![BABU SINGH Profile](https://pbs.twimg.com/profile_images/1856961378986123264/7ViN-qcx_x96.jpg)
BABU SINGH
@babusinghodisha
Followers
5K
Following
14K
Statuses
14K
•MLA,EKAMRA BHUBANESWAR CONSTITUENCY.MEMBER OF ODISHA LEGISLATIVE ASSEMBLY. •DISTRICT PRESIDENT BJP BHUBANESWAR,ODISHA
Bhubaneswar
Joined June 2019
ଏକାମ୍ର ନିର୍ବାଚନ ମଣ୍ଡଳୀର ଭୀମପୁର ଅଞ୍ଚଳରେ ଦୁଇ ଛୋଟ ଛୁଆ ବାଙ୍କୁଆଳ ନଦୀରେ ବୁଡ଼ି ମୃତ୍ୟ ଖବର ପାଇ ଘରେ ପହଞ୍ଚି ପରିବାର ସହ ଆଲୋଚନା କରି ଆର୍ଥିକ ସହଯୋଗ ପ୍ରଦାନ କଲି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
3
ଏକାମ୍ର ନିର୍ବାଚନ ମଣ୍ଡଳୀରେ ଭକ୍ତକବି ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆୟୋଜିତ ବିଜ୍ଞାନ ମେଳା ରେ ଯୋଗଦେଲି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
2
ଏକାମ୍ର ନିର୍ବାଚନ ମଣ୍ଡଳୀରେ ଭକ୍ତକବି ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବରେ ଯୋଗଦେଲି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
1
ଖଣ୍ଡଗିରି କୁମ୍ଭମେଳା ଓ ଆନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ ୨୦୨୫ ର ଉଦଯାପନୀ ସନ୍ଧ୍ୟା। ଆମ ସଂସ୍କୃତି ଓ ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଆମେ ସଂକଳ୍ପବଦ୍ଧ। ଆଜି ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଥିଲେ। ଉଦଯାପନୀ ସନ୍ଧ୍ୟା ଖଣ୍ଡଗିରି ସ୍ଥିତ ପାନ୍ଥିକା ପରିସରରେ ଐର ଖାରବେଳ ମହୋତ୍ସବ ରେ ଦର୍ଶକ ଙ୍କ ଜନ ସମାଗମ ଦେଖାଦେଇଥିଲା।ଐର ଖାରବେଳ ମହୋତ୍ସବ କମିଟି ଓ ନୃତ୍ୟ ଗବେଷଣା ଅନୁଷ୍ଠାନ ଅନୁଚିନ୍ତମ୍ ଦ୍ଵାରା ଏହି ମହୋତ୍ସବ ପାଳିତ ହୋଇଥିଲା।ଏଥିରେ ଦେଶ ବିଦେଶର ବହୁ ସୁନାମ ଧନ୍ୟ ନୃତ୍ୟ, ନାଟକ, ସିନେ ତାରକା ଓ କଣ୍ଠ ଶିଳ୍ପୀ ମାନେ ଯୋଗଦେଇ ନିଜର କଳା ପ୍ରଦର୍ଶନ କରିଥିଲେ। ଆଜି ଉଦଯାପନୀ ଉତ୍ସବରେ ମୟୂର ଆଟ ସେଣ୍ଟର୍ ଦ୍ଵାରା ଛଉ ଡ୍ୟାନ୍ସ ,ଗୁରୁ ନିମାନନ୍ଦ ସାହୁ ଓ ଗ୍ରୁପ ଦ୍ଵାରା ମୋଗଲ ତାମସା ଉଦଯାପନୀ ଉତ୍ସବ ରେ ଦର୍ଶକ ଙ୍କ ମନ ମୋହିଥିଲା।ମହୋତ୍ସବ ମାଧ୍ୟମ ରେ ଆମ ସଂସ୍କୃତି କୁ ମନେରଖିବାର �� ମନେପକାଇବାର ମାଧ୍ୟମ ଅଟେ।ଖଣ୍ଡଗିରି କୁମ୍ଭ ମେଳା ଅବସରରେ ଏହାର ଆନନ୍ଦ ସମସ୍ତେ ନେଇଥିବାରୁ ସମସ୍ତ ଦର୍ଶଙ୍କ ବନ୍ଧୁଙ୍କୁ ଧନ୍ୟବାଦ ।