Sagarika Patnaik 🇮🇳 Profile Banner
Sagarika Patnaik 🇮🇳 Profile
Sagarika Patnaik 🇮🇳

@psagarika321

Followers
20,083
Following
369
Media
1,630
Statuses
12,036
Explore trending content on Musk Viewer
Pinned Tweet
@psagarika321
Sagarika Patnaik 🇮🇳
4 years
ଫେରି ହୁଅନ୍ତା କି ସେ ଦିନ ଗୁଡାକୁ ଖଡି ସିଲଟ ଧରି ଟିକେ ବ୍ରହ୍ମା, ବିଷ୍ନୁ, ମହେଶ୍ବର ଲେଖି ଆସନ୍ତେ ମା କୋଳରେ ବସି 'ଆମ ଘର' ଘୋଷା ଶୁଣାନ୍ତେ ଅତୀତ ପୃଷ୍ଠାକୁ ଚିରି ଫିଙ୍ଗି ଦେଇ ପୁଣିଥରେ ନୂଆ କରି ଲେଖି ବସନ୍ତେ 😢 #ମନେ #ଅଛି #ନା #ଭୁଲି #ଗଲଣି #ସେ #ପିଲାଦିନକୁ #ଅଭୁଲା_ଅତୀତ
Tweet media one
Tweet media two
Tweet media three
Tweet media four
309
193
3K
@psagarika321
Sagarika Patnaik 🇮🇳
2 months
ଭାଜପା ଜିତିଲା ଖୁସି କଥା, ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲେଖିବାକୁ ହାତ ଯାଉନି। ଅନେକ ଓଡ଼ିଆ ପ୍ରାଣ ଆଜି କାନ୍ଦୁଥିବ ନିଶ୍ଚୟ। ଆପଣ ଚିରକାଳ ରାଜନୈତିକ ଇତିହାସରେ ମନେ ରହିବେ। ବାକି ତକ ଜୀବନ ଆରାମରେ କାଟନ୍ତୁ ବୋଲି ବୋଧହୁଏ ଓଡ଼ିଶାବାସୀ ଚାହାନ୍ତି। We love you @Naveen_Odisha 🙏💔
178
141
2K
@psagarika321
Sagarika Patnaik 🇮🇳
3 years
ସେ ଆଉ ମୁଁ ❤️ ଆମକୁ ଶୁଭେଚ୍ଛା ଜଣାଇଥିବା ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ l Thank you for all the tags, wishes. We are overwhelmed 😇🙏😍 #Newjourney
Tweet media one
Tweet media two
276
30
2K
@psagarika321
Sagarika Patnaik 🇮🇳
3 years
କୁନି ପରିକୁ ଛାଡି ଭାଉଜ ଆଜି କରୋନାରେ ଚାଲିଗଲା l 14 ଦିନ ଘରେ 14 ଦିନ ଡାକ୍ତରଖାନାରେ ଲଢ଼ିଲା l ପାରିଲାନି l ହାରିଗଲା... 😭😭
Tweet media one
620
80
2K
@psagarika321
Sagarika Patnaik 🇮🇳
3 years
ତାର ଆଉ ମୋର 😍 ଅତିଥି ଭାବେ ସ୍ଵାଗତ କରିବାକୁ ଆମେ ପ୍ରସ୍ତୁତ l ନିମନ୍ତ୍ରଣ ରହିଲା.. ଆସିବାକୁ ଭୁଲିବନି... #marriage
Tweet media one
Tweet media two
247
33
1K
@psagarika321
Sagarika Patnaik 🇮🇳
3 years
ଗଞ୍ଜାମ ବୋହୁ ହେବାର ଫାଇଦା 😍 ସକାଳ ଭୋଜନରେ ପୁରି ଉପମା 😋 #Ganjamfood #Marriagedays
Tweet media one
111
23
1K
@psagarika321
Sagarika Patnaik 🇮🇳
3 years
ତିରିଶ ବର୍ଷର ଅପେକ୍ଷା ତୁମ ପାଖେ ଆଜି ଶେଷ ❤️ We are getting married ❣️
Tweet media one
@SubratSkp
Subrat Kumar Pattanayak🇮🇳
3 years
ଜୀବନର ଆଗାମୀ ଯାତ୍ରାରେ ଏକାଠି ଚାଲିବା ନିମନ୍ତେ ପ୍ରଭୁ ଜଗନ୍ନାଥ @psagarika321 ତୁମକୁ ମୋ ସହ ଯୋଡି ଥିବାରୁ ପ୍ରଭୁଙ୍କ ଚରଣେ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି। ଆପଣ ସମସ୍ତଙ୍କ ଆଶିଷ ଭିକ୍ଷା କରୁଛି।
Tweet media one
Tweet media two
113
6
899
257
32
1K
@psagarika321
Sagarika Patnaik 🇮🇳
1 year
