ଚଗଲି ରାନୀ Profile Banner
ଚଗଲି ରାନୀ Profile
ଚଗଲି ରାନୀ

@ChagaliRani

Followers
4,754
Following
5,062
Media
1,343
Statuses
2,538

ସହ୍ୟ କରି ପାରିଲେ ହେଲା

Joined June 2021
Don't wanna be here? Send us removal request.
Explore trending content on Musk Viewer
@ChagaliRani
ଚଗଲି ରାନୀ
5 months
ରତ୍ନ ଭଣ୍ଡାର ଚାବି କାଠି ମିଳିଗଲା ।
28
89
616
@ChagaliRani
ଚଗଲି ରାନୀ
2 years
ଏ ଫୁଲ ର ନାମ କଣ ??
Tweet media one
89
4
486
@ChagaliRani
ଚଗଲି ରାନୀ
6 months
ଯେତେବେଳେ ବାବୁଶାନ୍ ଙ୍କ ସ୍ତ୍ରୀ ବିଚ୍ ରାସ୍ତା ରେ ତଡି ତଡି ବାଡାଉଥିଲା ସେତେବେଳେ ତୁମ ଅସ୍ମିତା ନଷ୍ଟ ହୋଇନଥିଲା ?
60
89
363
@ChagaliRani
ଚଗଲି ରାନୀ
7 months
ଲୋକ ସଭା ପ୍ରାର୍ଥୀ କହି ଦାଣ୍ଡରେ ବୁଲାଇଲେ ଏବେ ଲୋକ ସଭା ଟିକେଟ ନଦେଇ ଭୁବନେଶ୍ୱର ପାଇଁ ଯୋଗ୍ୟ ନୁହନ୍ତି ବୋଲି ଦର୍ଶାଇଦେଲେ 🤣 @ShreemayeeM
Tweet media one
33
14
311
@ChagaliRani
ଚଗଲି ରାନୀ
1 year
ମହିଳା ସଶକ୍ତିକରଣ ନା ରେ ଭଲ ରାସ ଲୀଳା ଚାଲିଛି । କେମିତି ନାଗିବ ଯେ ! #ଲୀଳା #ପ୍ରଥମ_ସ୍ପର୍ଶ
Tweet media one
61
35
286
@ChagaliRani
ଚଗଲି ରାନୀ
1 year
ବିଧାୟକ ବଡ଼ ନା ଜିଲ୍ଲାପାଳ ବଡ଼? #କ୍ରୀତଦାସ
Tweet media one
41
11
247
@ChagaliRani
ଚଗଲି ରାନୀ
9 months
ନାରୀ ନେତିରି ଇ ଇ ଇ ଇ ଇ 🤣🤣🤣🤣 ସବୁ ତାଡି ପକେବ ... ଭାଇ ମୁଁ କହୁନି ଶୁଣୁନ କିଏ କହୁଛି🤣
5
20
219
@ChagaliRani
ଚଗଲି ରାନୀ
6 months
ଓଡ଼ିଆଙ୍କ ପରିଚୟ ବଦଳିଯାଇଛି । ଆଗରୁ ଓଡ଼ିଆଙ୍କ ପରିଚୟ ଜଗନ୍ନାଥ ଥିଲେ ଆଉ ଏବେ ନବୀନ ପଟ୍ଟନାୟକ । - ପ୍ରତାପ ଦେବ, ଶକ୍ତି ମନ୍ତ୍ରୀ
25
41
168
@ChagaliRani
ଚଗଲି ରାନୀ
6 months
ବାସୁଦେବା କୁଟୁ କ୍କ କୁଟୁ କଡ୍ଡକମ୍ ଏ ଇ ଓଡ଼ିଆ କଥା କହୁଛ ତ???
@SankhaOdisha
Sankha Odisha
6 months
ଓଡିଶା ବିଜେପିର ଅସଲ ମୁଖା ଖୋଲିଗଲା #BJPAntiOdisha
42
2
15
21
49
165
@ChagaliRani
ଚଗଲି ରାନୀ
2 years
ଯଥାଶୀଘ୍ର ଅର୍ଚ୍ଚନା କୁ ଉପମୁଖ୍ୟମନ୍ତ୍ରୀ ଘୋଷଣା କରାଯାଉ ।
Tweet media one
15
7
140
@ChagaliRani
ଚଗଲି ରାନୀ
10 months
ଶେଷରେ ଖଣ୍ଡୁଆ ପାଟ କୁ ବି ଅସମ୍ମାନ 🤭
3
24
143
@ChagaliRani
ଚଗଲି ରାନୀ
5 months
ୟେ କ୍ୟା ଥା??
16
29
135
@ChagaliRani
ଚଗଲି ରାନୀ
10 months
20 କିଲୋମିଟର ରାସ୍ତା ଭିତରେ 200 ହୋଡିଂ 😳😳 ପ୍ରଚାର ପ୍ରବଳ କାମ ଦୁର୍ବଳ
23
20
135
@ChagaliRani
ଚଗଲି ରାନୀ
7 months
ରୋହିତ ପୂଜାରୀ ର ସମ୍ବଲପୁର ରେ ଏଇ ଦଶା ହେବ #ସଲସୁତୁରା
4
6
122
@ChagaliRani
ଚଗଲି ରାନୀ
10 months
ଓ କି ଦୁଃଖ!!! ୪ ଟା ଶୌଚାଳୟ ପାଇଁ ଏତେ ପାଲା
24
19
113
@ChagaliRani
ଚଗଲି ରାନୀ
8 months
ଯା ଲିଭି ଯା 🤣🤣🤣🤣🤣🤣🤣🤣🤣
7
11
115
@ChagaliRani
ଚଗଲି ରାନୀ
1 year
ପାଣ୍ଡୁ ପଛରେ ଥେଇ ଥେଇ ହୋଇ ମା ପଳେଇଛି ଛୁଆ କୁ ଥୋଇ । ଛୁଆ ପଛେ ତାର ଯୁଆଡେ ଯାଉ ପାଣ୍ଡୁ ପିରତି ରେ ସେ ମାତି ଥାଉ। #ମାୟାରେବାୟା #ମା_ମମତା
4
16
112
@ChagaliRani
ଚଗଲି ରାନୀ
8 months
ଏ ଟା କିଏ ବନେଇଲା
12
9
110
@ChagaliRani
ଚଗଲି ରାନୀ
10 months
ପାଠ ବନ୍ଦ ପ୍ରଚାର ଆରମ୍ଭ
15
19
106
@ChagaliRani
ଚଗଲି ରାନୀ
2 years
ପୋଲିସ ଏମାନଙ୍କୁ ଧରିବ ନା ସାଲ୍ୟୁଟ ମାରି ଖୁସି ହେଇ ଛାଡ଼ି ଦବ ???