ଅନ୍ୟପଟେ ପୂର୍ବ ବର୍ଷ ଠାରୁ ଏହି ବର୍ଷ ବାବା ମାନେ ବହୁ ସଂଖ୍ୟାରେ ଖଣ୍ଡଗିରି ତପ ଭୂମିକୁ ଆସିଥିବାରୁ ବେଶ୍ ଖୁସି ଥିବା ବେଳେ ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି । ସେପଟେ ଯାତ୍ରା ପେଣ୍ଡାଲ, ଦୋଳି ଖେଳ, ହାଟବଜାର ପିଣ୍ଡି ରେ ହେଉଥିବା ବ୍ୟବସାୟୀ କୁ ନେଇ ଖଣ୍ଡଗିରି ମେଳାରେ ପ୍ରତିଦିନ ଜମୁଛି କାହିଁରେ କେତେ ଭିଡ଼। ମୀନା ବଜାର ସାଙ୍ଗକୁ ଟାଟୁ ଦୋକାନ ,ଭଳିକି ଭଳି ରଙ୍ଗୀନ ଫୁଲ ଦୋକାନ ବାଉଁଶ ତିଆରି ଓ ମାଟିରେ ତିଆରି ଘର କରଣ ଜିନିଷ ରେ ଝଟକୁଛି ଖଣ୍ଡଗିରି ମେଳା । ତେଣୁ ଲୋକ ମାନେ କିଣା କିଣି କରିବା ପାଇଁ ବେଶ ଭିଡ ଜମାଉଛନ୍ତି । ଯାହାକୁ ନେଇ ପୁରା ଖଣ୍ଡଗିରି ପାହାଡ ଠାରୁ ଆରମ୍ଭ କରି ଟ୍ରାଫିକ ଚକ ପର୍ଯ୍ୟନ୍ତ ଲୋକଙ୍କର ଭିଡ ଲାଗିଛି । ସେହିପରି ମେଳାରେ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ରହିଛି । ମୋଟାମୋଟି ଭାବରେ କହିବାକୁ ଗଲେ ଚଳିତ ବର୍ଷ କୁମ୍ଭ ମେଳା ଖୁବ୍ ଧୁମଧମରେ ହେଉଥିବାରୁ ରାଜ୍ୟର କୋଣ ଅନୁକୋଣରୁ ଆସି ଭିଡ ଜମାଉଛନ୍ତି ବାବାଙ୍କ ଆଶୀର୍ବାଦ ସହ ବୁଲାବୁଲି ଓ କିଣାକିଣି ପାଇଁ । ଯାହା କେବଳ ରାଜଧାନୀବାସୀ ନୁହେଁ ପୁରା ରାଜ୍ୟ ପାଇଁ ଖୁସି ଆଣିଦେଇଛି ।ଅନ୍ୟପଟେ ଏହି ପବିତ୍ର କୁମ୍ଭ ମେଳାରେ ଜମୁଛି ଐର ଖାରବେଳ ମହୋତ୍ସବ।ଆମ ସଂସ୍କୃତି ଓ ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଆମେ ସଂକଳ୍ପବଦ୍ଧ। ଖଣ୍ଡଗିରି କୁମ୍ଭମେଳା ଓ ଖାରବେଳ ମହୋତ୍ସବ ଚଳିତ ବର୍ଷ ମହା ଆଡ଼ମ୍ବରରେ ପାଳିତ ହେଲା। ଏହି ମହୋତ୍ସବରେ ହସ, ଗୀତ, ନାଚକୁ ଦର୍ଶକମାନେ ମଜା ଉଠାଇଥିଲେ। ତେଣୁ ଖଣ୍ଡଗିରି ମେଳାରେ ବାବାଙ୍କ ସାନିଧ୍ୟ ସହ ସଂସ୍କୃତିକ କାର୍ଯ୍ୟକ୍ରମ ମଜା ନେଇଛନ୍ତି ରାଜଧାନୀବାସୀ ସମେତ ଅନ୍ୟ ପର୍ଯ୍ୟଟକ। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
4
ଏକାମ୍ର ନିର୍ବାଚନ ମଣ୍ଡଳୀରେ ଡୁମୁଡୁମା ଶ୍ମଶାନର ପୁନରୁଦ୍ଧାର ପାଇଁ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ Dr. Krushna Chandra Mahapatra ଙ୍କ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଲି l ୧.୮୫୩ ଏକର ପରିମିତ ଜାଗାରେ ୪.୬୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହେଲେ ଭୁବନେଶ୍ୱରବାସୀ ଉପକୃତ ହୋଇପାରିବେ l ଏଥିରେ ଏକ ପ୍ରଶସ୍ତ ଅପେକ୍ଷା ଗୃହ, ପୁରୁଷ ଏବଂ ମହିଳାଙ୍କ ପାଇଁ ପୃଥକ ପୃଥକ ବସ୍ତ୍ର ପରିବର୍ତ୍ତନ କକ୍ଷ, ଗୋଟିଏ ପ୍ରଶାସନିକ ବ୍ଲକ,ଏକ ଜଳାଶୟ ନିର୍ମାଣ, ବୈଦ୍ୟୁତିକ ଓ ଗ୍ୟାସ ଦାହ ଚୁଲା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଅନ୍ତର୍ଭୁକ୍ତ l ଏହି ପ୍ରକଳ୍ପରେ ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି l : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
