Biju Janata Dal Profile Banner
Biju Janata Dal Profile
Biju Janata Dal

@bjd_odisha

Followers
394,223
Following
35
Media
13,674
Statuses
22,276

The Official handle of Biju Janata Dal, Odisha. Join us on :

Odisha, India
Joined August 2013
Don't wanna be here? Send us removal request.
Explore trending content on Musk Viewer
@bjd_odisha
Biju Janata Dal
5 months
BJD is winning 85 Assembly seats after 3rd phase polls and with the 4th phase tomorrow, it will end up winning more than 115 seats out of a total of 147 and 15 Lok Sabha seats out of 21; and form Government in #Odisha with more than 3/4th majority, as stated by Party
158
73
723
@bjd_odisha
Biju Janata Dal
5 months
ଗଣତନ୍ତ୍ରରେ ଜନାଦେଶ ସର୍ବଦା ଗ୍ରହଣୀୟ। ଦୀର୍ଘ ଦିନ ଧରି ସେବାର ସୁଯୋଗ ଦେଇଥିବାରୁ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ନିକଟରେ ବିଜୁ ଜନତା ଦଳ ଚିରଋଣୀ। ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ବିଜୁ ଜନତା ଦଳର ସମସ୍ତ କର୍ମୀ ଏବଂ ନେତୃବୃନ୍ଦଙ୍କୁ ଧନ୍ୟବାଦ। ଜନସେବାର ଦୃଢ଼ ସଂକଳ୍ପ ସହ ବିଜୁ ଜନତା ଦଳର
Tweet media one
239
150
3K
@bjd_odisha
Biju Janata Dal
3 years
ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବଳ
Tweet media one
111
232
2K
@bjd_odisha
Biju Janata Dal
4 months
ସେବା ପାଇଁ ସଂକଳ୍ପ ଆହୁରି ଦୃଢ଼ ହୋ��ଛି। ସଭାପତି ଶ୍ରୀ @Naveen_Odisha ବିଧାନସଭାରେ ନବନିର୍ବାଚିତ ବିଧାୟକଙ୍କ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହୋଇ ବାଚସ୍ପତିଙ୍କ ଉପସ୍ଥିତିରେ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। ଲୋକଙ୍କ ଅକୁଣ୍ଠ ଭଲପାଇବା ଏବଂ ସମର୍ଥନରେ ରାଜ୍ୟ ହକ୍, ଅଧିକାରର ଲଢ଼େଇ ଆହୁରି ଜୋରଦାର ହେବ। #Odisha
41
73
1K
@bjd_odisha
Biju Janata Dal
5 months
ସଭାପତି ଶ୍ରୀ @Naveen_Odisha ଙ୍କ ନିର୍ଦ୍ଦେଶକ୍ରମେ କୌଣସି କାର୍ଯ୍ୟବଶତଃ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି। କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏହାକୁ ନେଇ ତଥ୍ୟବିହୀନ, ବିଭ୍ରାନ୍ତିକର, ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ତଥା ଅତ୍ୟନ୍ତ ଅରୁଚିକର ଖବର ପ୍ରସାରଣ କରୁଛନ୍ତି। ଦଳର ନେତା କୌଣସି ସ୍ଥାନକୁ ଗସ୍ତ କଲେ ଗଣମାଧ୍ୟମକୁ
Tweet media one
360
49
1K
@bjd_odisha
Biju Janata Dal
2 years
ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଦୀପାବଳି ପୂର୍ବରୁ ବଡ଼ ଭେଟି ଦେଇଛନ୍ତି। ଏହାଦ୍ୱାରା ୫୭,୦୦୦ରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ସ୍ଥାୟୀ ନିଯୁକ୍ତି ପାଇବାକୁ ଯାଉଥିବା ବେଳେ ଓଡ଼ିଶା ଇତିହାସରେ ଏହା ସ୍ବର୍ଣ୍ଣିମ ସମୟ ବୋଲି ସେ କହିଛନ୍ତି। #OdishaEndsContractualRecruitment
Tweet media one
104
318
1K
@bjd_odisha
Biju Janata Dal
7 months
ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳର ୧ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୯ଟି ଲୋକସଭା ଏବଂ ୭୨ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ରାଜ୍ୟ ହକ୍, ଅଧିକାରର ଲଢ଼େଇ ପାଇଁ ଆଗେଇ ଆସନ୍ତୁ। ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପ୍ରତି ଆଶୀର୍ବାଦ ରଖନ୍ତୁ। #BJDWithOdisha
Tweet media one
Tweet media two
Tweet media three
Tweet media four
69
145
951
@bjd_odisha
Biju Janata Dal
5 months
ଦଳର ସର୍ବୋଚ୍ଚ ନେତା ହେଉଛନ୍ତି ଶ୍ରୀ @Naveen_Odisha , ତାଙ୍କ ନିର୍ଦ୍ଦେଶରେ ଦଳ କାମ କରୁଛି। ଦଳର ସଭାପତି ପରାଜୟ ନେଇ ସମୀକ୍ଷା କରିଛନ୍ତି। ପରାଜୟର କାରଣ ଖୋଜିବାକୁ ସଭାପତି କମିଟି ଗଠନ କରିବାକୁ ଯାଉଛନ୍ତି। ସଭାପତି ଆଗକୁ ମଧ୍ୟ ଆମମାନଙ୍କ ସାଥିରେ ରହି ଦଳ ପାଇଁ କାମ କରିବେ ବୋଲି ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ
109
53
989
@bjd_odisha
Biju Janata Dal
4 months
ସଭାପତି ଶ୍ରୀ @Naveen_Odisha ଙ୍କ ଦୃଢ଼ ନେତୃତ୍ବରେ ରାଜ୍ୟ ସ୍ଵାର୍ଥ ପାଇଁ ବିଜୁ ଜନତା ଦଳର ଲଢ଼େଇ ହେବ ଆହୁରି ଜୋରଦାର। ଶଙ୍ଖ ଭବନରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ଦଳୀୟ ବିଧାୟକମାନେ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି। ଏଥିସହ ବିରୋଧୀ ଦଳ ଉପନେତା ଭାବେ ବରିଷ୍ଠ ନେତା ଶ୍ରୀ
Tweet media one
76
55
935
@bjd_odisha
Biju Janata Dal
5 months
ବିଜୁ ଜନତା ଦଳର ବୈଠକରେ ସାମିଲ ହୋଇ ସଭାପତି ଶ୍ରୀ @Naveen_Odisha ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ସେବା ପାଇଁ ସଂକଳ୍ପକୁ ଆହୁରି ଦୃଢ଼ କରି ଆଗକୁ ବଢ଼ିବାକୁ ସଭାପତି ଆହ୍ୱାନ କରିଛନ୍ତି। #Odisha