Tweet media one
14
7
99
@ChagaliRani
ଚଗଲି ରାନୀ
2 years
ମୁଁ ବି ଆଜି ଠୁ ସମସ୍ତ ଙ୍କୁ ଭଲ ପାଇବି ହେଲେ କାହାକୁ ବାହା ହେବିନି । 🤣🤣🤣🤣 ବି:ଦ୍ର - କାଲି ର ଷଣ୍ଢ ଆଜି ର ଧଣ୍ଡ
Tweet media one
6
2
97
@ChagaliRani
ଚଗଲି ରାନୀ
6 months
କୋରାଇ ରେ ବାପା ମାଆ, ପୁଅ, ଝିଅ ଠିଆ ହେବେ, ଏ ମାଟିରେ ଆଉ କେହି ସନ୍ତାନ ଜନ୍ମ ହୋଇ ନାହାନ୍ତି ବୋଧେ । ଲୋକ ଯାହାଙ୍କୁ ଦିନେ ଦେଖି ନାହାନ୍ତି କୋରାଇ ମାଟିରେ ସେ ହେବେ ପ୍ରାର୍ଥୀ, ଦୁଃଖ ଲାଗୁଛି ନିଜ ସ୍ବାର୍ଥ ପାଇଁ ମଣିଷ କଣ କରୁଛି।
Tweet media one
13
5
98
@ChagaliRani
ଚଗଲି ରାନୀ
1 year
ଚାକର ବୁଲୁ���ି ମାଲିକ ହୋଇ ମାଲିକ କୁ କରି ବନ୍ଦୀ।। ଗଣତନ୍ତ୍ର ଦେଖ ରୁପାନ୍ତର ହେଲା ।। ଓଡ଼ିଶା ଲୋକଙ୍କୁ ବାନ୍ଧି । #ଅମଲାତନ୍ତ୍ର
8
15
99
@ChagaliRani
ଚଗଲି ରାନୀ
2 years
ଏ ...ଇ ଟା ରେ ଆମେ ପ୍ରଥମେ କାହାକୁ ବସାଇବା ? ଛାମୁ ଙ୍କୁ ପ୍ରଥମେ ସିଲେକ୍ଟ କରାଯାଉ ନା କଣ ?
Tweet media one
14
1
93
@ChagaliRani
ଚଗଲି ରାନୀ
9 months
ସବୁଜ ଶାଢ଼ୀ ପିନ୍ଧିଲେ ବିକାଶ ହୁଏ ନାହିଁ କି ବଡ ବଡ ଭାଷଣ ବାଜି ସୁଣାଇଲେ ବିକାଶ ହୁଏ ନାହିଁ । ଯଦି ପାରୁଛ ପାଣ୍ଡୁ କାନ ରେ ଟିକେ ପୁରାଅ।
10
15
94
@ChagaliRani
ଚଗଲି ରାନୀ
6 months
ମୁଁ କ୍ରୀତଦାସ କଳା ରେ ବିଜ୍ଞାନ କରିଛି 🤣🤣
Tweet media one
10
8
92
@ChagaliRani
ଚଗଲି ରାନୀ
2 years
ମୁଁ କରିନାହିଁ ହୀରାକୁଦ ବନ୍ଧ ମୁଁ କରିନାହିଁ ରାଉରକେଲା ଇସ୍ପାତକାରଖାନା ମୁଁ କରିନାହିଁ ତାଳଚେର ତାପଜ ବିଦ୍ୟୁତକେନ୍ଦ୍ର ମୁଁ କରିନାହିଁ ଢେଙ୍କାନାଳ NALCO ମୁଁ କରିନାହିଁ ଦାମନଯୋଡି NALCO ମୁଁ କରିନାହିଁ ପାରାଦ୍ଵୀପ ବନ୍ଦର ମୁଁ କରିନାହିଁ ପାରାଦ୍ଵୀପ ସାରକାରଖାନା ମୁଁ କରିନାହିଁ ତାଳଚେର ୟୁରିଆକାରଖାନା ମୁଁ କରିନାହିଁ ଭଦ୍ରକ ଫେକର👇
5
10
92
@ChagaliRani
ଚଗଲି ରାନୀ
2 years
ବିଜେଡି ର ଜାତୀୟ ବିକାଶ 👇 ଜାତୀୟ ଖାଦ୍ୟ-୫ଟଙ୍କିଆ ଡାଲମା ଭାତ ଜାତୀୟ ପାନୀୟ-ଆସ୍କା 40 ଜାତୀୟ ଚୋର-ପ୍ରଭାତ ବିଶ୍ଵାଳ & ପ୍ରଭାତ ତ୍ରିପାଠୀ ଜାତୀୟ ଚୋରୋଣୀ -ପ୍ରମିଳା ମଲ୍ଲିକ ଜାତୀୟ ପାଗଳ -ସସ୍ମିତ ପାତ୍ର ଜାତୀୟ ମାଡୁଆ-ସୁଶାନ୍ତ ସିଂ,ପ୍ରଶାନ୍ତ ଜଗଦେବ ଜାତୀୟ ପୁସ୍ତକ-ଏକ ଥା ଗେଣ୍ଡା ଜାତୀୟ ସଂଗୀତ-ଧାନ ବିଲ ଖସ ଖସ
7
12
88
@ChagaliRani
