Prameya Odia Profile Banner
Prameya Odia Profile
Prameya Odia

@prameyaodia

Followers
133,908
Following
200
Media
23,176
Statuses
108,808

Prameya, the leading Odia daily newspaper and web portal from Summa Real Media which also runs 24*7 news channel "News7".

Bhubaneswar
Joined April 2016
Don't wanna be here? Send us removal request.
Explore trending content on Musk Viewer
@prameyaodia
Prameya Odia
3 years
ଗୋତି: ଠିକା କର୍ମଚାରୀଙ୍କ ଭାଗ୍ୟ ପଥର ତଳେ
25
419
380
@prameyaodia
Prameya Odia
2 years
ଆଜିର ପ୍ରମେୟ କାର୍ଟୁନ କୁ ଦେଖି ପ୍ରଥମ ତିନୋଟି ଶବ୍ଦ ଆପଣଙ୍କ ମନକୁ କଣ ଆସୁଛି ଲେଖି ଜଣାନ୍ତୁ #3Words1Pic
Tweet media one
28
9
302
@prameyaodia
Prameya Odia
2 years
ଆଜିର ପ୍ରମେୟ କାର୍ଟୁନକୁ ଦେଖି ପ୍ରଥମ ତିନୋଟି ଶବ୍ଦ ଆପଣଙ୍କ ମନକୁ କଣ ଆସୁଛି ଲେଖି ଜଣାନ୍ତୁ.... #3Words1Pic #prameyaodia #prameyacartoon #middle_class #Pricehike
Tweet media one
29
18
292
@prameyaodia
Prameya Odia
3 years
କରୋନା ସଂକ୍ରମିତ ଶ୍ଵଶୁରଙ୍କୁ କାନ୍ଧରେ ପକାଇ ହସ୍ପିଟାଲ ନେଇଗଲେ ବୋହୂ, ଠିକ ସମୟରେ ଚିକିତ୍ସା କରି ବଞ୍ଚାଇଲେ ଜୀବନ
8
3
187
@prameyaodia
Prameya Odia
2 years
ଟିକେ ରହୁ !! ଭାତଟା ଗାଳୁଛନ୍ତି ପରା... #Prameyaodia #Prameyacartoon #Odishanewa #SabitriPuja
Tweet media one
4
1
177
@prameyaodia
Prameya Odia
1 year
କେଉଁ ଦଳ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର କରିଛି ? #IPL2023 #iplQuiz #PrameyaOdia
Tweet media one
117
3
173
@prameyaodia
Prameya Odia
4 years
ଦେଶରେ ପ୍ରଥମ ମହିଳା: ବେସାମରିକ ବିମାନ ସୁରକ୍ଷା ବ୍ୟୁରୋ ମହାନିର୍ଦ୍ଦେଶକ ଭାବେ ଉଷା ପାଢ଼ୀଙ୍କୁ ନିଯୁକ୍ତି
9
5
162
@prameyaodia
Prameya Odia
2 years
କୁଆଁର ପୁନେଇଁ ଜହ୍ନ ଗୋ...ଫୁଲ ବଉଳ ବେଣୀ.. ମୋ ବୟଫ୍ରେଣ୍ଡ ଠାରୁ ଟିକେ ଡେଙ୍ଗା, ଟିକେ ଗୋରା ଆଉ ଟିକେ ହ୍ୟାଣ୍ଡସମ୍ ବର'ଟେ ମତେ ଦିଅ ପ୍ରଭୁ !! #Prameyaodia #Prameyacartoon #Kumara_purnima
Tweet media one
14
5
156
@prameyaodia
Prameya Odia
16 days
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଚିନ୍ତା କରନି ! ! ତୁମେ ଖାଲି ସାରା ଦେଶକୁ କନ୍ଦାଇନ। କିଛି ଲୋକଙ୍କ ମୁହଁରେ ହସ ବି ଫୁଟାଇଛ.... #Paris2024 #Vineshphogat #PrameyaOdia
Tweet media one
44
17
163
@prameyaodia
Prameya Odia
4 years
ରାଜପଥରେ ସିନ୍ଦୂର ପିନ୍ଧି ମୁଣ୍ଡିଆ ମାରିଲେ ପ୍ରେମିକା, ଭିଡିଓ ଭାଇରାଲ୍
17
6
161
@prameyaodia
Prameya Odia
3 years
