ଓଡ଼ିଶା ମାଟିର ଗର୍ବ ଏବଂ ଗୌରବ ଭାରତୀୟ ପୁରୁଷ ହକି ଦଳର ବିରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ, ବ୍ୟାଡମିଣ୍ଟନ୍ ଖେଳାଳୀ ପ୍ରମୋଦ ଭଗତ, ଓଡ଼ିଶାର ଦୌଡ଼ ରାଣୀ ଦୂତୀ ଚାନ୍ଦ ଏବଂ ଭାରତୀୟ ମହିଳା ହକି ଦଳର ଦୀପ ଗ୍ରେସ୍ ଏକ୍କା ଓ ନମିତା ଟୋପ୍ପୋଙ୍କୁ ଅମୁଲ୍ ଓଡ଼ିଶା ପରିବାର ଟୋକିଓ ଅଲମ୍ପିକ୍ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।