Sanghamitra panda Profile Banner
Sanghamitra panda Profile
Sanghamitra panda

@sanghamitra_jr

Followers
19,451
Following
101
Media
1,950
Statuses
4,227

Journalist by profession & Passion || Motivational speaker,Writer,Reporter ||Odisha women Achievers award 2021🙎‍♀️ BJB Autonomous Student📚 Debate Champion🏆

Bhubaneswar, Odisha
Joined February 2020
Don't wanna be here? Send us removal request.
Explore trending content on Musk Viewer
Pinned Tweet
@sanghamitra_jr
Sanghamitra panda
4 years
My article published on Odia daily "News Paper Sakala" . Kindly read and give your feedback 🙏 #Newspaper
Tweet media one
177
47
2K
@sanghamitra_jr
Sanghamitra panda
3 years
ଗାଁ' ରେ ଏକର ଏକର ଜମି ପଡିଆ ପକେଇକି ରାଜଧାନୀର ବାଲକୋନୀରେ ବାଇଗଣ ଗଛ ଦେଖି ଖୁସି ହେଉଛନ୍ତି ଭୁବନେଶ୍ୱରିଆ...
138
59
1K
@sanghamitra_jr
Sanghamitra panda
10 months
ସେ କହିଥିଲା ନାଲି ଶାଢ଼ୀ ରେ ତୁ ବହୁତ ସୁନ୍ଦର ଦେଖାଯାଉ...ସେ ତ କହିଦେଇ ମିଛରେ ମିଛରେ ମରୀଚିକା ହୋଇଗଲା... କିନ୍ତୁ ମୁଁ ଆଜି ତା କଥା କୁ ଆଉଥରେ ମନେପକାଇ ମୁରକି ହସି ନାଲି ଶାଢ଼ୀ ଟେ ପିନ୍ଧି ଆଇନା କୁ ପଚାରିଥିଲି... କଣ ସତରେ ମୁଁ ସୁନ୍ଦର ଦେଖାଯାଉଛି....???
Tweet media one
213
22
1K
@sanghamitra_jr
Sanghamitra panda
2 months
ସେ କହିଥିଲା ନାଲି ଶାଢ଼ୀ ରେ ତୁ ବହୁତ ସୁନ୍ଦର ଦେଖାଯାଉ...ସେ ତ କହିଦେଇ ମିଛରେ ମିଛରେ ମରୀଚିକା ହୋଇଗଲା... କିନ୍ତୁ ମୁଁ ଆଜି ତା କଥା କୁ ଆଉଥରେ ମନେପକାଇ ମୁରକି ହସି ନାଲି ଶାଢ଼ୀ ଟେ ପିନ୍ଧି ଆଇନା କୁ ପଚାରିଥିଲି... କଣ ସତରେ ମୁଁ ସୁନ୍ଦର ଦେଖାଯାଉଛି....???
Tweet media one
188
18
1K
@sanghamitra_jr
Sanghamitra panda
1 month
ଦ୍ୱିତୀୟ ବିବାହ କଲେ ଅଭିନେତା ମନୋଜ ମିଶ୍ର...
Tweet media one
107
15
1K
@sanghamitra_jr
Sanghamitra panda
10 months
ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲାରେ, ସାମାନ୍ୟ କୋବି ଖଣ୍ଡେ ବୁଢ଼ୀ ମା ଟି ଖାଇଦେଲା ବୋଲି ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ପଶୁ ଭଳି ମାଡ଼ ମାରିଲା ଜନ୍ମିତ ପୁଅ ଏବଂ ବୋହୂ, ଏମାନଙ୍କୁ କଣ କୁହାଯିବ ପଶୁ ଠୁ ବି ହୀନ ଏମାନେ !
Tweet media one
347
170
994
@sanghamitra_jr
Sanghamitra panda
2 years
ଏକଦା ଭଲ ପରିସ୍ଥିତିରେ ଦୁହେଁ ପରସ୍ପରକୁ କଥା ଦେଇଥିଲେ କିନ୍ତୁ ଆଜି ଭିନ୍ନ ପରିସ୍ଥିତିରେ ଉଭୟ ହାତ ଛାଡ଼ି ନାହାନ୍ତି। ଦିନ ଥିଲା ଦୁହେଁ ଚର୍ଚ୍ଚିତ ଚେହେରା ଥିଲେ କିନ୍ତୁ ଆଜି ଚର୍ଚ୍ଚାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ଦେଲେ, ତୁମ ଦୁହିଁଙ୍କ ଧୈର୍ଯ୍ୟ,ତ୍ୟାଗ,ଉତ୍ସଗୀକୃତ ଭଲପାଇବା ଆଗରେ ମୁଣ୍ଡ ନୁଆଇଁ ଯାଉଛି | #ପ୍ରେମ_ଆଉ_କଣ_କି ???
Tweet media one
71
44
977
@sanghamitra_jr
Sanghamitra panda
2 years
କେବଳ ବିରିୟାନୀ ଖାଇ ବିରୋଧ କଲେ ହେବ ନାହିଁ... ହେତୁବାଦୀ ଗଣ ଆଉ ପାଦେ ଆଗକୁ ବଢନ୍ତୁ, ନିଜ ଭଉଣୀ କିମ୍ବା ଝିଅକୁ ବିବାହ କରିବା ସମୟରେ ପୌରାଣିକ ରୀତିନୀତି ନୁହଁ ବୈଜ୍ଞାନିକ ପଦ୍ଧତିରେ ବିବାହ କରି ପୂର୍ଣ୍ଣ ବିରୋଧ କରନ୍ତୁ !! #ଆମସଂସ୍କୃତି_ଆମ_ପାଇଁ_ମହାନ 🙏 #solareclips
135
80
950
@sanghamitra_jr
Sanghamitra panda
8 months
ସକଳେ ଡାକନ୍ତି ତମେ ତମେ ବୋଲି ସେ ତମେ ର ମାନେ ନାହିଁ, ତମେ ଯେବେ ମୋତେ ତମେ ବୋଲି କୁହ ଏତେ ମିଠା କାହିଁ ପାଇଁ...
