Aliva behera Profile Banner
Aliva behera Profile
Aliva behera

@Alivabehera10

Followers
2,277
Following
160
Media
106
Statuses
1,532

ur .. happiness is the greatest achievement.. enjoy every moment...କିଏ ଜାଣେ କେତେବେଳେ ସମୟ ସ୍ରୋତ ରେ ବୋହିଯିବ... ଜୀବନ ର କିଛି ଅନୁଭୂତି କୁ✍️ ପ୍ରକାଶ କରିବାକୁ ଭଲପାଏ 🙏😇

Balasore..Odisha
Joined June 2021
Don't wanna be here? Send us removal request.
Explore trending content on Musk Viewer
Pinned Tweet
@Alivabehera10
Aliva behera
1 year
Happy 😊...mood❤️😊
Tweet media one
115
30
1K
@Alivabehera10
Aliva behera
1 year
When me choose myself.....❤️💖😇
Tweet media one
147
22
1K
@Alivabehera10
Aliva behera
1 year
सुबाहा का पहली किरण के साथ कुछ नई यादें बनाने हम चले..❤️❤️❤️ #zindegi ❤️
Tweet media one
84
18
632
@Alivabehera10
Aliva behera
11 months
Good morning everyone 😊 Howz ...u..guys...?? Hope u guy's doing well....🤗 #Goodmorning 🥰🥰
Tweet media one
87
14
533
@Alivabehera10
Aliva behera
1 year
"କିଛି ଇଚ୍ଛା" ଇଚ୍ଛା ହୋଇ ରହି ଯାଏ, "କିଛି ସ୍ବପ୍ନ " ସ୍ବପ୍ନ ହୋଇ ରହିଯାଏ, ଆଉ ବେଳେ ବେଳେ କାହାକୁ ଅପେକ୍ଷା କରିବା ଟା ଜୀବନ ର ବ୍ରତ ହୋଇ ରହିଯାଏ ମନର କୋହ କୁ ମନ ରେ ଲୁଚେଇ ଦୁନିଆ ଆଗରେ ହସିବା କଳା ରେ ମାହିର ହୋଇ ଯାଇଛି ମୁଁ ।। #ଜୀବନରବ୍ରତ #ଅପେକ୍ଷା #ଶୁଭରାତ୍ରି
Tweet media one
112
11
512
@Alivabehera10
Aliva behera
8 months
ଅବୁଝା ମନ ରେ ଆଲୋଡ଼ିତୋ ପ୍ରଶ୍ନ ଆନ୍ଦୋଳିତ ହୁଏ ତରଙ୍ଗ ପ୍ରାୟ......।। #🌅🌅🍀
Tweet media one
69
4
500
@Alivabehera10
Aliva behera
1 year
Good morning...guys...🥰🍀🍀
Tweet media one
72
3
408
@Alivabehera10
Aliva behera
11 months
କାଲି Hospital bed ରେ କିଛି #promises ନିଜ ସହ କରିଛି କି ଆଉ କେବେ ଅନ୍ୟ ଙ୍କ ପାଇଁ ନିଜ କୁ ଅସୁସ୍ଥ କରିବିନି......।। ମୋତେ ଯାହା ଶିଖିବାର ଥିଲା ଶିଖି ଯାଇଛି ଆଉ କିଛି ଶିଖିବା ପାଇଁ ବାକି ହିଁ ନାହିଁ...।। ନିଜ ସହ କରିଥିବା ଅନ୍ୟାୟ ପାଇଁ ମୁଁ ମୋ ନିଜ ପାଖରେ ଲଜ୍ଜିତ ..।। #ଇଛାନିଜକୁନୂଆରୂପରେଗଢିତୁଳିବି Goodmorning 🍃🍃
Tweet media one
79
9
376
@Alivabehera10
Aliva behera
10 months
When I luv...❤️ myself a little more...🥰❤️🙈🍀🍀🍀 #selflove 🫂❣️
Tweet media one
Tweet media two
51
6
335
@Alivabehera10
Aliva behera
10 months
ଏମିତି ଲୋକ ସହ ନଜର ମିଳିଥିଲା କି ଯାହା ନଜର ରେ ମୋର ଅସ୍ଥିତ୍ଵ କିଛି ନ ଥିଲା ଭୁଲ କଣ ନୟନ ର ଥିଲା ନା ହୃଦୟ ର ଥିଲା ଯେବେ ହୃଦୟ ର ପାଚେରି ରେ ଦରାର ପଡ଼ିଲା ନୟନ ଫାଙ୍କ ରୁ କାଇଁ ଅଶ୍ରୁ ବହିଲା ...।। ଭୁଲ କଣ ସତରେ ନୟନ ର ଥିଲା ନା ହୃଦୟ ର ଥିଲା...।। #ଶୁଭରାତ୍ରି
Tweet media one
51
7
317
@Alivabehera10
Aliva behera
1 year
