pintu sahoo 🐦 Profile
pintu sahoo 🐦

@PS8087

Followers
1,762
Following
3,889
Media
2,576
Statuses
18,436

ଗରିବ ସେବା ହିଁ ଈଶ୍ୱର ସେବା

Jajpur,odisha
Joined November 2016
Don't wanna be here? Send us removal request.
Explore trending content on Musk Viewer
Pinned Tweet
@PS8087
pintu sahoo 🐦
2 years
Thank you very much to @MoSarkar5T Secretary and Hon'ble Chief Minister @Naveen_Odisha for taking action as soon as I Twitter 🙏 my brother I continue to contribute like this for @Himansh65703815 The person behind the collaboration is @Soumya98671695 Dear 🙏 @NandighoshaTV 🙏
6
6
76
@PS8087
pintu sahoo 🐦
6 months
ମାନ୍ୟବର @SecyChief @PradeepJenaIAS ମହୋଦୟ @abinash_oas @SCBMCHCTC ରେ ଆଜି ରୋଗୀ ଡ଼କ୍ଟର ଙ୍କୁ ଦେଖାଇବା ପରେ ଡ଼କ୍ଟର ଙ୍କ ପରାମର୍ଶ କ୍ରମ #ଅଲଟ୍ରାସାଉଣ୍ଟୁ କରିବାକୁ କହିଲେ ପରୀକ୍ଷା କେନ୍ଦ୍ର ରେ କହିଲେ 1 ମାସ ପରେ ଆସ ତୁମ ନମ୍ବର ପଡିବ ଏହା କେତେ ଦୂର ✅ @Vkpandianfancl1 ଏ ଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଛି
Tweet media one
111
89
442
@PS8087
pintu sahoo 🐦
1 year
ସନମାନୀୟ ମୁଖ୍ୟ ଶାସନ ସଚିବ @PradeepJenaIAS ମହୋଦୟ ଆପଣ ଦେଖନ୍ତୁ ଢେଙ୍କାନାଳ ଜିଲ୍ଲା ର ପ୍ରସିଦ୍ଧ ଶିବ ମନ୍ଦିର ନିକଟରେ ଥିବା ଟୋଲ ଗେଟ ରେ ଦୁଇ ମାସ ଭିତରେ 50 ଟଙ୍କା ରୁ 300 ଟଙ୍କା କରିଛନ୍ତି. ଏମିତି କଣ ଯାତ୍ରୀ ଙ୍କ ଠାରୁ ଶୋଷଣ କରି ନେବା ଠିକ କି? ଏହା ଉପରେ ଟିକେ ନଜର ଦିଅନ୍ତୁ @SecyChief @AMITABHTHAKUR21 @CMO_Odisha
Tweet media one
43
76
323
@PS8087
pintu sahoo 🐦
3 months
ଆମ ଦୁଇ ଜଣ ଙ୍କ ଜୀବନର ନୂତନ ଅଧ୍ୟାୟ ଆରମ୍ଭ ହେଲା ଆପଣ ମାନଙ୍କ ଆଶୀର୍ବାଦ ଲୋଡ଼ା 🙏❤️🙏
Tweet media one
Tweet media two
Tweet media three
Tweet media four
47
3
268
@PS8087
pintu sahoo 🐦
9 months
ମାନ୍ୟବର ମୁଖ୍ୟ ଶାସନ ସଚିବ @PradeepJenaIAS ମହୋଦୟ ପରିକ୍ରମା ପ୍ରକଳ୍ପ ଧୁମ୍ ଧାମରେ ଉଦଘାଟନ ହେଲା ମନ୍ଦିର ଓ ଶୌଚାଳୟ ଫୁଲରେ ସଜ୍ଜା ହେଲା, ସନ୍ଧ୍ୟାରେ ସେଠୁ କିଛି ଦରକାରୀ ଜିନିଷ କିଏ ଖୋଲି ନେଇଗଲେଣି। ଯେମିତିକି ହ୍ୟାଣ୍ଡ ୱାଶ, ଫ୍ଲସ୍ , ବେଶିନ ଟ୍ୟାପ୍। @Naveen_Odisha @JagannathaDhaam @SJTA_Puri @Puri_Official
Tweet media one
Tweet media two
37
44
200
@PS8087
pintu sahoo 🐦
16 days
ମାନ୍ୟବର କେନ୍ଦ୍ର ମନ୍ତ୍ରୀ @dpradhanbjp ମହୋଦୟ ଆପଣ ଦେଖନ୍ତୁ @PRDeptOdisha ବିଭାଗ ରେ ଆଉ ଅପଡେଟ ହେଉ ନାହିଁ ଏ ଭଳି ଚାଲିଛି ରାଜ୍ୟ ସରକାର ଙ୍କ ପ୍ରଶାସନିକ ବ୍ୟବସ୍ତା । @EIT_Odisha @suryabanshibjp ଏ ଭଳି ଅବହେଳା @PRDeptOdisha ବିଭାଗ ରେ ଜିଲ୍ଲାପାଳ ମାନେ ବଦଳି ହେବା ପରେ ମଧ୍ୟ ନଜର ନାହିଁ ଅପଡେଟ୍ କରିବାକୁ
Tweet media one
Tweet media two
16
29
171
@PS8087
pintu sahoo 🐦
3 months
ବଦଳୁଛି ଶାସନ ବ୍ୟବସ୍ଥା, ବଦଳୁଛି ବାବୁରାଜ.... ଏ ବାବୁ ଜଣକ ହେଉଛନ୍ତି @rvineel_krishna ,ଯିଏ କି ବିଗତ 5T ସରକାରରେ କୁଆଡ଼େ ବେଶ ପାଓ୍ବାରଫୁଲ୍ ଥିଲେ ଏତେ ଶକ୍ତିଶାଳୀ ଯେ ତାଙ୍କ ଆଗରେ କୁଆଡ଼େ ବଡ଼ ବଡ଼ ମନ୍ତ୍ରୀ ଓ ନେତାମାନେ ହାଥ ଯୋଡ଼ି ଛିଡ଼ା ହେଉଥିଲେ |ହେଲେ ଏବେ ପ୍ରଯନ୍ତ ତାଙ୍କୁ ବଦଲା ଯାଇ ନାହିଁ କଣ ପାଈଁ @suryabanshibjp
Tweet media one
21
16
166
@PS8087
pintu sahoo 🐦
3 years
@CMO_Odisha sir ଓଡ଼ିଆ ଭାଷା କୁ ଏ ଭଳି ଚଟାଣ ରେ ଲେଖନ୍ତୁ ନାହିଁ , କାନ୍ଥ ରେ ଆମ ତ୍ରିରଙ୍ଗା ର ରଙ୍ଗ ମଧ୍ୟ ଭୁଲ ଅଛି 👉ଏଇଠି ପଢିବେ ଆମ ଦେଶର ଭବିଷ୍ୟତ 🙏🏼 @MoSarkar5T sir ତୁରନ୍ତ ଏହା ର ସମାଧାନ କରନ୍ତୁ. @Ganjam_Admin @DRDAGanjam @Vijaykulange @keerthi_ias @samirdash01 @Naveen_Odisha @SecyChief
Tweet media one
22
16
129
@PS8087
pintu sahoo 🐦
4 years
ପିତେଇ ମାଝୀ, ଆଧାର କାର୍ଡ ନଥିବାରୁ ସବୁ ସରକାରୀ ଯୋଜନା ଫେଲେ ? ଧର୍ମଶାଳା ଆରୁହା ଗ୍ରାମ ପଂଚାୟତ କୋଲ୍ହା ସାମିଲୀ ( ହିଞ୍ଜଳ ପାଟିଆ ଗ୍ରାମ )କୁଷ୍ଠ ରୋଗୀ (ପିତେଇ ମାଝୀ ) ଗୋଡ ଧୀରେ ଧୀରେ ପାଚିବାର ଲାଗିଛି ନିଜକୁ ନିଜେ ସାହାରା ହୋଇଥିବା ପିତେଇ ଆକୁଳ ନିବେଦନ କରୁଛନ୍ତି ଜିଲ୍ଲାପାଳ ମହୋଦୟ ମୋତେ ମେଡିକାଲ ନେଇଯାଅ. @dm_jajpur
21
33
131
@PS8087
pintu sahoo 🐦
17 days
ମାନ୍ୟବର କେନ୍ଦ୍ର ମନ୍ତ୍ରୀ @dpradhanbjp ମହୋଦୟ ଆପଣ ଟିକେ ରାଜ୍ୟ ସରକାର ଙ୍କୁ ନିର୍ଦେଶ ଦିଅନ୍ତୁ ସୋସିଆଲ ମିଡିଆ @X ରେ active ରହିବାକୁ ସବୁ ବିଭାଗ ଦ୍ଵାରା ଲୋକ ଙ୍କ ଅସୁବିଧା ବିଷୟରେ ଉତ୍ତର ଦେଉ ନାହାନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ @PradeepJenaIAS ଅବସର ନେବା ପରେ ଅଧିକାଂଶ ବିଭାଗ ରୁ କୌଣସି ସମାଧାନ ହେଉ ନାହିଁ
