![Amar Kumar Nayak Profile](https://pbs.twimg.com/profile_images/1822512090311282688/mrem1XLD_x96.jpg)
Amar Kumar Nayak
@amarnayakodisha
Followers
99
Following
4
Statuses
96
MLA, Badachana, Odisha
Bhubaneswar
Joined November 2021
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, କବି, ଔପନ୍ୟାସିକା କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ମହିଳା ସଶକ୍ତିକରଣ ଏବଂ ମହିଳାଙ୍କ ଅଧିକାର ପାଇଁ ତାଙ୍କର ପ୍ରୟାସ ସର୍ବଦା ପ୍ରଶଂସନୀୟ। #kuntalakumarisabat #mlabadachana
0
0
2
ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। #pabitramohanpradhan #mlabadachana
0
0
3
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀଜୀ ଏବଂ ବିଜେପିର କର୍ମକର୍ତ୍ତାଙ୍କ କଠିନ ପରିଶ୍ରମ ପାଇଁ ଦିଲ୍ଲୀବାସୀଙ୍କର ଆଶୀର୍ବାଦ ପାଇଛୁ। ଏବେ ଡବଲ ଇଞ୍ଜିନ ସରକାର, ଦେଶର ରାଜଧାନୀକୁ ବିଶ୍ୱର ଉତ୍ତମ-ସୁନ୍ଦର ସହର ଭାବେ ନିର୍ମାଣ କରିବ। @narendramodi #DelhiElection2025
0
0
3
ମହିଳା ସଶକ୍ତିକରଣ ଦିଗରେ ଆଗକୁ ବଢ଼ୁଛି ଓଡ଼ିଶା।ସୁନିଶ୍ଚିତ ହେଉଛି ମାତୃଶକ୍ତିଙ୍କ ଆର୍ଥିକ ବିକାଶ। ସୁଭଦ୍ରା ଯୋଜନାର ୧ମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉପକୃତ ହେବେ ୧୮ଲକ୍ଷରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀ। #ସୁଭଦ୍ରା #mlabadachana @MohanMOdisha
0
0
3
ରାମଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବଟ କୃଷ୍ଣ ସ୍ବାଇଁ ସାରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ତାଙ୍କୁ ସମ୍ମାନୀତ କରିଛି। ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଓ ଆଦର୍ଶ ବ୍ୟକ୍ତିତ୍ବ ଭାବରେ ବଟ ସାରଙ୍କ ପରିଚୟ ସ୍ବତନ୍ତ୍ର। ଦୀର୍ଘ ଦିନ ଧରି ସହଜ ସରଳ ଶିକ୍ଷାଦାନ କରିବା ସହିତ ବିଦ୍ୟାଳୟକୁ ସୁନ୍ଦର କରି ଗଢି ତୋଳିବାରେ ସାରଙ୍କ ଭୂମିକା ଅବର୍ଣ୍ଣନୀୟ। ସାରଙ୍କ ପ୍ରତି ଛାତ୍ରଛାତ୍ରୀଙ୍କ ଭକ୍ତି ଶ୍ରଦ୍ଧା ଓ ସମ୍ମାନ ମତେ ଅଭିଭୁତ କରିଛି। ବଟ ସାରଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି। #badachana #mlabadachana
