Sudhir_Dkl Profile Banner
Sudhir Kumar Samal (Nidhi) Profile
Sudhir Kumar Samal (Nidhi)

@Sudhir_Dkl

Followers
2K
Following
498
Statuses
262

Member of Legislative Assembly,(55-Dhenkanal AC),Odisha

Dhenkanal, India
Joined May 2020
Don't wanna be here? Send us removal request.
@Sudhir_Dkl
Sudhir Kumar Samal (Nidhi)
7 months
ଜୟ ଜଗନ୍ନାଥ 🙏
Tweet media one
0
0
2
@Sudhir_Dkl
Sudhir Kumar Samal (Nidhi)
7 months
ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଓ ଶୁଭକାମନା 🙏 #Rathajatra2024
1
0
15
@Sudhir_Dkl
Sudhir Kumar Samal (Nidhi)
10 months
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ @naveenpataik ମୋତେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ପାଇଁ ତାରକା ପ୍ରଚାରକ ଭାବେ ଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ l
Tweet media one
Tweet media two
11
4
41
@Sudhir_Dkl
Sudhir Kumar Samal (Nidhi)
11 months
ବିଜୁ ଜନତା ଦଳର ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କର ମୃତ୍ୟୁ ବିଷୟରେ ଶୁଣି ମୁଁ ଦୁଃଖିତ। ଓଡ଼ିଶାର ରାଜନୀତିରେ ଏହା ଏକ ବଡ଼ କ୍ଷତି। ଲୋକଙ୍କର ସେବା ଓ ଉନ୍ନତି ପାଇଁ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
Tweet media one
31
7
41
@Sudhir_Dkl
Sudhir Kumar Samal (Nidhi)
1 year
ଆଳିର ରାଜମାତା, ପୂର୍ବତନ ବିଧାୟିକା, ପୂର୍ବତନ ରାଜ୍ୟସଭା ସାଂସଦ ତଥା ମାନ୍ୟବର ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବଙ୍କ ମାତା ଶ୍ରୀମତୀ ସୁଶ୍ରୀ ଦେବୀଙ୍କ ପରଲୋକରେ ମୁଁ ଗଭୀର ଭାବରେ ମର୍ମାହତ। ଆତ୍ମାର ସଦଗତି କାମନା କରିବା ସହିତ ପ୍ରତାପ ଭାଇ ଓ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି।
Tweet media one
Tweet media two
5
4
16
@Sudhir_Dkl
Sudhir Kumar Samal (Nidhi)
1 year
Happy new year 2024 #HappyNewYear
10
5
24
@Sudhir_Dkl
Sudhir Kumar Samal (Nidhi)
1 year
ନବୀନ ଓଡ଼ିଶାରରେ ନୂଆ ସମ୍ଭାବନା ସୃଷ୍ଟି କରି ଓଡିଶା ବାସୀଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ସବୁବେଳେ କର୍ମ ତତ୍ପର ରହିଥବା 5T ଅଧ୍ୟକ୍ଷ #vkpandian ଙ୍କୁ ଶୁଭେଚ୍ଛା ଓ ବିଜୁ ଜନତା ଦଳରେ ସାମିଲ କରି ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ l
Tweet media one
18
11
46
@Sudhir_Dkl
Sudhir Kumar Samal (Nidhi)
1 year
Tweet media one
12
9
33
@Sudhir_Dkl
Sudhir Kumar Samal (Nidhi)
1 year
ଓଡ଼ିଶାର ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ l ଓଡିଶା ଜଣେ ଦକ୍ଷ ରାଜନେତା ଓ ସୁସଂଗଠକକୁ ହରାଇଲା l ତାଙ୍କ ଭଳି ଜଣେ ସରଳ ଜନପ୍ରିୟ ନେତା ଙ୍କ ବିୟୋଗ ଓଡିଶା ବାସୀଙ୍କ ପାଇଁ ଅପୂରଣୀୟ କ୍ଷତି l ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖକୁ ସହିବାର ଶକ୍ତି ତାଙ୍କ ପରିବାର ବର୍ଗ ଙ୍କୁ ଦିଅନ୍ତୁ l
Tweet media one
7
8
27
@Sudhir_Dkl
Sudhir Kumar Samal (Nidhi)
1 year