Tweet media one
71
12
904
@sanghamitra_jr
Sanghamitra panda
3 months
ଅସଭ୍ୟ ଭାବେ ଦାନ୍ତ ଦେଖାଇ ସୁଖ୍ୟାତି ଅର୍ଜନ କରିଥିବା କଳାକାରଙ୍କୁ ଅପମାନିତ କରିଵା ପୂର୍ବରୁ ଜାଣ ଆଗ ସେ କିଏ? ହ୍ୟୁମାନ ସାଗର ଆଉ ରୁକୁ ସୁନା ନିଜେ ଜଣେ କଳାକାର କିନ୍ତୁ ନିମାଇଁ ହରିଚନ୍ଦନଙ୍କ ପରି ସାତ ଜନ୍ମରେ ହୋଇପାରିଵ ନାହିଁ। ତୁରନ୍ତ ଏ ଘଟଣା ପାଇଁ କ୍ଷମାପ୍ରାର୍ଥନା କରନ୍ତୁ ନଚେତ ଆଗାମୀ ଦିନରେ ଅଣ୍ଡା ଆଉ ଗୋବର ମାଡ଼ ଖାଇବା ଥୟ
125
163
848
@sanghamitra_jr
Sanghamitra panda
2 years
ବାଲେଶ୍ୱର ଜିଲ୍ଲାର ଶୁଭ୍ରାଂଶୁ ଭାଇ ଆଜି ଦୁନିଆକୁ ବୁଝେଇ ଦେଇଛନ୍ତି ପ୍ରକୃତ ପ୍ରେମର ଅର୍ଥ କଣ ❤️😍🙏
56
51
791
@sanghamitra_jr
Sanghamitra panda
9 months
ଥଣ୍ଡା ପାଇଁ କମ୍ବଳ ବିକୁଥିବା ବ୍ଯକ୍ତି ଟି ମଧ୍ଯ ଥଣ୍ଡା ରେ ଥରୁଛି | ଯେତେବେଳେ ମଣିଷ ଦାରିଦ୍ର୍ୟ ଏବଂ ଦାୟିତ୍ବ ମଧ୍ୟରେ ପେଷି ହେଉଥାଏ, ସେତବେଳେ ବ୍ୟକ୍ତି ଜଣକ ନିଜ ଜୀବନ ଜିଇଁବାକୁ ବି ଭୂଲିଯାଏ 🥹
Tweet media one
35
45
751
@sanghamitra_jr
Sanghamitra panda
11 months
କଟକିଆ ସମ୍ବଲପୁରକୁ ଘୃଣା କରନ୍ତି ନାହିଁ, ଯଦି ସେମାନେ ଘୃଣା କରିଥାନ୍ତେ ରାଜଧାନୀର ଛାତି ଉପରେ ରାଜମହଲ ଓଭର ବ୍ରିଜରେ ସମ୍ବଲପୁରୀ ବସ୍ତ୍ରର ଚିତ୍ର ଥାଆନ୍ତା କି???
Tweet media one
86
35
740
@sanghamitra_jr
Sanghamitra panda
2 years
ଘଟଣା ଟି ପଶ୍ଚିମବଙ୍ଗର,ଏ ଭଉଣୀ ଜଣକ ଫେସବୁକରେ ପୋଷ୍ଟ କରିଥିଲେ ଯେ, ଯେଉଁମାନେ ଦେଶରେ ଦଙ୍ଗା ସୃଷ୍ଟି କରି ନିଆଁ ଲଗାଉଛନ୍ତି ସେମାନେ ଦେଶ ଛାଡି ଚାଲି ଯାଆନ୍ତୁ,ଦେଶର ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ। ତା ପର ଠାରୁ ଭଉଣୀ ଟି ଜେଲ ଭିତରେ।ସମ୍ବିଧାନ ର କେଉଁ ପୃଷ୍ଠା ରେ ଲେଖା ହୋଇଛି ଜଣେ ନିଜ ମନ୍ତବ୍ୟ ପ୍ରକାଶ କରିଲେ ଜେଲଦଣ୍ଡ ଭୋଗିବ ବୋଲି
Tweet media one
110
103
704
@sanghamitra_jr
Sanghamitra panda
1 year
ଭିଡ଼ିଓଟି ସୋସିଆଲ ମିଡିଆରେ ଘୁରି ବୁଲୁଛି...ଓଡ଼ଗାଁ କଲେଜର ଏ ଛାତ୍ରଛାତ୍ରୀ ବୋଲି କୁହାଯାଉଛି, କିନ୍ତୁ ଏମାନେ କରୁଛନ୍ତି କଣ ???
216
80
704
@sanghamitra_jr
Sanghamitra panda
3 years
ହୁଏତ କ୍ୟାମେରାରୁ ଫୋଟୋ ଡିଲିଟ ହୋଇଯାଇ ପାରେ, କିନ୍ତୁ ମୋ ହୃଦୟରୁ ସ୍ମୃତି ନୁହେଁ ❣️ #photographylovers
Tweet media one
63
12
690
@sanghamitra_jr
Sanghamitra panda
3 years
ମୋତେ କ୍ୟାମେରା ଆଗକୁ ଆଣିବାକୁ ଯିଏ ପଛରେ ରହି ଅହରହ ନୂଆ ଦିଗନ୍ତ ଦେଖାନ୍ତି ସେ ଆମ ସୁଧୀର ଭାଇ...
Tweet media one
53
29
691
@sanghamitra_jr
Sanghamitra panda
2 years
28 ବର୍ଷ ଚାକିରୀ, 18 ଥର ମେଡାଲ, 12 ଥର ପୁରସ୍କୃତ, 8 ଥର ନଗଦ ରାଶିର ପୁରସ୍କାର କିନ୍ତୁ ଏହାସତ୍ୱେ ପୋଲିସ କର୍ମଚାରୀ ଗୋପାଳ କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ହତ୍ୟା କଲା ???
Tweet media one
81
41
695
@sanghamitra_jr
Sanghamitra panda
2 years
ଏ ଲୋକ ଟି ପ୍ରଧାନମନ୍ତ୍ରୀ ଆବାସ ର ପ୍ରକୃତ ରେ ଜଣେ ଯୋଗ୍ୟ ହିତାଧିକାରୀ...
Tweet media one
78
54
684
@sanghamitra_jr
Sanghamitra panda
6 months
ପିଲାମାନଙ୍କୁ ବିଦେଶରେ ବଡ଼ଲୋକ କରି ଗର୍ବ କରୁଥିବା କିଛି ବାପା ମାଆ ମାନେ ଅଧିକାଂଶ ସମୟରେ ସାହି ପଡ଼ିଶାଙ୍କ କାନ୍ଧରେ ହିଁ ସ୍ଵର୍ଗଦ୍ଵାର ଯାଇଥାନ୍ତି... #ଜୟ_ଜଗନ୍ନାଥ 🙏
74
27
692
@sanghamitra_jr
Sanghamitra panda
2 years
ବିଜେଡି ବିଧାୟକ ଉମା ସାମନ୍ତରାୟ କାହାକୁ ଦେଖୁଛନ୍ତି 🤔 ବିଜୁ ପକ୍କାଘରକୁ ନା ମହାପ୍ରଭୁ ଜଗନ୍ନାଥଙ୍କୁ ???