8
27
133
@PS8087
pintu sahoo 🐦
2 years
𝐑𝐞𝐬𝐩𝐞𝐜𝐭𝐞𝐝 @CMO_Odisha 𝐒𝐢𝐫 𝐤𝐢𝐧𝐝𝐥𝐲 𝐥𝐨𝐨𝐤 𝐢𝐧𝐭𝐨 𝐭𝐡𝐢𝐬 𝐦𝐚𝐭𝐭𝐞𝐫 & 𝐝𝐨 𝐧𝐞𝐞𝐝𝐟𝐮𝐥 𝐬𝐭𝐞𝐩 𝐚𝐬 𝐞𝐚𝐫𝐥𝐲 𝐚𝐬 𝐩𝐨𝐬𝐬𝐢𝐛𝐥𝐞 𝐩𝐥𝐞𝐚𝐬𝐞. @Bhaskar__Sarma @MoSarkar5T @Soumya98671695 @dhamnagar_bdo @SSEPD2 @PRDeptOdisha @DM_Bhadrak @PdDrda
Tweet media one
19
45
121
@PS8087
pintu sahoo 🐦
7 months
ସନମାନୀୟ ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟ ଆପଣ ଟିକେ ନଜର ଦିଅନ୍ତୁ. ଏ ପିଲା କଣ କୌଣସି ସରକାରୀ ଯୋଜନା ପାଇବା ପାଇଁ ଯୋଗ୍ୟ ନୁହେଁ. @SSEPD2 Sir ଆଜି ପ୍ରଯନ୍ତ ଭିନ୍ନକ୍ଷମ ଭତ୍ତା ଟିଏ ହେଇ ପାରୁ ନାହିଁ ରିଜେକ୍ଟ କରିଦେଉଛନ୍ତି ବ୍ଲକ ପ୍ରଶାସନ @PradeepJenaIAS Sir 50 % ଭିନ୍ନକ୍ଷମ @CDMOJajpur_ @_anugarg @CMO_Odisha
13
33
97
@PS8087
pintu sahoo 🐦
2 years
@Naveen_Odisha @PradeepJenaIAS ଦିବ୍ୟାଙ୍ଗ କୁନି ନାବାଳକ ସରକାରୀ ଯୋଜନା ରୁ ବଞ୍ଚିତ @dm_jajpur ବଡ଼ଚଣାବ୍ଲକ #କାଇମାଟିଆ ଗାଁ ର #ରମେଶ ଦେହୁରୀ ଙ୍କ ପୁଅ #ସତ୍ୟାନନ୍ଦ ଜନ୍ମରୁ ଦିବ୍ୟାଙ୍ଗ,ଓ।ଶରୀର ଦେହ ଖରାପ ,ଉତ୍ତମ ଚିକିତ୍ସା ଟ୍ରାଏସାଇକେଲ,କୁତ୍ରିମଗୋଡ ଭିନ୍ନକ୍ଷମଭତ୍ତା ଓ ସରକାରୀଯୋଜନା ମିଳିବାକୁ ଅନୁରୋଧ। @CMO_Odisha
20
33
85
@PS8087
pintu sahoo 🐦
5 months
ମାନ୍ୟବର @SecyChief @PradeepJenaIAS ମହୋଦୟ ଧର୍ମଶାଳା ର ଏ ଗରିବ ମଉସା ଜଣଙ୍କ ସବୁ ଦିନ ପରି ହେଲ୍ପର କାମ କରିବାକୁ ଯାଉଥିବା ସମୟରେ @NHAI_Official ଡ୍ରେନେଜ ରେ ପଡ଼ି #ମେରୁଦଣ୍ଡ #ଫାଂକେଚର ହେଇ ଯାଇଛି,3 ଦିନ ହେବ @abinash_oas @SCBMCHCTC #ଅର୍ଥପେଡ଼ିକ ବିଭାଗରେ ରୋଗୀ ପଡ଼ିଛନ୍ତି,ଡ଼କ୍ଟର କହୁଛନ୍ତି ICU ନିହାତି ଦରକାର
Tweet media one
Tweet media two
7
19
82
@PS8087
pintu sahoo 🐦
1 year
ମାନ୍ୟବର @SecyChief @PradeepJenaIAS ମହୋଦୟ ଆପଣ ନିଜେ ଅନୁଭବ କରନ୍ତୁ କି ଭଳି ଭାବରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଗ୍ରାମ-ଚାରିନଙ୍ଗଳ ଚାରିନଙ୍ଗଳ ବିରୂପା ସେତୁ ବାଉଜଙ୍ଗ ରୁ ଧାଉଡିଆପଦା ସଂଯୋଗୀକରଣ ରାସ୍ତା ଟି ର ଅବସ୍ଥା ଏ ଭଳି ନିମ୍ନମାନ ର ନିର୍ମାଣ ହେଇଛି. @RDOdisha ବିଭାଗ ଦ୍ଵାରା ନିର୍ମାଣ ହେଇଥିଲା @CMO_Odisha
Tweet media one
Tweet media two
Tweet media three
Tweet media four
1
14
82
@PS8087
pintu sahoo 🐦
2 months
#ଚାଲନ୍ତୁ ଆଜି ସମସ୍ତେ ମିଶି ସପଥ ନେବା ଭବିଷ୍ୟତ ରେ ଜଣେ ଜଣେ ଅଙ୍ଗ ଦାତା ରକ୍ତ ଦାତା ଜୀବନ ଦାତା ହେବା #ମୃତ୍ୟୁ ପରେ ବି ବଞ୍ଚି ରହିବାର ଏକ ମାତ୍ର ଉପାୟ ଅଙ୍ଗଦାନ। ତାହେଲେ ଡେରି କାହିଁକି ଆସନ୍ତୁ ସଭିଏଁ ଅଙ୍ଗ ଦାନ ପାଇଁ ଏକ ପ୍ରତିଶୃତି ନେବା, ଅନ୍ୟ ର ଜୀବନ ବଞ୍ଚାଇ ପାରିବା ଏବଂ ସେମାନଙ୍କ ମଧ୍ୟ ରେ ନିଜକୁ ଅନୁଭବ କରିପାରିବା!
Tweet media one
Tweet media two
Tweet media three
6
2
80
@PS8087
pintu sahoo 🐦
2 years
Respected @Naveen_Odisha Sir District/Block - @dm_malkangiri Village: MPV-1 Panchayat: Tamsa Father: Deepak Mandal Help an orphan girl to study immediately. Provide all government benefits. @CMO_Odisha @MoSarkar5T @SecyChief @vishal_singh3 @PradeepJenaIAS Sir please help 🙏
9
18
72
@PS8087
pintu sahoo 🐦
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟ @PWD_Odisha ଅଫିସର ମାନେ ଲାଞ୍ଚ କାରବାର ରେ ବ୍ୟସ୍ତ ଓଡିଶା ସାରା ଖରାପ ନିର୍ମାଣ କାମ ଚାଲିଛି ଏ ବିଭାଗ ଦ୍ଵାରା ଉପରୁ ତଳୁ ସମସ୍ତ ଲାଞ୍ଚ ଖାଇ ଚୁପଚାପ ବସିଛନ୍ତି. ବିଭାଗୀୟ ସଚିବ ଙ୍କୁ ଅଭିଯୋଗ କଲେ ସେ କିଛି ଉତ୍ତର ଦିଅନ୍ତି ନାହିଁ. @MoSarkar5T @Vkpandianfancl1
Tweet media one
11
25
74
@PS8087
pintu sahoo 🐦
1 year
sir ଆପଣ ଦେଖନ୍ତୁ ରାତି ସାରା ଅନିଦ୍ରା ରହି ମୁଖ୍ୟ ଶାସନ ସଚିବ @PradeepJenaIAS ମହୋଦୟ ସବୁ ସମୟ ର ଅପଡେଟ ଦେଶ ବାସୀ ଙ୍କୁ ଦେଇ ସକାଳୁ ସକାଳୁ ଫୁଣି ଗରିବ ଙ୍କ ଦୁଃଖ ବୁଝିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଙ୍କୁ ନିର୍ଦେଶ ଦେଉଛନ୍ତି. ଏ ଭଳି ଅଫିସର ଙ୍କୁ କୋଟି କୋଟି ପ୍ରାଣମ 🙏 @SecyChief 🙏 @CMO_Odisha
@PradeepJenaIAS
Pradeep Jena IAS
1 year
@ManadharaK @CMO_Odisha @PRDeptOdisha @lohanisk1 @SecyChief @SSEPD2 @DistAdmKeonjhar pl get the matter enquired and take appropriate action at the earliest.