ଦୀର୍ଘ ୯ ମାସ ଅପେକ୍ଷାର ଅନ୍ତ। Unlimited mood swings, food cravings, weight gain, 12 hour of labor process, emergency cs and a lot more come to an end. Now I have special someone whom I can say 'my creature'. Exited for These tiny hands and my motherhood journey 😍 #Khuskhabari
Tweet media one
193
7
953
@psagarika321
Sagarika Patnaik 🇮🇳
3 years
ଭାବି ସ୍ଵାମୀ ସେପଟେ ଆମିଷ ଖାଇ ଦିନଟିକୁ ବେଶ୍ ଭଲ ଭାବରେ ପାଳିଥିବା ବେଳେ ଏପଟେ ମୁଁ ଖାଲି ପାଣିରେ ଦିନଟିକୁ କାଟିଲି l ଏଥିରୁ ସ୍ପଷ୍ଟ ଯେ ଝିଅମାନେ ଡେରିରେ ବିବାହ କରିବାର କାରଣ ଆରପଟ ଲୋକ ବି.ଦ୍ର: ଶୀଘ୍ର ବିବାହ କରିବାକୁ ଚାହୁଁନଥିଲେ ଆମିଷ ଖାଆନ୍ତୁ 1st pic Saree credit: in-laws 2nd pic: ଚାନ୍ଦ ପୂଜା 😍 #KumarPurnima
Tweet media one
Tweet media two
117
52
847
@psagarika321
Sagarika Patnaik 🇮🇳
2 years
ତିରିଶ ବର୍ଷ ପୂଜାର ଫଳ ❤️ #KumarPurnima
Tweet media one
48
12
855
@psagarika321
Sagarika Patnaik 🇮🇳
3 years
ହାଟକୁ ଯାଇଥିଲି l ମୁଁ : ଭାଇ ବାଇଗଣ କେତେ? ପରିବା ଦୋକାନୀ ଭାଇନା: 80 ମୁଁ : ଭେଣ୍ଡି କେତେ? ଭାଇନା: 80 ମୁଁ : ଟମାଟୋ କେତେ? ଭାଇନା: 80 ମୁଁ : ପୋଟଳ କେତେ? ଭାଇନା: 80 Etc etc ଶେଷରେ ମୁଁ : ଟମାଟୋ, ଭେଣ୍ଡି, ପୋଟଳ, ବାଇଗଣ ସବୁ ନେଇ.. ଭାଇନା କେଜି ଟେ ଦେଇଦିଅ 😎 କରଣୀଆ ବୁଦ୍ଧି 😌 #sedlyf 😪
186
74
789
@psagarika321
Sagarika Patnaik 🇮🇳
3 years
ମୋ ଠାକୁର ମୋ ସହ ନିତି କଥା ହୁଅନ୍ତି ବେଳ ଅବେଳରେ ମୋ ସାହସ ହୁଅନ୍ତି ଝୁଣ୍ଟି ପଡିଲେ ପିଠି ଥାପୁଡେଇ ଆଗକୁ ଯିବାକୁ ପ୍ରେରଣା ଦିଅନ୍ତି... ମୋ ଠାକୁର ମୋ ସହ ନିତି କଥା ହୁଅନ୍ତି 😍.. #maababa ❤️
Tweet media one
39
11
786
@psagarika321
Sagarika Patnaik 🇮🇳
3 years
କୁମାର ପୂର୍ଣିମାର ଶୁଭେଚ୍ଛା 😍🎉
Tweet media one
51
6
768
@psagarika321
Sagarika Patnaik 🇮🇳
3 years
ସ୍ୱାମୀଙ୍କ ହାତ ରନ୍ଧା ବିବାହର ସାତ ଦିନ ପୁର୍ତ୍ତୀ ଅବସରରେ... 😋😍 ବି. ଦ୍ର : ଷୋଳ ସୋମବାର ଆଉ ତେର ଗୁରୁବାର କଲେ ସୁସ୍ୱାଦୁ ରାନ୍ଧି ଖୁଆଇ ପାରୁଥିବା ସ୍ଵାମୀ ପ୍ରାପ୍ତ ହୁଏ l Thank you swami 😇
Tweet media one
Tweet media two
79
29
762
@psagarika321
Sagarika Patnaik 🇮🇳
3 years
ପୁଣି ଥରେ ଆହ୍ଵାନ l ହେଲେ ଆମେ ଜିତିବା l Mask up #Odisha 🙏
Tweet media one
56
12
609
@psagarika321
Sagarika Patnaik 🇮🇳
2 years
ଶାଶୁ ଶ୍ୱଶୁର 😊 Guess the situation? 🤣
Tweet media one
49
8
602
@psagarika321
Sagarika Patnaik 🇮🇳
2 years
୨୦ ହଜାର ପାଅ, ପଖାଳ ବାଇଗଣ ପୋଡ଼ା ଖାଇ ଘରେ ରୁହ, ନିଜ ଦେଶ ନିଜ ଭିଟା ମାଟି ଛାଡ଼ି ବିଦେଶରେ ରହିବାକୁ ଚେଷ୍ଟା କରନା। କାରଣ ଜାଣିବାକୁ ଚାହୁଁଥିଲେ ୟୁକ୍ରେନ, ଆଫଗାନିସ୍ତାନ ଭଳି ଘଟଣାକୁ ଧାରଣାକୁ ଆଣିପାର। ୟୁକ୍ରେନ୍‌ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ନେଇ ଖବର। ଦୁଃଖଦ... #UkraineRussiaWar 😞
Tweet media one
123
45
603
@psagarika321
Sagarika Patnaik 🇮🇳
3 years
