ରାଧାରାଣୀ ପଣ୍ଡା Profile Banner
ରାଧାରାଣୀ ପଣ୍ଡା Profile
ରାଧାରାଣୀ ପଣ୍ଡା

@radharanibrhmpr

Followers
17,142
Following
1,041
Media
1,835
Statuses
12,530

ଖାଣ୍ଟି ବ୍ରହ୍ମପୁରିଆଣି || ଓଡିଆ ଝିଅ || ଏମ.ଏ ଓଡିଆ || ଟୁଇଟର ରେ ଟିକେ ପୁରୁଣା || ଜଗନ୍ନାଥ ପ୍ରେମୀ

Brahmapur, India
Joined August 2020
Don't wanna be here? Send us removal request.
Explore trending content on Musk Viewer
Pinned Tweet
@radharanibrhmpr
ରାଧାରାଣୀ ପଣ୍ଡା
3 years
କେଡେ ସୁନ୍ଦର ଦିଶୁଚି ମୋ ଚକାଆଖିଆ 🥰🥰 #ଜୟ_ଜଗନ୍ନାଥ 🙏🙏
Tweet media one
236
69
2K
@radharanibrhmpr
ରାଧାରାଣୀ ପଣ୍ଡା
3 years
ଏଡିକି ମେଞ୍ଚଡ ଛୁଆ ଅଷ୍ଟମ ଶ୍ରେଣୀରେ ପଢୁଛି ସେ ମୋ ସାନ ଭଉଣୀଙ୍କୁ ଲଭ୍ ଲେଟର ଲେଖିଛି 🤦 କଣ କରିବ କୁହ 🤷
Tweet media one
465
59
910
@radharanibrhmpr
ରାଧାରାଣୀ ପଣ୍ଡା
1 year
Can you tell ???? #Puzzle
Tweet media one
914
59
815
@radharanibrhmpr
ରାଧାରାଣୀ ପଣ୍ଡା
3 years
ମୋର ଭାଇ ନାହିଁ ବୋଲି ବାହାଘର ଭାଙ୍ଗିଦେଲେ🥺🥺 #ଅଜବ_ଦୁନିଆ
494
45
793
@radharanibrhmpr
ରାଧାରାଣୀ ପଣ୍ଡା
4 years
Are u in a relationship ??? #justasking
866
52
716
@radharanibrhmpr
ରାଧାରାଣୀ ପଣ୍ଡା
2 years
ଏଇ ୧୦ ଟଙ୍କିଆ ନୋଟ୍ ଭିତରେ ଗୋଟିଏ ଅଲଗା ନୋଟ୍ ଅଛି, ସେଇଟି କେତେ ଟଙ୍କିଆ ନୋଟ୍ କହିଲେ ଦେଖିବା ??? 😁
Tweet media one
742
31
702
@radharanibrhmpr
ରାଧାରାଣୀ ପଣ୍ଡା
3 years
ମୁହଁ ଦେଖା ୧୦୦୦ ଦେଇ ଯାଇଛନ୍ତି 🙈🙈
325
40
656
@radharanibrhmpr
ରାଧାରାଣୀ ପଣ୍ଡା
1 year
Her voice 🫶 🔥🥰
25
45
671
@radharanibrhmpr
ରାଧାରାଣୀ ପଣ୍ଡା
3 years
ପ୍ରଥମ ଥର ପାଇଁ ମୋତେ ଦେଖିବାକୁ ଆସୁଛନ୍ତି🙈🙈 ମୋତେ ଡର ଡର ଲାଗୁଛି 🥺🥺
319
31
599
@radharanibrhmpr
ରାଧାରାଣୀ ପଣ୍ଡା
28 days
ମୋହନ ସରକାରଙ୍କ କାମକୁ ୧୦ ରୁ କେତେ ମାର୍କ ଦେବେ ????