3
7
53
5
6
69
@PS8087
pintu sahoo 🐦
1 year
ସନମାନୀୟ ମୁଖ୍ୟ ଶାସନ ସଚିବ @PradeepJenaIAS ମହୋଦୟ ଆପଣ ଟିକେ ନଜର ଦିଅନ୍ତୁ. ମାର୍ଚ୍ଚ 30 ତାରିଖ ଦିନ ଆବେଦନ କରି ଥିଲି ଆଜି ପ୍ରଯନ୍ତ କୌଣସି ତଦନ୍ତ ହେଲା ନାହିଁ କି ସାର୍ଟିଫିକେଟ ପାଇ ପାରିଲି ନାହିଁ. @SecyChief sir ଏ ଭଳି ସେବା ମିଳୁଛି ଧର୍ମଶାଳା ତହସିଲ ରେ ଆପଣ ଦେଖନ୍ତୁ. @CMO_Odisha @dm_jajpur @Naveen_Odisha
Tweet media one
10
10
69
@PS8087
pintu sahoo 🐦
2 years
ଅଶେଷ ଅଶେଷ ଧନ୍ୟବାଦ @MoSarkar5T ସଚିବ ମହୋଦୟ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟ ଙ୍କୁ ଟୁଇଟି କରିବା ମାତ୍ରେ ପଦକ୍ଷେପ ନେଇଥିବା ରୁ 🙏 ମୋ ଭାଇ @Himansh65703815 ଙ୍କ ପାଇଁ ମୁଁ ଆଜି ଏ ଭଳି ସହଯୋଗ କରିବାକୁ ଆଗେଇ ଆସୁଛି.🙏 ସହଯୋଗ ପଛରେ ମୋତେ ସପଟ କରୁ ଥିବା ବ୍ୟକ୍ତି ଜଣ ଙ୍କ @Soumya98671695 ମହୋଦୟ 🙏
10
3
65
@PS8087
pintu sahoo 🐦
6 months
ମାନ୍ୟବର ମୁଖ୍ୟ ଶାସନ ସଚିବ @PradeepJenaIAS ମହୋଦୟ ଅନାହାରରେ ସ୍ବାମୀ ପରିତ୍ୟକ୍ତ ମହିଳା ଜଣକ ମୃତ୍ୟୁକୁ ଅପେକ୍ଷା କରି ବସିଛନ୍ତି।ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଗନ୍ଧଣ ପଞ୍ଚାୟତ ଗନ୍ଧଣ ଗ୍ରାମର ଜଣେ ଆଦିବାସୀ ଅସହାୟ ମହିଳା,ଯଦି @dm_jajpur ପ୍ରଶାସନ ସହଯୋଗର ହାତ ବଢାନ୍ତେ ତେବେ ମହିଳା ଜଣକ ଉଦ୍ଧାର ହୋଇପାରନ୍ତା @Naveen_Odisha
Tweet media one
Tweet media two
3
16
62
@PS8087
pintu sahoo 🐦
2 years
ʀᴇꜱᴘᴇᴄᴛᴇᴅ @Naveen_Odisha Sɪʀ ᴘʟᴇᴀꜱᴇ ʟᴏᴏᴋ ᴀᴛ ᴛʜᴇ ᴍᴀᴛᴛᴇʀ ᴀɴᴅ ᴛᴀᴋᴇ ɴᴇᴄᴇꜱꜱᴀʀʏ action. @Vkpandianfancl1 @MoSarkar5T @SecyChief @IPR_Odisha @manasrmangaraj @pranabpdas @CMO_Odisha @DGPOdisha sir please look at the matter. @spjajpur @dm_jajpur
Tweet media one
5
23
58
@PS8087
pintu sahoo 🐦
2 years
Respected @Bhaskar__Sarma sir please look into the matter and take immediate necessary action. @Soumya98671695 @WCDOdisha @CMO_Odisha @MoSarkar5T @BasantiHembram7 @dm_jajpur
Tweet media one
12
11
59
@PS8087
pintu sahoo 🐦
6 months
ଏବେ ବି ସମୟ ଅଛି; @BJP4Odisha ର ସଭାପତି ଶ୍ରୀ @SamalManmohan7 @Manas_BJP @dpradhanbjp @AprajitaSarangi ଧର୍ମଶାଳା ଆସନରେ ଦଳର ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ପଦକ୍ଷେପ ନିଅନ୍ତୁ ! ହିମାଂଶୁଶେଖର ସାହୁ ହିଁ ଏଠାରେ ବିଜେଡ଼ି ବିପକ୍ଷରେ ଉପଯୁକ୍ତ ଭାବେ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ଓ ଭୋଟରଙ୍କ ଦ୍ବାରା ଗ୍ରହଣୀୟ ପ୍ରାର୍ଥୀ !
6
10
59
@PS8087
pintu sahoo 🐦
3 years
Respected @PradeepJenaIAS Sir Please look at the matter and take necessary steps to resolve the issue. @CMO_Odisha @PdDRDA4 @DMnabarangpur @MoSarkar5T
Tweet media one
Tweet media two
Tweet media three
Tweet media four
4
9
54
@PS8087
pintu sahoo 🐦
1 year
ମାନ୍ୟବର ମୁଖ୍ୟ ଶାସନ ସଚିବ @PradeepJenaIAS ମହୋଦୟ ଯାଜପୁର ଧର୍ମଶାଳା ବ୍ଲକ ର ଭରତପୁର ଗ୍ରାମରେ ବସୁଧା ପାନୀୟ ଜଳ ଯୋଜନାରେ ନିର୍ମାଣ ର ଏକ ବର୍ଷ ଭିତରେ ବସୁଧା ପାଣି ଟାଙ୍କି ଟି ଫାଟି ଯାଇଛି. ଠିକାଦାର କୌଣସି ମରାମତି କରିବାକୁ ଶୁଣୁ ନାହାନ୍ତି. @Naveen_Odisha @CMO_Odisha @PRDeptOdisha @RWSS_Odisha @dm_jajpur
8
19
55
@PS8087
pintu sahoo 🐦
3 years
@CMO_Odisha It's vry painful 2 say,One of our Odia brother Rajendra from Keunjhar hv died in cardiac arrest at Coimbatore, Chennai.He is the only son of his family. His family wants to see him last time. In this critical situation that family reqst to .. @AMITABHTHAKUR21
Tweet media one
11
21
57
@PS8087
pintu sahoo 🐦
4 years
@CMO_Odisha sir ଆପଣଙ୍କୁ ଅନୁରୋଧ 🙏ତୁରନ୍ତ ଏ ରୋଡକୁ ପକ୍କା ସଡ଼କ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଅନ୍ତୁ @SecyChief @MoSarkar5T @PRDeptOdisha @jenapratap66 @PMGSY_NRRDA @dm_jajpur @spawar048 @bal_mla @vyasanagarmun ଯାଜପୁର କୋରେଇ ବ୍ଲକ ବ୍ୟାସନଗର ବ୍ୟାସସରବର ରାସ୍ତା ତୁରନ୍ତ କାମ କାମ କରନ୍ତୁ
14
20
55
@PS8087
pintu sahoo 🐦
3 years
ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟ ଆପଣ ଙ୍କୁ ଅନୁରୋଧ 🙏 ଓଡିଶା ର ପରବର୍ତୀ ମୁଖ୍ୟ ଶାସନ ସଚିବ @SecyChief ଭାବ @PradeepJenaIAS sir ଙ୍କୁ ନିଯୁକ୍ତି ଦିଅନ୍ତୁ. ଓଡିଶାରେ ଆହୁରି ଉନ୍ନତି କାମ ହେବ ସାଧାରଣ ଲୋକ ଙ୍କ ଦୁଃଖ ବୁଝୁ ଥିବା ଅଫିସର ଜଣେ @PradeepJenaIAS sir 🙏🙏🙏 @CMO_Odisha @MoSarkar5T
Tweet media one
6
7
55
@PS8087
pintu sahoo 🐦
4 years
@Naveen_Odisha happy birthday to you god bless you.
