ପୂର୍ବପୁରୁଷ ମାନେ ରାସ୍ତା କଡରେ ବିଭିର୍ଣ୍ଣ ଜାତିର ଆମ୍ବ, ଲିଚୁ,କମଳା,ପଣସ, ଜାମୁକୋଳି ଆଦି ଗଛ ଲଗାଉଥିଲେ।କାରଣ ଥିଲା,,ଲୋକେ ଯିବା ଆସିବା ସମୟରେ ବୃକ୍ଷର ଛାଇରେ ଵିଶ୍ରାମ ନେବେ ଓ ସ୍ୱାଦିଷ୍ଟ ଫଳ ବି ଖାଇପାରିବେ।ଏବେ ଏସବୁ ନିଶ୍ଚିହ୍ନ ହେଇଗଲାଣି।ଦୁନିଆଁକୁ ପୁଣି ହରାଭରା କରିବା ପାଇଁ ଯୁବପିଢିଙ୍କ ଉଦ୍ୟମ ଦରକାର।ଆସନ୍ତୁ,ଗଛଟିଏ ପୋତିବା।