Tweet media one
456
12
606
@radharanibrhmpr
ରାଧାରାଣୀ ପଣ୍ଡା
3 years
ହରିଣ ଟେ ରୋଡ କ୍ରସ କଲା ଫଟୋ ଉଠେଇଲି , ଫଟୋ ଦେଖିଲା ବେଳକୁ ଫଟୋ ରେ ହରିଣ ନାହିଁ ଖାଲି ରୋଡ୍ 🥺🥺
Tweet media one
156
18
576
@radharanibrhmpr
ରାଧାରାଣୀ ପଣ୍ଡା
3 years
ଯେତେ ଦୋସା ଖାଅ କିନ୍ତୁ ସବୁ ଆମ ବ୍ରହ୍ମପୁର ଦୋଷା ତଳେ 😋😋
Tweet media one
120
8
546
@radharanibrhmpr
ରାଧାରାଣୀ ପଣ୍ଡା
2 years
ମୁଁ ପିନ୍ଧିଲେ ଆପଣ ସୁରକ୍ଷିତ ଆପଣ ପିନ୍ଧିଲେ ମୁଁ ସୁରକ୍ଷିତ ଆମେ ପିନ୍ଧିଲେ ଆମ ଦେଶ ସୁରକ୍ଷିତ ସେ ଜିନିଷ ଟି କଣ କହିଲେ ...????
177
20
543
@radharanibrhmpr
ରାଧାରାଣୀ ପଣ୍ଡା
28 days
ବଡ ହେଲା ପରେ ଏଇ ସୁନ୍ଦର ମୁହୂର୍ତ୍ତକୁ ସେମାନେ ନିଶ୍ଚୟ ମିସ କରିବେ😄
13
32
540
@radharanibrhmpr
ରାଧାରାଣୀ ପଣ୍ଡା
2 years
ଏଇଟା କୋଉ କୋଳି ???? 😁
Tweet media one
146
7
513
@radharanibrhmpr
ରାଧାରାଣୀ ପଣ୍ଡା
3 years
ମୋର ଭାଇ ନାହାନ୍ତି 🥺🥺 ସେମାନେ କେତେ ଭାଗ୍ୟବାନ ଯୋଉ ମାନଙ୍କ ପାଖରେ ଭାଇ ଅଛନ୍ତି, ରାକ୍ଷୀ ଆସିଲେ ମୋତେ ଲାଗେ ମୋର ଯଦି ଭାଇଟିଏ ଥାଆନ୍ତା କେତେ ଭଲ ହେଇଥାନ୍ତା।☺️ ତେଣୁ ଟୁଇଟର ରେ ଥିବା ସମସ୍ତ ଭାଇ ମାନଙ୍କୁ ଭଉଣୀ ରାଧାରାଣୀ ର ଶୁଭେଚ୍ଛା 🥰🥰 #HappyRakshaBandhan #ରକ୍ଷାବନ୍ଧନ #ରାକ୍ଷୀପୂର୍ଣ୍ଣିମା
Tweet media one
124
22
510
@radharanibrhmpr
ରାଧାରାଣୀ ପଣ୍ଡା
2 months
ମୋ ମତରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ହେବା ଉଚିତ । ଆପଣଙ୍କ ମତାମତ ଦିଅନ୍ତୁ ?
Tweet media one
245
15
519
@radharanibrhmpr
ରାଧାରାଣୀ ପଣ୍ଡା
3 years
ପ୍ରଥମ ଦେଖାରେ କେବେ କଣ କାହା ସହ ପ୍ରେମ ହେଇପାରେ ?? #JustAsking
294
23
469
@radharanibrhmpr
ରାଧାରାଣୀ ପଣ୍ଡା
2 years
ରାଧେ ରାଧେ 😊🙏 #ଶୁଭସନ୍ଧ୍ୟା
Tweet media one
28
15
431
@radharanibrhmpr
ରାଧାରାଣୀ ପଣ୍ଡା
2 years
Who is the boss ??? 😄 #PuzzleTime
Tweet media one
199
6
428
@radharanibrhmpr
ରାଧାରାଣୀ ପଣ୍ଡା
1 month
ମୋ ଜଗା କାଳିଆରେ 🥰🙏
Tweet media one
12
16
428
@radharanibrhmpr
ରାଧାରାଣୀ ପଣ୍ଡା
3 years
କୁହନ୍ତି କାଳେ ପ୍ରଥମ ପ୍ରେମକୁ ଭୁଲି ହୁଏନି, ଏକଥା କଣ ସତ ???
