RaghunandanDas6 Profile Banner
RaghunandanDas Profile
RaghunandanDas

@RaghunandanDas6

Followers
3K
Following
2K
Statuses
2K

MLA of Balikuda-Erasama Constituency. Ex-Minister(Water Resources and I&PR Department) and Ex-DPC Chairman Of Nabarangpur.

Balikuda-Jagatsinghpur.
Joined December 2017
Don't wanna be here? Send us removal request.
@RaghunandanDas6
RaghunandanDas
10 months
ମୋ ସହ ଦୁଇ ବ୍ଲକ ଅଧ୍ୟକ୍ଷ, ଉପାଧକ୍ଷ , ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ବୃନ୍ଦ, ଦଳୀୟ ସରପଞ୍ଚ ସମିତି ସଭ୍ୟ ଏବଂ ସମସ୍ତ ପଦାଧିକାରୀ ଯୋଗଦେଇଥିଲେ ।
0
0
2
@RaghunandanDas6
RaghunandanDas
10 months
ରାମନବମୀର ଏହି ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ I #RamNavami #DivineChants #PeaceAndProsperity #Celebration 🙏
Tweet media one
1
0
11
@RaghunandanDas6
RaghunandanDas
11 months
ଉତ୍କଳ ଦିବସ ଉପଲକ୍ଷେ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। 🙏ବନ୍ଦେ ଉତ୍କଳଜନନୀ🙏 କଟକ ଠାରୁ 1993 ମସିହା ଅପ୍ରେଲ 1 ଦିନ ଅଲଗା ହୋଇ, ଜଗତସିଂହପୁର ଏକ ସ୍ୱତନ୍ତ୍ର ଜିଲ୍ଲା ର ମାନ୍ୟତା ପାଇଥିଲା,... ଆମେ ଗର୍ବିତ ଆମ ଜିଲ୍ଲା ପାଇଁ... ଆମେ ଗର୍ବିତ ଆମ ବାଣୀକ୍ଷେତ୍ର ପାଇଁ...
Tweet media one
0
1
19
@RaghunandanDas6
RaghunandanDas
11 months
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ l ପ୍ରଭୁ ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ସମୃଦ୍ଧି ଭରିଦେଉ l #Dolapurnima
Tweet media one
2
0
13
@RaghunandanDas6
RaghunandanDas
11 months
ଆଧୁନିକ ପାରାଦୀପ - ଏରସମାର ବିଶ୍ଵକର୍ମା ତଥା ପୂର୍ବତନ ମନ୍ତ୍ରୀ ବିଶିଷ୍ଟ ରାଜନେତା ମୋର ବଡ ଭାଇ ଡକ୍ଟର ଦାମୋଦର ରାଉତଙ୍କ ବିୟୋଗ ରେ ମୁଁ ମ୍ରିୟମାଣ ଦୁଃଖିତ। ଭଗବାନ ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାର ସଦ୍ଗତି କରିବା ସହ ତାଙ୍କ ପରିବାର କୁ ଅସୀମ ଧର୍ଯ୍ୟ ଦିଅନ୍ତୁ
Tweet media one
2
0
31
@RaghunandanDas6
RaghunandanDas
11 months
ଓଡ଼ିଆ ଖାଦ୍ଯ ସମ୍ଭାର ମଧ୍ୟରେ ‘ପଖାଳ’ର ସ୍ଥାନ ସର୍ବଦା ସ୍ଵତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ ଏବଂ ଏହା ଆମ ଖାଦ୍ୟ ବିବିଧତାର ଅନନ୍ୟ ପରିଚୟ। ପାରମ୍ପରିକ ଖାଦ୍ଯ ଭାବେ ପ୍ରତି ଓଡ଼ିଆଙ୍କ ଭଳି ପଖାଳ ମଧ୍ୟ ମୋର ଅତି ପ୍ରିୟ। ସମସ୍ତଙ୍କୁ 'ପଖାଳ ଦିବସ'ରେ ମୋର ଶୁଭେଚ୍ଛା ଜଣାଉଛି। #PakhalaDibasa
Tweet media one
1
0
15
@RaghunandanDas6
RaghunandanDas
11 months
'ସେ ଥିଲେ ଝଡ଼ର ଇଗଲ, ସେ ଥିଲେ ମାଟିର ମୃତ୍ତିକାର " ଆମ ପୂଜ୍ୟ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଅବସରରେ ମୋ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ବହୁ ଆଡମ୍ବର ସହ ପାଳନ କରାଯାଇଛି । #BijuBabu108thBirthAnniversary #BalikudaErsamaCelebrations #EagleOfTheStorm #SoilOfTheSoil #ReveredMan
