![Dr Rabindra Narayan Behera Profile](https://pbs.twimg.com/profile_images/1837861780460068864/ZCgqTYrv_x96.jpg)
Dr Rabindra Narayan Behera
@MPjajpur2024
Followers
497
Following
2K
Statuses
1K
Member of Parliament,Loksabha, Jajpur,BJP Odisha State Executive Member Chairman Voice of Jajpur General Secy National NGO Federation, Ex Director NIC
Bhubaneshwar, India
Joined February 2016
ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ଵିତୀୟ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡକୁ ପରାସ୍ତ କରି ବୃହତ ବିଜୟ ହାସଲ କରିଥିବା ଭାରତୀୟ କ୍ରିକେଟ ଟିମକୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣlଉଛି । ଏହି ବିଜୟ ହାସଲ ପାଇଁ ସମସ୍ତ ଖେଳାଳିଙ୍କ ପରିଶ୍ରମ ଏବଂ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ। #INDvsENG
0
1
13
ଆଜି ମା' ବିରଜାଙ୍କ ପବିତ୍ର ମାଟି ଯାଜପୁର ଠାରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ କରାଗଲା। ଏହି ଅବସରରେ ମୋଟ ୧୮ଲକ୍ଷରୁ ଊର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ୯୦୦କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲୁ। ରାଜ୍ଯର ମାତୃଶକ୍ତିଙ୍କ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ଵ ଦେଲୁ। #SUBHADRA
0
0
4
ଯାଜପୁରରେ ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ଦର୍ଶନ କରି ମା'ଙ୍କ କୃପା ଭିକ୍ଷା କରିବା ସହ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲୁ। ବିରଜା କ୍ଷେତ୍ର ହେଉଛି ଓଡ଼ିଶାର ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାର ପ୍ରମୁଖ କ୍ଷେତ୍ର। #Jajpur #Maabiraja
0
0
0
ଯାଜପୁର ଜିଲ୍ଲା ବ୍ଯାସନଗର ଉପକଣ୍ଠରେ ଥିବା ପ୍ରାଚୀନ ଏବଂ ପୂରାଣ ପ୍ରସିଦ୍ଧ ବ୍ଯାସ ସରୋବରର ନବୀକରଣର ଶୁଭ ଉଦ୍ଘାଟନରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟ��ନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସହ ଯୋଗ ଦେଲି। ମହର୍ଷି ବ୍ଯାସଦେବଙ୍କ ଏଠାରେ ମହାଭାରତର ଶେଷପର୍ବ ରଚନା କରିଥିବା ବିଶ୍ୱାସ ରହିଛି। @MohanMOdisha @BJP4Odisha
0
0
1
RT @MohanMOdisha: LIVE : ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ। #SUBHADRA
0
16
0
ସ୍ବାଗତମ୍.... ସୁସ୍ବାଗତମ୍...... ଯାଜପୁର ଜିଲ୍ଲାର ପବିତ୍ର ବିରଜା ମାଟିକୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସ୍ବାଗତମ୍। @MohanMOdisha @BJP4Odisha
0
0
9
ସଂସଦ ଭବନରେ ରେଲୱେ ମନ୍ତ୍ରାଳୟ ଦ୍ଵାରା ଆୟୋଜିତ ରେଳ ବଜେଟ ବ୍ରିଫିଙ୍ଗ ସେସନରେ ଯାଜପୁର ରୋଡ୍ ଧାମରା ରେଲୱେ ବିରଜା କ୍ଷେତ୍ର ଦେଇ ରେଳ ଲାଇନ ଉପରେ ଧ୍ୟାନ ଆକର୍ଷଣ ଓ ରତ୍ନଗିରି ଉଦୟ ଗିରି, ଲଳିତଗିରି, ଲାଙ୍ଗୁଡି କୁ ବୁଦ୍ଦିଷ୍ଟ ହେରିଟେଜ ରେଳ ଟୁରରେ ସଂଯୋଗ କରିବାକୁ ଦାବି ରଖିଲି। @BJP4Odisha
1
0
9
ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ, ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଜଣେ ଅଦ୍ଵିତୀୟ ସଙ୍ଗୀତଜ୍ଞ ଭାବେ ଭାରତୀୟ ସଙ୍ଗୀତ ଜଗତ ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ। @BJP4Odisha
0
0
2