196
7
368
@radharanibrhmpr
ରାଧାରାଣୀ ପଣ୍ଡା
1 year
ବସରେ ଗଲାବେଳେ ଅଯଥା ଚିନ୍ତା 😂😂
39
9
398
@radharanibrhmpr
ରାଧାରାଣୀ ପଣ୍ଡା
3 years
ମୁଢ଼ି ପାଗ ଟେ କରିଛି 😍 ବାଲେଶ୍ଵର ପିଲା କିଏ ଅଛ ମାଡ଼ି ଆସ 😁😁
Tweet media one
41
19
363
@radharanibrhmpr
ରାଧାରାଣୀ ପଣ୍ଡା
8 months
ୟାକୁ ତୁମ ଏରିଆରେ କଣ କୁହାଯାଏ ?? 👇
Tweet media one
99
3
372
@radharanibrhmpr
ରାଧାରାଣୀ ପଣ୍ଡା
3 years
ଆମ ଆଡର ଜଳଖିଆ ରେ ଅଲଗା ସ୍ଵାଦ ଥାଏ 😍 #ବ୍ରହ୍ମପୁର
Tweet media one
65
8
376
@radharanibrhmpr
ରାଧାରାଣୀ ପଣ୍ଡା
3 years
ତୁମେ ଏକତରଫା ପ୍ରେମର ମିଠା କଷ୍ଟ କେବେ ଅନୁଭବ କରିଛ କି ??? #JustAsking
185
17
366
@radharanibrhmpr
ରାଧାରାଣୀ ପଣ୍ଡା
2 years
Who is the Alien ???? 😁 #PuzzleTime
Tweet media one
55
3
382
@radharanibrhmpr
ରାଧାରାଣୀ ପଣ୍ଡା
2 years
Who is dead ??? 😁 #PuzzleTime
Tweet media one
135
10
381
@radharanibrhmpr
ରାଧାରାଣୀ ପଣ୍ଡା
2 years
ଜୟ ଜଗନ୍ନାଥ 🙏
Tweet media one
23
12
363
@radharanibrhmpr
ରାଧାରାଣୀ ପଣ୍ଡା
2 years
ବାପାଙ୍କ ଝାଳ ବୁହା ପରିଶ୍ରମର ଫଳ 😊 କହିଲେ ସବୁ ତୋରି ପାଇଁ ରଖୁଛି 🥺 #ବାପା
Tweet media one
35
2
352
@radharanibrhmpr
ରାଧାରାଣୀ ପଣ୍ଡା
3 years
ତମଆଡେ ୟାକୁ କଣ କୁହ ହେ ??? 🤔 #JustAsking
Tweet media one
154
3
326
@radharanibrhmpr
ରାଧାରାଣୀ ପଣ୍ଡା
3 years
ମା'ଙ୍କୁ ଦେଖି ଆଖି ପବିତ୍ର ହେଇଗଲା 🙏🙏🥰 #ଦୁର୍ଗାପୂଜା #କଟକ #ଚୌଧୁରୀ_ବଜାର
Tweet media one
30
7
349
@radharanibrhmpr
ରାଧାରାଣୀ ପଣ୍ଡା
4 years
ସମସ୍ତେ କଣ ଗୋଟେ ବୁଲୁ ଛବି ଦଉଛନ୍ତି ମୁଁ ବି ଆମ ଗୋପାଳପୁର #SeaBeach ର ଫୋଟୋ ଦଉଚି ଦେଖ ସବୁ ବୁଲିଆକୁ ଆସିଅ ହେଲାନା । ଧନ୍ୟବାଦ #ମୋଗୋପାଳପୁର
Tweet media one
Tweet media two
Tweet media three
34
4
341
@radharanibrhmpr
ରାଧାରାଣୀ ପଣ୍ଡା
4 years
ସମସ୍ତେ ଯିଏ ବି କେତେବେଳେ ବରହମପୁର ଆଇଲେ ଆମ ବରହମପୁର ଆଚାର ଟିକେ ଘରକୁ ନେଇକି ଜିଅ ହେଲା , ଓଡ଼ିଶାରେ ପ୍ରସିଦ୍ଧ ସମସ୍ତେ ଜାଣିଚ ନା । #ବରହମପୁରଆଚାର
Tweet media one
Tweet media two
Tweet media three
Tweet media four
62
6
342
@radharanibrhmpr
ରାଧାରାଣୀ ପଣ୍ଡା
3 years
ମୋ ବୋଉ ପରି କିଏ ହେବ ..ମୋତେ କାଜୁ ପସନ୍ଦ ବୋଲି ସବୁ କାଜୁ ମୋତେ ଦେଇଦେଇଚି 🥰🥰
Tweet media one
23
3
304
@radharanibrhmpr
ରାଧାରାଣୀ ପଣ୍ଡା
3 years
Your school time crush ??? #JustAsking
223
24
327
@radharanibrhmpr
ରାଧାରାଣୀ ପଣ୍ଡା
5 months
ଏଇ so called influencer ମାନେ ମିଛ ପ୍ରଚାର କରି ଓଡ଼ିଶା ଲୋକଙ୍କୁ ଭ୍ରମିତ କରୁଛନ୍ତି । ଏହା ପଛରେ ବିଜେଡ଼ିର ହାତ ନାହିଁ ତ????