5
1
54
@PS8087
pintu sahoo 🐦
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟ ଆପଣ ଙ୍କୁ ଅନୁରୋଧ ଏ ଗରିବ ପିଲା ଟି କୁ ପାଠ ପଢିବା ପାଇଁ ସମ୍ପୂର୍ଣ ସାହାଯ୍ୟ ପ୍ରଦାନ କରନ୍ତୁ 🙏 @MoSarkar5T sir ଆପଣ ତୁରନ୍ତ କିଛି ବ୍ୟବସ୍ତା କରନ୍ତୁ ଏ ପିଲା ପାଇଁ 🙏 @Vkpandianfancl1 @pranabpdas 🙏 @CMO_Odisha @PradeepJenaIAS 🙏 @achyuta_samanta @DBalasore
Tweet media one
8
20
52
@PS8087
pintu sahoo 🐦
4 years
@CMO_Odisha sir ଆପଣଙ୍କ ପରି ମୁଖ୍ୟମନ୍ତ୍ରୀ ପାଇ ଆମେ ଗର୍ବିତ. @Naveen_Odisha sir ଆପଣ ଥାଉ ଥାଉ ଆଦିସ୍ମିତା କଣ ଭିନ୍ନକ୍ଷମ ଭର୍ତ୍ତା ପାଇବାରୁ ବଞ୍ଚିତ ହୋଇ ଯିବ 2019ରେ ଅଫଲାଇନ ରେ ଆବେଦନ କରି ଥିଲେ.ପରେ ବ୍ଲକ ପ୍ରଶାସନଙ୍କ କହିବା ଅନୁସାରେ 29/09/2020 ରେ ଅନଲାଇନ ରେ ଆବେଦନ କରିଲେ ହେଲେ ଆଜି ପ୍ରଯନ୍ତ ଭର୍ତ୍ତା ରୁ ବଞ୍ଚିତ.
17
19
52
@PS8087
pintu sahoo 🐦
2 years
@Naveen_Odisha @Vkpandianfancl1 ସୌମ୍ୟରଞ୍ଜନ ମଲିକ ,ପିତା ସ୍ବର୍ଗତ ବିପିନି ମଲିକ,ଗ୍ରାମ ସାରେଇ,ଧର୍ମଶାଳା, ଯାଜପୁର। ଦୌଲତପୁର୍ ବିଦ୍ୟାଳୟ ରେ ନବମ ଶ୍ରେଣୀରେ ପଢ଼ୁଅଛି । ପିଲା ଦିନରୁ ବାପା ମା ମତେ ଅନାଥ କରି ଛାଡି ଚାଲିଗଲେ, ମାମୁଁ ଘରେ ଆସି ଅଶ୍ରାୟ ନେଇଛି,ମାମୁଁ ଙ୍କ ପରିସ୍ଥିତି କହିଲେ ନ ସରେ, @MoSarkar5T @scstdevdept
7
19
53
@PS8087
pintu sahoo 🐦
3 years
ମା ବାପା ଅରପାରିକୁ ଚାଲିଗଲା ପରେ ବେସାହାରା ହୋଇପଡିଛନ୍ତି।ବଡ଼ଝିଅ ଆହୁମତି ପହରିଆ ବୟସ 12 ବର୍ଷ ଓ ପୁଅ ପଣ୍ଡିତ ପହରିଆ 5 ବର୍ଷ ବହୁତ କମ ବୟସରେ ବାପା ମା ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଢ଼ିଛନ୍ତି ଦୁଇ ଭଉଣୀ ଭାଇ ।ଗାଁ ର ପିଉସା ଘରେ ଏବେ ଆଶ୍ରୟ ନେଉଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ @CMO_Odisha
Tweet media one
7
16
51
@PS8087
pintu sahoo 🐦
1 year
Dear Sir @PradeepJenaIAS @ThirumalaNaik4 myself Kailash Barik, father of Subhashree Barik. #betamalisasan #Kamagada Panchayat #Dharmasala Block #Jajpur #Odisha My daughter doing job in bangalore, but now on her way to odisha , she felt ill , @DGPMaharashtra @DGPOdisha
Tweet media one
Tweet media two
4
15
50
@PS8087
pintu sahoo 🐦
4 years
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ବାରବାଟୀ ଗ୍ରାମ ପଞ୍ଚାୟତ ର ଫୁଲାରି ଗ୍ରାମର ବାସିନ୍ଦା । @sabyaactor ଭାଇ ଆପଣଙ୍କୁ ଅନୁରୋଧ🙏🙏🙏 କରୁଛି ତୁରନ୍ତ ଏ ଗରିବ ପିଲାଟି କୁ ସାହାଯ୍ୟ କରନ୍ତୁ,ପିଲା ଟି ଖାଇବା ସମୟରେ ବହୁତ କଷ୍ଟ ଅନୁଭବ କରୁଛୁ, ଶିଶୁଭବନରେ କହିଲେ ଘରୋୟ ମେଡ଼ିକାଲ ରେ ଦେଖାଇବା ପାଇଁ ।
6
6
49
@PS8087
pintu sahoo 🐦
2 years
𝐑𝐞𝐬𝐩𝐞𝐜𝐭𝐞𝐝 @pkmerkap 𝐒𝐢𝐫 𝐤𝐢𝐧𝐝𝐥𝐲 𝐥𝐨𝐨𝐤 𝐢𝐧𝐭𝐨 𝐭𝐡𝐢𝐬 𝐦𝐚𝐭𝐭𝐞𝐫 & 𝐝𝐨 𝐧𝐞𝐞𝐝𝐟𝐮𝐥 𝐬𝐭𝐞𝐩 𝐚𝐬 𝐞𝐚𝐫𝐥𝐲 𝐚𝐬 𝐩𝐨𝐬𝐬𝐢𝐛𝐥𝐞 𝐩𝐥𝐞𝐚𝐬𝐞. @MoSarkar5T @gapg_dept @CMO_Odisha @AtanuSabyasac16 @Atanusa82253602 @PRDeptOdisha @Food_Odisha @dm_jajpur
Tweet media one
4
19
50
@PS8087
pintu sahoo 🐦
2 years
𝐑𝐞𝐬𝐩𝐞𝐜𝐭𝐞𝐝 @Naveen_Odisha 𝐒𝐢𝐫 𝐩𝐥𝐞𝐚𝐬𝐞 𝐥𝐨𝐨𝐤 𝐢𝐧𝐭𝐨 𝐭𝐡𝐢𝐬 𝐦𝐚𝐭𝐭𝐞𝐫 𝐚𝐧𝐝 𝐢𝐧𝐬𝐭𝐫𝐮𝐜𝐭 𝐭𝐡𝐞 𝐜𝐨𝐧𝐜𝐞𝐫𝐧𝐞𝐝 𝐚𝐮𝐭𝐡𝐨𝐫𝐢𝐭𝐲 𝐭𝐨 𝐭𝐚𝐤𝐞 𝐧𝐞𝐜𝐞𝐬𝐬𝐚𝐫𝐲 𝐬𝐭𝐞𝐩 𝐚𝐬𝐚𝐩. @MoSarkar5T @CMO_Odisha @SSEPD2 @Soumya98671695 @nabadasjsg
Tweet media one
11
18
48
@PS8087
pintu sahoo 🐦
1 year
ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟ ଆପଣ ଙ୍କ ନିଜ ଜିଲ୍ଲା ର ଏ ଭଳି ଅବସ୍ଥା ଆପଣ ଟିକେ ନଜର ଦିଅନ୍ତୁ. @PradeepJenaIAS Sir ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ଅଧୀନ ଜାମୁଗୁଣ୍ଡ ନାଳରେ ସ୍ଥାୟୀ ପୋଲ ନଥିବାରୁ ଅଞ୍ଚଳରେ ପ୍ରାୟ ୧୫ ଖଣ୍ଡ ଗ୍ରାମର ଲୋକ ମାନେ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି |
Tweet media one
Tweet media two
4
15
49
@PS8087
pintu sahoo 🐦
3 years
#ଆଦିବାସୀ_ବୋହୂଙ୍କ_ଦମଦାର_ଇଂରାଜୀ @Naveen_Odisha ମହୋଦୟ ଙ୍କୁ ଇଂରାଜୀ ଭାଷାରେ ଅନୁରୋଧ କଲେ ଆଦିବାସୀ ଗାଁ ବୋହୂ ପୁଙ୍ଗି ହେମ୍ରମ୍। @PradeepJenaIAS sir ଏ ଖବର ଉପରେ ଟିକେ ଦୁଷ୍ଟି ଦିଅନ୍ତୁ 🙏 @RDOdisha @PRDeptOdisha @jenapratap66 @DM_Mayurbhanj @PWD_Odisha @PWD_Mayurbhanj @pranabpdas @OfPranab
4
12
47
@PS8087
pintu sahoo 🐦
11 months
