BSSO Turekela Profile
BSSO Turekela

@BssoTurekela

Followers
26
Following
20
Statuses
4

turekela
Joined June 2023
Don't wanna be here? Send us removal request.
@BssoTurekela
BSSO Turekela
3 months
ଗତ ତା-୧୨.୧୧.୨୦୨୪ ଦିନ ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତୁରେକେଲା ବ୍ଲକ ଏବଂ କଣ୍ଟାବାଞ୍ଜି NAC ଅଞ୍ଚଳର ସର୍ବମୋଟ ୫୫୬ ଜଣ ଭିନ୍ନକ୍ଷମ ମା ମାଉସୀ ଭାଇ ଭଉଣୀମାନେ ନବିକରଣ ବା ନୂତନ ଭିନ୍ନକ୍ଷମ ପ୍ରମାଣ ପତ୍ର ତତ୍ ସହିତ ଉପକରଣ ପାଇଁ ପଞ୍ଜୀକରଣ କରିଥିଲେ।
Tweet media one
Tweet media two
Tweet media three
Tweet media four
0
0
1
@BssoTurekela
BSSO Turekela
1 year
ଗତ ତା ୧୯.୧୧.୨୦୨୩ ଦିନ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ତୁରେକେଲା ବ୍ଲକ ଅନ୍ତର୍ଗତ କରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ର କୁଲିଆଦର ଗ୍ରାମକୁ ଯାଇ ଦିବ୍ୟାଙ୍ଗ ଦମ୍ପତିଙ୍କୁ କିପରି ବିବାହ ପ୍ରୋତ୍ସାହନ ଟ.୨୫୦୦୦୦/- ମିଳିବ ତାର ତଦନ୍ତ କରାଗଲା
Tweet media one
Tweet media two
3
1
15
@BssoTurekela
BSSO Turekela
1 year
ତା. ୧୪.୧୧.୨୦୨୩ ଦିନ ତୁରେକେଲା ବ୍ଲକ୍ ଏବଂ କଣ୍ଟାବାଞ୍ଜି NAC ପାଇଁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବ୍ଲକ୍ ପରିସର ତୁରେକେଲା ରେ ଅନୁଷ୍ଠିତ ହୋଇଥିଲା । ମୋଟ ୨୩୫ ଜଣ ଭିନ୍ନକ୍ଷମ ବ୍ୟକ୍ତି UDID ପ୍ରମାଣ ପତ୍ର ପାଇଁ ଏହି ଶିବିର ରେ ପଞ୍ଜୀକୃତ ହୋଇଥିଲେ ଏବଂ ୫ ଜଣଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ କରାଗଲା ।
Tweet media one
Tweet media two
Tweet media three
Tweet media four
0
1
4