ଚଗଲି ରାନୀ
9 months
ଯେଉଁଠି ପାଦ ପଡ଼ିଲା ସେଇଠି ସବୁ ବର୍ବାଦ
3
10
87
@ChagaliRani
ଚଗଲି ରାନୀ
1 year
ମୁଁ ବି ଏମିତି ହିନ୍ଦୀ ଶିଖିବି 😂😂😂
10
19
85
@ChagaliRani
ଚଗଲି ରାନୀ
1 year
ଆଲୋ ଆଲୋ ମସାଜ୍ ବାଲି ଶ୍ରଦ୍ଧା ପୁଣି କିଏ ? ଆରେ ନାରଣ ଏ ପୁଣି କି ପ୍ରକାର ସମ୍ପର୍କ ଯାହାର କିଛି ସୀମା ନାହିଁ ? ଇଛା ହେଉଛି ଚପଲ ପିନ୍ଧି ତଣ୍ଟି ଭିତରେ ଗୋଡ ପୁରେଇ ଚପଲ୍ କୁ ପେଟ ଭିତରେ ଛାଡି ଦିଅନ୍ତି । #ବିଶ୍ୱସ୍ତରୀୟ_ମସାଜ୍
Tweet media one
Tweet media two
Tweet media three
8
14
82
@ChagaliRani
ଚଗଲି ରାନୀ
3 years
ପ୍ରଶ୍ନ :- ସେପଟେ କଣ ଚାଲିଛି ? ? ଉତ୍ତର:- ନବୀନ ପଟ୍ଟନାୟକଙ୍କ ଦ୍ବାରା ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଭଙ୍ଗା ଚାଲିଛି । #SaveJagannathTemple
7
13
79
@ChagaliRani
ଚଗଲି ରାନୀ
11 months
ତାମିଲ ଶରଣ ରେ ହାତ ଯାକି ମୁଣ୍ଡ ନୁଆଇଁରହିବା #କ୍ରୀତଦାସ ମାନଙ୍କୁ ଆସ ନଜର ପକାଇବା।
Tweet media one
Tweet media two
Tweet media three
Tweet media four
15
6
82
@ChagaliRani
ଚଗଲି ରାନୀ
11 months
ସତ ସବୁବେଳେ ଛାନିଆ କରାଏ #IStandWithHeitiBhaina
Tweet media one
25
9
78
@ChagaliRani
ଚଗଲି ରାନୀ
2 years
(୧)ମାହାଙ୍ଗା ଡବଲ ମର୍ଡର କେସ ରେ ପ୍ରଫୁଲ୍ଲ ସାହୁ କୁ ଟ୍ରକ୍ ଚଢ଼େଇ (୨)ମମିତା ମେହେର ହତ୍ୟାକାଣ୍ଡରେ ଗୋବିନ୍ଦ ସାହୁ କୁ ଜେଲ୍ ଭିତରେ ହତ୍ୟା (୩) ଏବେ କାହା ପଡିବ ଦେଖିବାକୁ ବାକି ରହିଲା ?
Tweet media one
Tweet media two
6
9
78
@ChagaliRani
ଚଗଲି ରାନୀ
1 year
ନିଶା ନିଶା ରାତି ଛାମୁ ପାଣ୍ଡୁ ସାଥି ଟେନସନ ରେ ବଢିଯାଇଛି ଛାମୁଙ୍କର ତାତି l . . . ଟାଣିଦେ ଟିକେ ଟାଣିଦେ ସିଗାର ଟାଣିଦେ l🚬 ପେକ ବଢ଼େଇ ଦେ ରେ ଚଙ୍ଗୁ ପେକ ବଢ଼େଇ ଦେ l🥃 ପେକ ବଢ଼େଇ ଦେ ରେ ପାଣ୍ଡୁ ପେକ ବଢ଼େଇ ଦେ l
4
10
77
@ChagaliRani
ଚଗଲି ରାନୀ
1 year
ୟାକୁ କୁହନ୍ତି #ବିଶ୍ବସ୍ତରୀୟ ଅପମାନ 😜
6
9
76
@ChagaliRani
ଚଗଲି ରାନୀ
2 years
ଦୀର୍ଘ ୨୨ ବର୍ଷ ର କଠିନ ପରିଶ୍ରମ ର ଫଳକ ଜଳ ଜଳ କରି ଝଲସି ଉଠୁଛି । ବାପା ଙ୍କ ସ୍ବପ୍ନ ପୁରୁଣ ହେଉଛି ।
Tweet media one
7
10
73
@ChagaliRani
ଚଗଲି ରାନୀ
1 year
ଭିଡିଓ କୋ ଲାଷ୍ଟ ତକ୍ ଜରୁର୍ ଦେଖନା ମଜା ଆୟେଗା 🤣🤣🤣