ମାନ୍ୟବର କୃଷି ମନ୍ତ୍ରୀ @rajaaswain ମହୋଦୟ ଦୁର୍ଗା ପୂଜା ଥିବାରୁ ଡ଼କ୍ଟର ମାନେ ଆସୁ ନାହାନ୍ତି, ଷେଣ୍ଢ ଟି ର ଦେହ ପୁରା ଖରାପ ଉଠି ପାରୁ ନାହିଁ, ରାସ୍ତାରେ ଶୋଇଛି. ❤️ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଣ୍ଟିଆ ବଜାର ରେ ପଡ଼ି ରହିଛି ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ତା କରନ୍ତୁ 🙏 @Naveen_Odisha @arvindpadhee @dm_jajpur
Tweet media one
Tweet media two
6
19
47
@PS8087
pintu sahoo 🐦
3 years
ସମ୍ମାନୀୟ @Krishan_Kumar09 Sir ବିପଦରେ ଯାଜପୁର ଜିଲ୍ଲା ମାଳାନ୍ଦପୁର -ସିଂହପୁର ରାସ୍ତା,ସାମାନ୍ୟ ବର୍ଷା ରେ ଧୋଇଗଲା କୋଟି କୋଟି ଟଙ୍କା ରେ ନିର୍ମିତ ରାସ୍ତା। ଆପଣଙ୍କୁ ଅନୁରୋଧ ତୁରନ୍ତ ଏ ରାସ୍ତା ମରାମତି କରିବାକୁ ବିଭାଗ��ୟ ଅଧିକାରୀଙ୍କୁ ନିର୍ଦେଶ ଦିଅନ୍ତୁ @PWD_Odisha @CMO_Odisha @MoSarkar5T @PWD_Jajpur @dm_jajpur
Tweet media one
Tweet media two
7
14
46
@PS8087
pintu sahoo 🐦
8 months
ମାନନୀୟ ମୁଖ୍ୟ ଶାସନ ସଚିବ @PradeepJenaIAS ମହୋଦୟ ଆପଣ ଏ ଭିଡିଓ ଟି କୁ ଟିକେ ସମୟ ଦେଇ ଦେଖନ୍ତୁ. ନିଶ୍ଚିତ ଆପଣ ଙ୍କ ଆଖି ରୁ ଲୁହ ବାହାରି ଯିବ. 2023 ମାର୍ଚ୍ଚ ମାସ ରୁ ଆଜି ପ୍ରଯନ୍ତ ଭତ୍ତା ମିଳୁ ନାହିଁ. ଏ ମା ଟି ଆଉ ଉଠି ପାରୁ ନାହିଁ ହାତ ଗୋଡ଼ କିଛି କାମ କରୁ ନାହିଁ @SSEPD2 ପୁଅ ମଧ୍ୟ ପାରାଲିସରେ ପଡିଛି. @_anugarg
8
11
45
@PS8087
pintu sahoo 🐦
3 years
Tweet media one
9
13
46
@PS8087
pintu sahoo 🐦
2 years
Respected @pkmerkap I request you to look into the problem immediately and help him as much as possible Quick help can solve his problem. @dm_jajpur @CMO_Odisha @MoSarkar5T @Food_Odisha
Tweet media one
4
18
45
@PS8087
pintu sahoo 🐦
3 years
@CMO_Odisha Sir ଆପଣଙ୍କୁ ଅନୁରୋଧ🙏 ତୁରନ୍ତ ଏ ତିନି ଅନାଥ ପିଲାଙ୍କୁ ତୁରନ୍ତ ସାହାଯ୍ୟ ପ୍ରଦାନ କରନ୍ତୁ. @SecyChief @MoSarkar5T @WCDOdisha @TukuniSahu @dm_jajpur @CMRF_Odisha @anshumanmemori1 sir ଆପଣଙ୍କୁ ଅନୁରୋଧ 🙏ତୁରନ୍ତ ଏ ପିଲା ମାନଙ୍କୁ କିଛି ସାହାଯ୍ୟ ପ୍ରଦାନ କରନ୍ତୁ 🙏 @TheSakala
Tweet media one
11
22
46
@PS8087
pintu sahoo 🐦
2 years
@MoSarkar5T Sir ନିରାଶ ମହାରଣା ଜଣେ ବରିଷ୍ଠ ନାଗରିକ ମହିଳା ଗତ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲା ହସ୍ପିଟାଲ୍ରେ ମରଣ ସହ ଲଢେଇ କରୁଛନ୍ତି ଗ୍ରାମ କାଳିଆ ହତା ବ୍ଲକ ତେଲକୋଇ ଜିଲ୍ଲା କେନ୍ଦୁଝର ଦ୍ଵିତୀୟ ମହଲା ବାରଣ୍ଡାରେ ଅଛନ୍ତି. ନାକ ରୁ #ପୋକ ବାହାରିବା ରୁ #ଚିକିତ୍ସା ସୁବିଧା ମେଡିକାଲ ରୁ ମିଳୁ ନାହିଁ. @CMO_Odisha
8
16
46
@PS8087
pintu sahoo 🐦
3 years
@Naveen_Odisha sir ଆପଣ ଗରିବ ଲୋକ ଙ୍କ ପାଇଁ ଏ କରନା ସମୟରେ ରାସନ କାର୍ଡ ପାଇ ଥିବା ହିତାଧିକାରୀ ମାନଙ୍କୁ ଏକ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ହେଲେ ଦୁଃଖ ର ବିଷୟ ଯାଜପୁର ଧର୍ମଶାଳା ବ୍ଲକ ର ପାଖର ପଂଚାୟତ ର ନାକୁଆ ଗ୍ରାମ ର ବବି ସାମଲ ଙ୍କ ଠାରୁ ଜୋର ଜବରଦସ୍ତ ଟିପଚି଼ହ୍ନ ନେଇ ଗଲେ ହେଲେ 1000 ସହାୟତା @CMO_Odisha
5
14
43
@PS8087
pintu sahoo 🐦
2 years
@CMO_Odisha sir #ଭାଇ_ଭଉଣୀଙ୍କ_ପାଇଁ_ମୂଲ_ଲାଗୁଛନ୍ତି_ଦ୍ରୌପଦୀ ଦ୍ରୌପଦୀଙ୍କ ଦୁଃଖ ବୁଝୁଛି କିଏ? ବାପା-ଚାଲିଯିବା ପରେ ଅନାଥ ହୋଇଗଲେ ୫ ଛୁଆ। ସାନ ଭାଇ ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ପର ଦୁଆରେ ମୂଲ ଲାଗୁଛନ୍ତି ଦ୍ରୌପଦୀ...ଦୁଃଖ ବୁଝିବାକୁ କରୁଛନ୍ତି ନିବେଦନ @DistAdmKeonjhar @Soumya98671695 @MoSarkar5T @SecyChief
4
17
44
@PS8087
pintu sahoo 🐦
2 years
Requesting @dm_jajpur , plz consider this and do a proper inquiry regarding Mirzapur Grampanchayat meeting. As per information partiality going on by group of members. Plz do the needful. Thanks 🙏 @MoSarkar5T @CMO_Odisha @PradeepJenaIAS @PRDeptOdisha @IPR_Odisha @pranabpdas
Tweet media one
Tweet media two
Tweet media three
10
11
43
@PS8087
pintu sahoo 🐦
3 years
Tweet media one
11
15
43
@PS8087
pintu sahoo 🐦
3 years
@narendramodi @ArtistSuriya ଧନ୍ୟବାଦ
Tweet media one
0
1
42
@PS8087
pintu sahoo 🐦
5 months
ମାନ୍ୟବର @SecyChief @PradeepJenaIAS ମହୋଦୟ ଯାଜପୁର ଧର୍ମଶାଳା ଅଣ୍ଟିଆ Gp ଉପରସାହି ରେ ଏ ଭଳି ପିଇବା ପାଣି ଟିକେ ବାହାରୁନି ବିଭାଗୀୟ ଯନ୍ତ୍ରୀ ଙ୍କୁ ବାରମ୍ବାର କହିବା ସ୍ୱତ୍ୱ ଖରା ଦିନ ହେବା ସ୍ୱତ୍ୱ କିଛି ବୁଝି ନାହାନ୍ତି @PRDeptOdisha ତୁରନ୍ତ ଲୋକ ଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ @RWSS_JAJPUR @dm_jajpur @CMO_Odisha