ନୂଆଦିଲ୍ଲୀ ସ୍ଥିତ ହାଉସ୍ ଖାସ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଁଚି ପ୍ରଭୁ ଙ୍କୁ ଦର୍ଶନ କରି ଆଶିଷ ଲାଭ କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କଲି। ଏହି ଅବସରରେ ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଦ୍ଵାରା ଆୟୋଜିତ ପ୍ରସାଦ ସେବନରେ ସାଂସଦ ଓ ଦିଲ୍ଲୀ ର ବିଜେପି ନେତା ମାନେ ଉପସ୍ଥିତ ଥିଲ��। @BJP4Odisha
0
0
5
ନୋଇଡା ଠାରେ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲି। ଏହି ଅବସରରେ ପ୍ରଭୂଙ୍କୁ ଦର୍ଶନ କରି ଆଶିଷ ଲାଭ କରିବା ସହ ସ��ସ୍ତଙ୍କ ମଙ୍ଗଳ କାମନା କଲି। ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ଏ ମନ୍ଦିର ବହୁତ୍ ଉଚ୍ଚ କୋଟୀର ଏବଂ ପ୍ରଶଂସନୀୟ। @BJP4Odisha @MohanMOdisha
1
1
13
ନୂଆ ଦିଲ୍ଲୀ ଠାରେ ଓଡ଼ିଆ ସମାଜ ଦ୍ଵାରା ଆୟୋଜିତ east patel nagar ନିର୍ବାଚନ ମଣ୍ଡଳୀରେ ସରସ୍ଵତୀ ପୂଜା ରେ ଯୋଗ ଦେଇ ମା ଙ୍କ ଆଶୀର୍ବାଦ ନେବା ସହ ସମସ୍ତଙ୍କ ମଙ୍ଗଳ କାମନା କଲି। ଏହି ଅବସରରେ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ east ପଟେଲ ନଗର ବିଧାନ ସଭା ପ୍ରାର୍ଥୀ ରାଜ କୁମାର ଆନନ୍ଦ ଙ୍କ ପାଇଁ ଭୋଟ ଭିକ୍ଷା କଲି। @BJP4Odisha
0
1
6
ନୂଆଦିଲ୍ଲୀ ଠାରେ ପଟେଲ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ଇଷ୍ଟ ପଟେଲ ନଗର ନିର୍ବାଚନ ପ୍ରଚାରରେ ଯୋଗ ଦେଲି। ପ୍ରାର୍ଥୀ ରାଜକୁମାର ଆନନ୍ଦଙ୍କ ପାଇଁ ଭୋଟ ଭିକ୍ଷା କରିବା ସଙ୍ଗେ ସଙ୍ଗେ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କଲି। @BJP4Odisha
0
1
1
ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ ଅପାର କୃପାରୁ ବିଦ୍ୟାର୍ଥୀଙ୍କ ଜୀବନ ଜ୍ଞାନର ଆଲୋକରେ ଆଲୋକିତ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ, ଏତିକି ପ୍ରାର୍ଥନା #vasantpanchami
1
1
11
ଯାଜପୁର, ଦଶରଥପୁରରେ ଏକ ବଡ ଧରଣର ମିଶ୍ରଣ ପର୍ବରେ ଯୋଗ ଦେଲି। ବିଜେପିରେ ଯୋଗଦାନ କରିଥିବା ସମସ୍ତଙ୍କୁ ସ୍ବାଗତ କରିବା ସହ କୃତଜ୍ଞତା ଜ୍ଞାପନ କରୁଛି। @BJP4Odisha @MohanMOdisha @dpradhanbjp
0
0
3
ଜୟ ମା ବିରଜା... ଜୟ ଯାଜପୁର... ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ଵନକ��ଷତ୍ର ଉତ୍ସବ ଅବସରରେ ମା ଙ୍କ ମନ୍ଦିର ପ୍ରାଙ୍ଗଣରେ ପହଁଚି ମା ଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରିବା ସହ ଯାଜପୁର ବାସୀଙ୍କ ମଙ୍ଗଳ କାମନା କଲି। #jajpur #ମାବିରଜା
0
0
6
ଉତ୍କର୍ଷ ଓଡ଼ିଶା କନଫରେନ୍ସରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଓ ପରେ ��େନ୍ଦ୍ର ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଦ୍ଵାରା ଯାଜପୁର ରୋଡରେ ଏକ ସଫ୍ଟୱେର ଟେକ୍ନୋଲୋଜି ପାର୍କ ଉଦ୍ଘାଟିତ ଓ IT କ୍ଷେତ୍ରରେ investment ସମ୍ଭର୍ଦ୍ଧ କର୍ମଶାଳା ରେ ଯୋଗ ଦେଲି। @BJP4Odisha @dpradhanbjp @MohanMOdisha
0
0
3
ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ଵନକ୍ଷତ୍ର ଉତ୍ସବ ଉପଲକ୍ଷେ ମୋର ପ୍ରିୟ ଯାଜପୁର ବାସିଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ସହ ଶୁଭକାମନା। #ମାବିରଜା #jajpur
0
0
5
Joined as speaker in New Indian Express Think Edu conclave held at Chenai in the session Voice of New MPs. Shared my views on parliamentary democracy and Modiji support on samvidhan gourav @BJP4Odisha
0
1
1
RT @Xpress_edex: MPs discuss Manipur violence, caste census, and controversy over comments on Ambedkar at #ThinkEdu2025 Read https://t.co…
0
8
0