15
9
73
@ChagaliRani
ଚଗଲି ରାନୀ
5 months
ବାପାଙ୍କ ଶେଷ ସମୟରେ ତାଙ୍କୁ ଘରୁ ତଡ଼ି ଦେଇଥିଲେ ନବୀନ
2
10
74
@ChagaliRani
ଚଗଲି ରାନୀ
3 years
ବିଜେଡ଼ି ହଟାଓ ନାରୀ ନିର୍ଯାତନା ରୁ ଓଡ଼ିଶା କୁ ବଞ୍ଚାଓ 🙏
Tweet media one
8
8
67
@ChagaliRani
ଚଗଲି ରାନୀ
1 year
ନବୀନ ସବୁ କିଣି ନେଇଛି ମାଇକିନା ଙ୍କ ମନ ପୁରୁଷ ଏଇନେ ଗାଁ ରେ ହୀନ । 😂😂😂😂 CC- ନ ବୀ ନ
6
6
71
@ChagaliRani
ଚଗଲି ରାନୀ
1 year
ତୁଣ୍ଡି ବନ୍ଧା ନେତା ଏଠି ମାଳ ମାଳ ତୁଣ୍ଡ ଖୋଲିଲେ ମୁଣ୍ଡରେ ନ ରହିବ ବାଳ। ଭଉଣୀ ଙ୍କ ଗୀତ ଶୁଣିକି ଛାତି କୁଣ୍ଢେ ମୋଟ୍ ହୋଇଯାଉଥିବ ନା ।
4
9
72
@ChagaliRani
ଚଗଲି ରାନୀ
3 years
ନବୀନ ସରକାର ସମୟରେ ଓଡ଼ିଆ ସବୁ ଥିରେ No.୧ ଯଥା-୧. ଦୁର୍ନୀତିରେ ଆମରାଜ୍ୟ No.୧ ୨.ମହିଳା ମିର୍ଯାତନା No.୧ ୩.ଚାଷୀ ଆତ୍ମହତ୍ୟା/ ସମସ୍ୟା No.୧ ୪.ବେରୋଜଗାର No.୧ ୫.ଗରିବୀ ରେଖାରେ No.୧ ୬.ଖଣି ଲୁଟରେ No.୧ ୭.ବିପର୍ଯ୍ୟ ଶିଳ୍ପାୟନ No.୧ ୮.ବିପାର୍ଯ୍ୟ ଶିକ୍ଷା ବ୍ୟବସ୍ଥା No.୧ ୯.କୁପୋଷଣ No.୧ ୧୦.କିଛି ନକରି କ୍ରେଡିଟ ନେବାରେବି No.୧
Tweet media one
6
8
69
@ChagaliRani
ଚଗଲି ରାନୀ
9 months
ବାସ୍ ବାସ୍ ପାଣ୍ଡୁ ର ହୋସ୍ ଉଡ଼ିଯାଇଥିବ ସୁଣିକି 😀😀 । ଛାତ୍ର ଛାତ୍ରୀ ସଚେତନ ହେଲେଣି ବ୍ରହ୍ମପୁର ବାସୀ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ବୁଝିଲେଣି । ଇ ତ ମାତ୍ର ଆରମ୍ଭ । #ଜୟଶ୍ରୀରାମ
0
10
66
@ChagaliRani
ଚଗଲି ରାନୀ
2 years
ଆରେ ଆରେ ସରକାରୀ ସମ୍ପତି କୁ ବାଡେଇ ବାଡେଇ ନଷ୍ଟ । @The_Chhamu କୁ ବହୁତ୍ କଷ୍ଟ ହେଉଥିବ ଯେ । ମଦ ଯୋଜନା, ପିଠା ଯୋଜନା , ମୋ ପୋଲିସ୍ ଯୋଜନା, #ନାରୀସୁରକ୍ଷା ଯୋଜନା ଏସବୁ ଓଡ଼ିଶା ର ଗର୍ବ ଓ ଗୌରବ । ସେଥିପାଇଁ ତ ଆଜି ଓଡ଼ିଶା ମଦ ଯୋଜନା ରେ #ନଂ1 । #Excellent #What_a_situation
9
6
65
@ChagaliRani
ଚଗଲି ରାନୀ
5 months
ପାଣ୍ଡୁ ସନ୍ନ୍ୟାସ ନେଲାଣି ନା ନାଇଁ ?
6
10
66
@ChagaliRani
ଚଗଲି ରାନୀ
9 months
କ୍ୟାମେରାମ୍ୟାନ ରେଡ଼ି ହେବା ପରେ ପାଣ୍ଡୁ କହିଲା ଟିକେ ଲୁହ ଝରେଇଦିଅ ମଙ୍ଗୁ କହିଲା ଟିକେ ଲୁହ ଫୋଛିଦିଅ
6
10
65
@ChagaliRani
ଚଗଲି ରାନୀ
2 years
ନିଶା ସେବନ ରେ ଓଡ଼ିଶା ନମ୍ବର 1 ଆପଣ ମାନେ ଖୁସି ତ ??
