GOP BLOCK Profile
GOP BLOCK

@block_gop

Followers
522
Following
24
Statuses
137

Panchayat Samiti Gop was born in a golden morning of Dt. 09/10/1959 in Puri District of Odisha. This Block have 31 Gram Panchayats.

Joined June 2021
Don't wanna be here? Send us removal request.
@block_gop
GOP BLOCK
1 month
All Developmental schemes have been reviewed under the chairmanship of BDO Gop.
Tweet media one
0
0
3
@block_gop
GOP BLOCK
5 months
ରାଜ୍ୟରେ ମହିଳା ସଶକ୍ତିକରଣର ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପେଖି ରେ ସୁଭଦ୍ରା ଯୋଜନାର ଶଭାରମ୍ଭ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ସ୍ୱଚ୍ଛତା ହିଁ ସେଵା ଯୋଜନା ସମାରୋହ ଗୋପ ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଅଛି। 17-09-24
0
0
5
@block_gop
GOP BLOCK
5 months
ଘରେ ଘରେ ସୁଭଦ୍ରା ସଚେତନତା ମାନବ ଶୃଙ୍ଖଳ ପଦଯାତ୍ରା ଗୋପ ବ୍ଲକ, ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପଦଯାତ୍ରା ଗୋପ ପଞ୍ଚାୟତ ସମିତିର ଅଗଣିତ ମା ଓ ଭଉଣୀ ମାନଙ୍କୁ ନେଇ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ନେତୃତ୍ୱ ରେ ଅଞ୍ଚଳ ପରିକ୍ରମା ଓ ସ୍ଲୋଗାନ ମାଧ୍ୟମରେ ସଚେତନତା ସୃଷ୍ଟି କରିବାର ଏକ ପ୍ରୟାସ ମାତ୍ର।
0
0
5
@block_gop
GOP BLOCK
5 months
ପଞ୍ଚାୟତ ସମିତି ଗୋପ, ପୁରୀ ଠାରେ ସୁଭଦ୍ରା ଯୋଜନା ରଥ ର ସୁଚାରୁ ଏବଂ ସୁସଂଗଠିତ ଭାବରେ ମଣ୍ଡଳ ଉନ୍ନୟନ ଅଧିକାରୀ, ଗୋପ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶୁଭ ଉଦ୍ଘାଟନ ହୋଇ ଯାଇଛି। ଏହି ରଥ ଆସନ୍ତା ଦିନ ମାନଙ୍କରେ ଗୋପ ପଞ୍ଚାୟତ ସମିତି ର ସମସ୍ତ ଅଞ୍ଚଳ ର ମା ଓ ଭଉଣୀ ମାନଙ୍କୁ ସୁଭଦ୍ରା ଯୋଜନା ସମ୍ବନ୍ଧରେ ସଚେତନ କରାଇବ।
2
0
4
@block_gop
GOP BLOCK
6 months
HAR GHAR TRIRANGA
0
0
3
@block_gop
GOP BLOCK
6 months
🇮🇳HAR GHAR TRIRANGA🇮🇳
0
0
2
@block_gop
GOP BLOCK
1 year
Today (05-03-2024) on the occasion of "Panchayatiraj and Lokseva Divas" PAYARA GP of Gop Block received Felicitation for getting 2nd position in Puri District.
Tweet media one
0
0
7
@block_gop
GOP BLOCK
1 year
ଆଜି ମାର୍ଚ୍ଚ ମାସ ୫ ତାରିଖ ୨୦୨୪, ଗୋପ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ମଣ୍ଡଳ ଉନ୍ନୟନ ଅଧିକାରୀ ଗୋପ, ଅଧ୍ୟକ୍ଷା ଗୋପ ପଞ୍ଚାୟତ ସମିତି, ମିଶନ ଶକ୍ତି ସଭ୍ୟା, ଜନପ୍ରତିନିଧି ଏବଂ ସମସ୍ତ କର୍ମ କର୍ତ୍ତା ମାନଙ୍କ ଉପସ୍ଥିତି ରେ "ପଞ୍ଚାୟତିରାଜ ଏବଂ ଲୋକସେବା ଦିବସ" ପାଳନ ହୋଇଯାଇଅଛି।
Tweet media one
0
0
9
@block_gop
GOP BLOCK
1 year
(ଆମ ଓଡ଼ିଶା ନବୀନ ଓଡ଼ିଶା) ଗୋପ ପଞ୍ଚାୟତ ସମିତିର ଗଡଭିଙ୍ଗୁରା ଗ୍ରାମ ପଞ୍ଚାୟତ ରେ "ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର -୨୦୨୪" ସଫଳତାର ସହ ଅନୁଷ୍ଠିତ ହୋଇ ଯାଇଅଛି।
Tweet media one
Tweet media two
2
0
12
@block_gop
GOP BLOCK
1 year
(ଆମ ଓଡ଼ିଶା ନବୀନ ଓଡ଼ିଶା) ଗୋପ ପଞ୍ଚାୟତ ସମିତିର ବଡ଼ଗାଁ ଗ୍ରାମ ପଞ୍ଚାୟତ ରେ "ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର -୨୦୨୪" ସଫଳତାର ସହ ଅନୁଷ୍ଠିତ ହୋଇ ଯାଇଅଛି।
Tweet media one
0
0
3
@block_gop
GOP BLOCK
1 year
ଗୋପ ପଞ୍ଚାୟତ ସମିତିର ତରକୋର ଗ୍ରାମ ପଞ୍ଚାୟତ ରେ "ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର -୨୦୨୪" ଅନୁଷ୍ଠିତ ହୋଇ ଯାଇଅଛି।
Tweet media one
1
0
7
@block_gop
GOP BLOCK
1 year
ଗୋପ ପଞ୍ଚାୟତ ସମିତି ଅଧୀନ ଅଚ୍ୟୁତପୂର ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର -୨୦୨୪ ଜନସମାଗମ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଅଛି।
Tweet media one
0
0
2
@block_gop
GOP BLOCK
1 year
AMA ODISHA NABIN ODISHA --------------------------------- Gp level sensitization programme -2024 Inaugurated at Sutan GP of Gop Block.
Tweet media one
Tweet media two
0
0
9
@block_gop
GOP BLOCK
1 year
🛕 Sri Mandira Parikrama Arpana Ratha at Ishanpur Grampanchayat of Gop Block. 🍁
0
0
4
@block_gop
GOP BLOCK
1 year
Parikrama Prakalpa Utsav creates Devotional and Emotional effects. Gop Block.
3
1
4
@block_gop
GOP BLOCK
1 year
🛕Sri Mandira Parikrama Arpana Ratha at Achyutapur GP of Gop Block. 🎋
Tweet media one
1
0
2
@block_gop
GOP BLOCK
1 year
🛕Sri Mandira Parikrama Arpana Ratha at Erabanga GP of Gop Block. 🎋
Tweet media one
1
0
8
@block_gop
GOP BLOCK
1 year
🛕Sri Mandira Parikrama Arpana Ratha at Badagaon GP of Gop Block. 🎋
1
0
4
@block_gop
GOP BLOCK
1 year
🛕Sri Mandira Parikrama Arpana Ratha at Simili GP of Gop Block. 🎋
1
0
6
@block_gop
GOP BLOCK
1 year
🛕Sri Mandira Parikrama Arpana Ratha at Mahalapada Grampanchayat of Gop Block. 🎋
1
0
2