5
16
43
@PS8087
pintu sahoo 🐦
8 months
ସନମାନୀୟ @SSEPD2 ମହୋଦୟ 13 ମାସ ହେବ ଏ ବୁଢ଼ୀ ମା ଟି ଭତ୍ତା ପାଇବା ରୁ ବଂଚିତ ଅଛନ୍ତି. ଯାଜପୁର ଧର୍ମଶାଳା ବ୍ଲକ କମାଗଡ଼ ପଂଚାୟତ ରେ ଏ ଭଳି ହଇରାଣ ହେଉଛନ୍ତି ଏ ମା @Naveen_Odisha @DSSOJAJPUR @dm_jajpur @CMO_Odisha @BPSethi
Tweet media one
Tweet media two
Tweet media three
4
14
43
@PS8087
pintu sahoo 🐦
2 years
@Naveen_Odisha sir କୃଷ୍ଣଚନ୍ଦ୍ର ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ , @MoSarkar5T sir ଆପଣ ଙ୍କୁ ଅନୁରୋଧ 🙏ତୁରନ୍ତ ସାହାଯ୍ୟ କରନ୍ତୁ. @nabadasjsg @DistAdmKeonjhar @Soumya98671695 @HFWOdisha @chandrani_murmu
3
12
42
@PS8087
pintu sahoo 🐦
2 years
ଜନ୍ମଦିନ ର ଶୁଭେଚ୍ଛା ଓ ଶୁଭକାମନା @sabyaactor ଭାଇ 🎂🎂🎂 ମହାପ୍ରଭୁ ଜଗନ୍ନାଥ ତୁମର ସବୁ ଆଶା ପୂର୍ଣ୍ଣ କରନ୍ତୁ ଓ ସବୁ ବେଳେ ତୁମେ ଖୁସି ରେ ରୁହ🍰🍰❤️❤🌹🌹 @architaworld
Tweet media one
2
0
44
@PS8087
pintu sahoo 🐦
2 years
ମାନ୍ୟବର @Naveen_Odisha ମହୋଦୟ ଯାଜପୁର ଜିଲ୍ଲା ର ଧର୍ମଶାଳା ବ୍ଲକ ର ଅଣ୍ଟିଆ ପଂଚାୟତ ଅଣ୍ଟିଆ ଗ୍ରାମ ର ରାସ୍ତା ବିଷୟରେ @samajalive ରେ 10 ମାସ ହେବ ଖବର ପ୍ରକାଶିତ ପରେ ମଧ୍ୟ୍ୟ କୌଣସି ପ୍ରକାର ମରାମତି ହେଇ ପାରିଲା ନାହିଁ. @dm_jajpur ମହୋଦୟ ଆପଣ ଉତ୍ତର ରଖିଥିଲ ଧର୍ମଶାଳା ସମିତି ବୈଠକରେ ଏ ବିଷୟରେ ଆଲୋଚନା ହେବ @CMO_Odisha
Tweet media one
8
10
43
@PS8087
pintu sahoo 🐦
6 months
ମାନ୍ୟବର ମୁଖ୍ୟ ଶାସନ ସଚିବ @PradeepJenaIAS ମହୋଦୟ ଆପଣ ନିଜେ ହୃଦୟ ଗ୍ରମ କରନ୍ତୁ @PWD_Odisha ବିଭାଗ ର ଏତେ ସବୁ ଅବହେଳା ଆପଣ କିଛି ତ କରନ୍ତୁ. ତାଙ୍କ ବିଭାଗୀୟ CC ଓ SE, SDO କାହାକୁ ଖାତିରି କରୁ ନାହାନ୍ତି . ଧର୍ମଶାଳା ବ୍ଲକ ନାକପୋଲ ରୁ କବାଟବନ୍ଧ ରାସ୍ତା ମରାମତି କରାଯାଉଛି. ଦୁଇ ମାସ ହେଲା ରାସ୍ତାରେ ଗୋଡ଼ି ପକାଇଛନ୍ତି,
4
8
39
@PS8087
pintu sahoo 🐦
1 year
ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟ ଆପଣ ତୁରନ୍ତ ଏ ଭଳି ପରିବାର କୁ ରାସନ କାର୍ଡ ପ୍ରଦାନ କରିବାକୁ ଅନୁରୋଧ 🙏 @Abanikanta_1978 @CMO_Odisha @Food_Odisha @ANI @dm_jajpur @PIBConsumerFood @SecyChief @MoSarkar5T @CsoJajpur ଯାଜପୁର ଧର୍ମଶାଳା ପାଖର ଗ୍ରାମ ପଂଚାୟତ ନାକୁଆ ଗ୍ରାମ ର ଏ ମହିଳା ଙ୍କ ଦୁଃଖ
8
14
40
@PS8087
pintu sahoo 🐦
3 years
Respected @Bhaskar__Sarma 𝐒𝐢𝐫 𝐤𝐢𝐧𝐝𝐥𝐲 𝐥𝐨𝐨𝐤 𝐢𝐧𝐭𝐨 𝐭𝐡𝐢𝐬 𝐦𝐚𝐭𝐭𝐞𝐫 & 𝐝𝐨 𝐧𝐞𝐞𝐝𝐟𝐮𝐥 𝐬𝐭𝐞𝐩 𝐚𝐬 𝐞𝐚𝐫𝐥𝐲 𝐚𝐬 𝐩𝐨𝐬𝐬𝐢𝐛𝐥𝐞 𝐩𝐥𝐞𝐚𝐬𝐞. @SSEPD2 @Ashokpandabbsr @MoSarkar5T @CMO_Odisha @SecyChief @dm_jajpur @TheSakala @SoumyaP65010082
Tweet media one
10
9
38
@PS8087
pintu sahoo 🐦
4 years
କାର୍ଡ ଥାଇ ରାସନ ପାଇବାରୁ ବଞ୍ଚିତ ବିଗତ ତିନି ବର୍ଷ ହେଲା, ଯେତେ ଅନୁରୋଧ କଲ ମଧ୍ୟ୍ୟ ବ୍ଲକ ପ୍ରଶାସନ କିଛି ବି ସାହାଯ୍ୟ ପ୍ରଦାନ କରୁ ନାହାନ୍ତି. @rajaaswain sir ଆପଣ ଙ୍କୁ ଅନୁରୋଧ 🙏ତୁରନ୍ତ ସାହାଯ୍ୟ ପ୍ରଦାନ କରିବେ. @Food_Odisha @Soumya98671695 @CMO_Odisha @SecyChief @suresh_ias @MoSarkar5T @dm_jajpur
Tweet media one
Tweet media two
11
8
43
@PS8087
pintu sahoo 🐦
2 years
Respected @dm_jajpur I request you to look into the problem immediately and help him as much as possible Quick help can solve his problem. @MoSarkar5T @SSEPD2 @Bhaskar__Sarma @CMO_Odisha @Ashokpandabbsr @Soumya98671695 @Himansh65703815 @PragativadiNews
Tweet media one
6
8
40
@PS8087
pintu sahoo 🐦
2 years
ମାନ୍ୟବର ମନ୍ତ୍ରୀ @nabadasjsg ମହୋଦୟ ରୋଗୀଣା ପୁଅ କୁ ଚିକିତ୍ସା ସୁବିଧା ପାଇଁ ମା ର ଗୁହାରି ଆପଣ ଟିକେ ନଜର ଦେଇ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଅନ୍ତୁ @CMO_Odisha @Soumya98671695 @HFWOdisha @AcharyaCancer @dm_jajpur @MoSarkar5T @Himansh65703815 ସହାୟତା କରନ୍ତୁ🙏
Tweet media one
5
8
41
@PS8087
pintu sahoo 🐦
2 years
@MoSarkar5T sir ଏ ଭଳି ପିଲା କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା କୁ ଅନୁରୋଧ @CMO_Odisha @Naveen_Odisha sir ଗରିବ ବାପା ର ଦୁଃଖ ଦୂର କରିବାକୁ ବ୍ୟବସ୍ତା କରନ୍ତୁ, @Soumya98671695 କିଡ଼ନୀ ପ୍ରତିରୋପଣ କରିବା ପାଇଁ ବ୍ୟବସ୍ତା କରନ୍ତୁ @nabadasjsg sir ତୁରନ୍ତ କିଛି ସାହାଯ୍ୟ କରନ୍ତୁ @DM_Bhadrak @CdmoBhadrak
8
9
39
@PS8087