12
3
64
@ChagaliRani
ଚଗଲି ରାନୀ
11 months
ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇଲେ ଏ ଅପାରଗ ସରକାର ରାତି ରାତି ଉଠେଇ ନେଉଛି। ଆଜି ର ଏ ଦିନ ରେ ଗଣତନ୍ତ୍ର ଲୋପ ପାଇବାକୁ ବସିଲାଣି। ଆଜି ହେଇଟି ଭାଇନା କାଲି ଆଉ କାହାକୁ ଏ ଭଳି ହେବା ପୂର୍ବରୁ ଏବଂ ଗଣତନ୍ତ୍ର କୁ ବଞ୍ଚେଇ ରଖିବା ପାଇଁ ଆସନ୍ତୁ ସମସ୍ତେ ୧ ହେବା ସ୍ୱର ଉତ୍ତଳନ କରିବା । #ମୁଁବିହେଇଟିଭାଇନା
Tweet media one
13
11
63
@ChagaliRani
ଚଗଲି ରାନୀ
2 years
ଏ ଘର ତିଆରି ସମ୍ପୂର୍ଣ୍ଣ ହେବା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ବୋଲି ଆପଣ ଅନୁମାନ କରୁଛନ୍ତି ?? 🤔🤔
Tweet media one
6
1
64
@ChagaliRani
ଚଗଲି ରାନୀ
3 years
ଚାଳଘର କୁ କଚ୍ଚାରାସ୍ତା Vs ଦାମିକିଆ ଗାଡ଼ି
Tweet media one
7
3
64
@ChagaliRani
ଚଗଲି ରାନୀ
11 months
ଘୋଟାଲା
12
8
65
@ChagaliRani
ଚଗଲି ରାନୀ
2 years
ମୋ ସାଇକେଲ କୁ ସମ୍ଭାଳି ପାରିଲେନି ନବୀନ ପଟ୍ଟନାୟକ ଶେଷ ରେ କବାଡି ବାଲା କୁ ବିକିଲେ ଆଉ ଏବେ ମୁଁ ଶୁଣିଲି କାଲି ଠୁ କୁଆଡେ e-bus ଚାଲିବ .... କବାଡି ବାଲା ଙ୍କ ଲଟ୍ରି ଲାଗିଲା କିଛି ଦିନ ପରେ e-bus କିଣିବେ ସେ ପୁଣି 500-600 ଟଙ୍କା ଦେଇ 🤭🤭🤭
3
10
56
@ChagaliRani
ଚଗଲି ରାନୀ
1 year
Pro Version #ଚୋର
9
14
59
@ChagaliRani
ଚଗଲି ରାନୀ
2 years
👉ନିର୍ବାଚନ ସମୟ ରେ ଓଡ଼ିଶା ବାସୀ ଙ୍କ ସାଥିରେ ନବୀନ ବାବୁ V/S ବନ୍ୟା ବାତ୍ୟା ର ଦୁର୍ଦ୍ଦଶା ସମୟ ରେ ଓଡିଶା ବାସୀ ଙ୍କ ବିରୋଧ ରେ ନବୀନ ବାବୁ । 👉ବନ୍ୟା ରେ ପ୍ରଭାବିତ ହୋଇଥିବା ଲୋକ ଖାଇବାକୁ ପାଉନଥିବା ବେଳେ ଆମ ଓଡ଼ିଶା ସରକାର ଘରେ ବସି ଆନନ୍ଦ ନେଉଛନ୍ତି । 5T ଦୁନିଆ ରେ ବି ମୌଳିକ ସୁବିଧା ରୁ ବଞ୍ଚିତ ହେଉଛନ୍ତି ଓଡ଼ିଶାବାସୀ ।
Tweet media one
8
17
61
@ChagaliRani
ଚଗଲି ରାନୀ
2 years
ହଇରେ ନାରଣ କଣ ମୁଖିଆ ଙ୍କୁ ଫାଳିକିଆ ଓ ସଚିବଙ୍କୁ ୨ ଫାଳିକିଆ ? 👉 କଳି + କୋଳାକୋଳି =ଯିବ ସବୁ ସରି 😂 ଅନେଇଥା ହାଣ୍ଡି ଧରି 😂
4
3
59
@ChagaliRani
ଚଗଲି ରାନୀ
1 year
. @pramila_mallick ଆପକା ହିନ୍ଦୀ ଭାଷା ସାମଝା ନେହି ଆ ରହା ହେ। ତୁମ୍ଭରା ହିନ୍ଦୀ ଭାଷା କୋ ସାଲୁଟ। ତୁମ୍ଭରା ମୁଁହ ମେଁ ଲଜ୍ୟା ହେ କ୍ୟା ନେହିଁ ? ଅକ୍ଲାନ୍ତ ପରିଶ୍ରମ କର କର ହିନ୍ଦୀ ବୋଲ ରାହଁ ହେଁ । 😂😂 ବହୁତ୍ try କରି ଆପଣ ଙ୍କ ଭଳି ହିନ୍ଦୀ କହିବା ଶୈଳୀ ରେ ଲେଖିଛି ଆଉ ଟିକେ ଟୁସନ ଦରକାର ହେଉଛି । ମତେ ଟିକେ ବିଷ ଦିଅ ରେ😂
18
14
59
@ChagaliRani
ଚଗଲି ରାନୀ
2 years
ଏ ଡ୍ରେସ୍ ପାଇଁ ମୂରୁଖ ଗଧିଆ , ରାଜଧାନୀ ଖଟିଆ, ପାଗଳ ର ପାଗେଳି , କାଳିଆ ଷଣ୍ଢ ସବୁ ପିଟା ପିଟି ହେଇ ରାସ୍ତା ରେ ଗଡିଲେଣି ।
Tweet media one
7
3
59
@ChagaliRani
ଚଗଲି ରାନୀ
3 years
ସ୍ବପ୍ନ ସତ ହବ କି ???🤔🤔 ଧନ୍ୟ ରେ ଗେଣ୍ଡାଳିଆ 🤦🤦
Tweet media one
9
3
57
@ChagaliRani
ଚଗଲି ରାନୀ
1 year
ପାଣ୍ଡିଆନ୍ ଶାସନରେ ସରକାରୀ ଅଫିସର ଆଉ ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି ଗୁଣ୍ଡାଗର୍ଦ୍ଦି ରେ ମାହିର ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅଫିସର ଦୃଶ୍ୟ ପ୍ରଶ୍ନ ପଚାରିଲେ ସାମ୍ବାଦିକଙ୍କୁ ମାଡ ମାରୁଛନ୍ତି
24
11
52
@ChagaliRani
ଚଗଲି ରାନୀ
2 years
2018 ରୁ 2022 ମାତ୍ର 4 ବର୍ଷ.... 2019 ଇଲେକ୍ସନ ପୂର୍ବରୁ ପ୍ରତିଶୃତି , ଲୋଭ ଦେଖେଇଥିଲେ ଆମ ନବୀନ ପଟ୍ଟନାୟକ । ମହାନଦୀ ରେ କେତୋଟି ବ୍ୟାରେଜ୍ ନିର୍ମାଣ କରିଛନ୍ତି ଆମ @CMO_Odisha । ଟିକେ ହିସାବ ଦେବେ ନା ଆଉ କାହାକୁ ମାଗିବାକୁ ପଡ଼ିବ ???
