Explore tweets tagged as #Badakhabar
@badakhabarnews
Bada Khabar
10 hours
#ବୁଡ଼_ପକାଇଲେ_ମୁଖ୍ୟମନ୍ତ୍ରୀ.ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ . ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କଲେ ମୁଖ୍ୟମନ୍ତ୍ରୀ. #MahaKumbhaMela #KumbhaMela #MohanMajhi #BadaKhabar #badakhabaratv
0
0
0
@badakhabarnews
Bada Khabar
10 hours
ଅତିରିକ୍ତ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା .ଡାଟା ଏଣ୍ଟ୍ରି ଅପରେଟର ସୁରେନ୍ଦ୍ର ସିଂ ବୁନେ୍ଦଲା.୨ ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ.ନୀଳକଣ୍ଠ ପରିଡ଼ାଙ୍କ ୩ଟି, ସୁରେନ୍ଦ୍ର ସିଂଙ୍କ ୨ଟି ସ୍ଥାନରେ ରେଡ୍.#VigilanceRaid #BadaKhabar #UmarKote.
0
0
0
@badakhabarnews
Bada Khabar
10 hours
#କୃଷି_ବିଭାଗରେ_ଭିଜିଲାନ୍ସ_ରେଡ୍ .ଉମରକୋଟ କୃଷି ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ.୫ ହଜାର ଲାଂଚନେବା ବେଳେ ଧରିଲା ଭିଜିଲାନ୍ସ.ଜଳନିଧି ଯୋଜନାର ସବସିଡି କରାଇଦେବା ପାଇଁ ନେଉଥିଲେ ଲାଂଚ.#VigilanceRaid #BadaKhabar #UmarKote
Tweet media one
Tweet media two
1
0
1
@badakhabarnews
Bada Khabar
10 hours
ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା.#SandArt #puri #sudarsanpattnaik #cricket #IND_PAK #badakhabar #badakhabaratv
0
0
0
@badakhabarnews
Bada Khabar
11 hours
#ଅଦିନିଆ_ବର୍ଷା_ଭାଙ୍ଗିଲା_ଚାଷୀର_ମେରୁଦଣ୍ଡ.କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଳକର ବିଭିନ୍ନ ପଞ୍ଚାୟତରେ ଘଡ଼ଘଡ଼ି ବର୍ଷା ହେବା ଫଲରେ ଫସଲ ନଷ୍ଟ ହୋଇଯାଇଛି. ଯାହାକୁ ନଇ ଚିନ୍ତାରେ ଚାଷୀ. #farmer #rain #saharapada #badakhabar #badakhabaratv
0
0
0
@badakhabarnews
Bada Khabar
12 hours
-ସୂଚନା ଦେଲେ OCA ସଭାପତି ପଙ୍କଜ ଲୋଚନ ମହାନ୍ତି .-ଗତ ଭାରତ ଓ ଇଂଲଣ୍ଡ ମ୍ୟାଚରେ ଲିଭିଥିଲା ଲାଇଟ .-ଏହାପରେ OCAକୁ ନୋଟିସ କରିଥିଲେ କ୍ରୀଡ଼ା ନିର୍ଦେଶକ .#barabati #BadaKhabar.
0
0
0
@badakhabarnews
Bada Khabar
12 hours
#ବାରବାଟୀରେ_ମ୍ୟାଚ_ବେଳେ_ଲାଇଟ_ଲିଭିବା_ଘଟଣା.-ରାଜ୍ୟ ସରକାରଙ୍କ ନୋଟିସର ଉତ୍ତର ଦେଲା OCA.-ଏଣିକି ମ୍ୟାଚ ବେଳେ ଅଧିକ ସତର୍କ ହେବ OCA.-ପ୍ରତି ଫ୍ଲର୍ଡ୍‌ ଲାଇଟ ପାଖରେ ରହିବ ଜେନେରେଟର ବ୍ୟବସ୍ଥା.#barabati #BadaKhabar
Tweet media one
1
0
0
@badakhabarnews
Bada Khabar
12 hours
ପ୍ରଧାନମନ୍ତ୍ରୀଙ୍କ ୧୧୯ ତମ ମନ୍ କି ବାତ୍. ୧୧୯ତମ ସଂସ୍କରଣରେ ଦେଶବାସୀଙ��କୁ ସମ୍ବୋଧନ. ଏଆଇ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି. ଦୈନିକ ଜୀବନରେ ଏଆଇର ବ୍ୟବହାର ବଢୁଛି. ନୂଆ ଜ୍ଞାନ କୌଶଳ ବ୍ୟବହାରରେ ପଛଘୁଂଚା ଦେଉନି ଭାରତ. #ManKiBaat #PM #narendramodi #BadaKhabar #badakhabaratv
0
0
0
@badakhabarnews
Bada Khabar
12 hours
#ପ୍ରଥମେ_ବୋଲିଂ_କରିବ_ଭାରତ.ଚାମ୍ପିୟନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମୁକାବିଲା.ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି.ଦୁବାଇରେ ଭାରତ-ପାକିସ୍ତାନ ମୁକାବିଲା.ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ନାହିଁ.୨ଟା ୩୦ରେ ଆରମ୍ଭ ହେବ ମ୍ୟାଚ.#INDvsPAK #ChampionsTrophy #Badakhabar
Tweet media one
0
0
0
@badakhabarnews
Bada Khabar
12 hours