ମନେ ପଡ ପ୍ରିୟ ତୁମେ ସଂଜ ନଇ ଗଲେ ସୂରୁଜ ଉଇଁଲେ ଘନ ଅନ୍ଧକାରେ ଆଲୋକ କୁହୁଡି ରେ ବର୍ଷା ବିଜୁଳି ରେ ମରୁ ଛାୟା ତଳେ ତୁମର ସ୍ମୃତି ସବୁ ଚପଳ ଢେଉ ହୋଇ ମନ ରେ ଯେବେ ଆଲୋଡ଼ିତ ହୁଏ ଛବି ତୁମର ହୃଦୟ ସ୍କନ୍ଦ ରେ ସଜାଡ଼ି ହୁଏ ତୁମେ କୁହ ପ୍ରିୟ କଳ୍ପନା ଜଗତ ରେ ବାସ୍ତବତା ର ଆଭାସ କାହିଁକି ହୁଏ......।।।
Tweet media one
42
5
307
@Alivabehera10
Aliva behera
11 months
ଏମିତି ତୋ ଶାଢୀ ପିନ୍ଧି ଆସେନି ମତେ ତଥାପି ବଉ ପାଇଁ ଆସିଥିବା ଶାଢୀ ଆଗେ ମୁଁ ପିନ୍ଧି ଦିଏ.... ଯେମିତି ସେମିତି କରିକି....।। ଶାଢୀ ରେ ଦୁର୍ବଳତା ମୋର...🥰❣️...।। #ଶାଢୀ ❣️❤️📷📸 #📷📸📸🍀🍃🍃
Tweet media one
59
8
281
@Alivabehera10
Aliva behera
11 months
ବୁଝେଇବା ଆଉ ବୁଝିବା ଭିତରେ ବହୁତ ତଫାତ କହିବା ଟା ସହଜ ଅନ୍ୟ କୁ ବୁଝେଇବା ଟା ବି ସହଜ ସେ ପର୍ଯ୍ୟନ୍ତ ଯେ ଯାଏ ନିଜ ଉପରେ ବିତିନାହିଁ କିନ୍ତୁ ନିଜ କୁ ବୁଝାଇବା ବହୁତ୍ କଷ୍ଟକର .....।।
57
16
282
@Alivabehera10
Aliva behera
1 year
Good morning 🌅
Tweet media one
62
5
270
@Alivabehera10
Aliva behera
1 year
ବହୁତ କଷ୍ଟ ହୁଏ ଯେତେ ବେଳେ ଜଣାପଡେ କି ଆପଣ ନିଜର best ଦେଇକି ବି କାହା ର ବି ନିଜର ହୋଇପାରିଲେ ନାହିଁ ....🥺 ଅଭିମାନ କାହା ଆଗରେ କରିବି ଯେଉଁଠି ମୋ ର ମୂଲ୍ୟ କିଛି ବି ନାହିଁ...।। #🥺🥺🥺🥺🥺
62
11
282
@Alivabehera10
Aliva behera
9 months
ନା ଆଉ କିଛି ପାଇବା ର ଇଚ୍ଛା ବଞ୍ଚିଛି ନା ହରେଇବାକୁ ଡର ଅଛି ମନ ରେ ଏଟା କଣ ଜୀବନ ର ଅନ୍ତ ନା ଆରମ୍ଭ ର ସୂଚନା ....ଦିଏ...? #ସୁପ୍ରଭାତ
Tweet media one
54
6
267
@Alivabehera10
Aliva behera
9 months
ମେଘୁଆ ଆକାଶ ର ଅମାନିଆ ମେଘ ମୁଁ 🌨️ ବରଷି ବାକୁ ଇଚ୍ଛା ନେଇ ଚାଲିଆସେ ଧରଣୀର ପାଖକୁ ହେଲେ ଏଇ ଦୁଷ୍ଟ ପବନ ଟା ପରା ମୋତେଉଡେଇ ନିଏ ବହୁଦୂର କୁ.....।। #ଦୁଷ୍ଟପଵନ🙈
Tweet media one
35
5
258
@Alivabehera10
Aliva behera
1 year
ସୁପ୍ରଭାତ....🙏 କେମିତି ଅଛନ୍ତି ଆପଣ ମାନେ.... ଭଲ ରେ ଅଛନ୍ତି ତୋ....🙏 #🌷💗💗📸📸 #goodmorningguys 💗
Tweet media one
Tweet media two
64
5
247
@Alivabehera10
Aliva behera
10 months
ମୁଁ ନିଜକୁ ଭୁଲ ବୁଝିପାରେ ଭୁଲ କହିପାରେ କିନ୍ତୁ ମୋ ଠୁ ବି କେହି ଜଣେ ଯଦି ମୋତେ ଜାଣେ ଏ ଦୁନିଆ ରେ ସେ ଖାଲି ମୋ "ବଉ ".... ମିଛ ଦୁନିଆ ରେ ସତ ଖାଲି ତାର ସେ ସ୍ନେହ....❤️🧡🤍 #ବଉ❤️🧡🌿
Tweet media one
13
5
254
@Alivabehera10
Aliva behera
1 year
Good evening guys.....🥰❤️
Tweet media one
27
4
251
@Alivabehera10
Aliva behera
11 months
ମୁଁ ଯଦି ଜାଣିଥାନ୍ତି ପ୍ରଥମ ଦେଖାଟା ଶେଷ ଦେଖା ହୋଇଯିବ ବୋଲି ମୁଁ କେବେ ଦେଖା ହିଁ କରିନଥାନ୍ତି....।। #ବିଚାରିମୁଁ
62
8
245
@Alivabehera10
Aliva behera
11 months
ବହୁତ କିଛି ବଦଳି ଯାଇଛି ଜୀବନ ରେ ରଙ୍ଗ ମଞ୍ଚ ର ରଙ୍ଗ ବୋଧେ ମୋତେ ରଙ୍ଗେଇ ଦେଇଛି ମନ ର କୁହ କୁ ନେଇ ଜୀବନ ଯୂଇଁ ରେ ଜଳିବା ସିଖିଯାଇଚି..🍃 ମନ ରେ ଏବେ ବି ବହୁତ କିଛି ଲୋକାୟିତ ହୋଇ ଅଛି.....।। କିନ୍ତୁ ସେଇ ଅକୁହା କଥା କୁ ଆଉ ପ୍ରକଟ କରିବା ପାଇଁ ଇଚ୍ଛା ନାହିଁ ....🍀🍀।। #ମୋଜୀବନୀ...🍃🍀🍀🍀🍀🍀
Tweet media one
49
7
234
