DasNavin2615 Profile Banner
Navin Das Profile
Navin Das

@DasNavin2615

Followers
14K
Following
8K
Statuses
5K

Nothing spl about me. I am a vernacular journalist. Editing own newspaper Nirbhay - first tabloid Odiya daily.

Bubaneswar, Odisha, India
Joined November 2013
Don't wanna be here? Send us removal request.
@DasNavin2615
Navin Das
16 hours
ଅନ୍ଧାର ଭିତରେ ବିଜୟ 👌 ଶୁଭେଚ୍ଛା ଟିମ ଇଣ୍ଡିଆ 🌹🌹
0
0
12
@DasNavin2615
Navin Das
1 day
SHANKAR SUTRA Strong people also make mistakes. But they do admit and quickly learn from their mistakes 🙏
0
0
4
@DasNavin2615
Navin Das
1 day
ମନେହୁଏ ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗରେ OCA କ୍ରିକେଟ ଟିକଟ ସ୍କାମରେ ଲିପ୍ତ 🤣
14
6
121
@DasNavin2615
Navin Das
1 day
0
0
5
@DasNavin2615
Navin Das
3 days
Pandian Eco System Eye's On Information Commission Post | Nirbhay Gumara... via @YouTube ନବୀନଂକ ପରାମର୍ଶଦାତା ସୁରେଶ ମୋହନ ସରକାରରେ ହେବାକୁ ଚାହାନ୍ତି ସିଆଇସି ! ତାଜ୍ଜୁବ ଲାଗୁନି ?
6
0
3
@DasNavin2615
Navin Das
4 days
How Much Time Deepali Needs To Write A Letter To CBI ? | Nirbhay Gumara ... via @YouTube ବାପା ହତ୍ୟା ଚକ୍ରାନ୍ତରୁ ପରଦା ହଟାଇବାକୁ ସତରେ ଚାହାନ୍ତି ଦିପାଲୀ ! କାମରୁ ତ ଜଣାପଡୁନି !
1
0
1
@DasNavin2615
Navin Das
5 days
Election In BJD Delays Due To Immense Infighting | Nirbhay Gumara Katha via @YouTube
7
0
2
@DasNavin2615
Navin Das
6 days
Where Is The Selection Of BJP State President Stuck ? | Nirbhay Gumara K... via @YouTube କଂଗ୍ରେସ ହାଲ ବୁଝିହଉଛି କିନ୍ତୁ ବିଜେପି କାହିଁକି ସଭାପତି ବାଛିପାରୁନି ?
0
0
2
@DasNavin2615
Navin Das
7 days
Leaders rush to attend wedding parties, creates havoc in Odisha | No Com... via @YouTube
6
0
1
@DasNavin2615
Navin Das
7 days
Rs 700 Crore Pulses Scam, Will Mohan Open The Vigilance File ? | Nirbhay... via @YouTube ଡାଲି ଦୁର୍ନୀତି ଫାଇଲ ଚାପିରଖିଥିଲେ ନବୀନ . ମୋହନ ବି କଣ ଚାପିରଖିବେ ?
6
0
3
@DasNavin2615
Navin Das
15 days
ଝଣ୍ଡା ଉଞ୍ଚା ରହେ ହମାରା ବିଜୟୀ ବିଶ୍ୱ ତ୍ରିରଙ୍ଗା ପ୍ୟାରା 🙏
0
1
17
@DasNavin2615
Navin Das
15 days
ାହାକୁ ବଞ୍ଚାଇବା ଲାଗି ଏମିତି ଜଘଣ୍ୟ ଖେଳ ଖେଳିଲା କ୍ରାଇମବ୍ରାଞ୍ଚ? ସିବିଆଇ ତଦନ୍ତ ଜରୁରୀ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ମୁଖା ଖୋଲିବାଲାଗି.
2
0
8
@DasNavin2615
Navin Das
15 days
1
0
5
@DasNavin2615
Navin Das
16 days
0
0
4
@DasNavin2615
Navin Das
20 days
Pandian Is The Real Owner Of BJD - Naveen Niwas ! | Nirbhay Gumara Katha via @YouTube ପାଣ୍ଡିଆନ୍ ବିଜେଡିରୁ ଇସ୍ତଫା ଦେଇନାହାନ୍ତି କାହିଁକି ? କାହିଁକି ନିବାସ ତାଂକ ଆଡ୍ଡା ?
2
0
7
@DasNavin2615
Navin Das
24 days
ବିଙ୍କୁ କାହା ଉଦ୍ଦେଶ୍ୟ ପରିପୂରଣ ଲାଗି ସମ୍ବଲପୁର ଲୋକସଭା ଆସନ ଲାଗି ଲଢେ଼ଇଲା ବିଜେଡି? କାହା ଭରସାରେ ମୋଦୀ କହିଲେ ଜୁନ 4 ବିଜେଡ଼ର EXPIRY DATE?
5
1
14
@DasNavin2615
Navin Das
25 days
Naba Das Murder Case, Dipali Demands CBI Probe | Nirbhay Gumara Katha via @YouTube ଅନ୍ତରାତ୍ମା ଆହୁରି ଜାଗୁ। ଚକ୍ରାନ୍ତକାରୀଂକ ଚେହେରା ଉପରୁ ପରଦା ହଟେଇବାକୁ ଚାହୁଁଥିଲେ ଦୀପାଲି ସରକାରଂକୁ ଲିଖିତଭାବେ ସିବିଆଇ ତଦନ୍ତ ଲାଗି ଅନୁରୋଧ କରନ୍ତୁ।
2
0
10
@DasNavin2615
Navin Das
27 days
Dipali's Hint, 'Naveen Government Has Killed My Father' | Nirbhay Gumara... via @YouTube ପୁଲିସ ଅଫିସରକୁ ଲଗେଇ ମୋ ବାପାକୁ ମାରିଦେଲେ। କିଏ ମରେଇଲା ନବଂକୁ ? ଜାଣିବାକୁ ଚାହାନ୍ତି କି ଦୀପାଲି ? ସାନି ତଦନ୍ତ ଲାଗି ଲିଖିତ ଆବେଦନ କରନ୍ତୁ। ପାରିବେ କି ?
8
2
9
@DasNavin2615
Navin Das
28 days
Mohan Escapes Major Conspiracy Plot ! | Nirbhay Gumara Katha via @YouTube ଭିତର ଶତ୍ରୁକୁ ଧୈର୍ଯ୍ୟର ସହ ମୁକାବିଲା ନକଲେ ମୋହନଂକ ଲାଗି ଆଗକୁ ବଢିପାରେ ଅଡୁଆ 😳
0
1
5
@DasNavin2615
Navin Das
28 days
SHANKAR SUTRA The best maths you can learn is how to calculate the future cost of current decisions🙏
0
0
3