Tweet media one
Tweet media two
Tweet media three
77
41
920
@bjd_odisha
Biju Janata Dal
3 months
ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ। ବିଜୁ ଜନତା ଦଳ ବିରୋଧୀ ଦଳ ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ କଳାପ ଉପରେ ତୀକ୍ଷ୍ଣ ନଜର ରଖିବ। ଏଥିପାଇଁ ବିରୋଧୀ ଦଳ ନେତା ଶ୍ରୀ @Naveen_Odisha ବିଜୁ ଜନତା ଦଳର ୫୦ ଜଣ ନିର୍ବାଚିତ ସଦସ୍ୟଙ୍କୁ ନିମ୍ନ ସୂଚୀ ଅନୁଯାୟୀ ଦାୟିତ୍ୱ ପ୍ରଦାନ କରିଛନ୍ତି।
Tweet media one
Tweet media two
Tweet media three
145
74
894
@bjd_odisha
Biju Janata Dal
4 years
Standing up for interests of the students, CM @Naveen_Odisha has urged Union Education Minister @DrRPNishank to postpone the NEET & JEE Entrance Test in view of the prevailing #COVID19 pandemic situation in the country. #OdishaCares
34
568
802
@bjd_odisha
Biju Janata Dal
3 months
Waqf Board ରେ ମୁସଲମାନମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ପ୍ରତିଶ୍ରୁତିବଦ୍ଧ ନବୀନ ନିବାସରେ ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୁସଲମାନ ବନ୍ଧୁମାନେ ଦଳର ସଭାପତି ତଥା ବିରୋଧୀଦଳ ନେତା ଶ୍ରୀ @Naveen_Odisha ଙ୍କୁ ଭେଟି କେନ୍ଦ୍ର ସରକାରଙ୍କ Waqf Board ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା କରିଛନ୍ତି। Waqf
Tweet media one
Tweet media two
Tweet media three
283
47
864
@bjd_odisha
Biju Janata Dal
3 years
କୋଟି କୋଟି ଲୋକଙ୍କ ପ୍ରିୟ ତଥା ଓଡ଼ିଶା ପ୍ରଗତିର କର୍ଣ୍ଣଧାର ସଭାପତି ଶ୍ରୀ @Naveen_Odisha ଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ତାଙ୍କ ଦୃଢ ନେତୃତ୍ୱ ଓ ଦୂରଦର୍ଶିତାରେ ରାଜ୍ୟର ସମୃଦ୍ଧି ନୂତନ ଶିଖର ସ୍ପର୍ଶ କରୁ। ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛୁ। #HappyBirthdayNaveenPatnaik
Tweet media one
109
151
816
@bjd_odisha
Biju Janata Dal
4 months
ବିଜୁ ଜନତା ଦଳର ନେତା ଓ କର୍ମୀମାନେ ସଭାପତି ଶ୍ରୀ @Naveen_Odisha ଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାବାସୀଙ୍କ ସେବାର ସଂକଳ୍ପକୁ ଆହୁରି ଦୃଢ଼ କରି ସମସ୍ତଙ୍କ ସୁଖଦୁଃଖର ସାଥି ହୋଇ ରହିବାକୁ ସଭାପତି ଏହି ଅବସରରେ ଆହ୍ବାନ କରିଛନ୍ତି। #BJDWithOdisha
Tweet media one
Tweet media two
Tweet media three
45
42
815
@bjd_odisha
Biju Janata Dal
7 days
ଜନନେତା ସେ ଜନନାୟକ, କୋଟି ଓଡ଼ିଆଙ୍କ ହୃଦୟର ସେ ସ୍ପନ୍ଦନ। ସଭିଙ୍କ ପ୍ରିୟ ସଭାପତି ଶ୍ରୀ @Naveen_Odisha ଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ। ତାଙ୍କ ବଳିଷ୍ଠ ନେତୃତ୍ୱରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ନେଇଛୁ ସେବାର ଦୃଢ଼ ସଙ୍କଳ୍ପ। #HBDNaveenPatnaik
Tweet media one
71
66
928
@bjd_odisha
Biju Janata Dal
2 months
ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ଦର୍ଶନ କରି ସଭିଙ୍କ ମଙ୍ଗଳ କଲେ କାମନା, ଭକ୍ତଙ୍କ ଗହଣରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଉତ୍ସବରେ ସାମିଲ ହେଲେ ଜନନେତା ନବୀନ। #GaneshChaturthi
42
65
805
@bjd_odisha
Biju Janata Dal
4 months
ନିଜ ପଦ ମର୍ଯ୍ୟାଦାର ସମ୍ମାନ ବଞ୍ଚାଇ ରଖନ୍ତୁ ମୁଖ୍ୟମନ୍ତ୍ରୀ - ପ୍ରତାପ ଦେବ #BJD4Odisha
121
52
795
@bjd_odisha
Biju Janata Dal
4 months
କେନ୍ଦ୍ରରେ, ଛତିଶଗଡ଼ରେ ଏବଂ ଓଡ଼ିଶାରେ ବିଜେପି ସରକାର, ଏବେ ବାହାନା ଖୋଜିବା ବଦଳରେ ମହାନଦୀ ସମସ୍ୟାର ସମାଧାନ କରୁ ବିଜେପି ବିଜୁ ଜନତା ଦଳର ସରକାର ସମୟରେ ଏବଂ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ହିଁ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇପାରିଥିଲା। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ
Tweet media one
Tweet media two
Tweet media three
107
74
780
@bjd_odisha
Biju Janata Dal
5 years
ସଂସଦୀୟ କ୍ଷେତ୍ରରେ ଦଳର ପ୍ରାର୍ଥୀମାନଙ୍କୁ ଆକୁଣ୍ଠ ଭଲ ପାଇବା ଓ ବିପୁଳ ସମର୍ଥନ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ସଭାପତି @Naveen_Odisha ଙ୍କ ନେତୃତ୍ୱରେ ବିଜୟ ହାସଲ କରିଥିବା ସାଂସଦମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। #ଧନ୍ୟବାଦଓଡ଼ିଶା
Tweet media one
60
56
720
@bjd_odisha
Biju Janata Dal
2 months
ବଣ୍ଡାଘାଟିର ମଙ୍ଗଳା ମୁଦୁଲିଙ୍କ ସ୍ୱପ୍ନରେ ଲାଗିଛି ଡେଣା, ଡାକ୍ତରୀ ପଢ଼ି ସେ ଏବେ କରିବେ ଲୋକଙ୍କ ସେବା। ସଭାପତି ଶ୍ରୀ @Naveen_Odisha ଙ୍କ ଦୂରଦୃଷ୍ଟିରେ ସରକାରୀ ବିଦ୍ୟାଳୟର ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ବ୍ୟବସ୍ଥା ଅନେକଙ୍କ ସ୍ୱପ୍ନ ପୂରଣ କରୁଛି। #BJDWithOdisha