0
1
7
ରଇପୁର ପଞ୍ଚାୟତର ରାମଦାସପୁର ଗ୍ରାମକୁ ଗସ୍ତ ସମୟରେ ଜଣେ ମଉସାଙ୍କ ସହ ସାକ୍ଷାତ ହେବାର ମୂହୁର୍ତ୍ତ ମୋ ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ।ତାଙ୍କର ସ୍ନେହବୋଳା କଥା ମତେ ବେଶ୍ ଆନନ୍ଦିତ କରିଛି। ତାଙ୍କ ଆଶୀର୍ବାଦ ମୋ ପାଇଁ ଶ୍ରେଷ୍ଠ ସମ୍ପତ୍ତି। ମୋ ମୁଣ୍ଡ ଉପରେ ଆଶୀର୍ବାଦର ହାତ ମତେ ସେବା କରିବାକୁ ସାହସ ଓ ପ୍ରେରଣା ଯୋଗାଉଥାଉ। #Ramdashpur #mlabadachana #bikasitabadachana
0
0
6
#ତମ୍ବାଖୁ ସେବନ ନୁହେଁ #ଜୀବନ ଜରୁରୀ କ୍ୟାନ୍ସର ଦିବସ ଅବସରରେ ଏ ରୋଗରେ ପିଡୀତ ସମସ୍ତଙ୍କର ଆରୋଗ୍ୟ କାମନା କରୁଛି। ନିଜ ପରିବାର ମୁହଁରେ ହସ ଫୁଟେଇବା ପାଇଁ ଆସନ୍ତୁ ସମସ୍ତେ ଶପଥ ନେବା,ତମ୍ବାଖୁ ସେବନରୁ ଦୂରେଇ ରହିବା। #CancerAwareness
2
0
8
#କେରଳ_ବିଧାନସଭାରେ * କେରଳର ଅର୍ଥ ମନ୍ତ୍ରୀ ଶ୍ରୀମାନ କେ.ଏନ୍.ବାଲଗୋପାଲଙ୍କ ସହ ରାଜ୍ୟର ଆର୍ଥିକ ପରିଚାଳନା ସଂପର୍କରେ ତିରୁଭନ୍ତପୁରମ ଠାରେ ଆଜିର ଆଲୋଚନା, ଖୁବ ଉପାଦୟ ହୋଇଛି । * ଓଡ଼ିଶା ବିଧାନସଭା ପବ୍ଲିକ୍ ଆକାଉଣ୍ଟସ୍ କମିଟିର ସଭ୍ୟ ବୃନ୍ଦ ଏବଂ କେରଳର ଅର୍ଥ ବିଭାଗର ଆଲୋଚନା, ଉଭୟ ରାଜ୍ୟର ବିକାଶ ଦିଗରେ ସହାୟକ ହେବ। * ବିଶେଷ କରି ମୋ ପାଇଁ, ଆଜିର ବୈଠକ ଖୁବ ଶିଖଣୀୟ।
2
1
14
ଆନ୍ଧ୍ରପ୍ରଦେଶ BJP ସଭାପତି ତଥା ଲୋକସଭା ସାଂସଦ @PurandeswariBJP ଙ୍କ ସହ ହାଇଦ୍ରାବାଦ ବିମାନ ବନ୍ଦରରେ ସୌଜନ ମୂଳକ ଚର୍ଚ୍ଚା କରିଛୁ, BJP ପ୍ରଭାରୀ ଭାବରେ ଓଡ଼ିଶା ସଂପର୍କରେ ଅବଗତ ଥିବା ଡି.ପୁରନ୍ଦେରଶ୍ୱରୀ, ଆମ ବିଧାନସଭା ପବ୍ଲିକ୍ ଆକାଉଣ୍ଟସ୍ କମିଟିର ସମସ୍ତ ସଭ୍ୟଙ୍କ ସହ ଆଲୋଚନା କରିଛନ୍ତି। @BJP4Odisha
@CMO_Odisha
0
1
9
ଧନ୍ୟବାଦ ପ୍ରଧାନମନ୍ତ୍ରୀ ଶ୍ରୀମାନ @narendramodi 2025-26 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ମାନନୀୟା ଅର୍ଥମନ୍ତ୍ରୀ ଶ୍ରୀମତୀ @nsitharaman 12 ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ର ଘୋଷଣା କରିଛନ୍ତି ।
0
1
6