@Alivabehera10
Aliva behera
11 months
#Goodmorning 🥰 guy's ......😊🍀🍀🍃🍃🍃🍃🍃 🤍🤍🤍🤍🤍🤍🤍🤍🍀🍃
Tweet media one
46
5
219
@Alivabehera10
Aliva behera
8 months
ବହୁତ ଭାବିବା ପରେ ମୁଁ ତାଙ୍କୁ wp ରେ new year wish କରିଥିଲି ହେଲେ ସେ ଏ ଯାଏ ମୋ msg ହିଁ seen କଲେନି ..।।
93
6
242
@Alivabehera10
Aliva behera
1 year
ଚଞ୍ଚଳ ଚପଳା ଅମାନିଆ ମନ ....🦋 ମନ ରେ ମୋ ର ଅସୁମାରି ସ୍ଵପ୍ନ ସ୍ୱପ୍ନ ଯେ "କ୍ଷଣପ୍ରଭା "କ୍ଷଣି କ ରେ ଉଭା ହୋଇ ପୁଣି ହୁଏ ଗାୟବ....🍁 ସ୍ୱପ୍ନ ଭାଙ୍ଗିଯିବା ପରେ ଲାଗେ ଜୀବନ ଟା ଅସାର......🍃 ତଥାପି ନିତି ଦେଖେ ମୁଁ ପାହାନ୍ତିଆ ସ୍ୱପ୍ନ କାଳେ ଯଦି ହୋଇଯିବ କଲ୍ପନା ଟା ବାସ୍ତବ...🍀..।। #ସ୍ୱପ୍ନ 🍃🍀🍀 #ସୁପ୍ରଭାତ 🦋📸🍀
Tweet media one
41
4
228
@Alivabehera10
Aliva behera
7 months
ନ ମିଳିବା ଯାଏ ସବୁ କିଛି ମୂଲ୍ୟବାନ ସେ ସମ୍ପର୍କ ହେଉ କି ସମ୍ପଦ ହେଉ....., ଆଉ ଥରେ ମିଲିଯିବା ପରେ ସେ ସବୁ ମୂଲ୍ୟ ହୀନ ହୋଇଯାଏ, କିଛି ସୌଦାଗର ଙ୍କ ପାଖରେ...।।
32
6
232
@Alivabehera10
Aliva behera
9 months
ମୁଁ ପ୍ରଶ୍ନ ସେ ଉତ୍ତର ମୁଁ ନଦୀ ସେ ସାଗର ମୁଁ ପଦ୍ମ ସେ ସୁରୁଜ ମୁଁ କଳି ସେ ମଧୂପ ମୁଁ ବାରି ସେ ବାରିଦ ମୁଁ ଅଭିମାନିନୀ ସେ ଅଭିମାନ ମୋର......।। #କେହିଜଣେ❤️🙂🍀 #ଶୁଭସକାଳ
Tweet media one
23
4
219
@Alivabehera10
Aliva behera
10 months
ଭାରି ହୃଦୟ ଭିଜା ଲୋଚନ ନେ଼ଇ ମୋତେ ଯେବେ ହସିବାକୁ ପଡେ ....।। #ଶୁଭସକାଳ 🍀🍀🍀🍀🍀
Tweet media one
36
4
203
@Alivabehera10
Aliva behera
11 months
#Navaratrispecial ......❤️🥰🙏 #🍃📸📸📸💝👻
Tweet media one
Tweet media two
Tweet media three
32
4
201
@Alivabehera10
Aliva behera
1 year
କାହାର ଦରକାର ଅଛି କି Free re ମିଳିବ ...🤭 #🍀🍀🍀🤭
Tweet media one
75
1
202
@Alivabehera10
Aliva behera
10 months
ଜୀବନକୁ ଜୀଁବାର ମଜା ସେତେବେଳେ ଆସେ ଯେତେ ବେଳେ ଜୀବନ ସମ୍ଭାବନା ର ସୂକ୍ଷ୍ମ ଡୋରି ରେ ଅଟକି ଥାଏ......।। #ଶୁଭସକାଳ ❤️❤️❤️
Tweet media one
31
2
199
@Alivabehera10
Aliva behera
8 months
ବହୁତ ଦିନ ପରେ ବାପା ଙ୍କ ସହ ଟିକେ ବୁଲିବାକୁ ଯାଇଥିଲି...।। ଚାଟ୍ ପାମ୍ପୁଡ଼ି ଖାଇଲି ମଜା ଆସିଗଲା ବାପାଙ୍କ ସହ ବୁଲିବାର ମଜ୍ଜା ଅଲଗା 🥰🥰❣️❣️😊 #ବାପା🌎🌍 M #Loveu 🌎🌎🥰
Tweet media one
Tweet media two
Tweet media three
15
2
201
@Alivabehera10
Aliva behera
9 months
#ସାଙ୍ଗରବାହାଘର ...❣️❣️🎉🥰🥰🥰🥰
Tweet media one
Tweet media two
Tweet media three
31
2
195
@Alivabehera10
Aliva behera
1 year
ଋତୁ ବଦଳି ବା ପରି ମଣିଷ ବଦଳି ଯାଏ ଏଠି ଏହା ହିଁ ମଣିଷ ର ପ୍ରକୃତି.. ଆଉ ପ୍ରକୃତି ର ନିୟମ ସମୟ ଆଗରେ ସମସ୍ତେ ହାର ମାନନ୍ତି କିନ୍ତୁ ସମୟ କେବେ ହାର ମାନେନି ....🥺 #ସମୟ
54
4
203
@Alivabehera10
Aliva behera
11 months
#Wheretraditionmeetsfashion #🥰💝💝❤️ #📸📸📷🍀🍀🖤
Tweet media one
39
3
194
@Alivabehera10
Aliva behera
1 year
...And ..here is Myself ....💖💖 #Todaysclick #📸📸