Tweet media one
74
27
664
@sanghamitra_jr
Sanghamitra panda
10 months
ମୌସୁମୀ ଗୋ ତୁମେ କାହିଁକି ଆସିଛ ଶ୍ରାବଣର ଛିଟା ବୁଣି, ସମୟ ଟା ଏବେ ଭଲ ନାହିଁ ଜମା ପାରୁନ କି ତୁମେ ଜାଣି ???
Tweet media one
64
7
655
@sanghamitra_jr
Sanghamitra panda
3 years
ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ବଛାଗଲା ସିପ୍ ସରୁବାଲି ମୌଜାରେ ୧,୫୦୦ ଏକର ମୂଲ୍ୟବାନ ପ୍ରାକୃତିକ ଶୋଭା ମଣ୍ଡିତ ସମ୍ପତ୍ତି ବଳି ପଡିବେ କୋଟି କୋଟି ବୃକ୍ଷ । ସରକାରଙ୍କୁ ଅନୁରୋଧ ବିମାନ ବନ୍ଦର ଆମର ଦରକାର ନାହିଁ, ଅକ୍ସିଜେନ୍ ଦରକାର ଯଦି ଅତି ଦରକାର ପଡ଼େ ୬୦ କି.ମି ଦୂରରେ ଗୋଟେ ବିମାନ ବନ୍ଦର ଅଛି । @CMO_Odisha
Tweet media one
Tweet media two
64
92
645
@sanghamitra_jr
Sanghamitra panda
4 months
ମୋ ଟୁଇଟରେ ମାଳ ମାଳ ସମସ୍ୟା ଆଉ ସେ ସମସ୍ୟାର ସମାଧାନ କରନ୍ତି ଆପଣ, ବିଶ୍ୱାସ ଥାଏ ଆପଣଙ୍କୁ ଟ୍ୟାଗ କଲେ ନିଶ୍ଚୟ ସମାଧାନ ହେବ ହୁଏତ ମାଧ୍ୟମ ମୁଁ କିନ୍ତୁ ଆପଣ ସବୁ ସମସ୍ୟାର ସମାଧାନ କରୁଥିବା ବ୍ୟକ୍ତି,ଶାସନ ସଚିବ ପଦରୁ ଆପଣ ଅବସର ନେଇଛନ୍ତି ସତ କିନ୍ତୁ ସବୁବେଳେ ପାଇଁ ମନେ ରହିବେ... ମହାପ୍ରଭୁ ମଙ୍ଗଳ କରନ୍ତୁ 🙏 @PradeepJenaIAS
Tweet media one
20
15
642
@sanghamitra_jr
Sanghamitra panda
2 years
ଶବ୍ଦ ନାହିଁ 🙏
37
49
625
@sanghamitra_jr
Sanghamitra panda
2 years
ଥଣ୍ଡା ପାଇଁ କମ୍ବଳ ବିକୁଥିବା ବ୍ଯକ୍ତି ଟି ମଧ୍ଯ ଥଣ୍ଡା ରେ ଥରୁଛି 🥹 ଯେତେବେଳେ ମଣିଷର ଦାରିଦ୍ରତା ଏବଂ ଦାୟିତ୍ବ ଥାଏ, ସେତେବେଳେ ବ୍ୟକ୍ତି ନିଜ ଜୀବନର ଆବଶ୍ୟକତା କୁ ଭୂଲିଯାଏ...
Tweet media one
37
45
622
@sanghamitra_jr
Sanghamitra panda
10 months
ମା କୁ ବୁଝିବା ପାଇଁ 60 ମିନିଟ୍ ଲାଗିଥାଏ, କିନ୍ତୁ ବାପା ଙ୍କୁ ବୁଝିବା ପାଇଁ 60 ବର୍ଷ ଲାଗିଯାଏ ତଥାପି ବାପାଙ୍କୁ ବୁଝି ହୁଏନି... #ବାପାବି_ମହାନ 🙏
24
54
613
@sanghamitra_jr
Sanghamitra panda
1 year
କେବଳ ନାରୀ ନୁହେଁ ପୁରୁଷ ମାନଙ୍କୁ ମଧ୍ୟ କାନ୍ଦିବା ଆସେ... 😒
44
31
613
@sanghamitra_jr
Sanghamitra panda
3 years
୧୦ମ ପାସ୍ କଲେ ୬ ଲକ୍ଷ ୩୦ ହଜାର +୨ ସିଟ୍ ଅଛି ୪ ଲକ୍ଷ ୩୦ ହଜାର ବାକି ୨ ଲକ୍ଷ କରିବେ କଣ ???
259
46
571
@sanghamitra_jr
Sanghamitra panda
2 years
My Dakota, my pride 💛 #DakotaComesHome
Tweet media one
18
6
602
@sanghamitra_jr
Sanghamitra panda
3 years
ରାଜ୍ୟ ର ସର୍ବକନିଷ୍ଠ ସରପଞ୍ଚ କୃଷ୍ଣ ଚନ୍ଦ୍ର ସୁଆଁସିଆ.. ବୟସ ୨୨ ବର୍ଷ,ଗୋଠଗାଁ ପଞ୍ଚାୟତ, ସାନ ଭାଇ କୃଷ୍ଣକୁ ଅନେକ୍ ଅନେକ୍ ଶୁଭେଚ୍ଛା ଏବଂ ଅଭିନନ୍ଦନ, ଆଗାମୀ ଦିନରେ କାର୍ଯ୍ୟ ଶୈଳୀ ଓଡିଶା ପାଇଁ ଏକ ନୂଆ ଉଦାହରଣ ହେଉ💐 @ChandraSuansia #Election2022
Tweet media one
90
48
595
@sanghamitra_jr
Sanghamitra panda
2 years
କିଏ ଭାବିଥିଲା ଏ ପିଲା ଦିନେ ବଡ଼ ହେଇକି ଏମିତି କାଣ୍ଡ କରିବ ବୋଲି 🤔 #ପ୍ରକୃତି_ମିଶ୍ର
Tweet media one
120
37
585
@sanghamitra_jr
Sanghamitra panda
2 months