131
32
343
@radharanibrhmpr
ରାଧାରାଣୀ ପଣ୍ଡା
3 years
ଏଇ ଚକ୍ ଖଡ଼ି ମନେ ଅଛି ତ ?? #ପିଲାଦିନ
Tweet media one
62
10
327
@radharanibrhmpr
ରାଧାରାଣୀ ପଣ୍ଡା
8 months
କଣ କଥା ହେଉଥିବେ ??? 😁
61
4
341
@radharanibrhmpr
ରାଧାରାଣୀ ପଣ୍ଡା
3 years
ପ୍ରେମରେ ପଡ଼ିଥିବା ଲୋକ ପ୍ରଥମେ ତ ଖୁସିରେ ରୁହନ୍ତି କିନ୍ତୁ ପରେ କଣ ପାଇଁ ଝଗଡା କରନ୍ତି 🤔
107
8
320
@radharanibrhmpr
ରାଧାରାଣୀ ପଣ୍ଡା
1 month
ଶୁଭ ସକାଳ ହେ ସମସ୍ତଙ୍କୁ, ଜୟ ଜଗନ୍ନାଥ 🙏
Tweet media one
11
11
342
@radharanibrhmpr
ରାଧାରାଣୀ ପଣ୍ଡା
1 month
କହିଲ ଦେଖିବା ???? #puzzle
Tweet media one
417
14
341
@radharanibrhmpr
ରାଧାରାଣୀ ପଣ୍ଡା
6 months
ହସିବା ମନା 🤣🤣🤣
16
45
337
@radharanibrhmpr
ରାଧାରାଣୀ ପଣ୍ଡା
4 years
Tasted positive 🥺🥺
201
8
316
@radharanibrhmpr
ରାଧାରାଣୀ ପଣ୍ଡା
1 year
What is Missing???? 😁 #GoodEvening
Tweet media one
218
6
330
@radharanibrhmpr
ରାଧାରାଣୀ ପଣ୍ଡା
3 years
ହାତ ଦେଖାଅ ରାକ୍ଷୀ ବାନ୍ଧିଦେବି🥰🥰
135
14
329
@radharanibrhmpr
ରାଧାରାଣୀ ପଣ୍ଡା
4 years
ମୁଁ ଆଉ ଜଣକୁ ଭଲପାଏ ବୋଲି ଜାଣିବି ସେ ମୋତେ ଭଲ ପାଉଥିଲା , ହେଲେ କାହିଁକି ??? #ଏକ_ତରଫା_ଭଲପାଇବା
142
17
310
@radharanibrhmpr
ରାଧାରାଣୀ ପଣ୍ଡା
3 years
ପୁରୀ ଗଲେ ନିଶ୍ଚୟ ଏହି ପ୍ରସାଦ ଘରକୁ ଆସିଥିବ ଆଉ ସାଇ ପଡିଶା ସମସ୍ତଙ୍କୁ ବଣ୍ଟାଯାଏ । ଠିକ୍ କହିଲି ତ ????😊😊
Tweet media one
52
6
321
@radharanibrhmpr
ରାଧାରାଣୀ ପଣ୍ଡା
4 years
ସିଏ ହିଁ ତୁମର ପ୍ରକୃତ ଭଲପାଇବା ବୋଲି ଚିହ୍ନିବ କେମିତି ???🤔 #justasking
136
13
301
@radharanibrhmpr
ରାଧାରାଣୀ ପଣ୍ଡା
3 years
ଗୋଟେ ସାଙ୍ଗ ପଠେଇଚି, ଆଜି ନୂଆଖାଇରେ ତାଙ୍କର ଏତେ ସବୁ ଆଇଟମ ହେଇଥିଲା 😋😋
Tweet media one
54
6
319
@radharanibrhmpr
ରାଧାରାଣୀ ପଣ୍ଡା
2 years
କେବେ ଏଇ ପରିସ୍ଥିତିର ସାମ୍ନା କରିଛନ୍ତି ??? 😁
Tweet media one
60
8
315
@radharanibrhmpr
ରାଧାରାଣୀ ପଣ୍ଡା
3 years