Tweet media one
Tweet media two
Tweet media three
46
2
195
@Alivabehera10
Aliva behera
1 year
Mo ଜୀବନ ରେ ବିଫଳତା ହିଁ ଲେଖା ହୋଇଛି ବୋଧେ....🥺 Failure ମୋ ପଛରେ ନ ମୁଁ Failure ra ଆଗରେ .... ଯାହା ବି କରୁଛି ସବୁ ଉଲ୍ଟା ହେଉଛି...🥺 ଏ ଭଳି ପରିସ୍ଥିତି ରେ ମୁଁ କଣ କରିବି ...।। #😓🥺🥺🥺
89
5
195
@Alivabehera10
Aliva behera
1 year
I fold my hands ...when spirituality overloaded 🙏🥰🥰
Tweet media one
17
3
188
@Alivabehera10
Aliva behera
1 year
ଆଜି କାଲି ମୋ ଶରୀର ବହୁତ୍ ଅସୁସ୍ଥ ରହୁଛି ବୋଧେ କାହାର ମିଛ କସମ୍ ର ଅସର୍ ହେଉଛି....।। 🤒🤒🌡️ #🤕🤒🤧 #ଶୁଭସନ୍ଧ୍ୟା
54
4
193
@Alivabehera10
Aliva behera
11 months
Jhuk ke rehna padega Aapon k aage...😂😎 #📸📸🍀🍀🍃
Tweet media one
28
3
177
@Alivabehera10
Aliva behera
11 months
My smile is enough for my haters... Forgiveness is my passion Don't think that I'm weak And don't evaluate me according to your perspective ...🍃🍃🙏☺️ #goodmorningguys 💚
Tweet media one
28
6
179
@Alivabehera10
Aliva behera
1 year
Good morning ...guys🙃 କେମିତି ଅଛନ୍ତି ଆପଣ ମାନେ....☺️❣️🍀🍀 #🍀📸📸🍀🍀
Tweet media one
38
2
176
@Alivabehera10
Aliva behera
1 year
Kemiti achhanti aapna mane''....🤗
Tweet media one
29
3
171
@Alivabehera10
Aliva behera
11 months
ଗତ ବର୍ଷ ଦୁର୍ଗା ପୂଜା ରେ ଉଠେଇଥିବା ଫଟୋଟି📸 1year complete ହୋଇଗଲା🍀🦋🦋🥰 #🍀🦋🍀📸📸
Tweet media one
29
4
167
@Alivabehera10
Aliva behera
1 year
ଆଜି ଏତେ busy ଥିଲି କି ଫଟୋ ରେ ହସିବାକୁ ଭୁଲି ଗଲି .....🤭 #ବ୍ୟସ୍ତଜୀବନ
Tweet media one
29
2
162
@Alivabehera10
Aliva behera
10 months
କିଛି ଭଲ ଲାଗୁନି କଣ ହେଇଛି କେଜାଣି ଦିନ କୁ ଦିନ ମୋର ସବୁ ଇଚ୍ଛା କାଇଁ ମରିଯାଉଛି ମୁଁ ଏତେ ଦୁଃଖୀ କଣ ପାଇଁ ରହୁଛି....।। ପୃଥିବୀ ଟା ବି ଖାଲି ଖାଲି ଲାଗୁଛି କଣ ହେଉଛି ମୋ ସହ....।।🥺
59
6
169
@Alivabehera10
Aliva behera
11 months
କାମନା ହିଁ ଦୁଃଖ ର କାରଣ ହୋଇଥାଏ ପ୍ରକୃତ ଖୁସି ଆତ୍ମା ର ଶାନ୍ତି ରେ ରହିଥାଏ ଆତ୍ମା ର ଶ୍ରଦ୍ଧା ହିଁ ପ୍ରକୃତ ପ୍ରେମ....।। ଶ୍ରଦ୍ଧା ଓ ଭକ୍ତି ଦ୍ଵାରା ହିଁ ଈଶ୍ୱର ପ୍ରାପ୍ତି ହୋଇଥାଏ....।। #ଶୁଭସକାଳ #ଈଶ୍ୱର #ଆତ୍ମା 🍃🍀🍀
Tweet media one
32
5
165
@Alivabehera10
Aliva behera
10 months
କିଛି କଥା ଆଖି କହିଥାଏ....।। ଆଖି ଆଗରେ ସବୁ ଫିକା ...।। #ଆଖି
Tweet media one
22
4
162
@Alivabehera10
Aliva behera
11 months
କଥାରେ ଅଛି ପା "ନାନା ମୁନିଙ୍କ ନାନା ମତ" ସେଇଥି ପାଇଁ ଶୁଣ ସମସ୍ତଙ୍କ ର ଆଉ କର ନିଜ ମନ ଯାହା କହୁଛି.....।। କାହିଁକି ନା ଏଠି ତଳକୁ ଖସେଇବା ବାଲା ବହୁତ୍ ଉପରକୁ ଉଠେଇବା ବାଲା ବହୁତ୍ କାମ....।। #ସୁପ୍ରଭାତ ❤️❣️🍀🍃🍃 #🍀🍃🖤🖤🖤📷📸📸
Tweet media one
31
4
161
@Alivabehera10
Aliva behera
7 months