ଖାଲି ବାତ୍ୟା ! ଆଉ କଣ ବନ୍ୟା, ଭୂମିକମ୍ପ କରିବାର ଅଛି ଏକାଥରେ କରିଦଉନ... #prameyaodia #prameyacartoon #CycloneAlert #CoronaSecondWave #Odisha
Tweet media one
0
5
157
@prameyaodia
Prameya Odia
3 years
ଦିନବେଳିଆ_ପ୍ରଚାର_ସିନା_ସରିଗଲା_ଅନ୍ଧାରୀ_ବିଜେ_ବାକି_ଅଛି.. ସେଥିପାଇଁ ନିଦ ହଉନି ନା ମଉସା.. #Prameyaodia #Pipili_by_poll
Tweet media one
4
5
144
@prameyaodia
Prameya Odia
3 years
ଓଡିଆ କୋଭିଡ୍‌ ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲେ ସୋନୁ ସୁଦ୍‌, ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ରେ କଲେ ବେଡ୍‌ ବ୍ୟବସ୍ଥା
5
6
148
@prameyaodia
Prameya Odia
3 years
ୟୁଟ୍ୟୁବ୍‌ରେ ପାଠପଢ଼ା ବାହାନା କରି ମନଭରି କାର୍ଟୁନ୍ ଦେଖିହଉଚି... #prameyaodia #prameyacartoon #youtubeclass #Odisha
Tweet media one
1
3
151
@prameyaodia
Prameya Odia
1 year
ଲଘୁଚାପ ସକ୍ରିୟ.. କ'ଣ କେଜାଣି !! ଏମିତିଆ ପାଗ ହେଲେ ଡାଡି ଅଫିସ ଯିବେନି ସିନା, ଆମକୁ ସ୍କୁଲ ପଠେଇଦେବେ... #PrameyaOdia #PrameyaCartoon #Weathercloud #Odishanews
Tweet media one
9
1
146
@prameyaodia
Prameya Odia
4 years
ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ
3
13
144
@prameyaodia
Prameya Odia
2 years
ମାଗଣା ଯୋଜନା ପାଇଁ ବିଗୁଡୁଛି ଅର୍ଥବ୍ୟବସ୍ଥା ଅଣଦେଖା କଲେ ହୋଇଯିବ ଦେବାଳିଆ #prameyaodia #prameyacartoon #free_scheme #india
Tweet media one
11
13
137
@prameyaodia
Prameya Odia
3 years
ଆଜି ଛାଡ଼ଖାଇ, ଶନିବାର ଆମିଷ ଖାଇବାକୁ ବ୍ୟକୁଳ ହେଉଛ ... ପୋଡ଼ାମୁହାଁ, ନିର୍ଲଜିଆ !! ମାସ ସାରା ଆମିଷ ଖାଇନ ବୋଲି କ'ଣ ବାର ଫାର ମାନିବନି ? #Prameya_Odia #Chhadakhai #Odisha
Tweet media one
3
5
132
@prameyaodia
Prameya Odia
3 years
ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ। ଆଜି ସନ୍ଧ୍ୟା ସାଢ଼େ ୬ଟା ରେ କହିବେ ମୁଖ୍ୟ ଶାସନ ସଚିବ। କରୋନା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା ସମ୍ଭାବନା।
1
8
131
@prameyaodia
Prameya Odia
3 years
ପୁଣି ଫେରିଲା ନାଇଟ୍ କର୍ଫ୍ୟୁ ଭାଇ... ଲାଠିରେ କ'ଣ ତେଲ ମରା ହେଲାଣି.. କଥା କ'ଣ? #prameyaodia #prameyacartoon #NightCurfew #odishapolice
Tweet media one
4
6
131
@prameyaodia
Prameya Odia
3 years
କୋଟିଆ ପରେ ଏବେ ଗଜପତି ଉପରେ ଆନ୍ଧ୍ରର ଆଖି... #PrameyaOdia #PrameyaCartoon #Kotia
Tweet media one
1
7
133
@prameyaodia
Prameya Odia
3 years
ଉତ୍କଳ ଦିବସ ଅବସରରେ ଅନେକ ଶୁଭେଚ୍ଛା
Tweet media one
1
5
128