ତୁମ ପସନ୍ଦର ଜାଗା କେଉଁଟି ??? #ଓଡ଼ିଶା ❤️
Tweet media one
Tweet media two
Tweet media three
Tweet media four
64
14
306
@radharanibrhmpr
ରାଧାରାଣୀ ପଣ୍ଡା
3 years
ପୁଣି କେବେ ସେ ସୁଯୋଗ ମିଳିବ କେଜାଣି ପ୍ରଭୁ ଜଗନ୍ନାଥ ହିଁ ଜାଣିଥିବେ 🙏 #ମହା_ପ୍ରସାଦ #ପୁରୁଣା_ଫଟୋ
Tweet media one
26
6
308
@radharanibrhmpr
ରାଧାରାଣୀ ପଣ୍ଡା
2 years
ସବୁ ରୋଡ ସାଇଡ ରେ ଏମିତି ଗଛ ରହିଲେ କେମିତି ହୁଅନ୍ତା ? ❤️
Tweet media one
46
5
312
@radharanibrhmpr
ରାଧାରାଣୀ ପଣ୍ଡା
4 years
ଜଣେ ଝିଅ ଯଦି ତା ପରିବାରର ଖୁସି ପାଇଁ ଭଲପାଇବାକୁ ଭୁଲିଗଲା , ତାକୁ ଧୋକାବାଜ କହିବା କେତେଦୂର ଠିକ ???? #JustAsking
178
9
285
@radharanibrhmpr
ରାଧାରାଣୀ ପଣ୍ଡା
2 years
ବୃଦ୍ଧାଶ୍ରମ ରେ ଛାଡି ଠିକ୍ ଫେରିବା ମୂହୁର୍ତ୍ତରେ ବାପା କହିଲେ ମନରେ କୋୖଣସି ବୋଝ ରଖିବୁନି ପୁଅ । ତତେ ପାଇବା ପାଇଁ ତୋ'ମା ପେଟରେ ଦୁଇଟି କନ୍ୟା ସନ୍ତାନର ହତ୍ୟା କରିଛି । ଦଣ୍ଡ ତ ଏଇ ଜନ୍ମରେ ହିଁ ମିଳିବ 🙏 #କ୍ଷୁଦ୍ରଗଳ୍ପ
24
19
311
@radharanibrhmpr
ରାଧାରାଣୀ ପଣ୍ଡା
3 years
ଝିଅ ଜନ୍ମ ନେବା ଭୁଲ 😭😭 #ମମିତା_ମେହେର
137
23
308
@radharanibrhmpr
ରାଧାରାଣୀ ପଣ୍ଡା
3 years
ସବୁ ପ୍ରେମର ଆରମ୍ଭ ଯଦି ସିନ୍ଦୁରରୁ ହୁଅନ୍ତା ତାହେଲେ କିଛି ଜୀବନ ନଷ୍ଟ ହେବାରୁ ବଞ୍ଚିଯାଆନ୍ତା। ତେବେ ପ୍ରଶ୍ନ ଉଠେ ସବୁ ପ୍ରେମ କଣ ସିନ୍ଦୂରରୁ ଆରମ୍ଭ ହେବା ଉଚିତ୍ ???? #JustAsking
88
9
286
@radharanibrhmpr
ରାଧାରାଣୀ ପଣ୍ଡା
2 years
ଜୟ ଜଗନ୍ନାଥ 🙏🙏
Tweet media one
20
8
285
@radharanibrhmpr
ରାଧାରାଣୀ ପଣ୍ଡା
3 years
RRR ଦେଖିଲେଣି ?? 😄😄 #RRRBlockbuster
Tweet media one
70
8
305
@radharanibrhmpr
ରାଧାରାଣୀ ପଣ୍ଡା
2 years
Which glass will fill first ???😁 #PuzzleTime
Tweet media one
216
4
305
@radharanibrhmpr
ରାଧାରାଣୀ ପଣ୍ଡା
3 years
Your funny childhood name ??🤩
285
21
299
@radharanibrhmpr
ରାଧାରାଣୀ ପଣ୍ଡା
3 years
ଆପଣଙ୍କୁ ବର୍ଷା ପାଗରେ କଣ ଖାଇବାକୁ ଭଲଲାଗେ ??