10
41
760
@bjd_odisha
Biju Janata Dal
7 years
CM & Party President @Naveen_Odisha at BJD's 20th Foundation Day celebration
68
141
733
@bjd_odisha
Biju Janata Dal
4 months
ସାରା ଦେଶରେ ନିବେଶ ପ୍ରସ୍ତାବ ହାସଲ କରିବାରେ ନଂ ୧ ହୋଇଛି ଓଡ଼ିଶା। ସଭାପତି ଶ୍ରୀ @Naveen_Odisha ଙ୍କ ଦୂରଦୃଷ୍ଟି ରାଜ୍ୟର ପ୍ରଗତିକୁ ଗତି ଦେଇଛି, ଯୁବପିଢିଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛି। #OdishaOnTheMove #BJD4Odisha #NaveenPatnaik
Tweet media one
66
48
740
@bjd_odisha
Biju Janata Dal
3 months
ବିଜେଡି ବିଧାୟକ ଦଳ ବୈଠକରେ ସଭାପତି ଶ୍ରୀ @Naveen_Odisha ଙ୍କ ଆହ୍ୱାନ - ବିଧାନସଭାରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ହେବ ଜୋରଦାର - ବିରୋଧୀ ଦଳ ଭାବେ ଆଗାମୀ ବିଧାନସଭା ଅଧିବେଶନ ପାଇଁ ଶାଣିତ ରଣନୀତି - ବିଜେପି ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛି କି ନାହିଁ ତାହା ଉପରେ ରହିବ ନଜର - ବିଧାନସଭାରେ ସକରାତ୍ମକ
Tweet media one
Tweet media two
Tweet media three
Tweet media four
64
47
710
@bjd_odisha
Biju Janata Dal
4 months
ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣକୁ ସଭାପତି ଶ୍ରୀ @Naveen_Odisha ସାଦରେ ଗ୍ରହଣ କରିଛନ୍ତି। ନୂଆ ସରକାର ପାଇଁ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।
Tweet media one
Tweet media two
Tweet media three
12
32
697
@bjd_odisha
Biju Janata Dal
5 months
ସଭିଙ୍କୁ ନେଇ, ସଭିଙ୍କ ଭାଗୀଦାରିରେ ‘ସମୃଦ୍ଧ ଓଡ଼ିଶା’ ଗଢ଼ା ହେଉଛି। ଲୋକଙ୍କ ଆଶୀର୍ବାଦରେ ‘ନବୀନ ଓଡ଼ିଶା’ର ଭିତ୍ତି ମଜଭୁତ ହେଉଛି। #NabinOdisha
Tweet media one
164
18
698
@bjd_odisha
Biju Janata Dal
7 months
ସଭାପତି ଶ୍ରୀ @Naveen_Odisha ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳର ୧ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। #BJDWithOdisha
37
94
630
@bjd_odisha
Biju Janata Dal
2 years
ଉତ୍କଳର ନେତା ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ଭଗବାନ। ଜୟ ଜଗନ୍ନାଥ 🙏
Tweet media one
17
99
439
@bjd_odisha
Biju Janata Dal
6 months
ପ୍ରଚଣ୍ଡ ଖରାରେ କଂସାଏ ପଖାଳର ଆହାଃ କି ମଜା କଳାହାଣ୍ଡି ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଫେରିବା ବାଟରେ ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଓ @indiatoday ର ସାମ୍ବାଦିକ ଶ୍ରୀ ରାହୁଲ କନୱାଲ ପଖାଳ ଖାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କର ମଧ୍ୟ ଅତି ପ୍ରିୟ 'ପଖାଳ', ପ୍ରତିଟି ଓଡ଼ିଆର ଆବେଗ।
Tweet media one
84
75
631
@bjd_odisha
Biju Janata Dal
1 year
Party has expelled Khandapada MLA Shri Soumya Ranjan Patnaik and Remuna MLA Shri Sudhansu Sekhar Parida for carrying out anti-people activities. #BJDWithOdisha
Tweet media one
94
81
600
@bjd_odisha
Biju Janata Dal
3 months
ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ସଭାପତି ଶ୍ରୀ @Naveen_Odisha ଙ୍କୁ ଭେଟି ନିଜ ଲିଖିତ ପୁସ୍ତକ ପ୍ରଦାନ କରିଛନ୍ତି। #Odisha
Tweet media one
21
23
620
@bjd_odisha
Biju Janata Dal
3 years
ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି।
Tweet media one
35
79
594
@bjd_odisha
Biju Janata Dal
3 years
ଲୋକଙ୍କ ସେବାକୁ ନିଜ ସରକାରର ମନ୍ତ୍ର ଭାବେ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ୫ମ ପାଳିର ଦ୍ଵିତୀୟ ବର୍ଷ ପୂରଣ କରିଛନ୍ତି। ପ୍ରତିଟି ବିପର୍ଯ୍ୟୟକୁ ଦୃଢତାର ସହ ମୁକାବିଲା ମଧ୍ୟରେ ରାଜ୍ୟର ବିକାଶଧାରାକୁ ଅବ୍ୟାହତ ରଖି ନବୀନ ଦେଶରେ ଶ୍ରେଷ୍ଠ ଉଦାହରଣ ସାଜିଛନ୍ତି। #2MoreYearsOfEmpoweredOdisha
Tweet media one
45
63
597
@bjd_odisha
Biju Janata Dal
2 months
କୁନି କୁନି ପିଲାଙ୍କ ଗହଣରେ ସଭାପତି ଶ୍ରୀ @Naveen_Odisha ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ପିଲାମାନଙ୍କୁ ଆଗାମୀକାଲିର ଭବିଷ୍ୟତ ଭାବେ ବର୍ଣ୍ଣନା କରି ଦେଶ ଗଠନରେ ସଭିଙ୍କ ସକ୍ରିୟ ଯୋଗଦାନ କାମନା କରିଛନ୍ତି। #HappyIndependenceDay
16
36
608
@bjd_odisha
Biju Janata Dal
2 years
Warmest wishes to Party President & CM @Naveen_Odisha , the statesman & the favourite leader of millions who has spearheaded #Odisha 's development. Under your leadership, Odisha has achieved its unique identity. May God bless you with good health & prosperity. #HBDNaveenPatnaik