@prameyaodia
Prameya Odia
3 years
ଆଜି ସ୍କୁଲ ଖୋଲିଥାନ୍ତା ପରା ! ଏମାନଙ୍କ କଥାବାର୍ତ୍ତା ଜମା ଠିକ୍‌ ନାହିଁ ଆଉ... କେବେ ଖୋଲିବ କିଛି ଠିକ୍ ନାହିଁ.... #PrameyaOdia #PrameyaCartoon #School_closed #Odisha #Odisha_news
Tweet media one
0
3
131
@prameyaodia
Prameya Odia
1 year
ସିଂହଦ୍ୱାର ରୁପା ଛାଉଣି ପ୍ରକ୍ରିୟା ଆରମ୍ଭ, ଭକ୍ତ ନିବାସରେ ଚାଲିଛି ଅସ୍ଥାୟୀ କବାଟ କାର୍ଯ୍ୟ #PrameyaOdia #puriupdate
0
5
131
@prameyaodia
Prameya Odia
3 years
ରତ୍ନ ହରାଇଲା ଭାରତ ସ୍ୱର ସାମ୍ରାଜ୍ଞୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି #prameyaodia #prameyacartoon #LataMangeshkar #LataDidi
Tweet media one
0
5
127
@prameyaodia
Prameya Odia
3 years
ଆସୁଛି ବାତ୍ୟା.. ଘରେ ରହି କରୋନାଠୁ ବଞ୍ଚିଯାଉଚେ ସିନା, ଏ ବାତ୍ୟାଠୁ ଘରକୁ କେମିତି ବଞ୍ଚାଇବା କିଛି ବୁଝିହଉନି... #Odisha #CycloneYaas #Corona2ndWave
Tweet media one
0
5
132
@prameyaodia
Prameya Odia
3 years
Tweet media one
1
5
124
@prameyaodia
Prameya Odia
3 years
ପିଟୁଛ ଯଦି ପିଟ ହେଲେ ରସିଦ ଗୋଟେ ଦିଅ, ନ'ହେଲେ ଆର ଛକରେ ପୁଣି ପିଟିବେ... #prameyaodia #prameyacartoon #shutdown #odishapolice
Tweet media one
0
8
124
@prameyaodia
Prameya Odia
3 years
ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା ବହୁତ ଚେଷ୍ଟା କରିକି ବି ରଥକୁ ରୋକି ପାରିବନି କରୋନା #PrameyaOdia #PrameyaCartoon #RathYatra2021
Tweet media one
2
0
126
@prameyaodia
Prameya Odia
4 years
ମାଟ୍ରିକରେ ହୋଇଥିଲେ ଟପ୍ପର- ଯୁକ୍ତ ୨ ବିଜ୍ଞାନରେ ଓଡିଶା ଟପ୍ପର ହେଲେ ଢେଙ୍କାନାଳ ଜିଲ୍ଲା ଭୁବନର ସୁଦୀପ ସୁଦର୍ଶନ ରଣା
1
3
122
@prameyaodia
Prameya Odia
3 years
ବିବାହ ପୂର୍ବରୁ ହେବ ବର କନିଆଙ୍କ କରୋନା ଟେଷ୍ଟ #prameyaodia #prameyacartoon #covid_19test #bride_groom
Tweet media one
2
7
118
@prameyaodia
Prameya Odia
3 years
ଓଡ଼ିଶା ସବୁ ଖୋଲିଲା ! ସବୁଠି ଆକ୍ରମଣ କର କରୋନା ବାହିନୀ #PrameyaOdia #Prameyacartoon #OdishaFightsCorona
Tweet media one
3
2
121
@prameyaodia
Prameya Odia
2 years
ମାଟି ତଳୁ ମିଳିଲା ୨୦୧୪ର ଶସ୍ତା ସିଲିଣ୍ଡର... #prameyaodia #prameyacartoon #gasprices #odishanews
Tweet media one
27
14
116
@prameyaodia
Prameya Odia
4 years
ଆରପାରିରେ ଆଲ୍‌ବମ୍ ଅଭିନେତ୍ରୀ ଦୀପା ସାହୁ
6
6
115
@prameyaodia
Prameya Odia
3 years
କରୋନା ଖେଳିବ ଦୋଳି, ତାକୁ ଛାଡ଼... #prameyaodia #prameyacartoon #raja2021 #coronavirus #Odisha