3
ଏକାମ୍ର ନିର୍ବାଚନ ମଣ୍ଡଳୀର ଖଣ୍ଡଗିରି ଛକ ଠାରେ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ Dr. Krushna Chandra Mahapatra ଙ୍କ ସହ ଟ୍ରାଫିକ ସହାୟତା କେନ୍ଦ୍ରର ଉଦଘାଟନ କଲି l ଏହାଦ୍ୱାରା ବିଶେଷକରି ମହିଳା ଟ୍ରାଫିକ କର୍ମଚାରୀ ଉପକୃତ ହୋଇପାରିବେ ଏବଂ ଏହା ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଦିଗରେ ଫଳପ୍ରଦ ହୋଇପାରିବ l : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
2
ଧନ୍ୟବାଦ ଦିଲ୍ଲୀ 🙏 ଅକୁଣ୍ଠ ଭଲ ପାଇବା ଓ ସମର୍ଥନ ଦେଇ ସମୃଦ୍ଧ ଦିଲ୍ଲୀ ଗଠନ ଦିଗରେ ବିଜେପିକୁ ଆଶୀର୍ବାଦ ଦେଇଥିବାରୁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଉଛି। ବିକଶିତ ଭାରତର ବିକଶିତ ରାଜଧାନୀ ପାଇଁ ଏହା ମାନ୍ୟବର ପ୍ରଧାନମନ୍ତ୍ରୀ @narendramodi ଙ୍କ ଦୃଢ ନେତୃତ୍ୱ ଉପରେ ଦିଲ୍ଲୀ ବାସୀଙ୍କ ବିଶ୍ୱାସ ଓ ଭରସାର ପ୍ରତିଫଳନ। ଓଡ଼ିଶା ଭଳି ଦିଲ୍ଲୀରେ ମଧ୍ୟ ଡ଼ବଲ ଇଞ୍ଜିନ ସରକାର ଗଠନ ଦିଗରେ ନିଜର ଯୋଗଦାନ ଦେଇଥିବା ସମସ୍ତ ପରିଶ୍ରମୀ କାର୍ଯ୍ୟକର୍ତ୍ତାଙ୍କୁ ମୁଁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି। : #दिल्ली_के_दिल_में_मोदी #DelhiElectionResults
#PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
5
ଏକାମ୍ର ନିର୍ବାଚନ ମଣ୍ଡଳୀର ଖଟୁଆପଡ଼ା ଗ୍ରାମ ରେ ଆୟୋଜିତ ଅଷ୍ଟପ୍ରହରୀ ନାମ ଯଜ୍ଞ ରେ ଯୋଗଦେଇ ସମସ୍ତଙ୍କ ମଙ୍ଗଳ କାମନା କରିଲି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
1
ଏକାମ୍ର ନିର୍ବାଚନ ମଣ୍ଡଳୀର କାର୍ଗ୍ରିଲ ବସ୍ତି ଅଞ୍ଚଳରେ ଆୟୋଜିତ ଅଷ୍ଟପ୍ରହରୀ ନାମ ଯଜ୍ଞ ରେ ଯୋଗଦେଇ ସମସ୍ତଙ୍କ ମଙ୍ଗଳ କାମନା କରିଲି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
2
ଏକାମ୍ର ନିର୍ବାଚନ ମଣ୍ଡଳୀର ଶିଶୁପାଳଗଡ଼ ଅଞ୍ଚଳରେ ଆୟୋଜିତ ଅଷ୍ଟପ୍ରହରୀ ନାମ ଯଜ୍ଞ ରେ ଯୋଗଦେଇ ସମସ୍ତଙ୍କ ମଙ୍ଗଳ କାମନା କରିଲି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
2
ଏକାମ୍ର ନିର୍ବାଚନ ମଣ୍ଡଳୀରେ ରୟାଲ ପ୍ଲେ ସ୍କୁଲ ର ବାର୍ଷିକ ଉତ୍ସବରେ ଯୋଗଦେଲି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
2
ଏକାମ୍ର ନିର୍ବାଚନ ମଣ୍ଡଳୀରେ କଳିଙ୍ଗ ବିଦ୍ୟାପୀଠ ର ବାର୍ଷିକ ଉତ୍ସବରେ ଯୋଗଦେଲି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