15
110
311
@bjd_odisha
Biju Janata Dal
4 years
Party President @Naveen_Odisha will address people of Tirtol Assembly constituency through a virtual rally at 04:30 PM today Watch the programme live on FB #OdishaByPolls2020 #BJDForOdisha
Tweet media one
17
34
293
@bjd_odisha
Biju Janata Dal
3 years
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ - ୨୦୨୨ ଜିଲ୍ଲା ପରିଷଦ ଆସନରେ ବିଜୁ ଜନତା ଦଳକୁ ମିଳୁଛି ବିପୁଳ ଜନସମର୍ଥନ। ପ୍ରଥମ ଦିନର ଭୋଟ୍ ଗଣତିରେ ବର୍ତ୍ତମାନସୁଦ୍ଧା ୮୪% ଆସନରେ ଦଳ ହୋଇଛି ଆଗୁଆ। ପୁଣିଥରେ ପ୍ରମାଣିତ ହେଉଛି ସଭାପତି ତଥା ମୁଖ୍ୟମନ୍ତ୍ରୀ @Naveen_Odisha ହିଁ ଲୋକଙ୍କ ହୃଦୟର ସ୍ପନ୍ଦନ। #BJDWinsHeart
Tweet media one
53
94
577
@bjd_odisha
Biju Janata Dal
11 months
ଲୋକଙ୍କ ବିକାଶ ହିଁ ଏକମାତ୍ର ସଂକଳ୍ପ। ମୁଖ୍ୟମନ୍ତ୍ରୀ ତଥା ସଭାପତି ଶ୍ରୀ @Naveen_Odisha ଙ୍କ ଏହି ଆହ୍ଵାନକ୍ରମେ #5T ଅନ୍ତର୍ଗତ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ଜରିଆରେ ରୂପାନ୍ତରଣ ନୂଆ ଓଡ଼ିଶାର ମାର୍ଗକୁ ଆହୁରି ପ୍ରଶସ୍ତ କରିଛି। ପ୍ରଗତିଧାରାରେ ଜନ ଭାଗିଦାରୀ ବଢ଼ୁଥିବାରୁ ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ @pranabpdas #5T
53
75
554
@bjd_odisha
Biju Janata Dal
6 months
ବିଜୁ ଜନତା ଦଳ ଭରସା ଜିତୁଛି। ତୃଣମୂଳସ୍ତରରେ ଦଳୀୟ ସଂଗଠନ ମଜଭୁତ ହେଉଛି । ସଭାପତି ଶ୍ରୀ @Naveen_Odisha ଙ୍କ ଦୃଢ ନେତୃତ୍ଵ ଏବଂ ଦଳୀୟ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ସମ୍ବଲପୁର ସାଂସଦ ତଥା ଦେବଗଡ଼ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ଏବଂ ତାଙ୍କ ପୁତ୍ର ନମନ ଗଙ୍ଗଦେବ ବିଜେଡିରେ ଯୋଗ ଦେଇଛନ୍ତି।
Tweet media one
Tweet media two
Tweet media three
Tweet media four
34
61
556
@bjd_odisha
Biju Janata Dal
1 year
Party President & CM Shri @Naveen_Odisha removed Shri Soumya Ranjan Patnaik from the post of Vice President with immediate effect.
Tweet media one
112
75
567
@bjd_odisha
Biju Janata Dal
1 year
Party President and CM Shri @Naveen_Odisha appointed Shri Priyabrata Majhi as Media Coordinator of Biju Janata Dal with immediate effect. The appointment will further strengthen the organisation at grassroots. #BJDWithOdisha
Tweet media one
62
62
579
@bjd_odisha
Biju Janata Dal
3 years
ପଞ୍ଚାୟତି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତ ଜିଲ୍ଲାରେ ଆକାଉଣ୍ଟାଣ୍ଟ-କମ୍-ଡିଇଓ ପଦବୀରେ ୭,୧୦୦ରୁ ଉର୍ଦ୍ଧ୍ଵ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଯୁବପିଢ଼ୀଙ୍କ ପାଇଁ ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। #OdishaCares
Tweet media one
74
108
557
@bjd_odisha
Biju Janata Dal
3 months
ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ବିଧାନସଭା ଅଧିବେଶନ ଆରମ୍ଭରୁ ସ୍ୱରକୁ ଆହୁରି ଶାଣିତ କଲା ବିଜୁ ଜନତା ଦଳ। ଘଟଣାରେ ଦଳର ବରିଷ୍ଠ ନେତା ତଥା ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ମନ୍ତବ୍ୟ (ନିମ୍ନରେ):-
38
49
582
@bjd_odisha
Biju Janata Dal
5 months
ନିଜେ ପ୍ରଧାନମନ୍ତ୍ରୀ ବହୁଦିନ ମୁଖ୍ୟମନ୍ତ୍ରୀ ଥିଲେ, ଗୁଜରାଟକୁ ୧ ନମ୍ୱର କରିପାରିଲେ କି ? ଗୁଜରାଟରେ ବିଜେପି ଶାସନ ବହୁଦିନ ଧରି ଚାଲିଛି। ଗୁଜରାଟରେ ଅପପୁଷ୍ଟି ୪୦%, ରକ୍ତହୀନତା ହ୍ରାସରେ ଗୁଜୁରାଟର ସ୍ଥାନ ୮୦%, ମୁଣ୍ଡପିଛା ଋଣରେ ଓଡ଼ିଶାଠାରୁ ଗୁଜୁରାଟ ଅଧିକ। ଓଡ଼ିଶା ପିଲା ଡିଜିଟାଲ ବୋର୍ଡରେ ପାଠ ପଢ଼ୁଛନ୍ତି, ଗୁଜୁରାଟରେ ପିଲା ଏବେ
Tweet media one
Tweet media two
170
46
563
@bjd_odisha
Biju Janata Dal
4 months
ଓଡ଼ିଶାବାସୀଙ୍କୁ ୩୦୦ ୟୁନିଟ ବିଜୁଳି ଛାଡ଼ କରିବା ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ନହେଉ - ପ୍ରତାପ ଦେବ #BJD4Odisha #HaqMaguchiOdisha
58
50
576
@bjd_odisha
Biju Janata Dal
2 months
ନିର୍ବାଚନ ପୂର୍ବର କଥା ଏବଂ ନିର୍ବାଚନ ପରର ସତ୍ୟତା। ବିଜେପିର ଏହା ସୁଭଦ୍ରା ଗ୍ୟାରେଣ୍ଟି? #BJPGovtMichhuaGovt #BJPAntiOdisha
117
125
546
@bjd_odisha
Biju Janata Dal
4 months
କେବଳ ନାମ ଓ ରଙ୍ଗ ନବଦଳାଇ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରୁ ବିଜେପି ସରକାର - ଲକ୍ଷ୍ମୀ ବସର ନାମ ଓ ରଙ୍ଗ ବଦଳାଇବା ନିନ୍ଦନୀୟ - କାହା ନିର୍ଦ୍ଦେଶରେ ଏ ନାମ ଓ ରଙ୍ଗ ପରିବର୍ତ୍ତନ - ମାତ୍ର ୬ ମାସ ତଳେ ଆସିଥିବା ବସର ରଙ୍ଗ ପରିବର୍ତ୍ତନ ପାଇଁ ଅର୍ଥ ବ୍ୟୟ କେତେଦୂର ଯୁକ୍ତିଯୁକ୍ତ?