ଅଲିଅଳି ଅନାମିକା ଅଭିମାନିନୀ ନାୟିକା ମୁଁ.....।। ଚଞ୍ଚଳ ଚପଳା ଚଗଲି ମନ ମୋର ଉଡିଯାଏ ବହୁ ଦୂର ପବନ ସହ ହୋଇ ତର ତର...।। #ସୁପ୍ରଭାତ 🍀🍀🍀🍂
Tweet media one
30
3
168
@Alivabehera10
Aliva behera
11 months
ସକାଳୁ ସକାଳୁ selfie 🤳 ନେବାର ମଜା କିଛି ଅଲଗା କେମିତି ଅଛନ୍ତି ଆପଣ ମାନେ ଦୁର୍ଗା ପୂଜା ରେ କେତେ ବୁଲା ବୋଲି ହେଲା ଆଶା କରେ ଆପଣ ମାନେ ଭଲ ରେ ଥିବେ...।। #ଶୁଭସକାଳ #mrng 🤳 #🍀🍃🦋🦋🍀
Tweet media one
19
2
150
@Alivabehera10
Aliva behera
11 months
ଜୀବନ ର ବହୁ ମୂଲ୍ୟବାନ ସମୟ ଅତିବାହିତ ହୋଇଛି......।। ସେହି ନୀଳଗିରି ଗଡଜାତ ମାଟିରେ ଯେତେ ବେଳେ ବ୍ୟସ୍ତ ବହୁଳ ଜୀବନ ରୁ ବିରତି ପାଏ ମୁଁ ଦୌଡ଼ି ପଳାଏ ସେହି ସୁନ୍ଦର ପ୍ରକୃତି କୂଳକୁ ଯାହା ମୋ ପାର୍ଥିବ ଶରୀରରେ ନୂଆ ଜୀବନ ସଂଚାର କରେ....।। #ନୀଳଗିରି #ଗଡଜାତ🙏🙏 #ଖୁସି 🥰🍀🍀🍃🍃
Tweet media one
Tweet media two
Tweet media three
Tweet media four
27
4
156
@Alivabehera10
Aliva behera
1 year
ମୋ ଅପେକ୍ଷା ର ଅନ୍ତ ନାହିଁ...🥺 ରହିଛି ରହିବି ତୁମରି ପାଇଁ....🌹💖
Tweet media one
14
1
147
@Alivabehera10
Aliva behera
1 year
ନା" କିଛି ପାଇବାର ଇଚ୍ଛା...🌝 ନା" କିଛି ଦବାର ଇଚ୍ଛା..🌛 ଜୀବନ କୁ ଖାଲି ଜୀଇଁ ବାର ଇଛା... ଅଛି🌞 ଶୁଭରାତ୍ରି......❣️
Tweet media one
19
1
145
@Alivabehera10
Aliva behera
1 year
#ଶୁଭରାତ୍ରି....❤️😊
Tweet media one
22
1
148
@Alivabehera10
Aliva behera
1 year
Ganpati bappa morya... Mangal murti morya.. Happy Ganesh chaturthi ......to All of u....🥰 Hope May lord Ganesh bless you with knowledge nd wisdom .....🤗 #HappyGaneshchaturthi 🙏 #goodmorning
Tweet media one
26
2
146
@Alivabehera10
Aliva behera
10 months
#Goodmorning 🥰 #ଗୁଗୁଲୁ....👼👶 କେମିତି ଅଛନ୍ତି ଆପଣ...??
Tweet media one
21
2
142
@Alivabehera10
Aliva behera
11 months
ସ୍ମୃତି କାହା ପାଇଁ ରୂପା ଜହ୍ନ ର ସେ ପୂର୍ଣ୍ଣମୀ ରାତି ତୋ କାହା ପାଇଁ ଅମାବାସ୍ୟା ର ଅନ୍ଧାର ରାତି.....।। #ଆପଣଙ୍କପାଇଁସ୍ମୃତିକଣ
45
3
149
@Alivabehera10
Aliva behera
1 year
ମୁଁ ଚାଲିଲି ଦୁନିଆ ର ଭିଡ ଭିତରେ ନିଜ କୁ ଖୋଜିବା କୁ ....... କେଉଁଠି ଗୋଟେ ମିଲିଯିବି ଯଦି ନିଜକୁ.....🙃
Tweet media one
22
2
141
@Alivabehera10
Aliva behera
7 months
ସବୁ କିଛି ସୁନ୍ଦର ଲାଗେ ଦୂର ରୁ ସେ ପାହାଡ଼ ହେଉ କି ମଣିଷ....।।
16
4
149
@Alivabehera10
Aliva behera
1 year
When people gives you thousands reason to cry....find that one reason to be Happy.....and learnt How to vibe alone....💖🥰🥰
Tweet media one
20
2
139
@Alivabehera10
Aliva behera
1 year
ଚଞ୍ଚଳ ମନ ମନ ରେ ଭ୍ରମ ଭ୍ରମ ରେ ନିତି ବୁଲେ ମନ ମୋ କୁହେ ସଞ୍ଜ ସକାଳେ ରହିଛି ରହିବି ତୁମ ଅପେକ୍ଷା ରେ କେବେ ତୋ ଆସ ସେ ବାଟ ଦେଇ ଯେଉଁଠି ବସିଛି ମୁଁ ତୁମ କୁ ଚାହିଁ.......🥺 #ଶୁଭରାତ୍ରି
27
3
138
@Alivabehera10
Aliva behera
1 year
