![Collector & DM, Nuapada Profile](https://pbs.twimg.com/profile_images/1553445899048984576/9y17xE8T_x96.jpg)
Collector & DM, Nuapada
@DM_Nuapada
Followers
12K
Following
4K
Statuses
8K
Official Handle of the Collector and District Magistrate, Nuapada, Odisha
नौपाड़ा, भारत
Joined May 2017
ଆଜି ନୂଆପଡ଼ା ଜିଲ୍ଲାପାଳ ସଦର ବ୍ଲକ ଅନ୍ତର୍ଗତ ଦର୍ଲିମୁଣ୍ଡା ଗ୍ରାମ ପଞ୍ଚାୟତ ଗସ୍ତ କରି ମନରେଗା ଯୋଜନା ଅଧିନସ୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। ଏହା ସହ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରିଥିଲେ। @CMO_Odisha @IPR_Odisha @PRDeptOdisha
0
0
6
ଆଜି ଜିଲ୍ଲାପାଳ ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ କୋଟେନଚୁଆଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହା ସହ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । @CMO_Odisha @IPR_Odisha @stscdev
0
0
1
ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ନୁଆପଡ଼ାର ହସ୍ତକ୍ଷେପ ପରେ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଗାଁକୁ ଫେରୁଛନ୍ତି। @CMO_Odisha @IPR_Odisha @LESIOdisha @LabourOdisha
1
0
9
ଆଜି ଜିଲ୍ଲାପାଳ ନୂଆପଡ଼ା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ ଗସ୍ତରେ ଯାଇ ବିଭିନ୍ନ ବିଭାଗ ପରିଦର୍ଶନ କରିଛନ୍ତି। ଏହା ସହ ଡାକ୍ତର ମାନଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ପର୍କ ରେ ପଚାରି ବୁଝିଥିଲେ। @CMO_Odisha @IPR_Odisha @HFWOdisha
1
0
13
RT @LabourOdisha: ନୂଆପଡ଼ା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ନୂଆପଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ନୂଆପଡ଼ା ଜିଲ୍ଲାପାଳ ଓ ଡି.ଏମ୍.ଙ୍କ ଦ୍ୱାରା ଏକ 'ସଚେତନତା ରଥ'କୁ ଉ…
0
3
0
ଆଜି ଜିଲ୍ଲାପାଳ ନୂଆପଡ଼ାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଟିମନପୂର ସିନାପାଲି ଠାରେ ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ। ଏହା ସହ ଜିଲ୍ଲାପାଳ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇଥିଲେ @CMO_Odisha @IPR_Odisha @SMEOdisha
0
0
4