ବାହାଘରକୁ ଆଉ ପାଞ୍ଚ ଦିନ ଅଛି, ହେଲେ କିଣାକିଣି ସରୁନି 😭😭 Feeling helpless ☹️ #sedlyf
148
25
597
@psagarika321
Sagarika Patnaik 🇮🇳
3 years
😭😭
Tweet media one
121
10
586
@psagarika321
Sagarika Patnaik 🇮🇳
3 years
You are lucky Mr @SubratSkp 😉
Tweet media one
42
6
588
@psagarika321
Sagarika Patnaik 🇮🇳
3 years
ପ୍ରେମ ❤️
Tweet media one
33
18
582
@psagarika321
Sagarika Patnaik 🇮🇳
3 years
Feels horrible when someone asked ' ବାପା କଣ ଦେଇଛନ୍ତି'... 😒 Ans: He gave his daughter. #marriageexperience
69
18
556
@psagarika321
Sagarika Patnaik 🇮🇳
3 years
ସକାଳୁ ଏତିକି ଖାଇ କି ଆସି ଅଫିସ ଆସିବା ପରେ ମଣିଷ ଢୁଳଉଛି l କାମ କରିବ ନା ଚୋପା... 😴😴 ବ୍ରହ୍ମପୁର ପୁରୀ ଉପମା ଇଜ୍ ❤️
Tweet media one
Tweet media two
75
16
523
@psagarika321
Sagarika Patnaik 🇮🇳
3 years
450/- ର ପେଟ୍ରୋଲ ପକେଇ ଆସିଲି l ଭାରି ବାଧିଲା 😭 #PetrolAt101
215
31
519
@psagarika321
Sagarika Patnaik 🇮🇳
3 years
Corona is scary. ସକାଳୁ ଖବର ମିଳିଲା ମୋ ଭାଉଜ serious. ICU ରେ l ପାଞ୍ଚ ଦିନ ତଳେ #Covid ହେଇଛି ବୋଲି ଶୁଣିଥିଲି l ସୁସ୍ଥ ଅଛନ୍ତି ବୋଲି ଚିନ୍ତା ନ ଥିଲା l ଆଜି କୁହା ଯାଉଛି କିଛି ବି ହେଇପାରେ l Need prayers. 😪
122
6
521
@psagarika321
Sagarika Patnaik 🇮🇳
3 years
ଅନୁଗୁଳ ଜି ଓଡିଶା ପ୍ରତିନିଧି ତଥା ମୋ ବନ୍ଧୁ ରଘୁନାଥ ଚାଲିଗଲା l ବିଶ୍ବାସ ହେଉନି l କେତେ ସ୍ଵପ୍ନ ଯେ ଅଧା ରହିଗଲା ତାର... ମୃତ୍ୟୁ ସତରେ ଏକ ନିଷ୍ଠୁର ସତ୍ୟ l ଯୋଉଠି ବି ଥା ସାଙ୍ଗ ଭଲରେ ଥା... 😭
Tweet media one
108
14
500
@psagarika321
Sagarika Patnaik 🇮🇳
2 years
ସମସ୍ତଙ୍କୁ ମହାଶିବରାତ୍ରିର ଶୁଭେଚ୍ଛା 🙏 ସସ୍ଵାମୀକ ଯାଇ ପ୍ରଭୁଙ୍କ ଦର୍ଶନ l ଆଶୀର୍ବାଦ ଭିକ୍ଷା... ଓମ୍ ନମଃ ଶିବାୟ 😊
Tweet media one
31
16
472
@psagarika321
Sagarika Patnaik 🇮🇳
2 years
ସବୁ ରଙ୍ଗ ଥିଲା ଏ ଜୀବନେ ଖାଲି ପ୍ରେମ ରଙ୍ଗକୁ ଛାଡି...❤️😍 Happy #Holi everyone from us. Stay happy. Stay healthy.. Be blessed.. Enjoy 😇😍
Tweet media one
26
19
437
@psagarika321
Sagarika Patnaik 🇮🇳
3 years
ବିବାହ ପରେ ରାଜଧାନୀରେ ପ୍ରଥମ ସକାଳ ଶୀତୁଆ ଯେତିକି, ମନଲୋଭା ସେତିକି... Hello Bhubaneswar 😍 #Newjourney #newhome
Tweet media one
33
10
429
@psagarika321
Sagarika Patnaik 🇮🇳
4 years
Finnaly Bhai #engaged 😍 ଏବେ ମୋ ରାସ୍ତା ସଫା 🤣🤣
Tweet media one
52
6
424
@psagarika321
Sagarika Patnaik 🇮🇳
3 years
9 ଦିନରେ 8 ଥର ବଢ଼ିଲାଣି ତେଲ ଦର 🙄 but no one is talking 😑 ବୋଧେ ମୁଁ ଏକା ଗରିବ ଅଛି ଏ ରାଜ୍ୟରେ 😭 #PetrolDieselPriceHike #Hurts 💔
90
24
420
@psagarika321
Sagarika Patnaik 🇮🇳
4 years
ଫଟୋଟିକୁ ଦେଖିବା ପରଠୁ ଭୋକ ହେଉନି 😍 ମୁଁ ପ୍ରେମରେ...