ପିଲାମାନଙ୍କୁ ବିଦେଶରେ ବଡ଼ଲୋକ କରି ଗର୍ବ କରୁଥିବା କିଛି ବାପା ମାଆ ମାନେ ଅଧିକାଂଶ ସମୟରେ ସାହି ପଡ଼ିଶାଙ୍କ କାନ୍ଧରେ ହିଁ ସ୍ଵର୍ଗଦ୍ଵାର ଯାଇଥାନ୍ତି... #ଜୟ_ଜଗନ୍ନାଥ 🙏
65
36
598
@sanghamitra_jr
Sanghamitra panda
2 years
ମୁଁ ଏ ଝିଅ ବିଷୟରେ କିଛି କହିବାକୁ ଚାହୁଁନି କିନ୍ତୁ ଏଭଳି ଭାଷା ପ୍ରୟୋଗ କରି ସମାଜକୁ ନଷ୍ଟ କରୁଥିବା କଥାକଥିତ ସାମ୍ବାଦିକ ବ��୍ଧୁ ମାନଙ୍କୁ ଅନୁରୋଧ ଦର୍ଶକ ପସନ୍ଦ କରୁଥିବା ବାହାନା ଦେଖାଇ ଏ ଖବର ପ୍ରସାରଣ କରିବା ପୂର୍ବରୁ ଥରେ ନିଜକୁ ପ୍ରଶ୍ନ କରନ୍ତୁ ଆପଣଙ୍କ ଘରେ ମା ଭଉଣୀ ବି ଅଛନ୍ତି...ଛି ଟିକେ ତ ଲଜ୍ୟା ଅନୁଭବ କରନ୍ତୁ |
Tweet media one
Tweet media two
Tweet media three
Tweet media four
124
43
586
@sanghamitra_jr
Sanghamitra panda
1 year
ସରକାରୀ ନିୟମ କଣ କେବଳ ସାଧାରଣ ଜନତାଙ୍କ ପାଇଁ, ପୋଲିସ ନିୟମ ଆଣେ ନିୟମ ପାଳନ କରୁ ନଥିବା ଜନତାଙ୍କ ଉପରେ ଜୁଲୁମ ଜାହିର କରେ କିନ୍ତୁ ଦୁଇ ପୋଲିସ ବାବୁ ବିନା ହେଲମେଣ୍ଟରେ କିପରି ବୁଲୁଛନ୍ତି, ଅନୁରୋଧ ସଠିକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ @dcp_cuttack @odisha_police @prsprateek @cpbbsrctc
Tweet media one
Tweet media two
Tweet media three
Tweet media four
78
82
570
@sanghamitra_jr
Sanghamitra panda
2 years
ଗତ କାଲି ମୁଁ ଟୁଇଟ ଯୋଗେ ଭଦ୍ରକ ଜିଲ୍ଲା ପାଳଙ୍କୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ wheelchair ଯୋଗେଇ ଦେବାକୁ ଅନୁରୋଧ କରିଥିଲି ଆଉ ଆଜି ଜିଲ୍ଲାପାଳ ମଉସାଙ୍କ ନିକଟରେ wheelchair ପହଞ୍ଚାଇ ଦେଇଥିବା ଦେଖି ମୁଁ ଖୁସି ଅନୁଭବ କରୁଛି, ଭଗବାନ ମୋତେ ସାହସ ଦିଅନ୍ତୁ ଆଉ ଆପଣ ମାନଙ୍କ ଆଶୀର୍ବାଦ ମୋତେ ଏମିତି ପ୍ରେରଣା ଯୋଗାଉ | #ଜୟ_ଜଗନ୍ନାଥ 🙏
Tweet media one
52
28
562
@sanghamitra_jr
Sanghamitra panda
3 years
"ରଖେ ହରି ତ ମାରେ କିଏ " ଆଜି ଉପର ମଣିନାଗ ରାସ୍ତାରୁ ଏକ ଭୟାବହ ଦୁର୍ଘଟଣା ରେ ଏକ ଗାଡି ସମୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ମା ମଣିନାଗ ସମସ୍ତ ଯାତ୍ରୀ ମାନଙ୍କୁ ଅକ୍ଷତ ଅବସ୍ଥାରେ ରକ୍ଷା କରିଛନ୍ତି, ମା' ଙ୍କର ଏହି ଚମତ୍କାରୀ ଆଜି ଏକ ଭୟାଭୟ ଦୁର୍ଘଟଣା ରୁ ଭକ୍ତ ମାନଙ୍କୁ ରକ୍ଷା କରିଛି, ଜୟ ମା ମଣିନାଗ 🙏🙏🙏🙏🙏🙏
Tweet media one
Tweet media two
Tweet media three
58
21
551
@sanghamitra_jr
Sanghamitra panda
2 months
ଚର୍ଚ୍ଚା ବଢୁଛି 😊
Tweet media one
55
7
557
@sanghamitra_jr
Sanghamitra panda
1 month
ଅନୁରୋଧ ରାଜଧାନୀ ଭୁବନେଶ୍ୱର ରାସ୍ତାରେ ଜାଣିଶୁଣି ବେପରୁଆ ଭାବରେ ଗାଡି ଚଳାଇ ଆତଙ୍କ ଖେଳାଉଥିବା ଦୁର୍ବୁତ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଉ @cpbbsrctc @dcpbbsr @prsprateek @panda_sanjeeb @DGPOdisha ଏବଂ ପରିବହନ ବିଭାଗକୁ ଅନୁରୋଧ ଉକ୍ତ ଗାଡି ଉପରେ ମୋଟା ଅଙ୍କର ଫାଇନ କରାଯାଉ @RtoBbsr_I @STAOdisha
101
138
564
@sanghamitra_jr
Sanghamitra panda
1 year
ଆଉ ତମେ ଜହ୍ନ ରାଇଜରେ ଜାଗା କିଣିବ ନା ନାହିଁ ??? #Chandrayaan3
33
40
543
@sanghamitra_jr
Sanghamitra panda
2 years
୨ଟଙ୍କା ପାଇଁ ଏଇ ଚାକିରୀ କେବେ କରିଛନ୍ତି କି ???