244
17
279
@radharanibrhmpr
ରାଧାରାଣୀ ପଣ୍ଡା
4 years
ଟୁଇଟର ରେ ନୂଆ ନିୟମ କାନୁନ କଣ ସବୁ ଅଛି ମୋତେ ଟିକେ ବୁଝେଇ ଦ ହେ । ବରହମପୁର ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଦେଲି 🙏🙏
51
6
300
@radharanibrhmpr
ରାଧାରାଣୀ ପଣ୍ଡା
3 years
ଛେନ୍ନା ଝିଲି 😋 କେଉଁ ଜିଲ୍ଲା ପ୍ରସିଦ୍ଧ 🤔🤔
Tweet media one
48
6
287
@radharanibrhmpr
ରାଧାରାଣୀ ପଣ୍ଡା
3 years
ଅକ୍ଷୟ ତୃତୀୟା ଅବସରରେ 😋😋
Tweet media one
31
2
259
@radharanibrhmpr
ରାଧାରାଣୀ ପଣ୍ଡା
3 years
ଆରିଷା ପିଠା ଛଣା ଚାଲିଛି 😋😋
Tweet media one
42
4
281
@radharanibrhmpr
ରାଧାରାଣୀ ପଣ୍ଡା
3 years
ହାଏ ଥରେ ନିଶ୍ଚୟ ଯିବି 😍🙏🙏
Tweet media one
29
17
295
@radharanibrhmpr
ରାଧାରାଣୀ ପଣ୍ଡା
2 years
ମୁଁ କରିଛି କେମିତି ଲାଗୁଛି 🙈
Tweet media one
77
8
278
@radharanibrhmpr
ରାଧାରାଣୀ ପଣ୍ଡା
3 years
ଆମ ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ବ୍ରିଜ ଉପରୁ ଫଟୋ ଉଠେଇଥିଲି ହେ କୋଉଟା ଭଲ ହେଇଛି କହିବ ??
Tweet media one
Tweet media two
62
10
277
@radharanibrhmpr
ରାଧାରାଣୀ ପଣ୍ଡା
3 years
ବନ୍ଧୁତା ଆଉ ପ୍ରେମ ଭିତରେ ତଫାତ୍ କଣ ??? #JustAsking
127
10
261
@radharanibrhmpr
ରାଧାରାଣୀ ପଣ୍ଡା
4 years
ପରିବାରର ଖୁସି ପାଇଁ ବାହାଘର ହେଲା । ବାହାଘର ପରେ ଯଦି ଜଣେ ଝିଅ ତାର ଅତୀତର ଭଲ ପାଇବାକୁ ଭୁଲିପାରୁନି ତେବେ ସେ ପରିସ୍ଥିତିରେ ସେ କଣ କରିବା ଉଚିତ । #ଜଣେ_ଝିଅର_ପ୍ରଶ୍ନ
125
12
236
@radharanibrhmpr
ରାଧାରାଣୀ ପଣ୍ଡା
3 years
ପଢାପଢ଼ି ଚାଲିଛି ତ ???🤔🤔
Tweet media one
50
3
264
@radharanibrhmpr
ରାଧାରାଣୀ ପଣ୍ଡା
3 years
Do you believe in true love ????💖 #justasking
243
15
264
@radharanibrhmpr
ରାଧାରାଣୀ ପଣ୍ଡା
2 years