pintu sahoo 🐦
2 years
@Naveen_Odisha sir ଆପଣ ରୋଗୀ ଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ପ୍ରକୃତ ରେ ଲୋକ ମାନେ ସେବା ପାଇବାରେ ବାରମ୍ବାର ହଇରାଣ ରେ ସମ୍ମୁଖୀନ ହେଉଛନ୍ତି. 108 ର ଉଚ୍ଚପଦସ୍ଥ ଅଧିକାରୀ ଙ୍କୁ ଜଣାଇବା ପରେ ମଧ୍ୟ୍ୟ କୌଣସି ସହଯୋଗ ମିଳିଲା ନାହିଁ, ରୋଗୀ ଏକ ଡାଲା ଗାଡ଼ିରେ ବଡ଼ଚଣା ମେଡିକାଲ ଗଲେ. @Vkpandianfancl1
6
19
42
@PS8087
pintu sahoo 🐦
1 year
ସାନମାନୀୟ @PradeepJenaIAS ମହୋଦୟ #ଧର୍ମଶାଳା ର ଏକ ଯୁବକ # ଙ୍କ ବିସ୍ଫୋରକ ବୟାନ ,କଣ୍ଟ୍ରାକ୍ଟର ଅକ୍ଷୟ ନାୟକ, ବିଧାୟକ @Pranab3333 ,ଧର୍ମଶାଳା ଥାନାଅଧିକାରୀ ରାକେଶ କୁମାର ତ୍ରିପାଠୀ ଙ୍କ ଷଡଯନ୍ତ୍ର ର ଶିକାର ହୋଇ ନ୍ୟାୟ ନ ମିଳିବା ଆଶାରେ ଆତ୍ମହତ୍ୟା ଉଦ୍ୟମ @SecyChief @DGPOdisha @Naveen_Odisha @odisha_police
4
12
41
@PS8087
pintu sahoo 🐦
3 years
ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟ ଆପଣ ଙ୍କୁ ଜଣାଇବାକୁ ଚାହୁଁଛୁ. ମା ଓ଼ ଶିଶୁ ମାନଙ୍କ ପାଇଁ ଥିବା ଏହି ବିଭାଗ ରୁ ଆମେ କେବେ ଉତ୍ତର ପାଉନାହୁଁ ଏ ବିଭାଗ ହୋଇଛି କଣ ପାଇଁ ? @CMO_Odisha sir ଆପଣ ତୁରନ୍ତ ଏ ବିଭାଗ କୁ ନିର୍ଦେଶ ଦିଅନ୍ତୁ ଲୋକଙ୍କ ସମସ୍ୟା ତୁରନ୍ତ ଉତ୍ତର ରଖି ସମାଧାନ କରିବେ @TukuniSahu @MoSarkar5T
Tweet media one
7
9
41
@PS8087
pintu sahoo 🐦
2 years
@Vkpandianfancl1 ଜନ୍ମଦିନ ର ଶୁଭେଚ୍ଛା ଓ ଶୁଭକାମନା ❤❤🌹🌹🍰🍰 @MoSarkar5T @VKPANDIANSIRFC @CMO_Odisha
Tweet media one
5
3
39
@PS8087
pintu sahoo 🐦
3 years
@CMO_Odisha Sir ଆପଣ ଦେଖନ୍ତୁ ଲୋକ ମାନେ ଏଠି କେତେ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି. ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ର ଅଣ୍ଟିଆ ଗ୍ରାମ ପଂଚାୟତ ମାର୍କେଟ କଂପ୍ଲେକ୍ସ ପାଖର ଦୃଶ୍ୟ. ଯେତେ ବହୁବାର ସମ୍ବାଦ ପତ୍ର ରେ ପ୍ରକାଶ ପାଇଲେ ମଧ୍ୟ୍ୟ ବାଉଁଶ ଖୁଣ୍ଟ ବଦଳା ଯାଉନାହିଁ @tpnodl_balasore @DSMishraKLD @dm_jajpur
Tweet media one
Tweet media two
Tweet media three
Tweet media four
16
15
39
@PS8087
pintu sahoo 🐦
4 years
ରାଜ୍ୟ ବାହାରେ ବି ଓଡିଶା ର ଗରିବ ରୋଗୀ କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ତୁରନ୍ତ ସହାୟତା ଯୋଗେଇ ଦେଉଛନ୍ତି ଶ୍ରୀ @Soumya98671695 sir. ସଭିଙ୍କ ଅସହାୟ ଙ୍କ ସହାୟକ ଓ ସବୁ ଆଶାର ଆଲୋକ ସେ 🙏🙏🙏
Tweet media one
Tweet media two
Tweet media three
Tweet media four
11
3
39
@PS8087
pintu sahoo 🐦
2 years
Respected @PradeepJenaIAS sir please look into the matter and take immediate necessary action. @Naveen_Odisha @CMO_Odisha @SecyChief @MoSarkar5T @OfficialTeamATA
Tweet media one
12
12
38
@PS8087
pintu sahoo 🐦
6 months
ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟ ଆପଣ ଟିକେ ନଜର ଦିଅନ୍ତୁ ଏ ବୁଢ଼ୀ ମା ଟି 14 ମାସ ହେଲା ଭତ୍ତା ପାଇବା ରୁ ବଂଚିତ ଅଛନ୍ତି ଏହା କେତେ ଦୂର ✅ @PradeepJenaIAS Sir ଆପଣ ଟିକେ ନଜର ଦିଅନ୍ତୁ କେତେ ଅବହେଳା କରୁଛନ୍ତି ସରକାରୀ ବାବୁ ମାନେ @SSEPD2 @DSSOJAJPUR @dm_jajpur @CMO_Odisha @SecyChief @_anugarg
8
12
37
@PS8087
pintu sahoo 🐦
1 year
@PradeepJenaIAS Sir ମୋ ଛୁଆକୁ ମାରିବୁ ମହିଳା ଶିଷୟତ୍ରୀ ଙ୍କୁ ପିଟିଲେ ମହିଳା ଏ ଭଳି କହି @SecyChief sir ତୁରନ୍ତ ଏ ଭଳି ଘଟଣା ରେ ଶିକ୍ଷୟତ୍ରୀ ଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ @DBalasore 🙏 @CMO_Odisha @SMEOdisha @Naveen_Odisha
8
10
37
@PS8087
pintu sahoo 🐦
3 years
@PradeepJenaIAS Sir ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ର ଅଣ୍ଟିଆ ଗ୍ରାମ ପଂଚାୟତ ର କୁସ୍ତିରା ରୁ ମତଗୁଞ୍ଜର କେନାଲ ବନ୍ଧ ଏକ ବର୍ଷ ରୁ ଉର୍ଦ୍ଧ ହେବ ଏ ଭଳି ଅବସ୍ଥାରେ ପଡି ରହିଛି. ଏ ରାସ୍ତା ଟି Irrigation Department ରେ ଯାଉ ଥିଲେ ମଧ୍ୟ୍ୟ ଆଜି ପ୍ରଯନ୍ତ କରାଯାଉ ନାହିଁ.ଏ ରାସ୍ତାରେ ଅଧିକାଂଶ ସମୟ ଦୁର୍ଘଟଣା ଘଟୁଛି. @dm_jajpur
Tweet media one
Tweet media two
Tweet media three
Tweet media four
7
11
37
@PS8087
pintu sahoo 🐦
1 year
@PradeepJenaIAS sir ଗଛ ନ ଲଗାଇ ଖାଇଗଲେ ସରକାରୀ ଅର୍ଥ, ଖାଲି ଫଳକ ଫୋଟ ଉଠାଇ ବିଲ୍ କରିଦେଲେ ସରକାରୀ ବାବୁ ତା ପରେ ଠିକାଦାର ନିଜେ ଫଳକ ଟି କୁ ଭାଙ୍ଗି ଦେଲେ. Sir ତୁରନ୍ତ ଏହା ଉପରେ ଦୁଷ୍ଟି ଦିଅନ୍ତୁ. @IndiaMGNREGA @CMO_Odisha @dm_jajpur @MoSarkar5T ସେ ଅଂଚଳ ରେ ଖାଲି ପଡିଆ.