Good morning..guys.. Have a great day 🥰 #Hopeuguysdoingwell ....🍀 #🍀🍀📸📸📸💚🍀 #📸🍀🍀📸📸📸📸
Tweet media one
31
2
129
@Alivabehera10
Aliva behera
1 year
ଆଛା କହିଲେ ଜଣେ ଭଲ କି ଖରାପ କେମିତି ଜାଣିବା ପ୍ରଥମ ଦେଖା ରେ.....।। #Ansplz
55
2
131
@Alivabehera10
Aliva behera
10 months
ବହୁତ ଦିନ ପରେ ମୋର ପ୍ରିୟ ସାଙ୍ଗ #ମନୋଜ ସହ ଦେଖା....।। ବହୁତ ସାଙ୍ଗ ମିଳିଛି ମୋତେ ଜୀବନ ର ୨୨ ବର୍ଷ ଭିତରେ କିନ୍ତୁ ମନୋଜ ଭଳି କେହି ନୁହଁନ୍ତି....।। ସବୁ ବେଳେ ଏମିତି ହସୁ ଥାଉ ମୋ ସାଙ୍ଗ ଖୁସି ରେ ରହ ରେ ମାନୁଆ....🙌🙌🙌🍀🙌❣️ #mybestu ❣️🥰 #manuaa 🍀❣️
Tweet media one
6
5
132
@Alivabehera10
Aliva behera
7 months
ପ୍ରକୃତି ସହ କିଛି ସମୟ....।। #ଶୁଭସକାଳ 🤌
Tweet media one
19
0
132
@Alivabehera10
Aliva behera
7 months
ମନ ପସନ୍ଦର ଜୀବନ ସାଥି ମିଳିବା ଟା ଯଦି ଆଶୀର୍ବାଦ ଥିଲା ଗୋଟେ ସମୟ ପରେ ସେ ପୁଣି ଅଭିଶାପ କେମିତି ହେଲା....।। #ଅଭିଶାପ
26
3
136
@Alivabehera10
Aliva behera
10 months
ଆଖି ର ପଲକ ତଳେ ହୃଦୟ ର ସଫା କାଗଜ ରେ ଯେବେ ମୁଁ ଟିକେ ଭଲ କରି ଦେଖେ ସେଠାରେ ପ୍ରିୟତମଙ୍କ ଛବି ହିଁ ପାଏ ଅଶାନ୍ତ ସମୁଦ୍ର ମୁଁ ସମୁଦ୍ର ତଳ ର ମୁକ୍ତା ସେ ଏତେ ଗଭୀର ରେ ଯେ ଅଛ ମୋ ଭିତରେ ମୁଁ ଚାହିଁ ବି ସେ ଗଭୀରତା ରୁ ତୁମକୁ କାଢି ନ ପାରେ......।। #ପ୍ରିୟ❤️
Tweet media one
14
4
130
@Alivabehera10
Aliva behera
11 months
ସବୁ କିଛି ଜାଣିକି ବି ନୀରବ ରହିବା ଠୁ କଷ୍ଟ ଦାୟକ ଆଉ କିଛି ନୁହଁ ...।। #ନୀରବତା
21
3
129
@Alivabehera10
Aliva behera
7 months
ଏଇ ଦୁନିଆ ର ଭିଡ଼ ଭିତରେ ନିଜ କୁ ଭଲ ପାଇବା ନିଜ ର ସାମର୍ଥ୍ୟ କୁ ବୁଝିବା ନିଜ ସହ ସମ୍ପର୍କ କୁ ସୁଦୃଢ କରିବା ବହୁତ ଜରୁରୀ କାହିଁ କି ନା... ଏଇ ଭିଡ଼ ରେ ନିଜେ ନିଜର ହାତ ଛାଡ଼ି ଦେବା ପରେ ନିଜକୁ ଖୋଜି ପାଇବା ବହୁତ କଷ୍ଟ କର.... ...।। #ଶୁଭରାତ୍ରି
17
5
131
@Alivabehera10
Aliva behera
7 months
ଯେଉଁ ବାଟ ରେ କଣ୍ଟା ଥିଲା ସେ ବାଟ କୁ ବାରମ୍ବାର ଆପଣେଇବା କଣ ଉଚିତ୍ ଥିଲା କି ....? ବାଟ ର ଦୋଷ ନା ବାଟୋଇ .. ର...?
31
4
129
@Alivabehera10
Aliva behera
1 year
ବେଳେ ବେଳେ ଇଚ୍ଛା ହେଉଛି ଟିକେ ସମୁଦ୍ର ବେଳା ଭୂମି ରେ ବୁଲି ଆସନ୍ତି ମନ ଟା ହାଲୁକା ଲାଗନ୍ତା ହେଲେ କଣ କରିବି ଘରେ ଛାଡିବେନି ପା......🥺 ମୁଁ କଣ ଆଉ ସାନ ପିଲା ହେଇକି ରହିଛି କୁଆଡେ ବି ଛାଡୁନାହାନ୍ତି ...🥺 #ଦୁଃଖ🥺
33
2
126
@Alivabehera10
Aliva behera
10 months
କିଛି ସ୍ମୃତି ଯେବେ ସ୍ମୃତି ହୋଇ ରହିଯାଏ ଜୀବନ ର ପରିଭାଷା ବି ସମୟ ସହ ବଦଳି ଯାଏ କାଲି ଯିଏ ଚାତକ ହୋଇ ଜହ୍ନ କୁ ଖୋଜୁଥିଲା ଆଜି କାଇଁ ସିଏ ପିପିଲିକା ହୋଇ ମନ କୁ ବୁଝାଇ ଦିଏ......।। #ମୋକାହାଣୀ...🍀🍀🍀🌿🌿🌿
Tweet media one
17
4
125
@Alivabehera10
Aliva behera
7 months
ପ୍ରେମ ର ପ୍ରକୃତ ପରିଚୟ ପ୍ରେମ ରେ ହାରିବା ପରେ ହିଁ ମିଳିଥାଏ ...।। #ସତକିନୁହଁ
30
7
126
@Alivabehera10
Aliva behera
7 months
ସମସ୍ତଙ୍କୁ ସବୁ କିଛି କହିବା ପରେ ଜାଣିଲି କି କାହା କୁ କିଛି କହିବାର ହିଁ ନ ଥିଲା.....।।