Tweet media one
0
5
113
@prameyaodia
Prameya Odia
3 years
ଆସିଛି ବାତ୍ୟା, ସାଇକ୍ଲୋନ ଭୟରେ ରାସନ୍ ବୋହିନେଲେ ଲୋକେ... #prameyaodia #prameyacartoon #CycloneYaas #highalert #odiha
Tweet media one
0
3
115
@prameyaodia
Prameya Odia
2 years
ଗଛ ମୂଳେ ପ୍ରସବ କଲେ ମହିଳା କଥା ଦଉଛି !! ମୁଁ ଚେଷ୍ଟା କରିବି, ଏମିତି ଆହୁରି ଦଶ ବାରଟା ଗଛ ଲଗାଇବି... #prameyaodia #prameyacartoon #odishanews
Tweet media one
1
2
116
@prameyaodia
Prameya Odia
4 years
୩୦ ମିନିଟ୍‌ରେ କରୋନା ରୋଗୀଙ୍କୁ ବେଡ୍‌ ନମିଳିଲେ କଲେକ୍ଟର ଓ ସଂଯୁକ୍ତ କଲେକ୍ଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ – ଜଗ ମୋହନ ରେ
5
4
116
@prameyaodia
Prameya Odia
4 years
୨୮ ବର୍ଷ ଧରି ଖାଇନାହାନ୍ତି ଅନ୍ନ, ରାମମନ୍ଦିର ନିର୍ମାଣ ପାଇଁ କରିଥିଲେ ଦୃଢ ସଂକଳ୍ପ
3
5
108
@prameyaodia
Prameya Odia
3 years
ୟୁଟ୍ୟୁବ୍‌ରେ ଅନ୍‌ଲାଇନ୍‌ ପାଠପଢ଼ା ସେଇଠି ନେଓ୍ବା୍ର୍କ ପାଉଚି ନା' ମୁଣ୍ଡିଆ ସେପଟକୁ ଯିବା... #prameyaodia #prameyacartoon #YouTube #Onlineclass #Odisha
Tweet media one
2
5
114
@prameyaodia
Prameya Odia
3 years
ସଟ୍‌ଡାଉନ୍‌ରେ ଟୁଇନ୍‌ ସିଟିକୁ ଜଗିବେ ୩୨ ପ୍ଲାଟୁନ୍‌ ଫୋର୍ସ #prameyaodia #prameyacartoon #weekend_shutdown #OdishaFightsCorona #odisha_police
Tweet media one
2
3
110
@prameyaodia
Prameya Odia
3 years
ଏଣିକି ସ୍କୁଲକୁ ଫୋନ୍ ଆଣି ପାରିବେନି ଶିକ୍ଷକ ଆରେ ନା ନା !! ସାର୍‌ ମାନଙ୍କୁ ମୋବାଇଲ ମନା କରାଯାଇଛି, ଆମକୁ ନୁହେଁ.... #PrameyaOdia #PrameyaCartoon #Mobile #Teachers #student #Odisha #Odishanews
Tweet media one
1
2
104
@prameyaodia
Prameya Odia
3 years
ପିଏସ୍‌ଙ୍କ ଘରେ ରେଡ୍, ଦେଢ଼ କେଜି ସୁନା ସହ ମିଳିଲାଣି ସାଢ଼େ ୩ କୋଟିର ଅଚଳାଚଳ ସମ୍ପତ୍ତି
Tweet media one
2
4
109
@prameyaodia
Prameya Odia
2 years
କାହିଁକି ନୀଳ, ଲାଲ୍ ଏବଂ ସବୁଜ ରଙ୍ଗର ହୋଇଥାଏ ଭାରତୀୟ ରେଳର ବଗି ? ଜାଣନ୍ତୁ ଏହା ପଛରେ ରହିଥିବା ରେଳବାଇର ଉଦ୍ଦେଶ୍ୟ... #TRAIN #Colors #PrameyaOdia
Tweet media one
4
1
105
@prameyaodia
Prameya Odia
1 year
ଶ୍ରୀଅଙ୍ଗରେ ଲାଗିହେଲା ଫୁଲୁରୀ ତେଲ, ଶନିବାର ଠାକୁରଙ୍କ ଓଷ ଲାଗି ନୀତି #PrameyaOdia #Puri #Jagannath
0
3
107
@prameyaodia
Prameya Odia
3 years
ମାଟ୍ରିକ୍ ପରୀକ୍ଷା ବାତିଲ୍ ପରେ... #prameyaodia #prameyacartoon #odisha_matric_exam
Tweet media one
0
0
103
@prameyaodia
Prameya Odia
3 years
ମହଙ୍ଗା ମାଡ଼, ବଢ଼ିବ ବିଜୁଳି ଦର.. ଏବେ କରେଣ୍ଟ ଥାଇ ବି ଲଣ୍ଠନ ଲଗାଇବାକୁ ବାଧ୍ୟ...