ଆୟୁଷ୍ମାନ ଭାରତ PM-ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ-ଆରୋଗ୍ୟ ଯୋଜନାର ସମନ୍ୱିତ କ୍ରିୟାନ୍ୱୟନରେ ଓଡ଼ିଶାବାସୀଙ୍କୁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜି ମନ୍ତ୍ରୀ ଶ୍ରୀମାନ @PrithivirajBJPଙ୍କ ସହ ଯାଜପୁର ଜିଲ୍ଲା ମେଡିକାଲକୁ ଯାଇ ଚିକିତ୍ସା ସେବା ସଂପର୍କରେ ରୋଗୀଙ୍କ ସହ କଥା ହୋଇଛୁ । #OdishaCares
0
1
4
ଆମ ସମ୍ବିଧାନର ମୂଲ୍ୟବୋଧକୁ ସଂରକ୍ଷିତ କରି ଏକ ସମୃଦ୍ଧ ଭାରତ ଗଠନର ଦାୟିତ୍ୱ, ବର୍ତ୍ତମାନ ପିଢ଼ୀର, ବଡ଼ଚଣା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ, ଜାତୀୟ ପର୍ବ-ଗଣତନ୍ତ୍ର ଦିବସ ପାଳନ ଅବସରରେ ଛାତ୍ରୀମାନେ ସଂକଳ୍ପ ନେଇଛନ୍ତି, ସମ୍ବିଧାନ ପ୍ରଦତ୍ତ କର୍ତ୍ତବ୍ୟ ପାଳନ କରି ବିକଶିତ ରାଷ୍ଟ୍ର ନିର୍ମାଣରେ ସେମାନେ ଭାଗିଦାରୀ ହେବେ, ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଆଜିର ଶୁଭ ମୁହୂର୍ତ୍ତରେ ଏକ ସ୍ମାର୍ଟ କ୍ଲାସ ରୁମର ଉଦଘାଟିତ ହୋଇଛି । #RepublicDay
0
0
4
#ଗଣତନ୍ତ୍ର_ଦିବସର ହାର୍ଦ୍ଦିକ ଶୁଭେଚ୍ଛା ବଡ଼ଚଣା BJP କାର୍ଯାଳୟରେ ଆମ ଗୌରବମୟ ଗଣତନ୍ତ୍ରର ୭୬ ତମ ବାର୍ଷିକୀ ପାଳନ କରିଛୁ । ଏହି ଅବସରରେ ମହାନ ବ୍ୟକ୍ତିତ୍ୱଙ୍କୁ ପ୍ରଣାମ ଜଣାଉଛି, ଯେଉଁମାନେ ଆମ ସମ୍ବିଧାନ ପ୍ରସ୍ତୁତ କରି ଆମର ଗଣତନ୍ତ୍ର ଏବଂ ଏକତାକୁ ସୁନିଶ୍ଚିତ କରିଛନ୍ତି। #RepublicDay
0
0
4
ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ @PravatiPOdishaଙ୍କ ମାତା, ସ୍ୱର୍ଗୀୟା ଲୋଭାବତୀ ଦେବୀଙ୍କ ଏକାଦଶାହରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି । ଦିବଂଗତ ଆତ୍ମାଙ୍କୁ ଭଗବାନ ନିଜ ପାଦ-ପଦ୍ମରେ ସ୍ଥାନ ଦିଅନ୍ତୁ ଏବଂ ଏଭଳି ଦୁଃଖଦ ମୁହୂର୍ତ୍ତରୁ ମୁକ୍ତି ପାଇବା ନିମନ୍ତେ ପରିବାର ବର୍ଗଙ୍କୁ ଅସୀମ ଶକ୍ତି ପ୍ରଦାନ କରନ୍ତୁ । ଓଁ ଶାନ୍ତି : ଶାନ୍ତି: ଶାନ୍ତି 🙏
0
0
3
ଓଡ଼ିଶାର ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳାର ଶୁଭାରମ୍ଭ ହୋଇଛି, · ବାଚସ୍ପତି ଶ୍ରୀମତୀ @suramapadhybjp ଙ୍କ ପୌରହିତ୍ୟରେ ପବିତ୍ର ଓଳାଶୁଣୀ ମେଳା ଆଜି ଠାରୁ ଆରମ୍ଭ ହୋଇଛି , · ସନ୍ଥ ଅରକ୍ଷିତ ଦାସଙ୍କ ମହାସମାଧି ଦିବସରୁ ଆରମ୍ଭ ହେଉଥିବା ଓଳାଶୁଣୀ ମହୋତ୍ସବରେ ଯୋଗ ଦେଇ, ସେହି ମହାପୁରୁଷଙ୍କ ସାନିଧ୍ୟ ଲାଭ କରିଛି । #OlasuniMahotsav
0
0
6