Tweet media one
4
7
51
@ChagaliRani
ଚଗଲି ରାନୀ
1 year
ସଚିବଙ୍କ ସଭା କୁ ଗଲେ କାଦୁଅରେ ଖସିବ, ନଗଲେ ପରୀକ୍ଷାରେ ମାର୍କ କଟିବ । ବାପା ମା’ ଶଙ୍ଖ ଫୁଙ୍କୁଛନ୍ତି ହେଲେ ପିଲା ଏଠି ହଟହଟା ହେଉଛନ୍ତି । #ପରିବର୍ତ୍ତନ
2
9
57
@ChagaliRani
ଚଗଲି ରାନୀ
2 years
OAS QUESTIONS ଲିକ୍ ପୃଥିବୀ ର ଅଷ୍ଟମ ଆଶ୍ଚର୍ଯ୍ୟ କିଏ ?? #No_options
12
0
55
@ChagaliRani
ଚଗଲି ରାନୀ
2 years
ପ୍ରବଳ ଖରା ହଉଛି Helmet ⛑️ କାହିଁକି ପିନ୍ଧିଛ ହେ ସବୁ ବାହାର କରି ରଖିଦିଅ ନଷ୍ଟ ହେଇଯିବ ଯେ । ଭୁବନେଶ୍ୱର RTO ଙ୍କ ଏ ଘଟଣା ବିଷୟ ରେ କିଛି ମତ ଦେବାକୁ ତାକତ ଅଛି ?? #justpuchhing
Tweet media one
8
5
51
@ChagaliRani
ଚଗଲି ରାନୀ
1 year
କି ରାଗ ଲୋ ଵୋପା🚫 ଆଜି ଗାନ୍ଧୀ ଜୟନ୍ତୀ ରେ ନବୀନ ବାବୁ ହୃଦୟ ରୁ ଶଙ୍ଖ କୁ ଫୋପାଡି ଦେଇ ସାଢେ ୪କୋଟି ଲୋକ ଙ୍କୁ କଣ ଜଣେଇବାକୁ ଚାହୁଁଛନ୍ତି ?? #ଏ_ଜବରଦସ୍ତି_କାହିଁକି #ପରିବର୍ତ୍ତନ
2
4
56
@ChagaliRani
ଚଗଲି ରାନୀ
1 year
କେଉଁ ଯୋଜନା ???
Tweet media one
18
2
54
@ChagaliRani
ଚଗଲି ରାନୀ
1 year
ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତର ଗୁମର ଖୋଲିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
2
11
53
@ChagaliRani
ଚଗଲି ରାନୀ
2 years
ଧୋ ରେ ବାୟା ଧୋ ... ନବୀନ ଭାଷଣ ଶୁଣି ଶୁଣି ଶୋ ... ଷ୍ଟେଜ ଉପରେ ଶୋ ଷ୍ଟେଜ ତଳେ ଶୋ ବସି ବସି ଶୋ ଗଡି ପଡ଼ି ଶୋ ।। 👉ଆଜିର ଯାତ୍ରା ମୂଖିଆ ଙ୍କ ଗପ ରେ ଶୋଇଲେ ପଇସା ଦିଆ ପୁରୀ ବାସିନ୍ଦା 🤣 #ଓଃକିଗପ #ନବୀନ_ଭାଷଣ_ଗପ_ଠୁ_ହୀନ
2
1
54
@ChagaliRani
ଚଗଲି ରାନୀ
2 years
ନାଗୁଣୀ ଜାଲ ରେ ସୁନ୍ଦରଗଡ ସାଂସଦ , ପୂର୍ବତନ ବାଚସ୍ପତି ଅନେକ ବଡ ବଡିଆ ନେତା ଓ ମନ୍ତ୍ରୀ । ପୋଲିସ ଚୁପ୍ , ମହିଳା ସଂଗଠନ ଚୁପ୍ । ପୋଲିସ ଷ୍ଟେସନ ରେ ପୋଲିସ କୁ ବାୟା କଲା ନାଗୁଣୀ ।
8
4
53
@ChagaliRani
ଚଗଲି ରାନୀ
3 years
ଆମ ନମ୍ବର 1 ମୁଖ୍ୟମନ୍ତ୍ରୀ 🤦
Tweet media one
2
3
53
@ChagaliRani
ଚଗଲି ରାନୀ
2 years
ମୁଁ ବନ୍ଦ କରିବାକୁ ସୁଯୋଗ ପାଇଛି👇 OTM ଲୁଗା କଳ କେନ୍ଦ୍ରାପଡ଼ା ଗାମୁଛା ଖୋର୍ଦ୍ଧା ଗାମୁଛା ବାରିପଦା ଗାମୁଛା କଟକ ଚିନିକଳ କେନ୍ଦ୍ରାପଡ଼ା ଚିନିକଳ ବଡ଼ଚଣା ଚିନିକଳ ଢେଙ୍କାନାଳ ଚିନିକଳ ଆନନ୍ଦପୁର ଚିନିକଳ ମାଲକାନଗିରି ଚିନିକଳ କୋରାପୁଟ ଚିନିକଳ ନବରଙ୍ଗପୁର ଚିନିକଳ ବଲାଙ୍ଗୀର ଚିନିକଳ ପୋଡ଼ ବାହାଲ ଚିନିକଳ ବଉଦ ଚିନିକଳ 👇
5
7
52
@ChagaliRani
ଚଗଲି ରାନୀ
3 years
ଗରୀବ ଜନତାଙ୍କ ସେବା କରି ଏମାନେ କୋଟିପତି କିପରି ହେଉଛନ୍ତି। ଦୁର୍ବଳ ଶାସନ ନାଁ PC ପ୍ରବଳ ?