Tweet media one
78
21
539
@sanghamitra_jr
Sanghamitra panda
3 years
ମୁଁ କୁଆଡେ ଯିଵି ??? ଏ ଵୟସରେ ! ପୁଣି କରୋନା ସମୟରେ..... ମାଟି କୁ ଜାଵୁଡି ଧରି ଜେସିଵି ଆଗରେ ଶୋଇଛି ଏ ଵୁଢି ମା ଜଣଙ୍କ । ���ଖିରୁ ଲୁହ ଖସି ମାଟିରେ ଶୁଖିଲା ସିନା,କିନ୍ତୁ କେହି ଵୁଝିଲେନି ଏ ଵୁଢି ମାଆର ଦୁଖଃ । ଏପଟେ କରୋନା ଭଳି ଵିପଦ ସମୟରେ ଘର ଭଙ୍ଗା ଯାଇଛି । କେନ୍ଦ୍ରାପଡା ଅଞ୍ଚଳର ଏ ହୃଦୟଵିଦାରକ ଚିତ୍ର । #ଫୋଟୋକହେକଥା
Tweet media one
Tweet media two
124
83
526
@sanghamitra_jr
Sanghamitra panda
2 months
Dear ରୋହିତ କିମ୍ବା ନନ୍ଦିନୀ, ତମ ଭିତରୁ ଯିଏ ବି ମୋ ପୋଷ୍ଟ ଦେଖୁଛ, ପ୍ଲିଜ ମତେ ଗୋଟିଏ ଭଲ ନୋଟ ଦେଇ ନିଜର ପ୍ରେମପତ୍ର ନେଇ ଯାଅ। ତମ ପ୍ରେମ ଚକ୍କରରେ ଦୋକାନୀ ମତେ ସଉଦା ଦଉନି।
Tweet media one
108
23
539
@sanghamitra_jr
Sanghamitra panda
2 years
ଆଧୁନିକତାର ଦ୍ୱାହି ଦେଇ ସଂସ୍କୃତି ଉପରେ ଛିଟା ପକାନ୍ତୁ ନାହିଁ 🙏 #କୁମାର_ପୂର୍ଣ୍ଣିମା
79
45
507
@sanghamitra_jr
Sanghamitra panda
3 years
ଯଦି ପ୍ରଥମ ପ୍ରେମ ସତ ଥିଲା ତାହେଲେ ଦ୍ୱିତୀୟ ପ୍ରେମ ହେଲା କେମିତି ଆଉ ଯଦି ଦ୍ୱିତୀୟ ପ୍ରେମ ଠିକ ଥିଲା ତାହେଲେ ପ୍ରଥମ ପ୍ରେମ ମନେ ପଡେ କାହିଁକି ???
97
17
507
@sanghamitra_jr
Sanghamitra panda
1 year
horlicks ଖାଉଛନ୍ତି କି ତେବେ ସାବଧାନ।❗ କ୍ଷୀର ବାଲା ନ ଆସିଲେ ତାଙ୍କ ଘରକୁ ଯାଇ କ୍ଷୀର ନେଇ ଆସନ୍ତୁ🥛ନହେଲେ ନିଜର କ୍ଷତି ହେବ କାରଣ horlicks company ସଫା ସଫା ଲେଖି ଦେଲେଣି ଯେ ଏହା ଏକ ପ୍ରକାର ବିଷ ଅଟେ, ତା ପରେ ଯଦି ଆପଣ ତାକୁ ଆଣି ପିଲା ମାନଙ୍କୁ ଦେଇ Taller 🧍 Stronger 💪 କରିବା ପାଇଁ ଚାହୁଁଛନ୍ତି ତାହେଲେ ଦିଅନ୍ତୁ।
Tweet media one
Tweet media two
Tweet media three
38
142
517
@sanghamitra_jr
Sanghamitra panda
3 years
Back to #Journalist life 💙💛💚 #ReporterDiary
Tweet media one
54
10
510
@sanghamitra_jr
Sanghamitra panda
3 years
ଏ ଦୃଶ୍ୟ ଭୁବନେଶ୍ୱରର ଆଜ୍ଞା... @DCP_TRAFFIC @dcpbbsr
Tweet media one
148
42
504
@sanghamitra_jr
Sanghamitra panda
21 days
ଜୀବନ ସମସ୍ତଙ୍କ ପାଇଁ ସମାନ ନୁହଁ... #କର୍ତ୍ତବ୍ୟ
16
12
524
@sanghamitra_jr
Sanghamitra panda
1 year
ବାପା ମା'ଙ୍କ ସ୍ବପ୍ନ ଗୋଟେ ପଟେ ଆଉ ଝିଅ ମାନଙ୍କ ନିଶା ଆଉ ଗୋଟେ ପଟେ, ଏମାନେ ଆମେରିକା ନୁହଁ ଓଡ଼ିଆ ଝିଅ... ଧନ୍ୟ ହୋ ତମେ 🙄
111
51
492
@sanghamitra_jr
Sanghamitra panda
1 year
ବସ୍ ବେ ମାନେ ?
Tweet media one
156
27
504
@sanghamitra_jr
Sanghamitra panda
3 months
କାଳେ କାଳେ ମଦ ରାଜନୀତି : ୧୯୯୫ ସାଲରେ ସୁର ରାଉତରାୟ ଯେବେ ଅବକାରୀ ମନ୍ତ୍ରୀ ଥିଲେ,ସେ ମହୁଲି ମଦ ପ୍ରଚଳନ ପାଇଁ କିପରି ଯୁକ୍ତି ଵାଢୁଥିଲେ ଏହି ଭିଡିଓ ଦେଖନ୍ତୁ...
7
60
507
@sanghamitra_jr
Sanghamitra panda
3 years
ପରିଚୟରୁ ମିଳିଥିବା କାମ କିଛି ସମୟ ଧରି ରହିଥାଏ, ମାତ୍ର କାମରୁ ମିଳିଥିବା ପରିଚୟ ସାରା ଜୀବନ ରହିଥାଏ | #ଜୟଜଗନ୍ନାଥ
Tweet media one
37
25
483
@sanghamitra_jr
Sanghamitra panda
3 years
ଏଇଟା ପ୍ଲାଷ୍ଟିକ ନୁହଁ ମ...😄 ସତରେ ଅଜଗର ଟା...🙄 ତୁମ ବିଦ୍ୟାରାଣ...☺️ ସତ କହୁଛି ମୁଁ...🤗 #ଅଜଗରସାପ
Tweet media one
Tweet media two
Tweet media three
Tweet media four
67
7
435
@sanghamitra_jr
Sanghamitra panda
3 years
କେବେ ଜହ୍ନି ପୋଡା ଖାଇଛନ୍ତି ?? କାହାକୁ ପସନ୍ଦ ??? #Odishafood
Tweet media one
Tweet media two
Tweet media three