Tweet media one
34
7
426
@psagarika321
Sagarika Patnaik 🇮🇳
2 years
ଧନୀ ଲୋକ spotted 👇😍
Tweet media one
25
20
406
@psagarika321
Sagarika Patnaik 🇮🇳
3 years
ସବୁ କର କିନ୍ତୁ କିଛି ମାଗଣା ଚାଉଳ, ଡାଲି, ସ୍କୁଟି ଆଦି ପାଇଁ ନିଜ ଭୋଟ ବିକ ନାହିଁ l ରାତିରେ ମାଂସ ଝୋଳ ଖାଇ ପକେଟରେ ଶହେ କି ପାଞ୍ଚଶହ ପକାଇ ଖୁସି ଲାଗୁଥାଇ ପାରେ l ହେଲେ କାଲି କାନ୍ଦିବ... ଯେତିକି ଦେଲେ ତା ଠୁଁ ଅଧିକ ଲୁଟି ନେବେ... Be careful when Casting your vote 😒 #ElectionAhead #DontSellYourVote 🙏
66
46
402
@psagarika321
Sagarika Patnaik 🇮🇳
9 months
ଜୀବନରେ ଅନ୍ୟତମ ଅଭୁଲା ଦିନରୁ ଗୋଟିଏ। #ଆନିଭର୍ସରୀ #anniversary ସେଦିନ😍 ଆଜି🧿
Tweet media one
Tweet media two
40
9
394
@psagarika321
Sagarika Patnaik 🇮🇳
2 years
ସାରା ଜୀବନରୁ ଆଜି ବର୍ଷେ ପୁରିଲା ... This time, that year... Happy anniversary to us 🧿❤
Tweet media one
Tweet media two
Tweet media three
Tweet media four
60
7
385
@psagarika321
Sagarika Patnaik 🇮🇳
3 years
ବାପା ❤️
Tweet media one
13
17
385
@psagarika321
Sagarika Patnaik 🇮🇳
3 years
ଅତିମାତ୍ରାରେ କୃତଜ୍ଞ ରହିଲେ, କୁକୁର ହେବାର ସମ୍ଭାବନା ଅଧିକ l ସମସ୍ତେ ମୂଲ୍ୟ ବୁଝନ୍ତିନି l #copied #FavQuote
31
19
388
@psagarika321
Sagarika Patnaik 🇮🇳
2 years
ଚାଲ ଗାଁକୁ ଫେରିଯିବା 😍
Tweet media one
22
4
379
@psagarika321
Sagarika Patnaik 🇮🇳
4 years
ମୋ ତୂଳୀରେ କୁନି କ୍ରିଷ୍ଣା 😊 #PainterOfTheDay #Me 🙏
Tweet media one
Tweet media two
27
4
379
@psagarika321
Sagarika Patnaik 🇮🇳
8 months
ଟୁଇଟରର ଦୁଇଟି ଚର୍ଚ୍ଚିତ ବିବାହ। ହେଲେ ବ୍ଯକ୍ତିଗତ ଭାବେ ଯୋଗ ଦେଇ ନ ପାରିବା ଏବଂ ଭୋଜି ନ ଖାଇ ପାରିବାର କ୍ଷୋଭ ଅଧିକ। ସେସବୁକୁ ପଛ କଲେ ଆକାଶ ଭର୍ତ୍ତି ଶୁଭେଚ୍ଛା ଦୁହିଁଙ୍କୁ। ବିବାହ ବଡ ଜଟିଳ ଗଣିତ। ଦୁହେଁ ତାକୁ ସହଜରେ ଭେଦି ପାର। ଦିନ ବିତିବା ସହ ପ୍ରେମ ଆହୁରି ଶାଶ୍ବତ ହେଉ। Welcome to the married club.🙊 #congrats ❤🧿
Tweet media one
Tweet media two
12
8
379
@psagarika321
Sagarika Patnaik 🇮🇳
2 years
#ପ୍ରଥମାଷ୍ଟମୀ 💚
Tweet media one
27
4
370
@psagarika321
Sagarika Patnaik 🇮🇳
2 years
Harsh but true 😐 #SaveJagannathTemple
Tweet media one
36
46
359
@psagarika321
Sagarika Patnaik 🇮🇳
2 years
ଏ ଦୁନିଆକୁ ଆଉ ମୋ ଜୀବନକୁ ଆସିଥିବାରୁ ଧନ୍ୟବାଦ ସ୍ଵାମୀ l ଆଜି ତୁମର ସ୍ଵତନ୍ତ୍ର ଦିନ.. ପ୍ରଭୁ ଜଗନ୍ନାଥ ତୁମକୁ ସବୁ ଖୁସି ଦିଅନ୍ତୁ...ସେବା ଜାରି ରହୁ l ଦୁଃଖୀ, ଅସହାୟଙ୍କ ହସ ପଛର କାରଣ ପାଲଟ l Happy birthday husband 😘🎂🎉 #BeingOdia #BirthdayBoy 😍💋
Tweet media one
Tweet media two
36
6
366
@psagarika321
Sagarika Patnaik 🇮🇳
2 years
ମୋତେ ପୂର୍ଣ୍ଣ କରିବାକୁ ସେ ଆସୁଛି ଥିରି ଥିରି... ମୁଁ ହେବି ଯଶୋଦା ସେ କାହ୍ନା ମୋହରି... 😍
Tweet media one
32
6
361
@psagarika321
Sagarika Patnaik 🇮🇳
3 years
ଆଜିର କନିଆ ଖିଆ ମୁଖ୍ଯ ଆକର୍ଷଣ : Starter : - ଚିକେନ୍ ପକୋଡା Main course: - ଉଷୁନା ଭାତ - ଡାଲି - ମଟନ୍ - ଚିଙ୍ଗୁଡି କଷା - ସାଲାଡ଼ -ପାମ୍ପଡ଼ Dessert: - ଗୁଲାବ ଜାମୁନ୍ Feeling heavy 😇 thank you my @SatarupaMuduli 💋...
