Zillaparishad Kandhamal Profile
Zillaparishad Kandhamal

@zpkandhamal

Followers
53
Following
110
Statuses
103

Joined December 2022
Don't wanna be here? Send us removal request.
@zpkandhamal
Zillaparishad Kandhamal
9 days
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ "ବିକଶିତ ଗାଁ ବିକଶିତ ଓଡ଼ିଶା" ଯୋଜନାର ଶୁଭାରମ୍ଭ ଆଜି ସାରା ଓଡ଼ିଶାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ଅବସରରେ କନ୍ଧମାଳ ଜିଲ୍ଲା ପରିଷଦ ଏବଂ ଫୁଲବାଣୀ ବ୍ଲକର ମିଳିତ ସହଯୋଗରେ ଫୁଲବାଣୀ କରୋନେସନ ପଡିଆ ଠାରେ ଯୋଜନାର ଶୁଭଆରମ୍ଭ ହୋଇଯାଅଛି |
Tweet media one
Tweet media two
Tweet media three
Tweet media four
0
0
0
@zpkandhamal
Zillaparishad Kandhamal
9 days
RT @PRDeptOdisha: ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ବିକାଶଧାରାକୁ ଆଗେଇ ନେଇ ଏକ ବିକଶିତ ରାଷ୍ଟ୍ର ନିର୍ମାଣ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…
0
26
0
@zpkandhamal
Zillaparishad Kandhamal
9 days
RT @PRDeptOdisha: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନାର ଶୁଭାରମ୍ଭ | ୦୫ ଫେବୃଆରୀ ୨୦୨୫ Link: ht…
0
39
0
@zpkandhamal
Zillaparishad Kandhamal
21 days
RT @PRDeptOdisha: ପ୍ରଧାନମନ୍ତ୍ରୀ ଆଵାସ ଯୋଜନା (ଗ୍ରାମୀଣ) ରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେର ଶୁଭାରମ୍ଭ। #ପୂରଣ_ହେବ_ପକ୍କା_ଘର_ଆଶା #ବିକଶିତ_ହେବ_ଆମ_…
0
93
0
@zpkandhamal
Zillaparishad Kandhamal
23 days
Successful completion of the one day Training of Trainers on Panchayat Development Index (PDI) & National Panchayat Award (NPA) at Zilla Parishad Conference Hall, Kandhamal. #ToT #PanchyatDeveloomentIndex #nationalpanchyatawards #goodgovernance #Training
Tweet media one
Tweet media two
0
0
0
@zpkandhamal
Zillaparishad Kandhamal
29 days
FPO Conclave organized at Phulbani under the chairmanship of Collector & DM Kandhamal, to tap the potential opportunity for enhancement of livelihoods sector and to address the challenges faced by FPOs in their day to day activities.
Tweet media one
Tweet media two
Tweet media three
Tweet media four
0
1
5
@zpkandhamal
Zillaparishad Kandhamal
1 month
ତା ୦୭.୦୧.୨୦୨୫ ରିଖ ଦିନ କନ୍ଧମାଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, କନ୍ଧମାଳଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମିକ୍ଷାରେ ସମସ୍ତ ବ୍ଲକ୍ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Tweet media one
Tweet media two
Tweet media three
Tweet media four
0
0
0
@zpkandhamal
Zillaparishad Kandhamal
3 months
Respected CDO-cum -EO Sir, Zilla Parishad, Kandhamal visited different development works under MGNREGA, CFC/ SFC, SBM and RH of Chakapad Block on dated 05.11.2024.
Tweet media one
Tweet media two
Tweet media three
Tweet media four
0
0
0
@zpkandhamal
Zillaparishad Kandhamal
4 months
କନ୍ଧମାଳ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୋଟଗଡ ଏବଂ ତୁମୁଡିବନ୍ଧ ବ୍ଲକ ପରିଦର୍ଶନ କରି ପଞ୍ଚାୟତିରାଜ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ସମୀକ୍ଷାରେ ଉଭୟ ବ୍ଲକ ଏବଂ ଜିଲ୍ଲାର ବିଭିନ୍ନ ଅଧିକାରୀ ତଥା ପଞ୍ଚାୟତିରଜ ପ୍ରତନିଧି ମଧ୍ୟ ଉପସ୍ଥିତ ଥିଲେ।
Tweet media one
Tweet media two
0
0
0
@zpkandhamal
Zillaparishad Kandhamal
4 months
କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ସଫେଇ କାର୍ଯ୍ୟକ୍ରମ "ସ୍ବଚ୍ଛତା ହିଁ ସେବା" ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ସମସ୍ତ ଅଧୂକାରୀ ଓ କର୍ମଚାରୀବୃନ୍ଦ ଅଂଶଗ୍ରହଣ କରିଥିଲେ । #swachhatahiseva2024
Tweet media one
Tweet media two
Tweet media three
Tweet media four
0
0
0
@zpkandhamal
Zillaparishad Kandhamal
5 months
RT @jaljeevan_: Congratulations #Odisha, for crossing 75% coverage under #JalJeevanMission. Out of total 88,67,464 rural households, St…
0
23
0
@zpkandhamal
Zillaparishad Kandhamal
5 months
RT @PRDeptOdisha: Commemorating the birth anniversary of Mahatma Gandhi and #SwachhBharatDivas2024, a picturesque #sandart has been carved…
0
73
0
@zpkandhamal
Zillaparishad Kandhamal
5 months
Vikash Mela of Kandhamal inaugurated on 22/09/2024 at Coronation ground, Phulbani by Hon'ble Minster of Fisheries & Animal Resources Development, Micro, Small & Medium Enterprises, Govt. of Odisha Shri Gokula Nanda Mallick in presence of other dignitaries of Kandhamal District.
Tweet media one
Tweet media two
Tweet media three
Tweet media four
0
2
2
@zpkandhamal
Zillaparishad Kandhamal
5 months
Live telecast of Vikash Mela, Kandhamal District at coronation ground.
Tweet media one
0
0
0
@zpkandhamal
Zillaparishad Kandhamal
5 months
RT @PRDeptOdisha: ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ପାଳନ ଅବସରରେ ପୁରୀ ନୀଳାଚଳ ଅର୍ବାନ ହାଟଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ @PRDeptOdisha ଅଧୀନସ୍ତ…
0
28
0
@zpkandhamal
Zillaparishad Kandhamal
5 months
କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ ଅଧୀନରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରିଥିବା ହିତାଧିକାରୀ ମାନଙ୍କୁ ଆନୁଷ୍ଠାନିକ ଭାବେ ଗୃହ ପ୍ରବେଶ କରାଗଲା।#HousingForAll #RuralHousing
Tweet media one
0
0
0
@zpkandhamal
Zillaparishad Kandhamal
5 months
'ସୁଭଦ୍ରା' ଯୋଜନା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ ଅଧୀନରେ ୨୦୨୪-୨୫ ଆର୍ଥିକ ବର୍ଷରେ ନୂତନ ଗୃହ ନିର୍ମାଣ ପାଇଁ କାର୍ଯ୍ୟଦେଶ ବଣ୍ଟନ ଏବଂ ଗୃହ ନିର୍ମାଣ ସଂପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ସମ୍ମାନିତ କରାଯିବା ସହିତ ପ୍ରତୀକାତ୍ମକ ଚାବି ପ୍ରଦାନ କରାଗଲା। #HousingForAll #RuralHousing
Tweet media one
0
0
1
@zpkandhamal
Zillaparishad Kandhamal
5 months
RT @PRDeptOdisha: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଆଜି ଭୁବନେଶ୍ୱରସ୍ଥିତ ଜନତା ମୈଦାନଠାରେ 'ସୁଭଦ୍ରା' ଯୋଜନା ସମେତ ଅନ୍ୟାନ୍ୟ ଜନକଲ୍ୟାଣମୂଳକ କା…
0
53
0
@zpkandhamal
Zillaparishad Kandhamal
5 months
ଜିଲ୍ଲା ପ୍ରଶାସନ, କନ୍ଧମାଳ ପକ୍ଷରୁ 'ସ୍ଵଚ୍ଛତ�� ହିଁ ସେବା' ଅଭିଯାନର ଶପଥ ପାଠ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲପାଳ କନ୍ଧମାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଏବଂ ପ୍ରମୁଖ ଅଧିକାରୀ ମାନେ ଭାଗ ନେଇଥିଲେ ।#SwachhataHiSeva2024 #SwachhBharatMission
Tweet media one
Tweet media two
Tweet media three
0
1
3
@zpkandhamal
Zillaparishad Kandhamal
5 months
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସୁଭଦ୍ରା ଯୋଜନାର ଶୁଭାରମ୍ଭର ସିଧାପ୍ରସରଣ ଦେଖିବା ପାଇଁ ସାରା କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ସ୍ତରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଅବସରରେ।#GhareGhareSUBHADRA #SUBHADRA
Tweet media one
Tweet media two
Tweet media three
0
0
1