12
7
122
@Alivabehera10
Aliva behera
1 year
ଏଠି ସମସ୍ତେ ବ୍ୟସ୍ତ କାହା ପାଖରେ ବି ସମୟ ନାହିଁ ଏମିତି କି ମୁଁ ଯେବେ ସମୟ କୁ ପଚାରେ ମୋ ସହ କଣ ପାଇଁ ଏମିତି ହେଉଛି ସମୟ ମୋତେ କଣ କୁହେ ଜାଣ କି ସବୁ ଠିକ୍ ହୋଇଯିବ ବାସ ମୋତେ ଟିକେ ସମୟ ଦିଅ......।। #ସମୟ
17
7
122
@Alivabehera10
Aliva behera
9 months
ମୁଢି party 🥳 With ଚିଲ୍ଲର...😋😋😋🥳🥳 #ମୁଢି #🥳😋😋
Tweet media one
Tweet media two
Tweet media three
Tweet media four
11
1
119
@Alivabehera10
Aliva behera
1 year
ଫୁଲୁ କା ତାରୋ କା ସବକା କେହ୍ନା ହେଁ ଏକ ହଜାରୁ ମେ ମେରି ବେହ୍ନା ହେଁ .......🥰 ସାରେ ଉମର ହମେ ସଙ୍ଗ ରେହ୍ନା ହେଁ ........👩‍❤️‍💋‍👩👩‍❤️‍💋‍👩 #ନାନା....💝
Tweet media one
18
3
114
@Alivabehera10
Aliva behera
1 year
ଏବେ ବି ସେ ଚେହେରା ଆଖି ଆଗରେ ଦିଶିଯାଇ ସବୁ ସ୍ମୃତି କୁ ଜୀବନ୍ତ କରିଦିଏ ନିରୀହ ସେ ରୂପ ଉଜ୍ଜଳ ସେ ନେତ୍ର ଶ୍ୟାମଳ ସେ ମୁଖ ଅଧର ରେ ହସ... ଯାହା ମୋତେ କରିଥିଲା ଦିନେ ବିମୋହିତ ଆଜି ମୋତେ କାଇଁ କରେ ଉପହାସ.....।। #priyatama 🍀❤️ #goodnight
19
4
115
@Alivabehera10
Aliva behera
11 months
32
2
106
@Alivabehera10
Aliva behera
7 months
ମୋ ପ୍ରେମର ଗଭୀରତା କୁ ସେ ଶବ୍ଦ ରେ ମାପେ ସେ ପୁଣି କୁହେ ପ୍ରେମ ତ ନିଶବ୍ଦ ଅଟେ ହୃଦୟ ର ସବୁ ବାର୍ତ୍ତାକୁ ଆଖିରେ ଆଖିରେ ସେ କୁହେ ପୁଣି ତାକୁ ଶବ୍ଦର ସୌନ୍ଦର୍ଯ୍ୟ ରେ ରୋମାଞ୍ଚିତ କରେ ଶବ୍ଦ ରେ ବାନ୍ଧି ରଖେ ସେ ହୃଦୟ ର ସମ୍ପର୍କ କୁ ମୁଁ ବୁଝି ବି ଅବୁଝା ହୁଏ ତାର ଶବ୍ଦ ର ସଂଯୋଜନା କୁ....।। #🍀🤍🍀
Tweet media one
15
3
117
@Alivabehera10
Aliva behera
1 year
ତାଙ୍କୁ ବିଶ୍ଵାସ କରିବା ଟା କ'ଣ ମୋର ଭୁଲ୍ ଥିଲା କି...? ମୁଁ ତାଙ୍କୁ ମନଦେଇ..ଭଲ ପାଇଥିଲି..ଆଉ ସିଏ ମତେ ବଦଳରେ ନିରବତା ଦେବା ପସନ୍ଦ କଲା.... ଏତେ ବିନତୀ କଲି... ତଥାପି..ସେ ମୋତେ ବୁଝିପାରିଲେ ନି ମୁଁ କ'ଣ ସତରେ ପଥର ଟାକୁ ମନ ଦେଇଥିଲି....🥺
44
3
116
@Alivabehera10
Aliva behera
9 months
ଆଛା କହିଲେ ଏ ଜାଗା ଟି କଉଁଣ୍ଟି ....।।
Tweet media one
Tweet media two
Tweet media three
19
1
113
@Alivabehera10
Aliva behera
10 months
ସ୍ମୃତି କୁ ପାସୁରିବା କୁ ଯାଇ ସ୍ମୃତି ହୋଇଯାଏ ...।। ମୁଁ ଯେତେ ବେଳେ ତାଙ୍କୁ ଭୁଲିବାକୁ ଯାଇ ନିଜକୁ ଭୁଲିଯାଏ....।। #ଶୁଭରାତ୍ରି
14
3
115
@Alivabehera10
Aliva behera
1 year
ଜାଣିଛନ୍ତି କେତେ ବେଳେ ବେଶୀ କଷ୍ଟ ହୁଏ ଯେତେ ବେଳେ ବିଶ୍ୱାସ ଭାଙ୍ଗି ଯାଏ ଆଉ ଏ ବିଶ୍ୱାସ ଯେତେ ବେଳେ ନିଜ ଲୋକ ହିଁ ଭଙ୍ଗିଥାନ୍ତି.....ସେତେ ବେଳେ କଷ୍ଟ ବହୁ ଗୁଣ ହୋଇଯାଏ.....।। #ବିଶ୍ୱାସ #goodnight
20
3
113
@Alivabehera10
Aliva behera
1 year
ସବୁ ସ୍ମୃତି ବିଦ୍ୟାଳୟ ର ଚାରି କାନ୍ଥ ରେ ଆଜି ବି ଲୁଚି ରହିଛି ନୂଆ ନୂଆ ଚେହେରା ନୂଆ ନୂଆ ଶିକ୍ଷକ ଆସିଲେଣି କିନ୍ତୁ ଯେବେ ବି ବିଦ୍ୟାଳୟ ଆଗ ଦେଇ ଯାଏ... ସବୁ ସ୍ମୃତି ଆଖି ଆଗରେ ଅଜାଡ଼ି ହୁଏ....।। ସେ ସମୟ ବହୁତ ମୂଲ୍ୟବାନ ଥିଲା...।। କିନ୍ତୁ ଦୁଃଖ କି ସେତେ ବେଳେ ଜାଣିପାରୁନଥିଲି....।। #ମୋଇସ୍କୁଲ😘
