![Dhenkanal Update Profile](https://pbs.twimg.com/profile_images/1445092373847949312/nfHkMhGe_x96.jpg)
Dhenkanal Update
@dhenkanalupdate
Followers
5K
Following
6K
Statuses
22K
Official twitter feed of @DhenkanalUpdate 1st Digital Media of #Dhenkanal ll Any Kind of Story WhatsApp on: 7655032354
Dhenkanal, India
Joined March 2019
ସମ୍ପର୍କ ସେତୁ: ରକ୍ତ ଆଦାନ ପ୍ରଦାନର ମାଧ୍ୟମ, ପ୍ରଥମ ଅନଲାଇନ ବ୍ଲଡ଼ ସେବା ।ଦୀର୍ଘ ୨ବର୍ଷ ହେବ #samparkasetu ଢେଙ୍କାନାଳ ଜିଲ୍ଲାରେ ରକ୍ତ ଅଭାବକୁ ଦୂର କରିଆସୁଛି । ଆପଣ ମଧ୍ୟ ଏହି ମହତ କାର୍ଯ୍ୟରେ ଯୋଡି ହୁଅନ୍ତୁ । ଜଣେ ରକ୍ତଦାତା ଭାବରେ ଆଜି ହିଁ ରେଜିଷ୍ଟ୍ରେସନ କରନ୍ତୁ । Link 👇
8
9
54
ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । #JorandaYatra2025 #maghamela2025 #mahimaalekh #Joranda #Dhenkanal #DhenkanalUpdate
0
0
1
#ଭୁବନେଶ୍ବର : #ମୋବସ୍ ଧକ୍କାରେ କୁନି ଝିଅର ମୃତ୍ୟୁ । ନନ୍ଦନକାନନ ଥାନା #ରଘୁନାଥପୁର ରେ ଘଟିଛି ଦୁର୍ଘଟଣା । ୩ଟି ମୋ ବସ୍କୁ ଅଟକ ରଖିଲେ ସ୍ଥାନୀୟ ଲୋକେ । ରାସ୍ତାରେ ବାଉଁଶ ପକାଇ #ନନ୍ଦନକାନନ #ପଟିଆ ରାସ୍ତା କଲେ ଅବରୋଧ । #accident #MoBus #Bhubaneswar
0
0
2
ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ମୋଦିଙ୍କ ସମ୍ବୋଧନ, କହିଲେ ନୂଆ ଭାରତ ଗଠନରେ ଓଡ଼ିଶାର ପ୍ରମୂଖ ଭୂମିକା ରହିବ । #Odisha #utkarshodisha #utkarshodishaconclave2025 #Bhubaneswar #NarendraModi
0
0
0
#ଢେଙ୍କାନାଳ #କପିଳାସ ରାସ୍ତାର କାଇମାଟି ସ୍ଥିତ ତାରିଣୀ ମନ୍ଦିର ନିକଟରେ ରାସ୍ତା ଅବରୋଧ କରି ଆନ୍ଦୋଳନରେ ବସିଲେ #ଚାଷୀ । ଚଳିତ ବର୍ଷ ସଂଗ୍ରହ କରିଥିବା ଧାନକୁ ମଣ୍ଡିରେ ଉଠିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଚାଷୀ । ପରିଶେଷରେ ୭ଟି ପଞ୍ଚାୟତର ଚାଷୀ ଏକତ୍ରିତ ହୋଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି । #DhenkanalUpdate #FarmersProtest
0
1
1
Prime Minister #NarendraModi arrives in Bhubaneswar, convoy heads toward Janata Maidan. @PMOIndia @narendramodi will inaugurate Utkarsh Odisha: Make in #Odisha Conclave 2025 Shortly. #UtkarshOdisha @InvestInOdisha
0
0
0
୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । #RepublicDay2025 #RepublicDayIndia #Dhenkanal #DhenkanalUpdate
1
1
6
୧୫ତମ ଜାତୀୟ ଭୋଟର ଦିବସ ଅବସରରେ ଢେଙ୍କାନାଳ ପୋଲିସ୍ ର ଶପଥ ଗ୍ରହଣ । #NationalVotersDay #DhenkanalUpdate @spdhenkanal
0
0
6