Tweet media one
3
6
103
@prameyaodia
Prameya Odia
3 years
ମୋ ପାପାଙ୍କୁ ଜଗନ୍ନାଥ ଭଲ କରି ଦିଅନ୍ତୁ.. ଭଲ ହୋଇ ମୋ ପାଖକୁ ଫେରିଆସନ୍ତୁ... କୁନି ଝିଅର ଆକୁଳ ନିବେଦନ
2
6
99
@prameyaodia
Prameya Odia
4 years
ପ୍ଲାଜ୍‌ମା ଦାନ କରିବେ କରୋନାରେ ସୁସ୍ଥ ହୋଇଥିବା ଅଗ୍ନିଶମ କର୍ମଚାରୀ
2
4
103
@prameyaodia
Prameya Odia
3 years
ଲଗାଣ ବର୍ଷାରେ ଶିମିଳିପାଳ ଅଭୟାରଣ୍ୟର ବରେହିପାଣି ଜଳପ୍ରପାତର ଜଳ ଗୋଳିଆ ହୋଇଯାଇଛି | (ଫଟୋ: ଜିତେନ୍ଦ୍ର) #Prameya #Shimilipala #Odisha
Tweet media one
0
0
101
@prameyaodia
Prameya Odia
3 years
ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ଓ ଡିଜେଲ ୬୮ ଟଙ୍କାକୁ ଖସି ଆସିପାରେ; କାଲି ଜିଏସ୍‌ଟି ପ୍ୟାନେଲ ବୈଠକ
6
8
103
@prameyaodia
Prameya Odia
3 years
ମଉସା, କଟକଣା କୋହଳ ହେଲା ବୋଲି ନିର୍ବାଚନ ହଉଛି... କେଜାଣି, ନିର୍ବାଚନ କରିବା ପାଇଁ କଟକଣା କୋହଳ କଲେନି ତ? #PrameyaOdia #PrameyaCartoon #ByElection
Tweet media one
1
5
102
@prameyaodia
Prameya Odia
3 years
୪୪ ଲକ୍ଷରେ ସରପଞ୍ଚ ପଦ ନିଲାମ ! ବୁଝୁନ !! ଆମ ଭୋଟ୍ ବି ନିଲାମ ହେଇପାରିବ ଯଦି.. #prameyaodia #prameyacartoon #Election2022 #odisha #sarpanch #Auction
Tweet media one
1
5
102
@prameyaodia
Prameya Odia
3 years
ବାତ୍ୟା ଜୱାଦ୍ ଏ ସେଲ୍ଫି ୱିଥ୍ ଓଡିଶା' ସ୍ ମୋଷ୍ଟ 'ଦୁର୍ବଳିଆ' ସାଇକ୍ଲୋନ୍ #PrameyOdia #Cyclone #Selfie_with_cyclone #Odisha
Tweet media one
0
7
102
@prameyaodia
Prameya Odia
4 years
ଆଉ ଏକ ସଂକ୍ରମଣ ବଢ଼ାଇଲା ଚିନ୍ତା : ବଢ଼ାଇ ପିଆଜ ଖାଇ ୫୦ରୁ ଉର୍ଦ୍ଧ୍ବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି, ସିଡିସି ଜାରି କଲା ଆଲର୍ଟ
1
5
103
@prameyaodia
Prameya Odia
3 years
Tweet media one
2
2
100
@prameyaodia
Prameya Odia
3 years
ରଥଯାତ୍ରା ପରେ ରାଜ୍ୟ ମନ୍ତ୍ରିମଣ୍ଡଳ ନବକଳେବର ! ହଟିବା ଆଶଙ୍କାରେ କେତେକ ନେତା, ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼
2
7
100
@prameyaodia
Prameya Odia
3 years
ଏବର୍ଷ ବି ଫିକା ଫିକା ଗଣେଷ ପୂଜା ଚିନ୍ତା କରନି ମୂଷିକ ମହାରାଜ, ଡିଜେ, ମେଲୋଡ଼ି କିଛି ହବନି, ତମ କାନ ପ୍ରତି କୌଣସି ବିପଦ ନାହିଁ #PrameyaOdia #Prameyacartoon #Ganesh_chaturthi
Tweet media one
1
4
96
@prameyaodia
Prameya Odia
2 years
ଅନ୍ତର୍ଜାତୀୟ ଶ୍ରମିକ ଦିବସ ହାପି ଲେବର ଡେ' ପଣ୍ଡା ବାବୁ... #prameyaodia #prameyacartoon #LabourDay #LabourDay2022