#ଓସିଏ_ସଭାପତି_ହେଲେ_ପଙ୍କଜ_ଲୋଚନ_ମହାନ୍ତି.-ଓସିଏ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ.-ଏକମାତ୍ର ପ୍ରାର୍ଥୀ ଭାବେ ଦାଖଲ କରିଥିଲେ ନାମାଙ୍କନ.-ପୂର୍ବରୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଇଛନ୍ତି. #OCA #PankajLOchanmohanty #BadaKhabar
Tweet media one
0
0
0
@badakhabarnews
Bada Khabar
12 hours
#ତେଲଙ୍ଗାନାରେ_ଟନେଲ_ଧସି_ଶ୍ରମିକ_ଫସିବା_ଘଟଣା.ଟନେଲରେ ଫସିଥିବା ୮ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି.ତ୍ବରିତ ଉଦ୍ଧାର ପାଇଁ ଆନ୍ଧ୍ରର ସହାୟତା ଲୋଡ଼ିଲା ତେଲଙ୍ଗାନା.ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍ ନିୟୋଜିତ ଅଛନ୍ତି.#Telengana #TunnelCollapse #BadaKhabar
Tweet media one
0
0
0
@badakhabarnews
Bada Khabar
12 hours
#ଭାରତୀୟ_ଟିମକୁ_ଚିୟର୍_ଅପ୍_କଲେ_ଭାରତୀୟ_ସେନା.ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ. ଭାରତୀୟ ଟିମକୁ ବିଜୟ ଲାଗି ଚିୟର୍ ଅପ୍ କଲେ ଭାରତୀୟ ଯବାନ.#IndvsPak #IndianArmy #ChampionsTrophy2025 #IndianCricketTeam #Pakistan #India #dubailifestyle #badakhabar #badakhabaratv
0
1
1
@badakhabarnews
Bada Khabar
13 hours
#ଭାରତ_ପାକିସ୍ତାନ_ମହା_ମୁକାବିଲା.ନିଜକୁ ଭାରତ ଏବଂ ପାକିସ୍ତାନ ପତାକାର ରଙ୍ଗରେ ରଙ୍ଗାୟିତ କଲେ ଫ୍ୟାନ୍ସ.#India #Pakistan #ChampionsTrophy2025 #INDVSPAK #Badakhabar
Tweet media one
0
0
0
@badakhabarnews
Bada Khabar
13 hours
-ଖାଦ୍ୟରେ ତେଲ ପରିମାଣ ୧୦ ପ୍ରତିଶତ କମାଅ- ପ୍ରଧାନମନ୍ତ୍ରୀ .-'ନିଜେ କମାଇବା ସହ ୧୦ ଜଣଙ୍କୁ କମାଇବାକୁ ପରାମର୍ଶ ଦିଅନ୍ତୁ'.#MannKiBaat #BadaKhabar.
0
0
0
@badakhabarnews
Bada Khabar
13 hours
ମନ କୀ ବାତ୍‌ରେ ଯୁବପିଢ଼ିଙ୍କୁ ସ୍ବାସ୍ଥ୍ୟମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ.-'ଏବେ ଯୁବପିଢିଙ୍କ ଭିତରେ ମୋଟାପଣ ଏକ ବଡ଼ ସମସ୍ୟା ହେଲାଣି'.-'ମୋଟାପଣ କମାଇବାକୁ ହେଲେ ଆମକୁ ଖାଦ୍ୟରେ ପରିବର୍ତ୍ତନ ଜରୁରୀ'.-'ପ୍ରତିଦିନ ଖାଦ୍ୟରେ କମ୍‌ ତେଲ ଖାଇବାକୁ ଚେଷ୍ଟା କରନ୍ତୁ'.#MannKiBaat #BadaKhabar
Tweet media one
1
2
4
@badakhabarnews
Bada Khabar
13 hours
ଶୋଇଥିବାବେଳେ ଫାର୍ମ ହାଉସ ମାଲିକଙ୍କୁ ଗୁଳିକରି ହତ୍ୟା  . #shoot #farmowner #dhenkanal #badakhabar.
0
0
0
@badakhabarnews
Bada Khabar
14 hours
ରାଉରକେଲା ସେକ୍ଟର ୪ରେ ଫୁଟିଲା ଗୁଳି . #firing #rourkela #badakhabar.
0
0
0
@badakhabarnews
Bada Khabar
14 hours
ଅଦିନିଆ ବର୍ଷା ଭାଙ୍ଗିଲା ଚାଷୀ ମେରୁଦଣ୍ଡ . #farmer #rain #saharapada #badakhabar.
0
0
1
@badakhabarnews
Bada Khabar
14 hours
ମନ କୀ ବାତରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ.'ଭାରତକୁ ବିଜ୍ଞାନ ଓ ମହାକାଶ ଛଡ଼ା AIରେ ମଧ୍ୟ ସଫଳତା ମିଳିଛି'.'ପ୍ୟାରିସରେ AIକୁ ନେଇ ଭାରତକୁ ଅନେକ ପ୍ରଶଂସା ମିଳୁଛି'.'ଚଳିତବର୍ଷ ମହିଳା ଦିବସରେ ନାରୀଶକ୍ତିକୁ ଅଧିକ ଗୁରୁତ୍ବ ଦିଆଯିବ'.#MannKiBaat #Badakhabar #badakhabaratv #PMModi
Tweet media one
0
0
0
@badakhabarnews
Bada Khabar
14 hours
ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ବାରଣାସୀରେ ପୂଜାର୍ଚ୍ଚନା.#INDVSPAK #Match #Badakhabar #varanasi #worship #badakhabaratv #ChampionsTrophy2025
0
0
0