Tweet media one
11
3
115
@Alivabehera10
Aliva behera
6 months
ଅନ୍ୟଙ୍କୁ ଅପେକ୍ଷା କରି ନିଜ କୁ ଉପେକ୍ଷା କରିବା ପରେ ଏବେ ନିଜ କୁ ଖୁଜେ ନିଜ ଉପରେ ନିଜେ ଆଜି ଅଭିମାନ କରି ନିଜକୁ ପଚାରେ କଣ ଏ ସବୁ ଜରୁରୀ ଥିଲା କି...।। #🍀🍀
13
4
119
@Alivabehera10
Aliva behera
4 months
ସମୟ ପାଖରେ ନିଜ କୁ ହଜାଇ ପୁଣି ନିଜ କୁ ଖୋଜି ପାଇବା କଣ ସହଜ ଥିଲା କି ଖୋଜି ଖୋଜି ନିଜ କୁ ପାଇବା ପରେ ନିଜ ର ମୂଲ୍ୟ ଜାଣିବାକୁ ପାଇଲି..।। #🍀🍀
17
5
113
@Alivabehera10
Aliva behera
9 months
ଭାଇ ଭଉଣୀ କହ କାହାଣୀ ଭାରତ ବାସି ବଡ ସାହସୀ 🙂 #ଭ୍ରାତାଭଗିନୀ 📸♥️🍀
Tweet media one
Tweet media two
14
1
112
@Alivabehera10
Aliva behera
4 months
#📸📸
Tweet media one
18
0
112
@Alivabehera10
Aliva behera
8 months
କୁହନ୍ତି ବ୍ୟସ୍ତ ରହିଲେ ସ୍ମୃତି କୁ ମନେ ପକେଇବାକୁ ସମୟ ହୁଏନି କିନ୍ତୁ...., କିଛି ସ୍ମୃତି ଏମିତି ବି ଥାଏ ଯାହା ଯେତେ ବ୍ୟସ୍ତ ରହିଲେ ବି ମନେ ପଡ଼ିଯାଏ....।। #🍀🍀
11
6
110
@Alivabehera10
Aliva behera
1 year
ଜୀବନ ରେ ନୀରବ ରହିବା ଦ୍ଵାରା ବହୁତ୍ ସମସ୍ୟା ର ସମାଧାନ ହୋଇଯିବ ନୀରବ ଏତେ ରୁହନ୍ତୁ କି ଜୀଵନ ରହସ୍ୟ ମୟ ହୋଇଯିବ... ଅନ୍ୟ ମାନଙ୍କ ପାଇଁ....।। #goodmorning 🍀🍀🍀🍀
22
3
107
@Alivabehera10
Aliva behera
7 months
ସୁଖ ହେଉ କି ଦୁଃଖ ଅନ୍ୟ ମାନେ ଜାଣିଲେ ସବୁ ବେଳେ ତାର ବିପରୀତ ପ୍ରତିକ୍ରିୟା କରନ୍ତି ସୁଖ ବେଳେ ଈର୍ଷା ଆଉ ଦୁଃଖ ବେଳେ ଖୁସି ହୁଅନ୍ତି..।। #ଶୁଭସକାଳ 🍀🍀
13
5
105
@Alivabehera10
Aliva behera
8 months
ଶୀତ ବିଛଣା ଛାଡ଼ିବାକୁ ଦେଉନି ଆଉ Responsibility ଶୋଇବାକୁ ଦେଉନି ..।। #ଶୁଭସକାଳ #ଶୀତ 🥶🥶
18
4
102
@Alivabehera10
Aliva behera
11 months
Good morning everyone ବର୍ଷା ହେଉଛି ତୋ ଆପଣ ଙ୍କ side ରେ. ଆମ #ବାଲେଶ୍ୱର ରେ ରାତି ଠାରୁ ପାଟୁଛି.....⛈️🌦️ #goodmorning #⛈️⛈️⛈️⛈️🍃
44
4
103
@Alivabehera10
Aliva behera
11 months
କିଛି କଥା ତୋ ପୁଣି କିଛି ମନ ର ଗୋପନୀୟତା କିଛି ସ୍ମୃତି ତୋ ପୁଣି କିଛି ନିଜର ପରିପ୍ରକାଶ କିଛି ଆଶା ତ କିଛି ଇଚ୍ଛା କିଛି ନିଜକୁ ଖୋଜିବାରେ ତୋ କିଛି ଅନ୍ୟକୁ ଭୁଲିବାରେ ଜୀବନ ବାସ ବିତି ଯାଏ ଏଇ କିଛି ରୁ ବହୁତ୍ କିଛି କରିବାରେ .....।। #କିଛି🍀🍃
16
2
104
@Alivabehera10
Aliva behera
7 months
ସମୟ ସବୁ କିଛି ଠିକ କରିଦିଏ ସମୟ ଅନୁସାରେ....।। ନିଜ ର ସ୍ୱରୂପ ସ୍ଵାଭିମାନ, ଅଭିମାନ ହସ, କାନ୍ଦ ସବୁ କିଛି ବଦଳି ଯାଏ କିଛି ସମୟ ପରେ..।। ସମୟର ସ୍ରୋତରେ ଯେତେ ବହିଯାଏ ନିଜ କୁ ନୂଆ ରୂପରେ ପାଏ ..।। ଏହା କଣ ପରିବର୍ତ୍ତନ ଅଟେ ନା ବାସ୍ତବ ର ଦ୍ଵାର ଦେଶରେ ନିଜ ର ଆଗମନ ର ବାର୍ତ୍ତା ଦିଏ..।। #ଶୁଭରାତ୍ରି 🍀
11
5
101
@Alivabehera10
Aliva behera
10 months
ଯେବେ ପ୍ରେମ ଆଧ୍ୟାତ୍ମିକତାର ରୂପ ନିଏ ମୁଁ ନିଜକୁ ମହାଦେବଙ୍କୁ ସମର୍ପଣ କରିଦିଏ....।। #ହରହରମହାଦେବ
Tweet media one
12
2
92
@Alivabehera10
Aliva behera
8 months
ଗୋଟେ ଭୁଲ୍ କୁ ବାରମ୍ବାର କରୁଥିବା ଲୋକ କୁ କେତେ ଥର କ୍ଷମା ଦେବା ଉଚିତ୍...।। #ମତାମତ 🍀
44
2
97