Tweet media one
4
3
98
@prameyaodia
Prameya Odia
4 years
କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଶିକ୍ଷାନୁଷ୍ଠାନ ଖୋଲିବ: ଅରୁଣ
3
5
98
@prameyaodia
Prameya Odia
4 years
କେବେ ବଦଳିବେ ଏପରି ପୁଲିସ! ପିସିଆର୍‌ରେ ବସି ପୁଲିସ ବାବୁ ମାଗୁଛନ୍ତି ‘ସକାଳୁ ବହିନା ହୋଇନି ଯାହା ଅଛି ଦିଅ’- ଦେଖନ୍ତୁ ଭିଡିଓ
8
7
97
@prameyaodia
Prameya Odia
3 years
ଖାଇବାକୁ ତ ପଡିବ । ବଞ୍ଚିଗଲ ଯଦି ଜାଣିବ ଔଷଧ ଅସଲି ନ' ହେଲେ ଜାଣିବ ନକଲି ବୋଲି.... #prameyaodia #parmeyacartoon
Tweet media one
2
7
92
@prameyaodia
Prameya Odia
2 years
ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ #Kumbh_mela #OdishaNews #PrameyaOdia
1
0
95
@prameyaodia
Prameya Odia
3 years
ପରଲୋକରେ ସିଡିଏସ୍ ବିପିନ ରାୱତ୍‌ ନା ଜମା ନୁହଁ !! ସେନା ଆଖିରେ ଲୁହ ଆଦୌ ଶୋଭା ପାଏନି #BipinRawat #IndianArmy #CDSRawat #Jai_Hind #Coonoor #PrameyaOdia #PrameyaCartoon
Tweet media one
0
0
91
@prameyaodia
Prameya Odia
4 years
ଧୋନିଙ୍କ ପାଇଁ ଭାବପ୍ରବଣ ପୋଷ୍ଟ ଲେଖିଥିଲେ ପତ୍ନୀ ସାକ୍ଷୀ: କହିଲେ ତୁମର ସଫଳତା ଓ ଉପଲବ୍ଧି ପାଇଁ ଆମେ ଗର୍ବିତ
0
0
94
@prameyaodia
Prameya Odia
3 years
ପାର୍ଟି ଭାଙ୍ଗିଦେଲେ ରଜନୀକାନ୍ତ ନା ନା'... ଆଉ ଏକ ପଲିଟିକ୍ସରେ ପଶିବାର ନାହିଁ... #PrameyaOdia #Prameyacartoon #RajaniKanth
Tweet media one
0
1
92
@prameyaodia
Prameya Odia
2 years
ମୌସୁମୀ.. ପ୍ଳିଜ୍ ଆଉ ଡେରି କରନି, ତୁମ ବିନା ଆଉ ମୁହୂର୍ତ୍ତେ ବି ରହିହବନି... #Prameyaodia #Prameyacartoon #Monsoon2022 #Odishanews
Tweet media one
1
4
92
@prameyaodia
Prameya Odia
4 years
ଆସୁଛି ୯ରେ ଆଉ ଏକ ଲଘୁଚାପ, ୧୧ରୁ ପ୍ରବଳ ବର୍ଷା ସମ୍ଭାବନା
1
4
92
@prameyaodia
Prameya Odia
3 years
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାହାଘର, ଶିଶୁପାଳଙ୍କୁ ହରାଇ ଋକ୍ମିଣୀଙ୍କୁ ହରଣ କରିବେ
Tweet media one
0
2
93
@prameyaodia
Prameya Odia
2 years
ପ୍ରଚଣ୍ଡ ଖରାର ପ୍ରକେପ, ମେ' ୧ ଯାଏଁ ସ୍କୁଲ ଛୁଟି... ମେ' ୧ ପରେ ବି ଏ ତାତି ନ କମୁ ପ୍ରଭୁ, ପ୍ଲିଜ୍ !!! #prameyaodia #prameyacartoon #WeatherUpdate #school_closed #odishanews
Tweet media one
3
2
95
@prameyaodia
Prameya Odia
3 years
ଇ-ଶ୍ରମ : ଆଜି ଶ୍ରମିକଙ୍କ ଆକାଉଣ୍ଟକୁ ଆସିବ ୧୦୦୦ଟଙ୍କା
10
9
91
@prameyaodia
Prameya Odia