Tweet media one
Tweet media two
41
27
367
@psagarika321
Sagarika Patnaik 🇮🇳
3 years
Dear @Naveen_Odisha ଏବେ ଆପଣଙ୍କ କିଛି ଯୋଜନା ହିନ୍ଦୁ ଭାବାବେଗକୁ ଆଘାତ ଦେଉଛି l ପୁରୀ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଜଣାଶୁଣା ରହୁ l ଓଡ଼ିଶାରେ ଏକାଧିକ ବେଳାଭୂମି ରହିଛି l ମଦ୍ୟପାନ ବ୍ୟବସ୍ଥା ଅନ୍ୟତ୍ର କରାଯାଉ l ପୁରୀରେ ଏପରି କରିବା ଦ୍ୱାରା ସୁନାମ ବଦଳରେ ଆପଣ ଦୁର୍ନାମ ଅର୍ଜିବେ l ପୁରୀରେ ଅପରାଧ ବଢିବ l #AnOdia 😣 #Puri 😔
40
27
365
@psagarika321
Sagarika Patnaik 🇮🇳
3 years
କେତେ ଗୋଲ୍ 😬
Tweet media one
59
3
353
@psagarika321
Sagarika Patnaik 🇮🇳
3 years
ଶିମିଳିପାଳ ଜଳୁଛି l କିନ୍ତୁ ତଦନ୍ତ ସରୁନି.... #SimilipalBurning #SimilipalOnFire #TweetAndRetweet
Tweet media one
22
66
349
@psagarika321
Sagarika Patnaik 🇮🇳
3 years
କାକଟପୁର ସ୍ପେଶାଲ 🤤 କାହାର କଣ ଦରକାର କୁହ l ଅର୍ଡର କରିବା 😍
Tweet media one
93
14
347
@psagarika321
Sagarika Patnaik 🇮🇳
3 years
ପାଗ ଆଉ 👇 #Combination 😍
Tweet media one
19
8
350
@psagarika321
Sagarika Patnaik 🇮🇳
3 years
ମା' ମାନଙ୍କ ଆଖିରେ ପୁଅର ପ୍ରେମିକା 😂👇
Tweet media one
43
5
326
@psagarika321
Sagarika Patnaik 🇮🇳
3 years
ଭୁବନେଶ୍ବର ଭାସିଲାଣି... ଆଉ ଦି ଚାରି ଘଣ୍ଟା ବର୍ଷା ହେଲେ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ l ଘରେ ପଶିଲା ପାଣି... 😱 Terrible 😲 #RainInBbsr
110
13
342
@psagarika321
Sagarika Patnaik 🇮🇳
4 years
Morning surprises are really beautiful. ସକାଳୁଆ ଖୁସି l ବହୁତ୍ ଦିନ ପରେ ଖବରକାଗଜରେ ପ୍ରକାଶିତ ମୋର ତିନୋଟି ଅnuଗଳ୍ପ 💕 ପଢିବେ ଆଉ ମତାମତ ଦେବେ.... 🙏 Happy Thursday everyone 😊
Tweet media one
Tweet media two
57
9
345
@psagarika321
Sagarika Patnaik 🇮🇳
3 years
ବିକ୍ରି ପାଇଁ ରେଡି 😊 #ବାଡ଼ିଆମ୍ବ 😋
Tweet media one
Tweet media two
47
3
327
@psagarika321
Sagarika Patnaik 🇮🇳
3 years
ଝିଅର ଦୁଃଖ 😭
Tweet media one
25
7
339
@psagarika321
Sagarika Patnaik 🇮🇳
3 years
ଅନେକ ଦିନ ପରେ... ମୋ ଅଞ୍ଚଳରେ 😍 #Kakatpur is ❤️
Tweet media one
32
4
334
@psagarika321
Sagarika Patnaik 🇮🇳
3 years
Spectacular ❤️
Tweet media one
12
4
338
@psagarika321
Sagarika Patnaik 🇮🇳
1 year
Tweet media one
Tweet media two
16
2
336
@psagarika321
Sagarika Patnaik 🇮🇳
3 years
ମୁଁ ଫେରି ଯାଉଛି ବୋଲି ଭୁବନେଶ୍ବର ଏବେ କାନ୍ଦୁଛି... ଚାରିଟା ଆସି ବାଜିଲାଣି ଦେଖ ତ କେମିତି ଛାଡିବାକୁ ଅମଙ୍ଗ ହେଉଛି... 💔💔 It's raining ☔☔ #Lovelyweather #SaturdayVibes ⛈️
Tweet media one
44
13
331
@psagarika321
Sagarika Patnaik 🇮🇳
3 years
ରାତି 3 ଟା ହେଇଛି ଭାବି ଉଠିବା ବେଳକୁ ଦିନ 11.24 l ଅଫିସ ଥିଲେ କଣ ହେଇଥାନ୍ତା ଅବସ୍ଥା 😱 #ରାଜଧାନୀପାଗ #offday
53
6
324
@psagarika321
Sagarika Patnaik 🇮🇳
3 years