Tweet media one
2
10
50
@ChagaliRani
ଚଗଲି ରାନୀ
2 years
ଭାବୁଛି କୁଆଡେ ଗୋଟେ ପଳେଇବି ?🤗
11
2
49
@ChagaliRani
ଚଗଲି ରାନୀ
11 months
ସତ କହିଲେ ମିଛ କେସରେ ଗିରଫ କରୁଛି ବିଜେଡ଼ି ସରକାର । ଗଣତନ୍ତ୍ର ଲୋପ ପାଇଗଲାଣି ସତ ଆଉ କେତେ ଦିନ ଏମିତି ଲୁଚେଇ ରଖିବ । #IStandWithHeitiBhaina
Tweet media one
5
6
50
@ChagaliRani
ଚଗଲି ରାନୀ
2 years
ସକାଳୁ ଡାଲି ନାନୀ କୁ ଖୋଜୁଥିଲି 👇 ଏବେ ପାଇଲି 👇
Tweet media one
4
1
50
@ChagaliRani
ଚଗଲି ରାନୀ
11 months
ସକାଳୁ ଲାଟିନ କ୍ଲିଅର ହେଲେ ପଣ୍ଡିଆନ କୁ ଧନ୍ୟବାଦ୍ ଜଣାଉଛନ୍ତି ବିଜେଡି ଦଳ ଆରେ ସେ କଣ ପେଟ ବାଡ଼େଇ ଦଉଛି ? ଧନ୍ୟ ଧନ୍ୟ ପୁରା କାର୍ଟୁନ୍
13
11
50
@ChagaliRani
ଚଗଲି ରାନୀ
3 years
୨୨ ବର୍ଷ ରେ କଣ ହେଇଛି ???
Tweet media one
5
3
45
@ChagaliRani
ଚଗଲି ରାନୀ
2 years
ପ୍ରଚାର V/S ବାସ୍ତବତା
Tweet media one
4
5
49
@ChagaliRani
ଚଗଲି ରାନୀ
11 months
How much would you lie? Truth is always truth. How can you tell lie even after having proof? @CurlyTalesIndia
15
13
47
@ChagaliRani
ଚଗଲି ରାନୀ
3 years
ସାବଧାନ 🚫 ବିଳମ୍ବିତ ରାତିରେ ଧଳା ପୋଷାକ ପିନ୍ଧି ଯଦି କେହି ଆପଣଙ୍କ ଗୋଡ ଧରି ପକେଇଲା 👽☠️👽ତାକୁ ଭୂତ ବୋଲି ଭାବନ୍ତୁନି ବରଂ ସେ ସରପଞ୍ଚ🧍 ପ୍ରାର୍ଥୀ ହୋଇ ଥାଇ ପାରନ୍ତି । #Election2022 #PanchayatElection
Tweet media one
3
1
44
@ChagaliRani
ଚଗଲି ରାନୀ
1 year
ନାଲିଆ ଧୋବୋଲା ପାଇଛ ବୋଧେ ନହେଲେ କହନ୍ତନି କେଇ ଥର କେଇ ଥର କେଇ ଥର କହିବି ଚାଲିବ ଦେଖିବ 🤣🤣🤣🤣 (ୟୁଟ୍ୟୁବ ରୁ ସଂଗୃହିତ)
2
2
47
@ChagaliRani
ଚଗଲି ରାନୀ
2 years
2024 ଇଲେକ୍ସନ ଗଞ୍ଜି #କ୍ରୀତଦାସ
Tweet media one
3
3
48
@ChagaliRani
ଚଗଲି ରାନୀ
3 years
ଆଜି ଗର୍ବ ଅନୁଭବ ହଉଛି ଆମ @CMO_Odisha #ନବୀନପଟ୍ଟନାୟକ ତାଙ୍କ ବାପା #ବିଜୁପଟ୍ଟନାୟଙ୍କ ଙ୍କ ର ସବୁ ଇଚ୍ଛା ପୂରଣ କରିପାରିଛନ୍ତି । ଯଥା - ୧-ଇତିଶ୍ରୀ ୨-ବେବିନା ୩- ସସ୍ମିତା ୪- ସ୍ମିତରାଣୀ ୫- ପରି ୬- ପିହୁ ୭- #ମମିତା ବିଜୁ ବାବୁ ଙ୍କ ଲିଷ୍ଟ ରେ ଆହୁରି କେତେ ଜଣ ଅଛନ୍ତି ??