Tweet media one
Tweet media two
Tweet media three
139
54
549
@bjd_odisha
Biju Janata Dal
3 months
ରାଜଭବନ କର୍ମଚାରୀ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ମାରିବା ଘଟଣାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଘଟଣାକୁ ନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। #BJD4Odisha
Tweet media one
Tweet media two
Tweet media three
Tweet media four
30
38
545
@bjd_odisha
Biju Janata Dal
11 months
ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଦୃଢ଼ ନେତୃତ୍ବରେ ଲୋକଙ୍କ କଲ୍ୟାଣ ତଥା ରାଜ୍ୟରେ ରୂପାନ୍ତରଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ #5T ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ୍‌ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଶ୍ରୀ ଭି.କେ ପାଣ୍ଡିଆନଙ୍କ ଏହି ଯୋଗଦାନ ସାଧାରଣ ଲୋକଙ୍କ ହକ୍,
Tweet media one
Tweet media two
Tweet media three
Tweet media four
66
100
496
@bjd_odisha
Biju Janata Dal
3 years
Biju Janata Dal has suspended Shri Pradeep Ku Muni, General Secretary of Kandhamal District, with immediate effect for carrying out anti-party activities.
Tweet media one
49
130
506
@bjd_odisha
Biju Janata Dal
3 years
#Odisha 's committed efforts towards development of Indian Hockey has contributed immensely in the resurrection of the game. We are proud to join the rest of the country in celebrating the historic success of our national teams at #Tokyo2020 . #Cheer4India
55
196
490
@bjd_odisha
Biju Janata Dal
3 months
ବିଜେପିର ଓଡ଼ିଆ ଅସ୍ମିତା ହେଉଛି ମିଛ ନାଟକ - ଏଏସ୍ଓଙ୍କୁ ମାଡ଼ ମାରିଥିବା ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ - ରାଜ୍ୟପାଳଙ୍କ ପୁଅ ବୋଲି କ’ଣ ସାତ ଖୁନ୍ ମାଫ୍ - ନବୀନ ସରକାରବେଳେ ଆଇନ ସମସ୍ତଙ୍କ ପାଇଁ ସମାନ ଥିଲା - ମୋହନ ସରକାରରେ ଆଇନର ସଜ୍ଞା ଭିନ୍ନ
Tweet media one
Tweet media two
Tweet media three
Tweet media four
71
51
515
@bjd_odisha
Biju Janata Dal
4 months
ନିଟ୍ ପରୀକ୍ଷା ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ। #UGCNEET #BJDWithOdisha
107
34
508
@bjd_odisha
Biju Janata Dal
11 months
CM Shri @Naveen_Odisha has appointed Coordinators for smooth implementation of #AmaOdishaNabinOdisha . The scheme has been launched with special focus on development of digital infrastructure and preservation of #Odisha 's rich cultural heritage and Jagannath culture in villages
Tweet media one
63
113
460
@bjd_odisha
Biju Janata Dal
9 months
ଓଡ଼ିଶାବାସୀଙ୍କ ଭଲପାଇବା ପୁଣିଥରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ କରିଛି ଦେଶର ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ନିଜ ରାଜ୍ୟରେ ତାଙ୍କୁ ମିଳିଛି ସର୍ବାଧିକ ସମର୍ଥନ। ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ମୁଡ୍ ଅଫ୍ ଦ ନେସନ୍ ସର୍ଭେରେ ଏହା ପ୍ରକାଶ ପାଇଛି। #NaveenCMNo1 #MoodOfTheNation
Tweet media one
48
73
471
@bjd_odisha
Biju Janata Dal
3 years
ସାରା ଦେଶରେ କୋଭିଡ ପରିଚାଳନା ନେଇ @IndiaToday ପକ୍ଷରୁ କରାଯାଇଥିବା 'ମୁଡ୍ ଅଫ ଦି ନେସନ୍' ସର୍ଭେ' ରେ ଓଡ଼ିଶା ଶ୍ରେଷ୍ଠ ବିବେଚିତ ହୋଇଛି। ଏଥିରେ କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଦକ୍ଷନୀତି ଏବଂ ସମୟୋଚିତ ପଦକ୍ଷେପ��ୁ ଉଚ୍ଚ ପ୍ରଶଂସା କରାଯାଇଛି। #OdishaLeads ସୌ- ସକାଳ
Tweet media one
37
125
491
@bjd_odisha
Biju Janata Dal
7 months
ଲୋକଙ୍କ ସମର୍ଥନରେ ବିଜୁ ଜନତା ଦଳ ଏଥର ୧୪୭ ବିଧାନସଭା ଆସନରୁ ତିନି ଚତୁର୍ଥାଂଶ ଆସନରେ ଜିତିବ ଏବଂ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ରେକର୍ଡ ମାର୍ଜିନରେ ବିଜୟୀ ହୋଇ ପୁଣିଥରେ ସରକାରକୁ ଆସୁଛନ୍ତି। ସେହିଭଳି ଲୋକସଭା ନିର୍ବାଚନରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଭୁବନେଶ୍ବରରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ୟର
Tweet media one
Tweet media two
Tweet media three
115
65
498
@bjd_odisha
Biju Janata Dal
7 months
ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳର ଆଉ ୫ଟି ଲୋକସଭା ଏବଂ ୨୭ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ନବୀନ ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଆଗେଇ ଆସନ୍ତୁ। ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପ୍ରତି ଆଶୀର୍ବାଦ ରଖନ୍ତୁ। #BJDWithOdisha
Tweet media one
Tweet media two
Tweet media three
53
69
483
@bjd_odisha
Biju Janata Dal
28 days
ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶ ହୋଇଛି, ଲୋକଙ୍କ ବିଶ୍ୱାସ ଅତୁଟ ରହିଛି। ନୂଆପଡ଼ା ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ ଶଙ୍ଖ ଭବନରେ ସଭାପତି ଶ୍ରୀ @Naveen_Odisha ଙ୍କୁ ଭେଟି ସଙ୍ଗଠନ ବିଷୟରେ ଆଲୋଚନା କରିଛନ୍ତି। ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ କାମ କରିବାକୁ ସଭାପତି
Tweet media one
Tweet media two
Tweet media three
19
36
505
@bjd_odisha
Biju Janata Dal