ଶହ ଶହ ଲୋକଙ୍କୁ ପାଣିରୁ ଉଦ୍ଧାର କରିଥିଲେ.. କାଲି କିନ୍ତୁ ନିଜେ ହାରିଗଲେ.. ଏ ଯୋଦ୍ଧା ତୁମକୁ ସଲାମ୍.. ରାଜ୍ୟ ସରକାରଙ୍କୁ ଅନୁରୋଧ ସାମ୍ବାଦିକଙ୍କ ଭଳି ସୀତାରାମ୍ଙ୍କ ପରିବାରକୁ ଆର୍ଥିକ ସହାୟତା ସହ ଅନ୍ୟ ସରକାରୀ ବ୍ୟବସ୍ଥା ଗ୍ରହଣ କରନ୍ତୁ.. #SitaramMurmu 🙏
Tweet media one
31
13
321
@psagarika321
Sagarika Patnaik 🇮🇳
4 years
ସବୁ ରେଡି 😋 ନିମନ୍ତ୍ରଣ ରହିଲା.. #gupchupthursday 😊
Tweet media one
44
5
321
@psagarika321
Sagarika Patnaik 🇮🇳
4 years
ଫେରିବି ତୁମ ହୃଦ ଅଗଣାକୁ ଫଗୁଣ ଫେରିବା ପରେ... 😍 #NewProfilePic
Tweet media one
32
3
315
@psagarika321
Sagarika Patnaik 🇮🇳
3 years
#ଜନ୍ମଦିନ ଯିବାର ଥିଲା ପୁରୀ, ହେଲେ ଯାଇ ହେଲାନି.. ମା କହିଥିଲା ଯୋଉଠି ଥାଇ ଡାକିଲେ ବି ସେ ଶୁଣେl ଏଣୁ ଜନ୍ମଦିନରେ ଜଗା ସହ କିଛି ନିରୋଳା ମୁହୂର୍ତ୍ତ l ଅନେକ୍ କିଛି କଥା କହିବାର ଥିଲା, ହେଲେ ତାକୁ ଦେଖି ସବୁ ଭୁଲି ଗଲି.. କରି କରାଉ ଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ... 🙏 #birthdaygirl #Jayjagannath 🙌
Tweet media one
@SubratSkp
Subrat Kumar Pattanayak🇮🇳
3 years
ତୁମକୁ @psagarika321 ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସର୍ବଦା ଖୁସିରେ ରୁହ।🌷🌷🌷🌷
Tweet media one
24
5
226
73
7
321
@psagarika321
Sagarika Patnaik 🇮🇳
3 years
ଆମ୍ବ ଚୋରି 😍 ପାପରେ ଗଣା ହେବନି ତ 😊 #Mandatory offence 😋
Tweet media one
Tweet media two
56
9
285
@psagarika321
Sagarika Patnaik 🇮🇳
2 years
ଆମ ବାଡିରୁ 😍 fresh and pure organic....
Tweet media one
36
2
304
@psagarika321
Sagarika Patnaik 🇮🇳
5 months
ସମସ୍ତଙ୍କର ବଢିଲା, ନା ଆଉ କିଏ ବାକି ରହିଲେ🙊ଏ ନିର୍ବାଚନ ବର୍ଷକୁ ଥରେ ହୁଅନ୍ତାନି। #JustAsking
70
15
315
@psagarika321
Sagarika Patnaik 🇮🇳
2 years
ମନୁଷ୍ୟ ହେବା ଆମ ଭାଗ୍ୟ ହେଲେ ହିନ୍ଦୁ ହେବା ଆମର ସୌଭାଗ୍ୟ.. ଜୟ ଶ୍ରୀରାମ 🙏❤️ #Lovetheline
28
10
311
@psagarika321
Sagarika Patnaik 🇮🇳
7 months
Me oneday 😍👇🏻
Tweet media one
11
7
305
@psagarika321
Sagarika Patnaik 🇮🇳
3 years
ଗାଧୁଆ ପାଧୁଆ ସାରି ପୂଜା ହେବା ପରେ ମୋ #Beboo ଭାରି ଖୁସି... 😊 Happy #dashahara 🎉🎊
Tweet media one
21
6
303
@psagarika321
Sagarika Patnaik 🇮🇳
3 years
ମୁହଁରେ ସରାଗ ନାହିଁ ଆଖି ଯୋଡ଼ାକ ତାର ନିଶ୍ଚଳ ସତେ କି ଭକ୍ତଙ୍କୁ ନଦେଖି ହୁଏ ଆଜି ଛଳଛଳ.... 😪 ତୋତେ ସବୁ ଲାଗିଲା 🙏 #ଜୟଜଗନ୍ନାଥ #ବାହୁଡାଯାତ୍ରା #ଶୁଭେଚ୍ଛା
Tweet media one
13
10
305
@psagarika321
Sagarika Patnaik 🇮🇳
3 years
Wednesday = biriyani day 😋
Tweet media one
Tweet media two
17
7
283
@psagarika321
Sagarika Patnaik 🇮🇳
2 years
ବିବାହ ପରେ ସବୁ ଅଧା ହେଇ ଯାଏ l ସୁଖ ଦୁଃଖ l ହସ ଖୁସି ଆଉ କାମ ବି.. 😊 ବିବାହ ପରେ ପ୍ରଥମ ଜାଗର l ଅଫିସ କାମ ପାଇଁ ବିରତି ନାହିଁ, ଛୁଟି ବି ନାହିଁ.. ସେଥିପାଇଁ ସ୍ଵାମୀ ଜାଳି ଛନ୍ତି ଦୀପ ଟିଏ l ମୁଁ କରିଛି ଓଷା.. ଆଉ ସେ ଜଳାଇଲେ ଦୀପ.. ମୁଁ ନିର୍ମୋହୀ ଏବେ ପ୍ରେମାସକ୍ତ ନିଜ ଲୋତକକୁ ସମ୍ଭାଳି ନ ପାରେ 😪❤️ #OmmNamahShivay 🙏
