![Akash Dasnayak Profile](https://pbs.twimg.com/profile_images/1775014304145924096/JZq6U6oD_x96.jpg)
Akash Dasnayak
@IamAkashDNayak
Followers
21K
Following
7K
Statuses
4K
Actor, proud Indian . MLA ( KOREI )
Odisha
Joined March 2014
ୱାର୍ଲ୍ଡ ଫିଟ୍ନେସ୍ ଫେଡେରେସନ୍ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱସ୍ତରୀୟ ଲିଜେଣ୍ଡ କ୍ଲାସିକ୍ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି।ସ୍ୱାସ୍ଥ୍ୟ ହିଁ ସମ୍ପଦର ବାର୍ତ୍ତା ବହନ ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ଆଜିର ଯୁବପିଢିଙ୍କୁ ଅଭିପ୍ରେରିତ କରୁଥିବାରୁ ଆୟୋଜକଙ୍କ ପ୍ରତି ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛି #WFF
0
0
7
RT @MahalingMukesh: ଫାଇଲେରିଆ ନିରାକରଣ ପାଇଁ ଫାଇଲେରିଆ ପ୍ରତିରୋଧକ ଡି.ଇ.ସି ଓ ଆଲବେଣ୍ଡାଜଲ୍ ବଟିକା ସେବନ ବ୍ୟବସ୍ଥା କରାଯାଇଛି। ଫେବୃଆରୀ ୧୦ ରୁ ୧୯ ମଧ୍ୟରେ ହେ…
0
12
0
ମହୋତ୍ସବରେ ଯୋଗଦେବା ପାଇଁ ସୁଯୋଗ ଦେଇଥିବାରୁ ଆୟୋଜକଙ୍କ ପ୍ରତି ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛି । #jajatimahostav #PalishreeMela #jajpur #Odisha
0
0
2
ପରୀକ୍ଷା ପୁଣି ପାଖେଇ ଆସୁଛି । ତେଣୁ ଆମ୍ଭମାନଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ @narendramodi ପୁଣି କିଛି ନୂଆ ଉପଦେଶ ନେଇ ଆସୁଛନ୍ତି । ଆସନ୍ତା ୧୦ ଫେବୃଆରୀ ୨୦୨୫, ପୂର୍ବାହ୍ନ ୧୧ଟା ରେ ହେବାକୁ ଥିବା "ପରୀକ୍ଷା ପେ ଚର୍ଚ୍ଚା" କାର୍ଯ୍ୟକ୍ରମରେ ଆପଣମାନେ ମଧ୍ୟ ଯୋଡି ହୁଅନ୍ତୁ । #PPC2025 #ExamWarriors
0
0
2
Congratulations to @BJP4India on a historic triumph in Delhi! Under the leadership of Hon’ble PM @narendramodi Ji, Hon’ble @AmitShah Ji, BJP President @JPNadda Ji & Hon’ble @PandaJay Ji, who led BJP’s Delhi efforts, the party continues its unstoppable journey! #Delhi #BJP
0
0
2
ଏଭଳି ଏକ ଦିବ୍ୟ ସ୍ଥାନରେ ତଥା ଭବ୍ୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସମେତ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ, ମାନ୍ୟବର ଯାଜପୁର ସାଂସଦ ଏବଂ ଯାଜପୁର ଜିଲ୍ଲାର ବିଧାୟକ ଗଣ ଉପସ୍ଥିତ ଥିଲେ । @MohanMOdisha
#vyasasarovar #inauguration #Korei #Odisha
0
0
2
ଓଡ଼ିଶାର ଐତିହ୍ୟ, ସଂସ୍କୃତି ଏବଂ ଗୌରବମୟ ଇତିହାସର ପରିଚୟ ବାଲିଯାତ୍ରା । ସେହି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାକୁ "ଜାତୀୟ ମାନ୍ୟତା" ପ୍ରଦାନ କରିଥିବାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ପ୍ରତି ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛି । #balijatra
0
0
3