ଢେଙ୍କାନାଳ ଜିଲ୍ଲାପରିଷଦ ସଭାଗୃହରେ ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରକଳ୍ପ ପାଇଁ ପ୍ରସ୍ତୁତି ବୈଠକ I ଏହି ବୈଠକରେ ସମସ୍ତ ଜିଲ୍ଲାର ବିଧାୟକ , ସାଂସଦ ଓ ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I
Tweet media one
Tweet media two
7
8
25
@Sudhir_Dkl
Sudhir Kumar Samal (Nidhi)
1 year
ହିନ୍ଦୋଳ ବ୍ଲକର ଦୁଦୁରାକୋଟ,ବାଘୁଆପସି ପଡିଆରେ ରେ ରାଜ୍ୟ ସ୍ତରୀୟ ପାଇକ କଳା ପ୍ରତିଯୋଗିତା ଓ ପ୍ରଥମ ଦୁଦୁରାକୋଟ ମହୋତ୍ସବ 2023-24 କାର୍ଯ୍ୟକ୍ରମରେ ଯୋଗଦାନ ଅବସରରେ l #sudhirkumarsamal #Dhenkanal #Odisha
Tweet media one
Tweet media two
Tweet media three
Tweet media four
12
10
31
@Sudhir_Dkl
Sudhir Kumar Samal (Nidhi)
1 year
Tweet media one
8
13
37
@Sudhir_Dkl
Sudhir Kumar Samal (Nidhi)
1 year
ଗଁଦିଆ ବ୍ଲକର ବେଗା ଗ୍ରାମପଞ୍ଚାୟତର କରଡ଼ାବଣି ଶାରଦୀୟ ପୂଜାକମିଟି ଦ୍ୱାରା ଆୟୋଜିତ ବିଂଶ ତମ ବାର୍ଷିକ ଦୁର୍ଗାପୂଜା ଓ ପଲ୍ଲୀ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ରେ ଯୋଗଦାନ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଛି l #sudhirkumarsamal #Dhenkanal
Tweet media one
Tweet media two
Tweet media three
Tweet media four
8
11
29
@Sudhir_Dkl
Sudhir Kumar Samal (Nidhi)
1 year
Tweet media one
12
14
48
@Sudhir_Dkl
Sudhir Kumar Samal (Nidhi)
1 year
ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା ଯୋଜନା ବଣ୍ଟନ ଶିବିର
Tweet media one
Tweet media two
Tweet media three
Tweet media four
13
12
39
@Sudhir_Dkl
Sudhir Kumar Samal (Nidhi)
1 year
ଆମ ନିର୍ବାଚନ ମଣ୍ଡଳୀରେ ଜନ୍ମଗ୍ରହଣ କରିଥିବା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ରାଜ୍ଯରେ ଓ ପ୍ରଜା ମଣ୍ଡଳ ଆନ୍ଦୋଳନକୁ ବ୍ୟାପକ କରିବାରେ ତାଙ୍କ ନେତୃତ୍ଵ ଥିଲା ଅଗ୍ରଗଣ୍ୟ। ସମାଜର ଅବହେଳିତ, ନିଷ୍ପେସିତ ଲୋକଙ୍କ ଉନ୍ନତି ପାଇଁ ତାଙ୍କ ଜୀବନବ୍ୟାପୀ ସଂଗ୍ରାମ ସର୍ବଦା ପ୍ରେରଣାର ଉତ୍ସ।
Tweet media one
6
7
23
@Sudhir_Dkl
Sudhir Kumar Samal (Nidhi)
1 year
ଆସନ୍ତା କାଲି ବରଗଡ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବ୍ଲକ ପରିଦର୍ଶନ କରି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ଅବସରରେ l #NaveenOdisha #sudhirkumarsamal #Dhenkanal #Odisha #amaodishanaveenodisha
5
7
19
@Sudhir_Dkl
Sudhir Kumar Samal (Nidhi)
1 year
ମାନ୍ୟବର ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ଜନ୍ମଦିନ ଉପଲକ୍ଷେ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ରେ ସ୍ବେଛାକୃତ ରକ୍ତଦାନ ଶିବିର ରେ ଯୋଗଦାନ ଅବସରରେ l
Tweet media one
Tweet media two
Tweet media three
5
7
22
@Sudhir_Dkl
Sudhir Kumar Samal (Nidhi)
1 year
ନୂଆ ଓଡ଼ିଶାର ମହାନାୟକ ନବୀନ ବାବୁଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। #NaveenOdisha
6
7
15
@Sudhir_Dkl
Sudhir Kumar Samal (Nidhi)
1 year
ଗରିବର ଆଶାବାଡି, ଅଭାବୀଙ୍କ ଭରସା, ସାଧାରଣ ଲୋକଙ୍କ ନେତା, ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ଜନ୍ମଦିନର ଶୁଭେଚ୍ଛା।‌ #NaveenOdisha
Tweet media one
2
7
36