କୁମାର ଦାସ, @DM_Rayagada ଏବଂ @sprayagada ପ୍ରମୁଖ ଯୋଗ ଦେଇଥିଲେ।
1
3
44
@saraka_fan
Jagannath Saraka
2 years
I extended my sincere gratitude to Hon'ble CM Shri @Naveen_Odisha sir for appointing me as Chairman of District Planning Committee Gajapati.
Tweet media one
5
3
44
@saraka_fan
Jagannath Saraka
2 years
Tweet media one
2
3
43
@saraka_fan
Jagannath Saraka
2 years
On behalf of Hon'ble CM Shri @Naveen_Odisha sir,met Hon'ble CM @JharkhandCMO Shri @HemantSorenJMM and invited him to attend #HockeyWorldCup2023 . Hon'ble CM Shri @Naveen_Odisha sir is inviting all the CMs to attend the mega event being organised by Odisha. #HockeyComesHome
Tweet media one
Tweet media two
Tweet media three
0
0
43
@saraka_fan
Jagannath Saraka
2 years
ମାଲକାନଗିରି ଜିଲ୍ଲା ଲୋକମହୋତ୍ସବ ମାଲ୍ୟବନ୍ତ ମହୋତ୍ସବ-୨୦୨୨ର ତୃତୀୟ ସନ୍ଧ୍ୟାରେ ଯୋଗ ଦେଇଥିଲି ।
3
2
41
@saraka_fan
Jagannath Saraka
2 years
ବରିଷ୍ଠ ବିଜେଡି ନେତା ତଥା ଓଡିଶା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ ଓ ମର୍ମାହତ । ତାଙ୍କର ବିୟୋଗ ଓଡ଼ିଶା ତଥା ଦଳ ପାଇ ଏକ ଅପୂରଣୀୟ କ୍ଷତି । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି। #OmShanti 🙏
Tweet media one
6
0
42
@saraka_fan
Jagannath Saraka
2 years
Congratulate the son of Rayagada #ManasKhara on being selected in the 16-member T-20 Junior Indian Cricket team for the upcoming Junior T-20 International match with Shri Lanka,from 15th October 2022 in Hyderabad. Wish the team all the very best.
Tweet media one
Tweet media two
8
6
42
@saraka_fan
Jagannath Saraka
2 years
ଆଜି ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆ ଠାରେ ଆୟୋଜିତ "ଆଦିବାସୀ ମେଳା-୨୦୨୩" ର ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ sir କରିଛନ୍ତି। ଏହି ଉଦଘାଟନୀ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଗଦେଇ ବିଭିନ୍ନ ଷ୍ଟଲ ଗୁଡିକ ବୁଲି ଦେଖିଲୁ। (୧/୨)
Tweet media one
Tweet media two
Tweet media three
Tweet media four
1
1
40
@saraka_fan
Jagannath Saraka
2 years
Thank you Hon'ble CM Shri @Naveen_Odisha sir give me this Opportunity. #PresidentialElection
@Naveen_Odisha
Naveen Patnaik
2 years
BJP President Shri @JPNadda ji spoke to me about the filing of nomination of Smt #DraupadiMurmu ji for #PresidentElection . My cabinet colleagues Shri @saraka_fan and Smt @TukuniSahu will sign nomination papers today and attend the event tomorrow. #OdishaLeads
174
2K
19K
2
2
41
@saraka_fan
Jagannath Saraka
2 years
Oceans generate most of the oxygen and play a crucial role in regulating climate. They are major source of fresh watert, food & medicine for our survival. On #WorldOceansDay , let us take a pledge to prevent ocean plastic pollution and keep clean.
Tweet media one
1
3
40
@saraka_fan
Jagannath Saraka
2 years
ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ sir ଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆଜି ଦକ୍ଷିଣ ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଏକ ଐତିହାସିକ ଦିନ l
6
4
41
@saraka_fan
Jagannath Saraka
2 years
Hon'ble Chief Minister Shri @Naveen_Odisha sir was received by India's Ambassador to Italy Dr. @Neena Malhotra after reaching Rome.
Tweet media one
Tweet media two
3
1
42
@saraka_fan
Jagannath Saraka
2 years
ରାୟଗଡ଼ା ଜିଲ୍ଲା ଅଗ୍ନିଶମ ବିଭାଗୀୟ କର୍ମଚାରୀ ଆଜି ନଦୀରୁ ୨ ଜଣ ବ୍ୟକ୍ତିଙ୍କୁ ଉଦ୍ଧାରକରି ୨ଟି ବହୁମୂଲ୍ୟ ଜୀବନର ରକ୍ଷା କରିଛନ୍ତି । ଅଗ୍ନିଶମ କର୍ମଚାରୀ ଦୁଃସାହସିକ କାର୍ଯ୍ୟ ଅତ୍ୟନ୍ତ ପ୍ରସଂଶନୀୟ ଅଟେ । ଉଦ୍ଧାର କର୍ଯ୍ୟରେ ନିଯୋଜିତ୍ ହେଇଥିବା ଅଗ୍ନିଶମ କର୍ମଚାରୀଙ୍କୁ ଧନ୍ୟବାଦ୍ ଜଣାଉଛି। @CMO_Odisha @MoSarkar5T @OdishaFire
2
3
39
@saraka_fan
Jagannath Saraka
1 year
Many Congratulate to newly appointed all District Observer of @bjd_odisha
Tweet media one
1
3
40
@saraka_fan
Jagannath Saraka
2 years
"ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭାବ ତୁମେ" ଜୟ ଜଗନ୍ନାଥ 🙏
Tweet media one
2
3
40
@saraka_fan
Jagannath Saraka
1 year
ପବିତ୍ର ରାମ ନବମୀ ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ମଙ୍ଗଳମୟ କରିବା ସହ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରି ଦେଉ।
Tweet media one
6
2
37
@saraka_fan
Jagannath Saraka
2 years
ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ପ୍ରଭୁ ଦୋଳଗୋବିନ୍ଦଙ୍କ କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ।
Tweet media one
5
3
38
@saraka_fan
Jagannath Saraka
2 years
Attended the Annual Function celebration of Govt (SSD) Higher Secondary School, Kailashpur of Kolnara block in Rayagada district.
3
3
39
@saraka_fan
Jagannath Saraka
2 years
ଅଦ୍ଵିତୀୟ ନବୀନ 🙏
Tweet media one
3
1
39
@saraka_fan
Jagannath Saraka
2 years
ଭୁବନେଶ୍ୱର ଠାରେ ଅନୁଷ୍ଠିତ "ଅଲ ଓଡ଼ିଶା ଓକିଲ ସଙ୍ଘ"ର ୫୧ତମ ବାର୍ଷିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha sir ଙ୍କ ସହିତ ଯୋଗଦେଲି। ଏହି ଅବସରରେ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ @SujeetKOfficial ,ମାନ୍ୟବର ସାଂସଦ ଶ୍ରୀ @BhartruhariM
Tweet media one
Tweet media two
Tweet media three
Tweet media four
3
2
39
@saraka_fan
Jagannath Saraka
1 year
ନବୀନ ପକ୍କା ଘର ଦେଇ ଅସହାୟଙ୍କ ଓଠରେ ଫୁଟାଇଛନ୍ତି ହସ ।
1
1
38
@saraka_fan
Jagannath Saraka
1 year
ବିକଶିତ ଓଡ଼ିଶାର ବିଶ୍ୱକର୍ମା #ଜୟ ନବୀନ 🙏 #NaveenOdisha
Tweet media one
3
2
38
@saraka_fan
Jagannath Saraka
2 years
ତା: ୨୫/୮/୨୦୨୨:- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦ୍ୱାରଫିଟା ନୀତିର ଭବ୍ୟ ଦର୍ଶନ। ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କରନ୍ତୁ । ଜୟ ଜଗନ୍ନାଥ 🙏
5
3
36
@saraka_fan
Jagannath Saraka
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ sir ଆଜି କୋରାପୁଟ ଜିଲ୍ଲା ବିକ୍ରମ ଦେବ (ସ୍ଵୟଂଶାସିତ) ମହାବିଦ୍ୟାଳୟ,ଜୟପୁରର ପ୍ଲାଟିନମ ଜୟନ୍ତୀ ପାଳନ ସମାରୋହ ଯୋଗଦେବା ସହ ଜିଲ୍ଳାର ₹୧୫୯୬ କୋଟି ଟଙ୍କାର ୧୧୩ ଗୋଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
Tweet media one
Tweet media two
Tweet media three
Tweet media four
2
2
37
@saraka_fan
Jagannath Saraka
2 years
ଆମର ଓଡ଼ିଶା ମାଟିର ଆଦିବାସୀ ଝିଅ ଶ୍ରୀମତୀ ଦ୍ରୌପଦି ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha sir, ମାନ୍ୟବର ରାୟଗଡ଼ା ବିଧାୟକ ଶ୍ରୀ @MakarandaMuduli ଙ୍କୁ ଅନୁରୋଧ କରିଥିଲେ ।
2
8
37
@saraka_fan
Jagannath Saraka
8 months
ଆଜି ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ "ଜାତୀୟ ଜନଜାତି ଶିଳ୍ପ ମେଳା ଓ ନୃତ୍ୟ ମହୋତ୍ସବ-୨୦୨୪" ର ଶୁଭାରମ୍ଭ କରି ମୁଁ ବହୁତ ଖୁସି । @Naveen_Odisha @CMO_Odisha @scstdevdept @scstrti @roopars @indratripathy
Tweet media one
2
3
36
@saraka_fan
Jagannath Saraka
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha sir ଙ୍କ ଦକ୍ଷ ନେତୃତ୍ବରେ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ କ୍ଷେତ୍ରରେ @NITIAayog ପକ୍ଷରୁ ପ୍ରକାଶିତ ଏପ୍ରିଲ ୨୦୨୨ ଆକାଂକ୍ଷୀ ଜିଲ୍ଲା ଡେଲ୍ଟା ରାଙ୍କିଂରେ କୋରାପୁଟ ୧ମ ସ୍ଥାନ ଓ ରାୟଗଡ଼ ୪ର୍ଥ ସ୍ଥାନ ହାସଲ କରିଥିବରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
Tweet media one
2
1
35
@saraka_fan
Jagannath Saraka
1 year
ଆଜି ମୋ' ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଷମକଟକ ଠାରେ "ମିଶନ ଶକ୍ତି କେଫେ"ର ଉଦଘାଟନ କରି ମୁଁ ବହୁତ୍ ଆନନ୍ଦିତ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha sir ମିଶନ ଶକ୍ତି ଜରିଆରେ ରାଜ୍ୟର ମାଆମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ କରି ସ୍ୱାବଲମ୍ବୀ କରିଛନ୍ତି।
Tweet media one
Tweet media two
Tweet media three
Tweet media four
1
2
36