ଜୟ ଜଗନ୍ନାଥ 🙏🙏 #ଶୁଭ_ସକାଳ
Tweet media one
26
12
261
@radharanibrhmpr
ରାଧାରାଣୀ ପଣ୍ଡା
3 years
ନିଦ ଆସୁନି 😐
167
31
274
@radharanibrhmpr
ରାଧାରାଣୀ ପଣ୍ଡା
3 years
ସମସ୍ତେ କୁହନ୍ତି ଲଭ ମ୍ୟାରେଜ କଲେ ଖୁସିରେ ରହିପାରିବନି, ହେଲେ କାହିଁକି ???🤔
175
10
262
@radharanibrhmpr
ରାଧାରାଣୀ ପଣ୍ଡା
3 years
ଝିଅଟିଏ କାହାକୁ ଭଲପାଇବା ଆଗରୁ ନିଜ ପରିବାରର ଅନୁମତି ନେବା ଆବଶ୍ୟକ କି ?? #JustAsking
143
4
257
@radharanibrhmpr
ରାଧାରାଣୀ ପଣ୍ଡା
4 years
ପ୍ରେମ କରିବା କଣ ପାପ ???? #JustAsking
157
10
222
@radharanibrhmpr
ରାଧାରାଣୀ ପଣ୍ଡା
3 years
ଥରେ ପ୍ରେମରେ ହାରିଲା ପରେ କଣ ତୁମେ ପୁଣି ପ୍ରେମରେ ପଡିବାକୁ ଚାହିଁବ ??? #justasking
147
17
267
@radharanibrhmpr
ରାଧାରାଣୀ ପଣ୍ଡା
4 years
ପ୍ରଥମ ଦେଖାରେ କଣ କାହା ସହ ପ୍ରେମ ହେଇପାରେ ??? #justasking
149
9
249
@radharanibrhmpr
ରାଧାରାଣୀ ପଣ୍ଡା
4 years
ବୋଉ ହାତତିଆରି ଚିକେନ ବିରିୟାନି 😋😋
Tweet media one
55
2
230
@radharanibrhmpr
ରାଧାରାଣୀ ପଣ୍ଡା
3 years
ପଖାଳ ଦିବସ ସାର୍ଥକ ହେଲା 😋😍😁 #ପଖାଳଦିବସ #Pakhala
Tweet media one
Tweet media two
Tweet media three
Tweet media four
31
8
266
@radharanibrhmpr
ରାଧାରାଣୀ ପଣ୍ଡା
3 years
ଟୁଇଟରରେ ଥିବା ମୋର ସମସ୍ତ ଭାଇ ମାନଙ୍କୁ ଭଉଣୀ ରାଧାରାଣୀ ତରଫରୁ ରାକ୍ଷୀ ପଠେଇଲି (କିଣିକି ବାନ୍ଧିଦେବ) 😊😊 #Rakshabandhan #ରାକ୍ଷୀ
Tweet media one
47
6
259
@radharanibrhmpr
ରାଧାରାଣୀ ପଣ୍ଡା
3 years
Heaven of Odisha ❤️ #jayjagannath
28
24
262
@radharanibrhmpr
ରାଧାରାଣୀ ପଣ୍ଡା
3 years
ଛେନାପୋଡ଼ 😋😋
Tweet media one
41
2
237
@radharanibrhmpr
ରାଧାରାଣୀ ପଣ୍ଡା
6 months
ଓଡ଼ିଶାର ଗଣମାଧ୍ୟମକୁ ଏତେ ଡର କାହିଁକି ?