Tweet media one
Tweet media two
Tweet media three
1
0
18
@RaghunandanDas6
RaghunandanDas
11 months
Tweet media one
0
0
2
@RaghunandanDas6
RaghunandanDas
1 year
ଜିଲ୍ଲାର ଗମନାଗମନକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଜଗତସିଂହପୁର ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ ହୋଇଛି । #LakshmiBusLaunch #JagatsinghpurDistrict #OdishaProgress #PublicTransportation
Tweet media one
Tweet media two
Tweet media three
Tweet media four
2
0
10
@RaghunandanDas6
RaghunandanDas
1 year
ଓଡ଼ିଆ ଅସ୍ମିତାର ଗୌରବ ଆଗIମୀ ପୀଢ଼ି ପାଇଁ ସମ୍ବାଦ ସାହିତ୍ୟ ଘର ଏରସମା ର ଅବଦାନ ବଳିଷ୍ଟ। ଏଭଳି ଏକ ଆଲୋଚନଚକ୍ର ରେ ଭାଗ ନେଇଥିବାରୁ ସୌଭାଗ୍ୟ ମନେକରୁଛି। #OdiaLiterature #CulturalHeritage #erasama #NewsLiteraryHouseErasm #OdiaAsmita
Tweet media one
0
0
9
@RaghunandanDas6
RaghunandanDas
1 year
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ଏବଂ ସଫଳତା କାମନା କରୁଛି। #Class10BoardExams #GoodLuck #BestWishes #SuccessAhead
Tweet media one
0
0
8
@RaghunandanDas6
RaghunandanDas
1 year
Rajashree Mallick Raghunandan Das Prasanta Muduli Sambit Routray Bijaya shankar Das #Sajjan Jindal #JSW Bcjd Balikuda #followers Bijaya shankar Das #Sajjan Jindal #JSW Bcjd Balikuda #followers
0
0
1
@RaghunandanDas6
RaghunandanDas
1 year
ପବିତ୍ର ବସନ୍ତ ପଞ୍ଚମୀ ତଥା ମା’ ସରସ୍ଵତୀଙ୍କ ପୂଜା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ବୀଣାପାଣି ମା’ ସରସ୍ଵତୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଜ୍ଞାନର ଭଣ୍ଡାରରେ ପରିପୂର୍ଣ୍ଣ ହେବା ସହ ସୁଖ ଓ କଲ୍ୟାଣମୟ ହେଉ। #BasantPanchami
Tweet media one
0
1
5
@RaghunandanDas6
RaghunandanDas
1 year
ଶ୍ରୀମତୀ ଲୋରା ମହାପାତ୍ରଙ୍କ ସମେତ ସ୍ଥାନୀୟ ନେତାବୃଦ ମାନଙ୍କ ସହିତ ଏହି ଶୋଭା ଯାତ୍ରାରେ ସାମିଲ ହୋଇଥିଲି#BJDFoundationDay #BijuJanataDal27 #OdishaPride #BloodDonation #TreePlantation #MassRun #CommunityService #Leadership #Celebration #Odisha
0
0
1
@RaghunandanDas6
RaghunandanDas
1 year
ଆଜିର ଦିନରେ ବିଜ୍ଞାନର ଗୁରୁତ୍ଵ ଆଲୋଚନା କରିବା ସହ କୃତ୍ତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । #ବିଜୁଜନତାଦଳ #ScienceFair #Jagatsinghpur #GirlsInSTEM #ScienceEducation #ScienceProject #ScienceFacts
0
0
3