3 months
ସଭାପତି ଶ୍ରୀ @Naveen_Odisha କେନ୍ଦ୍ରୀୟ ବଜେଟର ଦୃଢ଼ ସମାଲୋଚନା କରିଛନ୍ତି। ଓଡ଼ିଶାର ସ୍ୱାର୍ଥ ତଥା ଓଡ଼ିଶାବାସୀଙ୍କ ହକକୁ ବିଜେପି ସରକାର ସବୁଥର ପରି ପୁଣି ଅଣଦେଖା କରିଛି। ରାଜ୍ୟରେ ସମାନ ସରକାର ଥାଇ ବି ଓଡ଼ିଶାବାସୀଙ୍କ ହକ୍ ଓ ଅଧିକାର ପ୍ରତି ବିଜେପି ସରକାରର ତିଳେ ମାତ୍ର ଦୃଷ୍ଟି ନାହିଁ। ସଭାପତି ଏହାର ଦୃଢ଼ ସମାଲୋଚନା କରି
30
44
493
@bjd_odisha
Biju Janata Dal
4 months
ବିଶ୍ୱାସ ଅତୁଟ ରହିଛି, ସଂକଳ୍ପକୁ ଆହୁରି ବଳ ମିଳୁଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଜୁ ଜନତା ଦଳର ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କୁ ଭେଟି ସଭାପତି ଶ୍ରୀ @Naveen_Odisha ଆଲୋଚନା କରିଛନ୍ତି। ଓଡ଼ିଶାବାସୀଙ୍କ ସେବା ପାଇଁ ବିଜୁ ଜନତା ଦଳ ଦୃଢ଼ ପ୍ରତିବଦ୍ଧତାର ସହ ଆଗକୁ ବଢ଼ିବ। #Bjd4Odisha
Tweet media one
Tweet media two
Tweet media three
Tweet media four
23
34
494
@bjd_odisha
Biju Janata Dal
2 months
ଲୋକଙ୍କ ସେବା ପାଇଁ ଦୃଢ଼ତାର ସହ କାର୍ଯ୍ୟ କରିବ ବିଜୁ ଛାତ୍ର ଜନତା ଦଳ। ଶଙ୍ଖ ଭବନରେ ଆୟୋଜିତ ବିଜୁ ଛାତ୍ର ଜନତା ଦଳର ବୈଠକରେ ସଭାପତି ଶ୍ରୀ @Naveen_Odisha ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର କର୍ଣ୍ଣଧାର ଦର୍ଶାଇଛନ୍ତି। ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତାକୁ ଆଦର୍ଶ ଭାବେ ଗ୍ରହଣ କରି ଯୁବଗୋଷ୍ଠୀଙ୍କ ନିଷ୍ଠାପର କାର୍ଯ୍ୟ
Tweet media one
Tweet media two
11
24
496
@bjd_odisha
Biju Janata Dal
7 months
୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୬ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ନବୀନ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ କରି ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ପ୍ରତି ନିରନ୍ତର ଭଲପାଇବା ଓ ସମର୍ଥନ ଜାରି ରଖନ୍ତୁ। #BJDWithOdisha
Tweet media one
20
75
452
@bjd_odisha
Biju Janata Dal
1 year
ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha #5T ସ୍କୁଲ ରୂପାନ୍ତରଣର ୩ୟ ପର୍ଯ୍ୟାୟରେ ୫ଟି ଜିଲ୍ଲାର ଆଉ ୩୨୩ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ କରିବାକୁ ଯାଉଛନ୍ତି। #OdishaSchoolTransformation
Tweet media one
16
221
423
@bjd_odisha
Biju Janata Dal
2 years
ଉପନିର୍ବାଚନରେ ପଦମପୁରବାସୀ ବିପୁଳ ସମର୍ଥନରେ ବିଜୁ ଜନତା ଦଳକୁ ଐତିହାସିକ ବିଜୟ ଦେଇଥିବାରୁ ସଭାପତି ଶ୍ରୀ @Naveen_Odisha ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଏହି ବିଜୟ ପଦମପୁରବାସୀଙ୍କ ବିଜୟ ବୋଲି ସଭାପତି କହିଛନ୍ତି।
18
163
417
@bjd_odisha
Biju Janata Dal
7 months
ଓଡ଼ିଶା ଭାରତୀୟ ଜନତା ପାର୍ଟି କହୁଛି ୧୪୭ ନିର୍ବାଚନ ମଣ୍ଡଳୀରେ ଲଢ଼ିବ, ହେଲେ ସେମାନେ ସେହି ୧୪୭ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ପାଇପାରୁ ନାହାନ୍ତି, ଏହା ହେଉଛି ବାସ୍ତବିକ ସତ୍ୟ। ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ ପାଉନଥିବାରୁ ବିଜେପି ଜନବିରୋଧୀ ଓ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେତାଙ୍କୁ ନିଜ ଦଳକୁ ନେଉଛି ଏବଂ ଅସହାୟ
Tweet media one
135
82
458
@bjd_odisha
Biju Janata Dal
5 years
ଭୁବନେଶ୍ୱର ଗସ୍ତ ଅବସରରେ ପ୍ରସିଦ୍ଧ ଅଭିନେତା କମଲ ହାସନ ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କୁ ଭେଟିବା ସହ ସଭାପତିଙ୍କ ସଫଳ ରାଜନୈତିକ କ୍ୟାରିଅର ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି। ଏହି ଅବସରରେ ସଭାପତି କମଲ ହାସନଙ୍କୁ ଉପଢୌକନ ଦେଇ ସ୍ୱାଗତ କରିବା ସହ ଓଡ଼ିଶାର ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବାକୁ ଆମନ୍ତ୍ରଣ କରିଛନ୍ତି।
9
78
451
@bjd_odisha
Biju Janata Dal
3 years
ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ବିଜୁ ଜନତା ଦଳରେ ଯୋଗ ଦେବା ପରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ସହ ସାକ୍ଷାତ କରିଛନ୍ତି। ଲୋକଙ୍କ ଅକୁଣ୍ଠ ଭଲ ପାଇବା ସହ ସଭାପତିଙ୍କ ଦୃଢ଼ ନେତୃତ୍ୱ ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ଆମର ସଂକଳ୍ପକୁ ଆହୁରି ମଜବୁତ କରିଛି। #BJDWithOdisha
Tweet media one
28
123
471
@bjd_odisha
Biju Janata Dal
7 months
ବିକଶିତ ଓଡ଼ିଶାର ସଂକଳ୍ପ ହେଉଛି ଦୃଢ଼। ସଭାପତି ଶ୍ରୀ @Naveen_Odisha ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳର ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। #BJDWithOdisha
29
67
450
@bjd_odisha
Biju Janata Dal
2 years
ସଭାପତି ଶ୍ରୀ @Naveen_Odisha ଙ୍କ ଦ୍ୱାରା 'ଶଙ୍ଖ ଭବନ' ଉଦଘାଟନର ବିଶେଷ ଅବସର 'ଶଙ୍ଖ ଦିବସ'ରେ ସମସ୍ତଙ୍କୁ ଶୁଭେଚ୍ଛା। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ସେବାରେ 'ଶଙ୍ଖ ଭବନ' ସମର୍ପିତ କରିଛନ୍ତି ସଭାପତି। ଆସନ୍ତୁ 'ଶଙ୍ଖ ଭବନ'କୁ ସେବା ଓ ସମର୍ପଣର ନିଦର୍ଶନ ଭାବେ ଗଢି ତୋଳିବାକୁ ସଂକଳ୍ପବଦ୍ଧ ହୋଇ ଆଗକୁ ବଢିବା। #ShankhaBhawan
Tweet media one
51
190
438
@bjd_odisha
Biju Janata Dal
1 year
Party President & CM Shri @Naveen_Odisha appointed several leaders of the Biju Janata Dal as office bearers of the Biju Sramika Samukhya. The appointments will further strengthen party organisation at the grassroots. #BJDWithOdisha
Tweet media one
51
71
454
@bjd_odisha
Biju Janata Dal
4 months
