@ranarasbihari
ମୁଁ ଜାଣେନି ଜୀବନର ଚଲା ପଥରେ କେତେ ବାଟ ଚାଲି ପାରିବି କିନ୍ତୁ ଯେତେଦିନ ଚାଲିବି ନିଶ୍ଚିତ ଭାବରେ ଜଣେ ସଚେତନ ନାଗରିକ ହିସାବରେ ସମାଜ ପାଇଁ ମୋର କର୍ତ୍ତବ୍ୟ ପ୍ରତିପାଦନ କରିବି 🙏🙏🙏