3 years
ସାର କଳାବଜାରୀ, କ'ଣ କରିବା.. ସାର ଟୋଟାଲ୍ ନାହିଁ... #Prameyaodia #Prameyacartoon #Odisha
Tweet media one
0
4
92
@prameyaodia
Prameya Odia
4 years
ବିଶ୍ୱର ପ୍ରଥମ କୋଭିଡ୍-୧୯ ଭ୍ୟାକ୍ସିନ ଆଣିବ ଋଷ, ୧୨ ଦିନ ମଧ୍ୟରେ ହେବ ଲଞ୍ଚ
1
3
90
@prameyaodia
Prameya Odia
3 years
ତୋ ସ୍ତ୍ରୀକୁ ଜୀବିତ ଦେଖିବାକୁ ଚାହୁଁଛୁ ଯଦି ୫ କେଜି ଟମାଟୋ ପଠା... #PrameyaOdia #PrameyaCartoon #Loot #Odisha
Tweet media one
1
4
91
@prameyaodia
Prameya Odia
4 years
ଟୁଇନ୍‌ସିଟିର ନୂଆ ଟ୍ରାଫିକ୍‌ ଡିସିପି ଭାବେ ଯୋଗ ଦେଲେ ଆଇପିଏସ୍‌ ସୌମ୍ୟା ମିଶ୍ର
3
2
88
@prameyaodia
Prameya Odia
3 years
ଅନଲାଇନ୍‌ ପାଠପଢ଼ା ପାଇଁ ଅର୍ଥ ସାଜିଛି ବାଧକ: ମୋବାଇଲ୍‌ କିଣିବାକୁ ବିସ୍କୁଟ୍‌, କୁରୁକୁରି ଓ ଖଟା ବିକୁଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର
1
5
88
@prameyaodia
Prameya Odia
3 years
ପିପିଲି ଉପନିର୍ବାଚନ ଫଟୋ ବି କଥା କହେ ... #prameya #pipili_bypoll
Tweet media one
5
1
88
@prameyaodia
Prameya Odia
3 years
ଓଡ଼ିଶା ବନ୍ଦ ଡାକରା: ଗୋଟିଏ ଦିନ ଘରେ ରହି ବନ୍ଦକୁ ସମର୍ଥନ କରନ୍ତୁ, କିହୋ ,ଏମିତିରେ ତ ସବୁ ବନ୍ଦ ପଡିଚି, ଆଉ ବନ୍ଦ କ'ଣ ? #PrameyaOdia #Prameyacartoon #Odisha_Bandh
Tweet media one
0
0
89
@prameyaodia
Prameya Odia
3 years
ନବମ ଓ ଏକାଦଶ କ୍ଲାସ ବନ୍ଦ ଏଥର ସମ୍ଭାଳ.... #prameya #prameya_cartoon #odisha
Tweet media one
0
3
89
@prameyaodia
Prameya Odia
4 years
ଏବର୍ଷ ଯୋଡ଼ା ଆଶ୍ୱିନ: ଶ୍ରୀମନ୍ଦିରରେ ୪୫ ଦିନିଆ ଶାରଦୀୟ ପୂଜା
1
3
89
@prameyaodia
Prameya Odia
4 years
ଆଜି ଦାୟିତ୍ୱ ନେବେ ଟୁଇନ୍‌ସିଟିର ଦୁଇ ଡିସିପି
1
1
88
@prameyaodia
Prameya Odia
4 years
ରାଖି ସାୱନ୍ତଙ୍କ ସ୍ୱପ୍ନରେ ଆସିଲେ ସୁଶାନ୍ତ ସିଂହ ରାଜପୂତ ! ଅଭିନେତ୍ରୀ କହିଲେ , ସେ ମୋ କୋଳରେ ଜନ୍ମ ନେବାକୁ କଥା ଦେଇଛନ୍ତି
10
1
83
@prameyaodia
Prameya Odia
4 years
ବୈଜ୍ଞାନିକ କଲେ ସତର୍କ ସ୍କୁଲ ଖୋଲିଲେ ସଂକ୍ରମଣ ବଢ଼ିବ
2
4
88
@prameyaodia
Prameya Odia
3 years
ରିଅଲ ଲାଇଫ୍‌ ହିରୋଇନ୍ : ଦିଲ୍ଲୀରେ ପହଞ୍ଚିଲା ରବିନା ଟଣ୍ଡନ ପଠାଇଥିବା ଅକ୍ସିଜେନ୍ ସିଲିଣ୍ଡର
0
0
86
@prameyaodia
Prameya Odia
3 years
ଛେଳି ଚୋରି ମତେ ହେଲେ ପଚାରିଥାନ୍ତ !.. ଟ୍ରେନିଂ ଦେଇଥାନ୍ତି, ଧରାପଡ଼ିନଥାନ୍ତ... #PrameyaOdia #PrameyaCartoon #Odishapolice #Odishanews #GOAT
Tweet media one
2
5
87
@prameyaodia
Prameya Odia