77
12
465
@sanghamitra_jr
Sanghamitra panda
2 years
ବିଧାୟକ ମାନଙ୍କୁ ଟେଲିଫୋନ ବାବଦରେ ମାସିକ 8000 ଟଙ୍କା ନ ଦେଇ ବର୍ଷକୁ ସେମାନଙ୍କ ନମ୍ବର ରେ ଅସୀମିତ ପ୍ଲାନ 3600 ଟଙ୍କା ରିଚାର୍ଜ କରାଯାଉ 😂
58
27
480
@sanghamitra_jr
Sanghamitra panda
8 months
ତମେ ଚିରା ରଫ ଖାତାର ଶେଷ ପୃଷ୍ଠା ଆଉ ମୁଁ, ଖାତାକୁ ସାଇତି ରଖିବା ପାଇଁ ଚେଷ୍ଟା କରୁଥିବା ସାମାନ୍ୟ କାଗଜ ମଲାଟ ଟିଏ... #ଆମ_ପ୍ରେମ ❣️
Tweet media one
19
12
469
@sanghamitra_jr
Sanghamitra panda
8 months
ଏଇଟା ପୁଣି କଣ 🤔
Tweet media one
90
17
468
@sanghamitra_jr
Sanghamitra panda
7 months
Impression ରୁ ଆରମ୍ଭ ହୋଇ Depression ରେ ଶେଷ ହେଉଥିବା ମାନସିକ ପ୍ରକ୍ରିୟାକୁ ହିଁ ପ୍ରେମ କୁହା ଯାଏ... #ପ୍ରେମ_ଆଉ_କଣ_କି 😂🫢😊
62
21
473
@sanghamitra_jr
Sanghamitra panda
2 years
ହୁଏତ କ୍ୟାମେରାରୁ ଫୋଟୋ ଡିଲିଟ ହୋଇଯାଇ ପାରେ, କିନ୍ତୁ ମୋ ହୃଦୟରୁ ସ୍ମୃତି ନୁହେଁ ❣️ #photographylovers
Tweet media one
34
10
456
@sanghamitra_jr
Sanghamitra panda
7 months
ସବୁ ତୁମରି ଇଚ୍ଛା ପ୍ରଭୁ 🙏 #ଜୟଜଗନ୍ନାଥ
Tweet media one
34
2
469
@sanghamitra_jr
Sanghamitra panda
3 years
ତମେ ତ ସବୁବେଳେ କୁହ ନା, ମୁଁ କୁଆଡ଼େ ଶାଢ଼ୀରେ ବେଶି ସୁନ୍ଦର ଲାଗେ 💛 #NewProfilePic
Tweet media one
71
20
455
@sanghamitra_jr
Sanghamitra panda
10 months
ନୂଆ ବର୍ଷ ଆସିଲେ କ୍ୟାଲେଣ୍ଡର ବଦଳି ଯାଏ ସତ, କିନ୍ତୁ ଗରିବ ମାନଙ୍କର ଦୁଃଖ ନୁହେଁ... #ନୂଆବର୍ଷ 🥀
Tweet media one
36
21
456
@sanghamitra_jr
Sanghamitra panda
2 years
ମା' ଦୁନିଆର ସବୁଠୁ ଶ୍ରେଷ୍ଠ ଯୋଦ୍ଧା ❤️🙏❤️
Tweet media one
29
24
455
@sanghamitra_jr
Sanghamitra panda
3 years
ବେଳେ ବେଳେ ଅନ୍ୟମାନସ୍କ ଥିବା ସମୟରେ ଉଠିଥିବା ଫୋଟୋ ବି କାହିଁ ଭାରି ଭଲ ଲାଗେ❣️ ଆଉ ତା ସହିତ କଳା ଶାଢ଼ୀରେ ମୁଁ 🖤
Tweet media one
75
23
452
@sanghamitra_jr
Sanghamitra panda
8 months
ଓଉ ରାଇତା 😂
90
32
460
@sanghamitra_jr
Sanghamitra panda
3 years
କୋରାପୁଟ❤️ ସତରେ ଏ ବର୍ଷା ରାଣୀ ସତେକି ଯେମିତି ଆଜି ବର୍ଷିବାର ଥିଲା ଯାହା ହଉନା କାହ୍ନିକି ଏମିତିକା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ ସେଦିନ ର ଝିପି ଝିପି ବର୍ଷା ସମୟର କିଛି ସୁନ୍ଧର ମୁହୂର୍ତ୍ତ #ଓଡ଼ିଶା .. Our #Koraput BEAUTY Of Koraput Ghat roads after rain♥️ #KoraputHeavensOwn #beaut
Tweet media one
Tweet media two
Tweet media three
Tweet media four
39
13
448
@sanghamitra_jr
Sanghamitra panda
3 years
ଚାଉଳ ବରା 😋 #Odishafood
Tweet media one
45
13
450
@sanghamitra_jr
Sanghamitra panda
26 days
ଆଉ ଚର୍ଚ୍ଚିତ ଯାତ୍ରା ଡାଇଲଗ ଶୁଣିଲେଣି ନାଁ ନାହିଁ???
18
43
462
@sanghamitra_jr
Sanghamitra panda
2 years
ପ୍ରଗତି ପଥେ ଓଡିଶା... #ବିରିଣ୍ଡିପଡା_କନ୍ଧମାଳ
Tweet media one
Tweet media two
Tweet media three
51
67
449
@sanghamitra_jr
Sanghamitra panda
3 years
ପ୍ରେମରେ ଧୋକା ପାଇବା ପରେ ଆତ୍ମହତ୍ୟା କରିଛନ୍ତି ��ୁବନେଶ୍ୱରର ଯୁବକ ସୌମ୍ୟ,ମିଳିଥିବା ସୁଇସାଇଡ଼ ନୋଟରେ ସମସ୍ତ କଥା ଲେଖିଛନ୍ତି ସେ | ତେବେ ଏଠି ପ୍ରଶ୍ନ ଉଠୁଛି ସମାଜରେ କେବଳ ନାରୀ ନୁହଁ ପୁରୁଷ ମଧ୍ୟ ନିର୍ଯାତନାରେ ଶିକାର ହେଉଛନ୍ତି ଆଜି ସମାଜସେବୀ ମାନେ କେଉଁଠି ଅଛନ୍ତି,ପୁରୁଷ ପାଇଁ ଆଇନ ସମାନ ତ? ନ୍ୟାୟ ମିଳିବ ତ ସୌମ୍ୟଙ୍କୁ ?