1
ଭୁବନେଶ୍ୱର ସ୍ଥିତ ମହର୍ଷି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗଦେଲି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
2
ଏକାମ୍ର ନିର୍ବାଚନ ମଣ୍ଡଳୀରେ ସ୍ବର୍ଗତ ହରିଶ ଚନ୍ଦ୍ର ମହାପାତ୍ର ଙ୍କ ଏକାଦଶାହ ରେ ଯୋଗଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
3
ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆୟୋଜିତ ମା ସରସ୍ଵତୀ ଙ୍କ ପୂଜା ରେ ଯୋଗଦେଇ ସମସ୍ତଙ୍କ ମଙ୍ଗଳ କାମନା କରିଲି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
3
ଏକାମ୍ର ମହାବିଦ୍ୟାଳୟର ବାର୍ଷିକ ଉତ୍ସବର ଭବ୍ଯ ସମାରୋହରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ତଥା ଜିଜ୍ଞାସା ଭବନ ଓ ନୂତନ ଓପନ ଜିମ୍ ର ଶୁଭ ଉଦ୍ଘାଟନ କରିଲୁ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ Dr. Krushna Chandra Mahapatra ,ପିପିଲି ବିଧାୟକ ଶ୍ରୀ Ashrit Pattnayak ଏବଂ ବରିଷ୍ଟ ସାମ୍ବାଦିକ ଓ ରାଜନେତା ଶ୍ରୀ Soumya Ranjan Patnaik ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଯୋଗଦେଲି l ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଅଧ୍ୟକ୍ଷ ଏବଂ କର୍ମଚାରୀ ମାନଙ୍କୁ ମଧ୍ୟ ମୋର ଶୁଭେଚ୍ଛା l ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କର୍ଷତା ବୃଦ୍ଧି କରିବା, ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରଦାନ କରିବା ତଥା ଉଚ୍ଚାଭିଳାଷୀ ଛାତ୍ରଛାତ୍ରୀ ମାନଙ୍କୁ ସୁସ୍ଥ, ନୈତିକ ଓ ଶୈକ୍ଷିକ ବାତାବରଣ ପ୍ରଦାନ କରିବା ଉଦ୍ଦେଶ୍ୟ ନେଇ ୧୯୭୮ ମସିହାରୁ ଆରମ୍ଭ ହୋଇଥିବା ଏକାମ୍ର ମହାବିଦ୍ୟାଳୟ ଆଜି ବହୁ ଛାତ୍ରଛାତ୍ରୀଙ୍କ ଜୀବନକୁ ମୂର୍ତ୍ତିମନ୍ତ କରି ଗଢିତୋଳି ଏକ ବିରାଟ ବଟବୃକ୍ଷରେ ପରିଣତ ହୋଇସାରିଛି l କଲେଜ ଶିକ୍ଷା ବ୍ୟକ୍ତିତ୍ୱ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଏବଂ ରାଷ୍ଟ୍ର ନିର୍ମାଣର ଆବାହକ l କଲେଜ ଜୀବନରେ ଆହରଣ କରିଥିବା ଶିକ୍ଷା, ଜ୍ଞାନ ଓ ଦକ୍ଷତା ଜୀବନ ବ୍ୟାପି ବ୍ୟକ୍ତି ଭିତରେ ରହିଯାଏ l ଭବିଷ୍ୟତର ଆହ୍ୱାନ ଓ ଆବଶ୍ୟକତାକୁ ଲକ୍ଷ୍ୟ କରି ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଜାତୀୟ ଶିକ୍ଷାନୀତିକୁ ମହାବିଦ୍ୟାଳୟ ସ୍ତରରେ ଲାଗୁ କରାଯାଇଛି l ଏହି ଶିକ୍ଷାନୀତିରେ ଆମ ସଂସ୍କୃତି ଓ ଐତିହାସିକ ମୂଲ୍ୟବୋଧକୁ ବଜାୟ ରଖି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଗୁରୁତ୍ୱ ଦିଆଯିବା ସହ ଧନ୍ଦାମୂଳକ ଶିକ୍ଷା ପ୍ରତି ଉତ୍ସାହ ତଥା ମାତୃଭାଷାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି l ଓଡ଼ିଶାର ବିକାଶର ଦାୟିତ୍ୱ ଏବେ ରାଜ୍ୟର ଯୁବଶକ୍ତିଙ୍କ ହାତରେ l ଯୁବବର୍ଗଙ୍କ ନିକଟରେ ସମୟ, ସୌଭାଗ୍ୟ, ସ୍ୱପ୍ନ ଓ ସଂକଳ୍ପ ରହିଛି l ତେଣୁ, ରାଷ୍ଟ୍ରନିର୍ମାଣର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବା ପାଇଁ ଯୁବଗୋଷ୍ଠୀ ଆଗେଇ ଆସିବା ଜରୁରୀ l : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
2
International Multidisciplinary Conference on,Science, Education and Management(IMCSEM). : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha Bharatiya Ja
0
1
4
ଏକାମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ଛଅ ପଞ୍ଚାୟତର ବନ୍ଧୁ ମାନଙ୍କୁ ନେଇ ପ୍ରତିଷ୍ଠିତ ଆଞ୍ଚଳିକ ବିକାଶ ପରିଷଦ ଦ୍ବାରା ଆୟୋଜିତ ପୂଜ୍ୟ ପ୍ରଣାମ କାର୍ଯ୍ୟକ୍ରମ ରେ ସ୍ଥାନୀୟ ନେତୃତ୍ୱ ଙ୍କ ସହ ଯୋଗଦେଲି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
3
ଏକାମ୍ର ନିର୍ବାଚନ ମଣ୍ଡଳୀରେ ଭକ୍ତକବି ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବରେ ଯୋଗଦେଲି। : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
0
0
5
ବିଜେଡି ଉପରୁ ଆସ୍ଥା ହରାଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ସୁଶାସନ,ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏକାମ୍ର ନିର୍ବାଚନ ମଣ୍ଡଳୀର ଲିଙ୍ଗିପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ କ୍ଷୀରୋଦ କୁମାର ପ୍ରଧାନ ଓ ଧଉଳୀ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଚନ୍ଦନ ମଲ୍ଲିକ,ବାଶୁଆଘାଇ ପଞ୍ଚାୟତ ର ନାୟବ ସରପଞ୍ଚ ଗାୟତ୍ରୀ ବରାଳ,ସମିତି ସଭ୍ୟା ରିଲା ଭଞ୍ଜ, ୱାର୍ଡ଼ ମେମ୍ବର ପ୍ରଦୀପ୍ତ ସ୍ୱାଇଁ, ଶରତ ଭୋଇ ଓ ବନ୍ଦନା ସାମନ୍ତରାୟ ଆଜି ବିଜେଡି ଦଳ ତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ନୂଆ ସରକାରକୁ ନେଇ ଏକାମ୍ର ବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଏକାମ୍ର ବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । : #PeoplesMLA #Ekamra #BabuSinghBJP #Bikashitaekamra #NarendraModi #BabuSingh #Bhubaneswar #Odisha
3
1
36