4 years
ପ୍ରେସ୍‌କ୍ରିପ୍‌ସନ୍‌ ଲେଖା ହେବ ସ୍ପଷ୍ଟ, ପଢ଼ିପାରିବେ ସାଧାରଣ ଲୋକ: ଡାକ୍ତରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
0
5
84
@prameyaodia
Prameya Odia
1 year
IPLରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଖେଳାଳି କିଏ ? #IPL2023 #IPLQuiz #PrameyaOdia
Tweet media one
34
6
88
@prameyaodia
Prameya Odia
4 years
ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ଦେଇପାରିଲେନି ସ୍ମାର୍ଟଫୋନ୍, ଫାଶୀ ଲଗାଇ ଆତ୍ମହତ୍ୟା କଲା ଦିନ ମଜୁରିଆ ବାପା
6
7
88
@prameyaodia
Prameya Odia
3 years
ଏଣିକି ଶନିବାର ଓ ରବିବାର ସଟଡାଉନ୍ #prameyaodia #prameyacartoon #WeekendShutdown #OdishaFightsCorona
Tweet media one
5
5
83
@prameyaodia
Prameya Odia
3 years
ଭିକାରୀ ମୁକ୍ତ ହବ ରାଜଧାନୀ ଏଠି ସିନା ମାହାଳିଆ ଖାଇବାକୁ ଦେବେ, ଆଉ ପିିିଇବାକୁ ? #Prameyaodia #Prameyacartoon #Beggarfree_BBSR #BMC #Odisha
Tweet media one
0
3
85
@prameyaodia
Prameya Odia
3 years
#ପଞ୍ଚାୟତ #ନିର୍ବାଚନ #ଭୋଟର #ନେତା ଏଥର ନିର୍ବାଚନରେ..ଥରେ ଖାଲି ମୁଁ ଜିତିଯାଏ.... #prameyaodia #prameyacartoon #PanchayatPolitics #PanchayatElection #odisha
Tweet media one
1
1
81
@prameyaodia
Prameya Odia
3 years
ପଜିଟିଭ ଥିଲେ ଜେଲ ମନା ମୁଁ କରୋନା ପଜିଟିଭ୍.. ମତେ ରାସ୍ତା ଛାଡ଼... #prameya #prameyacartoon #odisha #OdishaFightsCorona
Tweet media one
0
2
85
@prameyaodia
Prameya Odia
2 years
ବାତ୍ୟା ସ୍ଥିତି ଅସ୍ପଷ୍ଟ ଭାଇନ। !! ବାତ୍ୟା ଯଦି ନ ହୁଏ... #prameyaodia #prameyacartoon #CycloneUpdate #CycloneAlert #odishanews
Tweet media one
1
1
82
@prameyaodia
Prameya Odia
4 years
ମାନବିକତା ଦେଖେଇଲେ ରାଣୀ ପଣ୍ଡା –ସାହାଯ୍ୟ କଲେ ଓଡ଼ିଆ କଳାକାରଙ୍କୁ
3
2
84
@prameyaodia
Prameya Odia
4 years
ପୁଣି ସୋନୁଙ୍କ ବଦାନ୍ୟତା – ହଳ କରୁଥିବା ଦୁଇ ଭଉଣୀଙ୍କୁ ଉପହାରରେ ଦେଲେ ଟ୍ରାକ୍ଟର
0
6
82
@prameyaodia
Prameya Odia
3 years
#କରୋନା #ଡେଲଟା #ଓମିକ୍ରନ୍ #ନିଓକୋଭ ଦମ୍‌ ଅଛି ଯଦି ଏକାଥରେ ଆସୁନ, ଲଢ଼ିବା !! #Prameyaodia #prameyacartoon #coronavirus #deltavirus #Omicona #Neocorona #odisha
Tweet media one
1
4
84
@prameyaodia
Prameya Odia
4 years
ଅର୍ଥ ଅଭାବ ! ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଘାରୁଛି ଭବିଷ୍ୟତ ଚିନ୍ତା
5
1
82