56
22
444
@sanghamitra_jr
Sanghamitra panda
2 years
ଏ ଦିନ ବି ଦେଖିବାକୁ ବାକି ଥିଲା 🤐🙄🙈 ଏମିତିକା ଚୋରବି ଅଛନ୍ତି 🤔
Tweet media one
119
41
442
@sanghamitra_jr
Sanghamitra panda
8 months
କେନ୍ଦ୍ରାପଡା ସାଂସଦ ତଥା ସୁପରଷ୍ଟାର @AnubhavMohanty_ ଙ୍କ ବାପା ଅଭୟ ମହାନ୍ତି ଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ ବ୍ଯଥିତ। ମହାପ୍ରଭୁ ଏହି କଠିନ ସମୟରେ ତାଙ୍କର ସଂପୂର୍ଣ୍ଣ ପରିବାର କୁ ଦାରୁଣ ଦୁଃଖ ସମୟରେ ଧର୍ଯ୍ୟ ଆଉ ସାହସ ଦିଅନ୍ତୁ। #ଅଶ୍ରୁଳ_ଶ୍ରଦ୍ଧାଞ୍ଜଳି 🙏
57
9
438
@sanghamitra_jr
Sanghamitra panda
3 years
ଟଙ୍କିକିଆ ଚାଉଳର ପଖାଳ ଭାତକୁ ଗୁଜ୍ରାଟ ଅମୁଲୁ ଦହି | ନାସିକି ପିଆଜ ବଙ୍ଗଳା ଆଳୁର ଭର୍ତ୍ତା ଦେଲା ମନ ମୋହି | ସାଥେ ଆନ୍ଧ୍ରା ଭଜା ରୋହି, ପଖାଳ ଦିବସ ଗରବେ ପାଳୁଚି ଖାଣ୍ଟି ଓଡ଼ିଆଟେ କହି... #ପଖାଳ_ଦିବସ
39
25
422
@sanghamitra_jr
Sanghamitra panda
3 years
ଲକଡାଉନ୍ ର ପ୍ରଭାବ 👍 ବାହା ହେବା ପାଇଁ ମନ ଯେ କେଡେ ବିକଳ 🤣 ଆଜି ଯାଏଁ ଘଟିଥିବା ସବୁଠୁ ଛୋଟିଆ ବରଯାତ୍ରୀ ଦଳ, ଗାଡ଼ିରେ କେବଳ ବାରିକ ମାର୍କଣ୍ଡ ଆଉ ବର ଦୁଇ ଚକିଆ ରେ କାମ ଚଳିଗଲା | ଏହି ଭାଇଙ୍କ ଠାରୁ କିଛି ଶିଖନ୍ତୁ 😀 #Luckdown #Odisha
Tweet media one
Tweet media two
77
27
416
@sanghamitra_jr
Sanghamitra panda
1 year
ଶବ ଗଦା ଭିତରୁ ଜଣେ ବାପାର କୋହ ଜଗନ୍ନାଥ ପ୍ରଭୁ ସହାୟ ହୁଅ 🙏 #TrainAccident
25
51
406
@sanghamitra_jr
Sanghamitra panda
2 years
ଥାନା ଭିତରେ ହ୍ୟୁମାନ ସାଗରଙ୍କୁ ଗୀତ ବୋଲିବା ପାଇଁ କହୁଥିବା ସେ ମହାନ ସାମ୍ବାଦିକ ଜଣଙ୍କ କିଏ ଜାଣିଥିଲେ ଜଣେଇବାକୁ ଅନୁରୋଧ 🤔 ଛି ଧନ୍ୟ ତମେ ଆଉ ତମ ସାମ୍ବାଦିକତା 😅
75
33
426
@sanghamitra_jr
Sanghamitra panda
2 years
କଣ ଇଏ ବି ଶାଶୁଘର ଯିବେ 🤔
63
22
420
@sanghamitra_jr
Sanghamitra panda
2 years
ଶୃଙ୍ଖଳା, ଅନୁଶାସନ ଏବଂ କର୍ତ୍ତବ୍ୟନିଷ୍ଠାର ଜ୍ୱଳନ୍ତ ଉଦାହରଣ। ଅଭାବୀ ହୋଇପାରେ ମାତ୍ର ସ୍ୱାଭିମାନୀ। ବଡ଼ ସ୍କୁଲରେ ପଢ଼ିବାର ସ୍ୱପ୍ନ ପୂରଣ ହୋଇନପାରେ କିନ୍ତୁ ପାଠ ପଢ଼ିବାର ଦୃଢ଼ ଇଛାଶକ୍ତି ଅବାଟକୁ ନେଇ ନାହିଁ। ଏକଥା ଦିନେ ସ୍ପଷ୍ଟ ହେବ।। ଏହି ପିଲାଟି ବଡ଼ ହୋଇ ଗରିବୀ ମୁକ୍ତ ସମାଜ ପାଇଁ ସ୍ୱର ଉଠେଇବ |
Tweet media one
35
28
418
@sanghamitra_jr
Sanghamitra panda
10 months
ଗତକାଲି ସମ୍ବଲପୁର ରେଙ୍ଗାଲି ଗା���ଁ ବୋରୱେଲ୍‌ରୁ ଉଦ୍ଧାର ପାଇଥିବା ନବଜାତକଟି ଶିଶୁକନ୍ୟା ବୋଲି ଜଣାପଡିଛି.. କେବଳ ଏତିକି ଝିଅଟେ ବୋଲିକି ଏହାଥିଲା ତା'ର ଦୋଷ; ତେଣୁ ଫିଙ୍ଗିଦେଲ ଅଲୋଡା ଭାବିଲ ଧନ୍ୟ ହେ ତୁମେ ମଣିଷ ! 🙏
Tweet media one
40
22
422
@sanghamitra_jr
Sanghamitra panda
2 years
ଏ ଭିଡ଼ିଓ କେଉଁଠିକାର ମୁଁ ଜାଣିନି କିନ୍ତୁ ସବୁବେଳେ ମୋବାଇଲ ଗେମ୍ ରେ ବୁଡିରହୁଥିବା ପିଲାମାନେ ଏବଂ ପିଲାମାନଙ୍କୁ ମୋବାଇଲ କିଣିଦେଇ ବେଫିକର୍ ରହୁଥିବା ବାପା ମା ମାନେ ଥରେ ଏ ଭିଡ଼ିଓ ଦେଖିବା ଆବଶ୍ୟକ |
25
66
408
@sanghamitra_jr
Sanghamitra panda
2 years
ଗରିବ ଲୋକଟି ଖରା କାକର ସହି ନିଜ ପରିବାର ର ଭରଣ ପୋଷଣ ପାଇଁ ଦୁଇ ପଇସା ବେପାର କରୁଛି ହେଲେ ଏ ସଭ୍ୟ ସମାଜ ଲୋକ ଏହି ଗରିବ ଖଟିଖିଆ ଦିନ ମଜୁରିଆ ଲୋକଙ୍କ ସହିତ ଏମିତି ଅସଦାଚରଣ କରୁଛନ୍ତି...ଦୟାକରି କାହା ପେଟରେ ଲାତ ମାରନ୍ତୁ ନାହିଁ ଯଦି ଇଚ୍ଛା ନାହିଁ ତାହେଲେ ଜିନିଷ କିଣନ୍ତୁ ନାହିଁ,କିନ୍ତୁ ଦୟାକରି ଏଭଳି ଅଭଦ୍ରାମି କରନ୍ତୁ ନାହିଁ 🙏
62
64
414
@sanghamitra_jr
Sanghamitra panda
3 years
ଆରପାରିରେ ପଦ୍ମଶ୍ରୀ ନନ୍ଦ ସାର... #ଓଁଶାନ୍ତି
Tweet media one
29
15
410
@sanghamitra_jr
Sanghamitra panda
2 years
ତମେ ଅତୀତର ସେହି ଅକୁହା ପୃଷ୍ଠା ଆଉ ମୁଁ ବର୍ତ୍ତମାନର ଆଲୋଚନାର ପୁସ୍ତକ...🤎
Tweet media one
26
5
406
@sanghamitra_jr
Sanghamitra panda
3 years
ଦେଖିବା କିଏ କହି ପାରିବ ଏଇଟା କଣ ???