Party President Shri @Naveen_Odisha has expressed deep anguish over the demise of Murlidhar Chandrakant Bhandare, former Governor of #Odisha . He lived a full life dedicated to the cause of the people. An erudite scholar & a legal luminary, he left his mark in the field of law
Tweet media one
7
32
477
@bjd_odisha
Biju Janata Dal
5 months
ମାନବିକତାର ବଡ଼ ଉଦାହରଣ; ସେବାପ୍ରତି ସମର୍ପିତ ସେ ଜନନାୟକ #JodiShankha #NabinOdisha #5TNaveenGuarantee
137
42
456
@bjd_odisha
Biju Janata Dal
6 months
ସାନଖେମୁଣ୍ଡି ରହିଛି ସାକ୍ଷୀ, ‘ଶଙ୍ଖ’ ବାଜୁଛି ସବୁଠି ଯୋଡ଼ିଶଙ୍ଖରେ ଆଶୀର୍ବାଦ କରନ୍ତୁ #JodiShankha #BJDWithOdisha #NabinOdisha
76
54
454
@bjd_odisha
Biju Janata Dal
3 years
୭୩ତମ ଗଣତନ୍ତ୍ର ଦିବସ ଅବସରରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଲୋକସେବା ଭବନ ସ୍ଥିତ ଉଦ୍ୟାନ ବୁଲି ଦେଖିବା ସହ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି। #RepublicDayIndia
Tweet media one
Tweet media two
Tweet media three
Tweet media four
14
72
452
@bjd_odisha
Biju Janata Dal
3 months
ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକରେ ଅଧ୍ୟକ୍ଷତା କରି ସଭାପତି ଶ୍ରୀଯୁକ୍ତ @Naveen_Odisha ସଂସଦରେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ସ୍ୱର ସାଜିବାକୁ ଦଳର ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି, ସଂସଦରେ ଏକ ଦୃଢ଼ ଓ ଶକ୍ତ ବିରୋଧୀ ଦଳ ଭାବେ ବିଜେଡି କାର୍ଯ୍ୟ କରିବା ସହ ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର
Tweet media one
Tweet media two
33
35
457
@bjd_odisha
Biju Janata Dal
2 months
ଭକ୍ତଙ୍କ ଗହଣରେ ଭଗବାନଙ୍କ ଚରଣରେ ଜନନେତା ନବୀନ। ରାଜଧାନୀର ବିଭିନ୍ନ ମଣ୍ଡପ ବୁଲି ସଭାପତି ଶ୍ରୀ @Naveen_Odisha ବିଘ୍ନ ବିନାଶକଙ୍କ ଆଶୀର୍ବାଦ ନେଇଛନ୍ତି। ଲୋକଙ୍କ କଲ୍ୟାଣ ପାଇଁ ଗଜାନନ ସର୍ବଦା ସହାୟ ହୁଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି। #GaneshChauthi
Tweet media one
Tweet media two
Tweet media three
Tweet media four
25
22
463
@bjd_odisha
Biju Janata Dal
10 months
ଲୋକାର୍ପିତ ହେବ ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଳ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ @naveen_odisha ଙ୍କୁ ସେବାୟତମାନେ କରିଛନ୍ତି ସାଦର ନିମନ୍ତ୍ରଣ। #ParikramaPrakalp #Puri #5T
45
96
408
@bjd_odisha
Biju Janata Dal
1 month
ଭରତପୁର ଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ଯ୍ୟାତନା ଲୋମହର୍ଷଣକାରୀ, ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଘଟଣାର କୋର୍ଟ ତତ୍ୱାବଧାନରେ SIT ଏବଂ ବିଚାର ବିଭାଗୀୟ ତଦନ୍ତ ପାଇଁ ସଭାପତି ଶ୍ରୀ @Naveen_Odisha ଦୃଢ଼ ଭାବେ ଦାବି କରିଛନ୍ତି। #OdishaPolice
24
72
461
@bjd_odisha
Biju Janata Dal
2 months
ଓ୍ଵାକଫ୍ ବିଲକୁ ବିରୋଧ କରିବ ବିଜେଡି। ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି। ଏ ଦେଶ ଏ ମାଟି ଆମର, ଏହି ଭାବନା ନେଇ ଭାରତର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ସଭାପତି ଶ୍ରୀ @Naveen_Odisha ସଂଖ୍ୟାଲଘୁ ଭାଇଭଉଣୀଙ୍କୁ ଆହ୍ୱାନ କରିଛନ୍ତି। #BJDWithOdisha
158
37
460
@bjd_odisha
Biju Janata Dal
11 months
#5T ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ୍‌ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ତାଙ୍କୁ ଦଳକୁ ସ୍ଵାଗତ କରି ସଭାପତି ଶ୍ରୀ @Naveen_Odisha କହିଛନ୍ତି ଶ୍ରୀ ଭି.କେ ପାଣ୍ଡିଆନ ବହୁଦିନ ଧରି ରାଜ୍ୟବାସୀଙ୍କ କଲ୍ୟାଣଙ୍କ ପାଇଁ କାମ କରିଆସୁଛନ୍ତି। ଦଳର ସଦସ୍ୟଭାବେ ବର୍ତ୍ତମାନ ତାଙ୍କର ଏହି ଜନକଲ୍ୟାଣ କାର୍ଯ୍ୟ ଜାରି ରହିବ।
64
86
421
@bjd_odisha
Biju Janata Dal
6 months
ଲୋକମତ ଭିତ୍ତିରେ ପ୍ରସ୍ତୁତ ହେବ ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର -୨୦୨୪। ଆସନ୍ତୁ, ଜନସେବାକୁ ଆହୁରି ବ୍ୟାପକ କରିବା ପାଇଁ ସହଭାଗୀ ହେବା, bjdmanifesto2024 @gmail .com ରେ ନିଜ ମତାମତ ଦେଇ ଗଢ଼ିବା ‘ନବୀନ ଓଡ଼ିଶା’। #BJDWithOdisha #NabinOdisha
Tweet media one
114
78
427
@bjd_odisha
Biju Janata Dal
6 months
ଆଗାମୀ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ସଭାପତି ଶ୍ରୀ @Naveen_Odisha ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ୨ଟି ନିର୍ବାଚନ କ୍ଷେତ୍ର ପାଇଁ ପରିବର୍ତ୍ତିତ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। 'ନବୀନ ଓଡ଼ିଶା'ର ବିକାଶ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ, ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।
Tweet media one
35
62
421
@bjd_odisha
Biju Janata Dal
6 years
CM @Naveen_Odisha ଜନ୍ମଦିବସରେ ଦଳର କର୍ମକର୍ତ୍ତା ଓ ସଦସ୍ୟଙ୍କ ପକ୍ଷରୁ ଅନେକ ଅନେକ ଶୁଭକାମନା। ତାଙ୍କ ଦୃଢ ନେତୃତ୍ବ, ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସଙ୍କଳ୍ପବଦ୍ଧ ଉଦ୍ୟମ ଓ ଉତ୍ସର୍ଗୀକୃତ ଜନସେବା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ତାଙ୍କର ଦୀର୍ଘଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିକଟରେ ଆମର ପ୍ରାର୍ଥନା। #HappyBdayNaveen
Tweet media one
61
44
427
@bjd_odisha
Biju Janata Dal
2 years