Tweet media one
23
10
289
@psagarika321
Sagarika Patnaik 🇮🇳
2 years
ସପ୍ତମୀରେ କେତେ ସୁନ୍ଦର୍ ଦିଶୁଛି ଆଜି ମା 🙏 #MaaMangala
Tweet media one
14
8
292
@psagarika321
Sagarika Patnaik 🇮🇳
2 years
ଏଇୟା ଦେଖିବା ବାକି ଥିଲା 🤦😂 #aajtak
Tweet media one
54
12
285
@psagarika321
Sagarika Patnaik 🇮🇳
3 years
Dulha @sabyaactor 👌😍
Tweet media one
13
5
271
@psagarika321
Sagarika Patnaik 🇮🇳
2 years
ଅନ୍ୟ ଧର୍ମକୁ ସମ୍ମାନ ଦିଅ ମନା ନାହିଁ l ହେଲେ ନିଜ ଧର୍ମ କଥା ଉଠିଲେ ନିଜକୁ ନାସ୍ତିକ ବୋଲି କୁହନା l ସବୁ ଧର୍ମ ସୁନ୍ଦର୍.. କେବଳ ମନ ଭିତରେ ଥିବା ଗୌଣ ଭାବନା, ଭେଦଭାବକୁ ତ୍ୟାଗ କର, ଦେଖିବ ମଣିଷ ଜନ୍ମର ପ୍ରକୃତ ସାର୍ଥକତା ମିଳିବ... ମନେରଖ.. ସର୍ବଦା ମୃତ୍ୟୁ ତୁମ ପଛରେ... #JustAThought #ProudHindu
29
15
288
@psagarika321
Sagarika Patnaik 🇮🇳
2 months
Pic of the day 😌🥰
Tweet media one
6
7
289
@psagarika321
Sagarika Patnaik 🇮🇳
3 years
ଗ୍ଯାସ ମହଙ୍ଗା, ପେଟ୍ରୋଲ ମହଙ୍ଗା 😖 ତଦନୁଯାୟୀ ଧୀରେ ଧୀରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବଢିବା ସ୍ଵାଭାବିକ୍ l ଧନୀକୁ ତ ଫରକ୍ ପଡିବ ନାହିଁl ମଧ୍ୟବିତ୍ତଟିଏ ମାଡ ଖାଇବ l ସେହିଭଳି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ l କାହାକୁ ବାଧୁ ନବାଧୁ ମୋତେ ଭାରି ବାଧୁଛି 😡 Why are we not talking about these?🤷 #stressed 😑
51
19
282
@psagarika321
Sagarika Patnaik 🇮🇳
2 years
ନିଜ ଅମଳରେ ମନ୍ଦିର ଗଢ଼ିବା ତ ଦୂରର କଥା, ପୋଖରୀଟିଏ ଖୋଳି ପାରିବନି। ହେଲେ ସଭ୍ୟତା, ସଂସ୍କୃତିର ନିଦର୍ଶନକୁ ଧ୍ୱଂସ କରିବାକୁ ଚେଷ୍ଟା କରିବ,ସଜାଡ଼ିବା ପରିବର୍ତ୍ତେ ନଷ୍ଟ କରିଦେବ। ମନ୍ଦିର ଭାଙ୍ଗିବ, ମଠ ଭାଙ୍ଗିବ। ଭଗବାନଙ୍କୁ ଯେମିତି ପାରିବ ସେମିତି ନଚେଇବ। ଖାଲି ମନ୍ଦିର ଯାଇ ଦୀପ ଜାଳିଲେ ହେବନି। ତା’ପାଇଁ ସ୍ବର ଉଠାଅ #ଜୟଜଗନ୍ନାଥ
27
24
274
@psagarika321
Sagarika Patnaik 🇮🇳
4 years
ଦୀର୍ଘ ଚାରି ମାସ ପରେ ମା ହାତ ରନ୍ଧା ଖାଇବାର ସୌଭାଗ୍ୟ ମିଳିଲା 😊 ମୋତେ ଆଉ ସମସ୍ତଙ୍କୁ ରଜ ସଂକ୍ରାନ୍ତିର ଶୁଭେଚ୍ଛା😍 #homeis ❤️
Tweet media one
16
3
275
@psagarika321
Sagarika Patnaik 🇮🇳
3 years
ଜଣେ ବନ୍ଧୁ ଆଜି କହିଲେ କୋଟିଆରେ କେବଳ ଜଣଙ୍କୁ ଛାଡି ଅନ୍ୟ ସମସ୍ତେ ଅନ୍ୟ ଧର୍ମକୁ convert ହୋଇଗଲେଣି ବୋଲି... ସେଠି ଜଣଙ୍କୁ ଛାଡିଲେ କେହି ହିନ୍ଦୁ(ସନାତନ ଧର୍ମର) ନାହାନ୍ତି... ସେ ଜଗନ୍ନାଥଙ୍କୁ ପୂଜା କରି ଆସୁଛନ୍ତି... #shocked 💔
18
15
272
@psagarika321
Sagarika Patnaik 🇮🇳
3 years
ସବୁ କରିବ ଡ୍ରେସ୍ ଏକ୍ସଚେଞ୍ଜ କରିବାକୁ @BigBazaar ଯିବନି.. 😒😡 #hectic
82
18
269
@psagarika321
Sagarika Patnaik 🇮🇳
2 years
ଏ ଜୀବନ ଏମିତି ଜ୍ୟାମିତି ଏଇନା ସକାଳ ପୁଣି ଏଇନା ରାତି.. କାଲି ହାତ ଧରି ଚଲେଇଥିବା ଲୋକ ଆଜି ଖୋଜି ବସେ ଦେଖ ଆଶା ବୈଶାଖୀ... ❤️ ଫଟୋ କ୍ରେଡିଟ୍ : ସ୍ଵାମୀ ଫଟୋରେ : ଶାଶୁ ଆଉ ମୁଁ.. #ଏଇ_ତ_ଜୀବନ
Tweet media one
26
4
269
@psagarika321
Sagarika Patnaik 🇮🇳
3 years
ଛୋଟିଆ ଭୋଜି ❤️ with my girls...