Tweet media one
114
14
375
@sanghamitra_jr
Sanghamitra panda
4 years
ଦେଖିବା କିଏ କହି ପାରିବ ଇଆ ନାଁ କଣ ????🤣😂🤣😂🤣
Tweet media one
Tweet media two
105
9
351
@sanghamitra_jr
Sanghamitra panda
1 year
ଗୋଟିଏ ପଟେ ପଡୁଥିଲା ଝିଅର ହାତଗଣ୍ଠି ଆଉ ଆରପଟେ ଶୁଦ୍ଧି ହେଉଥିଲେ ବାପା ମା... କିଏ ଠିକ ଆଉ କିଏ ଭୂଲ ???
Tweet media one
Tweet media two
103
11
407
@sanghamitra_jr
Sanghamitra panda
2 years
ଏଇଟା କେଉଁ ଉପାନ୍ତ ନୁହଁ ନୟାଗଡ଼ ଓଡ଼ଗାଁ ର ହୃଦୟ ବିଦାରକ ଦୃଶ୍ୟ... 🥲 #ଫୋଟ_କହେ_କଥା
Tweet media one
50
29
406
@sanghamitra_jr
Sanghamitra panda
3 years
ମୋ ମୋବାଇଲ କଭରରେ ବି ମୁଁ ନିଜେ ☺️ #selflove 😍
Tweet media one
79
8
400
@sanghamitra_jr
Sanghamitra panda
7 months
With bjb college principal mam 😊 #proud_to_be_a_bjbian ❤️
Tweet media one
14
1
402
@sanghamitra_jr
Sanghamitra panda
2 years
ଯୋଉ ଡିପ୍ରେସନରେ ଜଣେ ଧନି ଲୋକ ଆତ୍ମ ହତ୍ୟା କରିନିଏ ସେତିକି ଡିପ୍ରେସନ ତ ଜଣେ ମିଡିଲ କ୍ଲାସ ଲୋକ ପ୍ରତିଦିନ ନିଜ ମୁଣ୍ଡରେ ନେଇ କି ବୁଲୁଥାଏ, କାରଣ ମିଡିଲ କ୍ଲାସ ଲୋକଙ୍କୁ ଲଢ଼ିବା ଆସେ ମରିବା ନୁହଁ... #ଆମେ_ମଧ୍ୟବିତ୍ତ
31
21
394
@sanghamitra_jr
Sanghamitra panda
1 year
କେବଳ ଜଣେ ଭଲ ଅଭିନେତ୍ରୀ ନୁହନ୍ତି ବହୁତ ଭଲ ମଣିଷ ମଧ୍ୟ @Bhaswati_Basu 🥰
Tweet media one
22
4
388
@sanghamitra_jr
Sanghamitra panda
3 years
ଏ ଲେମ୍ବୁ ସାଧାରଣ ଦେଖା ଯାଉଥିଲେ ବି ଇଆର ମୂଲ୍ୟ କିନ୍ତୁ ଅସାଧାରଣ, କାଲି ଅଫିସରୁ ଫେରିବା ସମୟରେ ୧୨ ଟଙ୍କା ଦେଇ ଆଣିଲି, ରାଜଧାନୀରେ ଲେମ୍ବୁ ଭାରି ମହଙ୍ଗା ଆଉ ଆପଣଙ୍କ ଆଡେ ଇଆର ମୂଲ୍ୟ କେତେ ???
Tweet media one
149
20
382
@sanghamitra_jr
Sanghamitra panda
2 months
ସକଳେ ଡାକନ୍ତି ତମେ ତମେ ବୋଲି ସେ ତମେ ର ମାନେ ନାହିଁ, ତମେ ଯେବେ ମୋତେ ତମେ ବୋଲି କୁହ ଏତେ ମିଠା କାହିଁ ପାଇଁ...❤️
Tweet media one
23
6
397
@sanghamitra_jr
Sanghamitra panda
3 years
ନା ବୟସକୁ ବାନ୍ଧି ହେବ ନା ସମୟକୁ ରୋକି ହେବ ମନକୁ ମାରି ସ୍ୱପ୍ନକୁ ଭୂଲି ଜୀବନରେ ଆଗକୁ ବଢିବାକୁ ହେବ... (ବି.ଦ୍ର - ଫୋଟୋ ଟି ମୋର କିନ୍ତୁ କ୍ୟାପ୍ସନ ଦେଇଛି ସାନ ଭଉଣୀ @ImPujaRani 😍)
Tweet media one
52
5
388
@sanghamitra_jr
Sanghamitra panda
1 year
ଫୋଟଟି ଗାଁ'ରୁ ଗ୍ରାଉଣ୍ଡ ଜିରୋ ସୁଟିଙ୍ଗ ସମୟରେ ହାଲିଆ ହୋଇ ବସିଥିବା ସମୟର 😊🤣
Tweet media one
26
9
392
@sanghamitra_jr
Sanghamitra panda
2 years
ତୁ ଖାତା କଲମ ଆଉ ବର୍ତ୍ତମାନର ରଙ୍ଗୀନ ବହି ମୁଁ ମାଟ�� ସିଲଟ ଖଡ଼ି କଳା ଧଳାରେ ଯାଇଛି ରହି ତୁ ଆଧୁନିକ କାହାଣୀ କବିତା ଏଇ ଯୁବ ପିଢ଼ିର ମୁଁ ମଳି ମୁଣ୍ଡିଆର ଗଳ୍ପ ଟିଏ ସେ ଅତୀତ ଫର୍ଦର |
Tweet media one
34
11
394
@sanghamitra_jr
Sanghamitra panda
3 years
ଏଇଟା କି ମାଛ କିଏ କହିବ ???
Tweet media one
93
33
376
@sanghamitra_jr
Sanghamitra panda
1 year
ତା' ମୁହଁ ଅପେକ୍ଷା ତା' ସ୍ମୃତିକୁ ମୁଁ ବେଶି ଘୃଣା କରେ...
Tweet media one
41
4
383
@sanghamitra_jr
Sanghamitra panda
2 months
ଏ ଲମ୍ବା ଲାଇନ ରାସନ ପାଇଁ ନୁହଁ ବିକଳାନନ୍ଦ ରସଗୋଲା ପାଇଁ 🤣 #ରାକ୍ଷୀ_ପୂର୍ଣ୍ଣିମା
Tweet media one
33
11
392