Party President & CM Shri @Naveen_Odisha has appointed party leaders as District Observers for different organisational districts. The appointments will strengthen organisation at grassroots. #BJDWithOdisha
Tweet media one
41
67
443
@bjd_odisha
Biju Janata Dal
21 days
ସମ୍ପର୍କ ଆହୁରି ନିବିଡ଼ ହେଉଛି, ଲୋକଙ୍କ ହକ୍ ପାଇଁ ଦଳର ସ୍ଵର ଶାଣିତ ହେଉଛି। ଆସନ୍ତୁ, ସଭାପତି ଶ୍ରୀ @Naveen_Odisha ଙ୍କ ଦୃଢ଼ ନେତୃତ୍ଵରେ ଦଳର ଜନସମ୍ପର୍କ ପଦଯାତ୍ରାରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଓଡ଼ିଶାବାସୀଙ୍କ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ ଭାବେ ଆଗକୁ ବଢିବା। #BJDWithOdisha
Tweet media one
25
33
450
@bjd_odisha
Biju Janata Dal
1 year
Replying to a motion in the #Odisha Legislative Assembly, CM @Naveen_Odisha said that the overall law and order situation in the State has remained largely peaceful and under control. Stating that Odisha has zero tolerance towards crime and particularly crime against women, CM
Tweet media one
Tweet media two
Tweet media three
Tweet media four
41
101
279
@bjd_odisha
Biju Janata Dal
19 days
ପରିବେଶର ସୁରକ୍ଷା ଦିଗରେ ସଭିଏଁ ଏକାଠି ହୋଇ ଆଗକୁ ବଢ଼ିବା। ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ @Naveen_Odisha କଲେ ଆହ୍ୱାନ। #PunaschaPruthibi #EarthAgain
13
29
445
@bjd_odisha
Biju Janata Dal
3 years
ପିପିଲି ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ଆଶୀର୍ବାଦରୁ ଉପନିର୍ବାଚନରେ ବିଜୟୀ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣମାନଙ୍କ ଏହି ଅକୁଣ୍ଠ ଭଲ ପାଇବା ଲୋକଙ୍କ ସେବା ତଥା ପିପିଲିର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆମକୁ ଶକ୍ତି ଯୋଗାଇବ। #BJDWithOdisha
Tweet media one
23
99
423
@bjd_odisha
Biju Janata Dal
21 days
ବିଜେପି କେବଳ ନାମ ଓ ରଙ୍ଗ ପରିବର୍ତ୍ତନ କରି ପାରିବ କିନ୍ତୁ ଇତିହାସକୁ ନୁହେଁ। ବିଜୁ ଜନତା ଦଳର ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ସଭାପତି ଶ୍ରୀ @Naveen_Odisha ଭୁବନେଶ୍ଵରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟରେ କ୍ଷମତାସୀନ ହୋଇଥିଲେ ମଧ୍ୟ ବିଜେଡି
Tweet media one
Tweet media two
Tweet media three
Tweet media four
26
41
441
@bjd_odisha
Biju Janata Dal
1 year
ଲୋକଙ୍କ ପ୍ରିୟ ସେ ଜନନାୟକ। ଓଡ଼ିଶାବାସୀଙ୍କ ଅକୁଣ୍ଠ ଭଲପାଇବା ପୁଣିଥରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କରିଛି। @IndiaToday ର 'ମୁଡ୍ ଅଫ୍ ଦି ନେସନ୍' ସର୍ଭେରେ ୬୧.୩% ସମର୍ଥନ ପାଇ ସେ ହୋଇଛନ୍ତି ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। #NaveenNo1Forever #MoodOfTheNation
Tweet media one
37
201
386
@bjd_odisha
Biju Janata Dal
4 years
ସଭାପତି ଶ୍ରୀ @Naveen_Odisha ଆଜି ଅପରାହ୍ନ ୪.୩୦ରେ ଭର୍ଚୁଆଲ୍ ରାଲି ମାଧ୍ୟମରେ ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ଲୋକଙ୍କୁ ସମ୍ବୋଧିତ କରିବେ। ଫେସବୁକରେ ଦେଖନ୍ତୁ ଏହାର ସିଧା ପ୍ରସାରଣ: #OdishaByPolls2020 #BJDForOdisha
Tweet media one
1
11
119
@bjd_odisha
Biju Janata Dal
2 years
ଓଡ଼ିଶାବାସୀଙ୍କ ଅକୁଣ୍ଠ ଭଲପାଇବା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ପୁଣିଥରେ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କରିଛି। @IndiaToday #MoodOfTheNation ସର୍ଭେରେ ସେ ଦେଶର ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଛନ୍ତି। #NaveenAlwaysNo1
Tweet media one
19
177
337
@bjd_odisha
Biju Janata Dal
5 years
To make the common people aware of the #COVID19 pandemic, BJD MP from Aska Pramila Bisoi has composed a folk song in her signature style. In the song she is requesting people to keep the deadly virus away by staying at home. #OdishaFightsCorona
29
24
411
@bjd_odisha
Biju Janata Dal
10 months
Party President & Chief Minister Shri @Naveen_Odisha has revoked the expulsion order of Dr Damodar Rout with immediate effect.
Tweet media one
24
85
381
@bjd_odisha
Biju Janata Dal
3 years
ପୌର ନିର୍ବାଚନରେ ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ଓ ଆଶୀର୍ବାଦ ଦେଇଥିବାରୁ ସଭାପତି ଶ୍ରୀ @Naveen_Odisha ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। #OdishaLovesBJD
Tweet media one
22
85
413
@bjd_odisha
Biju Janata Dal
1 year
The 1st phase of Odisha’s proposed metro rail project will cover a distance of around 26 km and have 20 stations, according to the DPR submitted by the Delhi Metro Rail Corporation. The mega urban transport project was approved on April 1, 2023 by CM Shri @Naveen_Odisha . #5T
Tweet media one
20
211
383
@bjd_odisha
Biju Janata Dal
2 months
ପୋଲାଭରମ୍ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ଦଳର ପ୍ରତିନିଧିମଣ୍ଡଳୀ ସଭାପତି ଶ୍ରୀ @Naveen_Odisha ଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଲୋକଙ୍କ ସାଥିରେ ସର୍ବଦା ଆଗରେ ରହିବ। #BJDWithOdisha
Tweet media one
39
21
423