40
37
272
@radharanibrhmpr
ରାଧାରାଣୀ ପଣ୍ଡା
4 years
ଜଣେ ଝିଅର ବାହାଘର ତା ଇଚ୍ଛା ବିରୁଦ୍ଧରେ କରିବା କଣ ଠିକ ?? ବାହାଘର ପରେ ସେ କଣ ତା ସ୍ବାମୀ କୁ ପ୍ରକୃତରେ ନିଜର କରିପାରିବ ?? #ଜଣେ_ଝିଅର_ପ୍ରଶ୍ନ
72
4
236
@radharanibrhmpr
ରାଧାରାଣୀ ପଣ୍ଡା
3 years
ମୋର ଜିଓ ସିମ୍ ଟା ଏୟାରଟେଲ୍ ଡାଟା କଣ କରିବି କାହାର ଯଦି ଦରକାର କୁହ ମୁଁ କୋଡ ସେୟାର କରିଦେବି 😁 #ବିଦ୍ର: କେବଳ ଜଣକୁ ମିଳିପାରିବ
Tweet media one
77
3
261
@radharanibrhmpr
ରାଧାରାଣୀ ପଣ୍ଡା
2 years
ଜୟ ଜଗନ୍ନାଥ 🙏🙏🙏
Tweet media one
17
13
263
@radharanibrhmpr
ରାଧାରାଣୀ ପଣ୍ଡା
1 year
ଆମର ଏଠି ଚାକିରି ଏମିତି ବିକ୍ରି ହେଉଛି ଯେମିତି ପରିବା ବିକ୍ରି ହୁଏ 🥺
12
31
266
@radharanibrhmpr
ରାଧାରାଣୀ ପଣ୍ଡା
3 years
ତିନିଜଣ ସାଙ୍ଗ ମିଶିକି ସବୁ ଶେଷ କରିଦେଲୁ 🤤🤤😋😋
Tweet media one
53
4
254
@radharanibrhmpr
ରାଧାରାଣୀ ପଣ୍ଡା
4 years
ଟିକେ ହାଲକେଇକି ଖାଇଦେଲି 😋😋
Tweet media one
59
2
234
@radharanibrhmpr
ରାଧାରାଣୀ ପଣ୍ଡା
6 months
ଏ କେମିତିକା ସାମ୍ବାଦିକ ସମ୍ମିଳନୀ ??? ସାମ୍ବାଦିକ ବି ତାଙ୍କର ପ୍ରଶ୍ନ ବି ତାଙ୍କର ଆଉ ଉତ୍ତର ବି ତାଙ୍କର 😂
Tweet media one
65
19
269
@radharanibrhmpr
ରାଧାରାଣୀ ପଣ୍ଡା
3 years
ଜୟ ଜଗନ୍ନାଥ 🙏
Tweet media one
24
9
259
@radharanibrhmpr
ରାଧାରାଣୀ ପଣ୍ଡା
4 years
ଯଦି ଜଣେ ବିବାହିତା ନାରୀ ନିଜ ସ୍ଵାମୀ ପରିବର୍ତେ ଅନ୍ୟ କାହାକୁ ସେ ପ୍ରେମ କରିବସେ, ତେବେ ସେଇ ପରିସ୍ଥିତିରେ ତାକୁ କଣ କରିବା ଉଚିତ ହେବ । #ଜଣେନାରୀରପ୍ରଶ୍ନ
128
4
262
@radharanibrhmpr
ରାଧାରାଣୀ ପଣ୍ଡା
6 months
ଏମାନଙ୍କ ମୁହଁ କୁ ଲାଜ ନାହିଁ ଟିକେ ??? ମୁଁ ଏବେ ପୁରୀ ଯାଇଥିଲି କେତେ ଅସୁବିଧା ହେଇଛି ମୁଁ ଜାଣିଛି ..ଆଉ ଆପଣ ମାନେ ଯଦି ଯାଇଥିବେ ଜାଣିଥିବେ ନିଶ୍ଚୟ ?
101
14
265
@radharanibrhmpr
ରାଧାରାଣୀ ପଣ୍ଡା
3 years
ମୁଁ ଦେଖିଲିଣି କେତେ ଜଣ ଭୁବନେଶ୍ଵର ଜାଗାରେ ଭୋନ୍ସର ଲେଖୁଛନ୍ତି କାହିଁକି🤔
95
13
237
@radharanibrhmpr
ରାଧାରାଣୀ ପଣ୍ଡା
3 years
ସବୁଦିନ ଯିଏ ଏମିତିକା ଦହି ପାଗକରିକି ଦେବ ମୁଁ ତାକୁ ବାହାହେଇଯିବି 😍 #Curd_Is_Love
Tweet media one
Tweet media two
47
9
247