Tweet media one
5
9
47
@ChagaliRani
ଚଗଲି ରାନୀ
2 years
ମୋ ବସ V/S ଗରୀବ ଲୋକ #ବିଶ୍ଵସ୍ତରୀୟ
Tweet media one
3
2
46
@ChagaliRani
ଚଗଲି ରାନୀ
2 years
ଶୋଇବା ପୁର୍ବରୁ ଆଉ ଥରେ @Naveen_Odisha ଓରଫ ଯାନୁ ଓରଫ ରାଣୀ ଙ୍କ ସିଏ ଙ୍କୁ Happy Birthday again ..... ଖାଲି ତ ଚମକିଲ !😂😂😂
1
2
47
@ChagaliRani
ଚଗଲି ରାନୀ
2 years
ଇଏ ଜଳ ସମ୍ପଦ ମନ୍ତ୍ରୀ ? କେଉଁ କେନାଲ ରେ କେତେ ବାଲି ବସ୍ତା ପଡ଼ିଛି ତାର ହିସାବ ଥିବ ।
Tweet media one
6
4
43
@ChagaliRani
ଚଗଲି ରାନୀ
2 years
କିନ୍ନର ଆସିଛନ୍ତି ଖବର ନଦେଇ Farmaish ବିଜୁ ଜନତା ଦଳ ଭାଗ୍ୟକୁ ମିଠା ଅଛି ମିଠା ବାଣ୍ଟିବା କେତେ ସହଜ ବେଜତି ହେଇଗଲା 2 ମିନିଟ୍ ରେ ୱା ଶୁଭଶ୍ରୀ ତୁମେତ ପୁରା ବେଜତି କରିଦେଲ । ଯେତେ ହେଲେ ଜନ୍ମ ଦିନ ।
2
1
47
@ChagaliRani
ଚଗଲି ରାନୀ
1 year
ରାଗୁଛନ୍ତି ନବୀନ ! କାହିଁକି ବା ନ ରାଗିବେ, ନିବାସରେ ଯେଉଁ ଶ୍ରଦ୍ଧା ଅଛି ସେ ଶ୍ରଦ୍ଧା କଣ ଆଉ ଲୋକଙ୍କ ଗହଣରୁ ମିଳୁଛି !
4
3
47
@ChagaliRani
ଚଗଲି ରାନୀ
2 years
ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ କେବେ ପରିଦର୍ଶନ କରିବେ ??
12
0
44
@ChagaliRani
ଚଗଲି ରାନୀ
2 years
So talented 😂😂
Tweet media one
4
1
45
@ChagaliRani
ଚଗଲି ରାନୀ
1 year
5 ମିନିଟ୍ ର ବର୍ଷା ପାଣି ରେ ବେହାଲ ରାଜଧାନୀ । @Sulochana_Apa ସଫେଇ ଦେବା ପାଇଁ ରେଡ୍ଡୀ ତ ?
1
9
47
@ChagaliRani
ଚଗଲି ରାନୀ
2 years
ଡ୍ରାଇଭର ମଦ ପିଇ ଗାଡ଼ି ଚଲାଇଲେ ୧୦,୦୦୦ ଜୋରିମାନା ଦେବାକୁ ପଡ଼ୁଛି ଆଉ ଏ ଅଫିସର ଙ୍କୁ କେତେ ଲକ୍ଷ ଜୋରିମାନା ଦେବାକୁ ହେବ । ମୁଖିଆ ଯେମିତି ମୁଖିଆ ଙ୍କ ର ସେମିତି 🤗🤗
4
10
45
@ChagaliRani
ଚଗଲି ରାନୀ
10 months
ମାହାଲ ମାଣ୍ଡା 👇 ମାହାଲ ମାଣ୍ଡା PRO 👇
Tweet media one
9
4
44
@ChagaliRani
ଚଗଲି ରାନୀ
9 months
ଆରମ୍ଭ ନହେଉଣୁ ତାଲା ପଡ଼ିଲାଣି। ମୂଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କେଉଁ କାମ ଠିକ୍ ରେ ହେଇଛି ନା ହେବ ?
Tweet media one
14
6
46
@ChagaliRani
ଚଗଲି ରାନୀ
2 years
ବିଜୁ ଜନତା ଦଳ ର ସବୁ ହତ୍ୟାକାରୀ ଗୋଟିଏ ଚାଉଳ ରେ ଗଢା । #ରକ୍ତମୁହାଁ_ବିଜେଡି
Tweet media one
0
4
45
@ChagaliRani
ଚଗଲି ରାନୀ
2 years
ଅର୍ଚ୍ଚନା ନାଗ - ▪️ମୁଁ ମୁହଁ ଖୋଲିଲେ ରାଜ୍ୟ ପରିବର୍ତନ ହୋଇଯିବ !!! ▪️30 ମିନିଟ୍ ସମୟ ଦରକାର ସବୁ ପ୍ରମାଣ ଦେବି । ▪️କାହାକୁ ଛାଡିବିନି , ଇଡି କୁ ଅପେକ୍ଷା କରିଥିଲି ରାଜ୍ୟ ସରକାର - "ହେ ଅର୍ଚ୍ଚନା ତୁ ଟିକେ ଚୁପ୍ ରହ" । 👉ସେଥିପାଇଁ ବୋଧେ ଜଲ୍ଦୀ ବିଧାନସଭା ବନ୍ଦ କରିଦିଆଯାଇଛି ।
1
1
45
@ChagaliRani
ଚଗଲି ରାନୀ
6 months
ମୋଦୀର ଗରିବଙ୍କ ପ୍ରତି ଦୟା ଅଛି, ଶଙ୍ଖ ଆଉ ପାଣ୍ଡିଆନ ସବୁ ଛାଞ୍ଚିକି ଖାଉଛି I
1
9
45
@ChagaliRani
ଚଗଲି ରାନୀ
2 years
ବିଧାୟକ APL ନା BPL ଭୋକ୍ତା ର ଅନ୍ତର୍ଭୁକ୍ତ ? ସ୍ବାମୀ ଗରିବ ସ୍ବାମୀ ଙ୍କ ନାଁ ରେ ରାସନ୍ କାର୍ଡ ଟେ ହଉ । ଜଣେ ବିଧାୟକ ଙ୍କ ସ୍ତ୍ରୀ ପାଖରେ ଏତେ ଧନ ଆଉ 146 ଜଣ ଙ୍କ ପାଖରେ କେତେ ???? #ଚୋର_ମୁଁହା
Tweet media one
3
1
42