Tweet media one
Tweet media two
25
5
269
@psagarika321
Sagarika Patnaik 🇮🇳
3 years
ଆଗରୁ କହିଲନି ରୋଷେଇ ଆସେନି ବୋଲି 👇😬
Tweet media one
25
11
269
@psagarika321
Sagarika Patnaik 🇮🇳
1 year
ବନ୍ଧୁତା🥺😍❤🧿
Tweet media one
9
2
269
@psagarika321
Sagarika Patnaik 🇮🇳
2 years
ଓଡ଼ିଆଙ୍କ ଆତ୍ମା ପଖାଳ.. ସମସ୍ତଙ୍କୁ ପଖାଳ ଦିବସର ଶୁଭେଚ୍ଛା... ଅଫିସରେ ଯେମିତି ସେମିତି ଚଳେଇ ଦେବା କଥା... ମୋ କଂସା 😍 #PakhalaDibasa 💯😇
Tweet media one
16
11
269
@psagarika321
Sagarika Patnaik 🇮🇳
3 years
କଣ ନା ବୁଢ଼ାମାନଙ୍କ ଟିମ୍ 😏 ଦେଖିଲ ତ.. Mahi Rocks 💃 #CSK ❤️
32
10
268
@psagarika321
Sagarika Patnaik 🇮🇳
4 years
ପ୍ରଥମ ବଲରେ ଛକା 😊 ଆଜି ରାତ୍ରିଭୋଜନରେ ଥିଲା ପ୍ରଥମ ଥର କରିଥିବା ସିଙ୍ଗଡା 😋, ମଟର ତରକାରୀ, କ୍ଷୀରି 👍 #ମୋ_ହାଣ୍ଡିଶାଳ
Tweet media one
Tweet media two
Tweet media three
Tweet media four
32
1
262
@psagarika321
Sagarika Patnaik 🇮🇳
2 years
ସବୁ ଆଡେ ଶଙ୍ଖ, ହେଲେ ଆମ ଗାଁ ଆଡ଼େ ପଦ୍ମ 😇 ବିକାଶ ହେବ ତ... 😎 #OdishaLovesBJD
64
2
262
@psagarika321
Sagarika Patnaik 🇮🇳
3 years
ଅପୂର୍ବ ନୀରବତା, ଶାନ୍ତି 😢
Tweet media one
30
8
258
@psagarika321
Sagarika Patnaik 🇮🇳
3 years
ମୁଁ ସ୍ବପ୍ନମାନଙ୍କୁ ହଜିଯିବା ଦେଖିଛି, ପାଖ ଲୋକଙ୍କୁ ଦୂରକୁ ଘୁଞ୍ଚିଯିବା ଦେଖିଛି.. ସମସ୍ତେ କହନ୍ତି ଭଲପାଇବା ହସିବା ଶିଖାଏ ମୁଁ ସେହି ଭଲପାଇବାକୁ ଏକା ଗଭୀର ରାତିରେ କାନ୍ଦିବା ଦେଖିଛି... Il💔💔 ଆଜି ଦିନରେ ଏଇ କେଇ ଧାଡ଼ି ଅନେକ୍ କିଛି କହିଲା... #inlovewiththeselines
Tweet media one
31
14
264
@psagarika321
Sagarika Patnaik 🇮🇳
3 years
Sunday means #Biriyani day 😋😍
Tweet media one
Tweet media two
16
9
252
@psagarika321
Sagarika Patnaik 🇮🇳
3 years
ବିଦାୟ ୨୦୨୧ ❤️
Tweet media one
18
8
254
@psagarika321
Sagarika Patnaik 🇮🇳
3 years
Cyclone #Jawad is coming. Meanwhile coastal odisha people be like:👇😏 Stay safe everyone 🙂
Tweet media one
9
3
256
@psagarika321
Sagarika Patnaik 🇮🇳
3 years
ଆଠ ଘଣ୍ଟା ହେଲାଣି ମଣିଷ କମ୍ପୁଟର ଆଗରେ ସେମିତି ବସିଛି l ଏତେ କାମ ଯେ.... 😭😭 What my back needs👇😰
Tweet media one
33
22
255
@psagarika321
Sagarika Patnaik 🇮🇳
9 months
ରାତି ୧୦.୩୦ ହେଲାଣି ବାଣ ଫୁଟୁଛି। ଟଙ୍କା ଦେଇ ବାଣ ଆସିଛି ମାନେ ଫୁଟିବ। ଅନ୍ତତଃ ପକ୍ଷେ ଛୋଟ ପିଲା ଏବଂ ରୋଗୀଙ୍କ ଲାଗି ବନ୍ଦ କରିଦେବା କଥା। ମୋ ପୁଅ ୬ ଥର ଉଠି କାନ୍ଦିଲାଣି🥲 ଖାଇ ପିଇ ଶୋଇ ଯାଅରେ... #ଦୀପାବଳି #ନିଦ୍ରାରେ_ବିଏମସି #ଶୁଭରାତ୍ରି😭
25
3
254
@psagarika321
Sagarika Patnaik 🇮🇳
3 years
ସବୁ ଶାମ୍ବଦଶମୀରେ ଘରକୁ ଯାଏ l ମା ହାତ ରନ୍ଧା ଖାଇବା ସହ ବ୍ୟାଗରେ ପିଠା ଭର୍ତ୍ତିକରି ଆଣି ଆସେl ହେଲେ ଏଥର ମା ରୋଷେଇ କରି କାନ୍ଦୁଛି.. ମୋ ଛୁଆ ଏତେ ଦୂରରେ.. ଏତେ ରାନ୍ଧିଛି ଯେ ପେଟକୁ ଯାଉନି.. 😪 #ମା_କଥା_ମୋ_କଥା
22
4
251