knewsodia Profile Banner
KNews Odisha Profile
KNews Odisha

@knewsodia

Followers
2K
Following
218
Statuses
72K

KNews Odisha is the fastest growing web portal in the state and is an initiative by the Kalinga Media and Entertainment Pvt Ltd (KMEPL) divison.

Bhubaneswar
Joined June 2018
Don't wanna be here? Send us removal request.
@knewsodia
KNews Odisha
6 hours
#breakingnews ବାରବାଟୀରେ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ୭୬ ବଲରେ ୩୨ ତମ ଶତକ ହାସଲ କଲେ #knewsodisha
0
0
0
@knewsodia
KNews Odisha
7 hours
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମଣିପୁର ସିଏମ୍ ଏନ୍. ବୀରେନ ସିଂ, ସୁରକ୍ଷା ଏଜେନ୍ସିକୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ @knewsodia
0
0
0
@knewsodia
KNews Odisha
8 hours
#breakingnews ଫ୍ଲଡ ଲାଇଟ ଜଳିଲା, ମ୍ୟାଚ ଜାରି #knewsodisha
0
0
0
@knewsodia
KNews Odisha
8 hours
ପୁନେ: ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ମହିଳା ମୃତ, ଅନ୍ୟ ଜଣେ ଗୁରୁତର @knewsodia
0
0
0
@knewsodia
KNews Odisha
8 hours
#breakingnews ଲିଭି ଗଲା ଫ୍ଲଡ ଲାଇଟ୍, କ୍ରିକେଟ ଖେଳ ବନ୍ଦ #knewsodisha
0
0
0
@knewsodia
KNews Odisha
9 hours
କାରିବିଆନ ସାଗରରେ ୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ ଜାରି @knewsodia
0
0
0
@knewsodia
KNews Odisha
9 hours
#breakingnews ଟିମ୍ ଇଣ୍ଡିଆ ଆଗରେ ୩୦୫ ରନ୍ ର ବିଜୟ ଲକ୍ଷ୍ୟ #knewsodisha
0
0
0
@knewsodia
KNews Odisha
10 hours
ହୋଇପାରିଲା ନାହିଁ ଶେଷ ଇଚ୍ଛା ପୂରଣ…, ହୃଦଘାତରେ ଚାଲିଗଲେ ଶ୍ରଦ୍ଧା ୱାକରଙ୍କ ବାପା ବିକାଶ ୱାକର @knewsodia
0
0
0
@knewsodia
KNews Odisha
13 hours
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ଶାଶୁଘର ଲୋକ ଫେରାର @knewsodia
0
0
0
@knewsodia
KNews Odisha
13 hours
#BreakingNews ଟସ ଜିତି ବ୍ୟାଟିଂ କରିବ ଇଂଲଣ୍ଡ, ଫିଲ୍ଡିଂ କରିବ ଇଣ୍ଡିଆ #KNEWSODISHA
0
0
0
@knewsodia
KNews Odisha
14 hours
ଛତିଶଗଡ଼ର ବିଜାପୁରରେ ବଡ଼ ଏନକାଉଣ୍ଟର, ୧୨ ନକ୍ସଲ ନିହତ, ୨ ଯବାନ ସହିଦ @knewsodia
0
0
0
@knewsodia
KNews Odisha
14 hours
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ, ବିଧାନସଭା ଭଙ୍ଗ ପାଇଁ ଏଲଜି ଜାରି କଲେ ବିଜ୍ଞପ୍ତି @knewsodia
0
0
0
@knewsodia
KNews Odisha
14 hours
ବଢ଼ିଲା ସୁନା ରେଟ, ୨୪ କ୍ୟାରେଟ କିଣିଲେ ଦେବାକୁ ପଡ଼ିବ ଏତିକି ! @knewsodia
0
0
0
@knewsodia
KNews Odisha
15 hours
ମେ ଫେୟାର ହୋଟେଲରୁ ବାହାରି ବାରବାଟୀରେ ପହଞ୍ଚିଲେ ଉଭୟ ଟିମ୍, ରାସ୍ତାର ଦୁଇ ପାର୍ଶ୍ବରେ ଫ୍ୟାନଙ୍କ ଭିଡ @knewsodia
0
0
0
@knewsodia
KNews Odisha
15 hours
#BreakingNews ଭୁବନେଶ୍ୱର : ବାରବାଟୀ ଅଭିମୁଖେ ଭାରତ-ଇଂଲଣ୍ଡ ଟିମ #KNEWSODISHA
0
0
0
@knewsodia
KNews Odisha
15 hours
ଆଉ କିଛି ସମୟ ପରେ ଆରମ୍ଭ ହେବ ବାରବାଟୀ ମହାସମର, ଏବେଠୁ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଖଚାଖଚ ଭିଡ଼ @knewsodia
0
0
0
@knewsodia
KNews Odisha
16 hours
ପାନ ଦୋକାନରେ ଲାଗିଲା ନିଆଁ, ମହିଳା ଜୀବନ୍ତ ଦଗ୍ଧ @knewsodia
0
0
0
@knewsodia
KNews Odisha
16 hours
#BreakingNews ଯାଜପୁର: ଷ୍ଟୁଡିଓ ଭିତରେ ମାଲିକଙ୍କୁ ହତ୍ୟା #KNEWSODISHA
0
0
0
@knewsodia
KNews Odisha
17 hours
ବ୍ୟାଙ୍କରେ ଲାଗିଲା ନିଆଁ, ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ @knewsodia
0
0
0
@knewsodia
KNews Odisha
17 hours
#BreakingNews ଜଗତସିଂହପୁର: ବିଦ୍ୟୁତ ସଟସର୍କିଟ ଯୋଗୁ ବ୍ୟାଙ୍କରେ ଲାଗିଲା ନିଆଁ #knewsodisha
0
0
0