NirvayNews Profile Banner
Nirvay News Profile
Nirvay News

@NirvayNews

Followers
57
Following
4
Statuses
5K

Nirvay News is a part of Nirbhaya Daily Newspaper, based in Bhubaneswar, Odisha.

Odisha
Joined October 2016
Don't wanna be here? Send us removal request.
@NirvayNews
Nirvay News
4 hours
ପୁଲୱାମା ଆକ୍ରମଣ; ଆଜିର ଦିନରେ ସହିଦ ବୀର ଯବାନଙ୍କୁ ମନେପକାଉଛି ସାରା ଦେଶ #PulwamaAttack #BlackDayForIndia #NirvayNews #NirvayWebNews
0
0
0
@NirvayNews
Nirvay News
4 hours
ମୋଦି ଓ ଟ୍ରମ୍ପଙ୍କ ସାକ୍ଷାତ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ; ବିଭିନ୍ନ ଚୁକ୍ତି ଓ ପ୍ରସଙ୍ଗ ଉପରେ ଦେଲେ ସୂଚନା #DonaldTrump #NarendraModi #MEA #NirvayNews #NirvayWebNews
0
0
0
@NirvayNews
Nirvay News
6 hours
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ #DonaldTrump #NarendraModi #NirvayNews #NirvayWebNews
0
0
0
@NirvayNews
Nirvay News
18 hours
ଆଦିବାସୀ ନାବାଳିକାଙ୍କ ଗଣବଳାତ୍କାର ଘଟଣା; ଲକ୍ଷ୍ମୀପୁର ଗସ୍ତ କଲା ବିଜେଡିର ଅନୁସନ୍ଧାନକାରୀ ଦଳ #Laxmipur #GangRape #minortribalgirl #BJD #NirvayNews
0
0
0
@NirvayNews
Nirvay News
18 hours
🔴ନିର୍ଭୟ ସମାଚାର - ଫେବୃଆରୀ ୧୩, ୨୦୨୫ #NirvayNews #Nirvay #NewsUpdate #Odisha #OdishaNews
Tweet media one
0
0
0
@NirvayNews
Nirvay News
19 hours
ଆସନ୍ତାକାଲି ବସିବ ବିଜେପିର କୋର କମିଟି ବୈଠକ #BJP #Odisha #Politics #NirvayNews
0
0
0
@NirvayNews
Nirvay News
20 hours
ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ; ୬୦୦ ରୁ ଅଧିକ ଅସହାୟ ବୃଦ୍ଧ ତୀର୍ଥଯାତ୍ରୀ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି #MahaKumbh2025 #MahaKumbhMela2025 #NirvayNews
0
0
0
@NirvayNews
Nirvay News
20 hours
ମୋଦି ଗ୍ୟାରେଣ୍ଟି, କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମର ଫଳ ହେଉଛି ଦିଲ୍ଲୀରେ ବିଜେପି ସରକାର: ବୈଜୟନ୍ତ ପଣ୍ଡା #BaijayantPanda #BJP #DelhiAssemblyElection2025 @PandaJay @BJP4Odisha @BJP4Delhi
0
0
0
@NirvayNews
Nirvay News
21 hours
ଲୋକସଭାରେ ଆଗତ ହେଲା ନୂଆ ଆୟକର ବିଲ୍ ୨୦୨୫ #NewIncomeTaxBill #NewIncomeTaxBill2025 #IncomeTaxBill #LokSabha #NirmalaSitharaman #NirvayNews
0
0
0
@NirvayNews
Nirvay News
23 hours
ଏଡିଇଓଙ୍କ ପାଖରୁ ମିଳିଲା କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି #ADEO #koraput #Odisha #NirvayNews #NirvayWebNews
0
0
0
@NirvayNews
Nirvay News
1 day
କାମ ଆମର କ୍ରେଡିଟ୍ ନେଉଛି ବିଜେପି ସରକାର: ନବୀନ #NaveenPatnaik #BJPgovernment #Odisha #NirvayNews #NirvayWebNews
0
0
0
@NirvayNews
Nirvay News
1 day
ବିଜେପି ହ୍ବୁସିଲ୍ ମାରିଲେ ଖଣ୍ଡ ଖଣ୍ଡ ହୋଇଯିବ ବିଜେଡି: ଜୟନାରାୟଣ ମିଶ୍ର #JaynarayanMishra #target #NaveenPatnaik #BJD #Odisha #NirvayNews #NirvayWebNews
0
0
0
@NirvayNews
Nirvay News
1 day
ନବୀନଙ୍କ ତାଗିଦ ପରେ ସନାଙ୍କ ପ୍ରତିକ୍ରିୟା; ବିଜେଡି ସହ ଅଛି, ରହିଛି ଏବଂ ରହିବି #sanamahakud #NaveenPatnaik #BJD #NirvayNews #NirvayWebNews
0
0
0
@NirvayNews
Nirvay News
1 day
ରାଜ୍ୟସଭାରେ ଉପସ୍ଥାପନ ହେଲା ୱକଫ୍‌ ଉପରେ ଜେପିସିର ରିପୋର୍ଟ #RajyaSabha #jpcreport #walkofbill #NirvayNews #NirvayWebNews
0
0
0
@NirvayNews
Nirvay News
1 day
୫ ବର୍ଷ ମଧ୍ୟରେ ପୂରଣ କରାଯିବ ୧.୫ ଲକ୍ଷ ସରକାରୀ ଚାକିରି #StateGovernment #assembly #NirvayNews #NirvayWebNews
0
0
0
@NirvayNews
Nirvay News
1 day
ବିଧାନସଭାରେ ଚମ୍ପୁଆ ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିତ; ବିଜେପି ଆଡ଼କୁ ଯାଉଛନ୍ତି କି କହି କଲେ ତେରଛା ବାଣ #NaveenPatnaik #OdishaAssembly #SanatanMahakud #NirvayNews #NirvayWebNews
0
0
0
@NirvayNews
Nirvay News
1 day
ବୁର୍ଲା ଭୀମସାରରେ ଚିକିତ୍ସା ଅବ୍ୟବସ୍ଥା; ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ #VIMSAR #burla #chemo #NirvayNews #NirvayWebNews
0
0
0
@NirvayNews
Nirvay News
1 day
ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତି
0
0
0
@NirvayNews
Nirvay News
1 day
ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲା: ଲୁଟେରା ଗିରଫ #NiranjanPatnaik #stolencase #NirvayNews #NirvayWebNews
0
0
0
@NirvayNews
Nirvay News
1 day
ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ #koraput #VigilanceRaid #ADEO #NirvayNews #NirvayWebNews
0
0
0