Tweet media one
Tweet media two
Tweet media three
Tweet media four
5
11
38
@PS8087
pintu sahoo 🐦
1 year
ମାନ୍ୟବର କୃଷି ବିଭାଗୀୟ ମନ୍ତ୍ରୀ @rajaaswain ଓ ବିଭାଗୀୟ ସଚିବ @arvindpadhee ମହୋଦୟ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଖର ପଞ୍ଚାୟତ ବାଜବାଟୀ ଗ୍ରାମର ଚାଷୀ ନିତ୍ୟାନନ୍ଦ ପରିଡା ଆଜି ସକାଳେ ନିଜଚାଷ ଜମି ପାଣି ଅଭାବ ରୁ #ମରୁଡି ହେଇଯିବା ରୁ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା ଉଦମ୍ୟ କରିଥିବା ସମୟରେ @CMO_Odisha
Tweet media one
6
9
35
@PS8087
pintu sahoo 🐦
3 years
ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟ ଆପଣ ଙ୍କ ପାଇଁ ଓଡିଶା ର ପ୍ରତେକ ପ୍ରର୍ଯ୍ୟଟନ ସ୍ଥଳୀ ସୁନ୍ଦର କାମ ହେଉଛି. ହେଲେ ଭୁବନେଶ୍ୱର ର ଧଉଳି ଶାନ୍ତି ସ୍ତୁପ କୁ ଦେଶ ର ବିଭିନ୍ନ ରାଜ୍ୟ ରୁ ପ୍ରର୍ଯଟକ ଆସୁଛନ୍ତି ହେଲେ ଦୁଃଖ ର ବିଷୟ ରଙ୍ଗ ଟିକେ ହେଇପାରି ନାହିଁ,ଆପଣ ଙ୍କୁ ଅନୁରୋଧ ଏହା ପ୍ରତି ଦୁଷ୍ଟି ଦିଅନ୍ତୁ. @CMO_Odisha
Tweet media one
4
9
37
@PS8087
pintu sahoo 🐦
3 years
କଣ୍ଟ୍ରୋଲ ରୁମରେ ରାତି କାଟିଲେ ଏସଆରସି ପ୍ରଦୀପ ଜେନା | ଓଡିଶା ଲୋକଙ୍କୁ ସାହାଯ୍ୟ କରିଥିବାରୁ କୋଟି କୋଟି ପ୍ରଣାମ🙏🙏🙏. @PradeepJenaIAS @SRC_Odisha @CMO_Odisha
Tweet media one
3
0
38
@PS8087
pintu sahoo 🐦
1 year
ମାନ୍ୟବର @SecyChief @PradeepJenaIAS ମହୋଦୟ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ର ମହୁଲପାଲି ରୁ ରେମୁଣ୍ଡା @RDOdisha @PMGSY_NRRDA ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ଏ ଭଳି ରାସ୍ତା ରହିଛି.ଗତ ବର୍ଷା ଯୋଗୁ ରାସ୍ତା ର ମାଟି ଧୋଇ ହେଇ ଘାଇ ସୃଷ୍ଟି ହେଇଯାଇଛି. @SanjayKr1997 @narendramodi @Naveen_Odisha @PMOIndia
Tweet media one
Tweet media two
7
14
38
@PS8087
pintu sahoo 🐦
3 years
@samarth_verma Sir ପୁରୀ ଜିଲ୍ଲା ଗୋପ ବ୍ଲକ ତରକୋର ଗ୍ରାମପଂଚାୟତ ର ତରକୋର ଗ୍ରାମର ସୁନା ଦାସ ଙ୍କ ସ୍ୱାମୀ ମରିବାର ଏକ ବର୍ଷ ହେଲା ନି ତିନି ପିଲା ଛୁଆ ଙ୍କୁ ନେଇ ଚଳିବା କଷ୍ଟ କର ହେଇ ପଡୁଛି ଗତବର୍ଷ ହେଇ ଥିବା ବାତ୍ୟାରେ ଘର ଛପର ଭାଙ୍ଗି ଯାଇଛି ତାକୁ ରିପାରିଙ୍ଗ କରିବାକୁ ଅର୍ଥ ନାହିଁ.ସରକାର ଙ୍କ ତରଫରୁ ରାସନ ଓ ଭର୍ତ୍ତା (1/2)
10
6
37
@PS8087
pintu sahoo 🐦
1 year
ସନମାନୀୟ @PradeepJenaIAS ମହୋଦୟ ଆପଣ ତୁରନ୍ତ ଏ ପିଲା କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦିଅନ୍ତୁ. ଏ ପିଲା ଟି କୁ ଉଦ୍ଧାର କରିବାକୁ @WCDOdisha ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ବାରମ୍ବାର ଯୋଗାଯୋଗ କରି ବିଫଳ ହେବା ଫଳ ରେ ଆପଣ ଙ୍କୁ ଅନୁରୋଧ କରୁଛି 🙏 ଯାଜପୁର ଧର୍ମଶାଳା PCR ଫିଲିଙ୍ଗି ଷ୍ଟେସନ ତେଲ
Tweet media one
3
2
37
@PS8087
pintu sahoo 🐦
1 year
Respected @dm_jajpur Sir this aunt of Laxminagar panchayat in Rasulpur block of Jajpur district has not been able to get the allowance even after applying for many days. To pay allowance immediately request. @SSEPD2 @PRDeptOdisha @CMO_Odisha
Tweet media one
11
9
37
@PS8087
pintu sahoo 🐦
3 months
ବିଜେପି ଦଳର ପ୍ରତିପକ୍ଷ ତଥା ଓଡ଼ିଶୀର ପୂର୍ବତନ ମୂଖ୍ୟମନ୍ତ୍ରୀ @Naveen_Odisha , ବର୍ତ୍ତମାନ ର ଓଡିଶା ବିଧାନସଭା ବିରୋଧୀଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ @dpradhanbjp ପ୍ରକୃତ ରାଜନେତା ଭାବରେ ଯେଉଁଭଳି ସମ୍ମାନ,
Tweet media one
1
2
37
@PS8087
pintu sahoo 🐦
2 years
@PradeepJenaIAS sir ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ମଧୁପୁରଗଡ଼ ଗ୍ରାମପଞ୍ଚାୟତ ର ଭୁବନପୁର ଗ୍ରାମରେ ଵଜ୍ରାଘାତ, ଦୁଇ ଯୁବକ ଙ୍କ ଦେହାନ୍ତ ! ମାତ୍ର ୧୭୵୧୮ ବର୍ଷର ପିଲା ଦୁଇଟି ! @dm_jajpur ଅତ୍ୟନ୍ତ ଦୁଃଖଦାୟକ ହୃଦୟବିଦାରକ ଘଟଣା Sir ଆପଣ ଙ୍କୁ ଅନୁରୋଧ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ର ବ୍ୟବସ୍ତା କରନ୍ତୁ @SRC_Odisha
Tweet media one
Tweet media two
0
11
38
@PS8087
pintu sahoo 🐦
3 years
@CMO_Odisha sir ଏ ମାଉସୀ କଣ ଭର୍ତ୍ତା ପାଇବା ର ଯୋଗ୍ୟ ନୁହେଁ କି ? @Bhaskar__Sarma ବିଭାଗୀୟ ଅଧିକାରୀ ଜାଣି ପାରୁନାହାନ୍ତି କେମିତି. ଏ ମାଉସୀ ଆଉ କେତେ ଦିନ ପରେ ଭର୍ତ୍ତା ପାଇବ @SSEPD2 ଆପଣ ଉତ୍ତର ରଖିବେ କି ? @Ashokpandabbsr @iamsunandadas @dm_jajpur @pranabpdas sir ଯାଜପୁର ଜିଲ୍ଲା ପ୍ରଶାସନ କଣ କରୁଛନ୍ତି ?
Tweet media one
12
12
36
@PS8087
pintu sahoo 🐦
2 years
Respected @PradeepJenaIAS Sir #HaraPriya Dalya #NuaGaon Block @AdmnNayagarh He undergoing treatment in Bhubaneswar. He is currently in ICU. Unable to get free medical facilities as don't have @BskyOdisha card. @nabadasjsg @pkmerkap @Food_Odisha @Soumya98671695 @CMO_Odisha
Tweet media one
Tweet media two
7
10
35
@PS8087
pintu sahoo 🐦
3 years
@Krishan_Kumar09 sir ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ର ଶ୍ରୀବନ୍ତପୁର ଗ୍ରାମ ପଂଚାୟତ ର ଯୋକଡିଆ ସେତୁ ର ଦୁଇ ପଟ ବ୍ୟାରିକେଟ ଅଧିକାଂଶ ଜାଗାରେ ଭାଙ୍ଗି ଯାଇଛି ଓ ପୋଲ ଉପରେ ରାସ୍ତା ଅଧିକାଂଶ ଜାଗା ରେ ପିଚୁ ଉଠିଯାଇଛି. Sir ତୁରନ୍ତ ମରାମତି କରିବାକୁ ଅନୁରୋଧ. @CMO_Odisha @PWD_Odisha @PWD_Jajpur @dm_jajpur @MoSarkar5T
15
13
35
@PS8087
pintu sahoo 🐦
4 years
ଏ ଖବର ଶୁଣିଲା ପରେ @Soumya98671695 sir ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଓ @sports_odisha dept ସହ ତୁରନ୍ତ କଥା ହେଇଥିଲେ. ବର୍ତମାନ ତାକୁ ସମସ୍ତ ସହଯୋଗ ବିଭାଗ ପକ୍ଷ ରୁ ଯୋଗାଇଦେବାକୁ ଶ୍ରୀ @rvineel_krishna ନିର୍ଦେଶ ଦେଇଛନ୍ତି @sambad_odisha @kanak_news @Kalingatv @btushar02 @pranabpdas
Tweet media one
10
9
35
@PS8087
pintu sahoo 🐦
3 years
@CMO_Odisha Sir ଯାଜପୁର ଧର୍ମଶାଳା ବ୍ଲକ ଅଣ୍ଟିଆ ଗ୍ରାମ ପଂଚାୟତ ର ଅଣ୍ଟିଆ ତଳସାହି ଗ୍ରାମ ମୁଣ୍ଡ ର ନଳକୂପ ପାଖରେ ଏ ୱାଟର supply ପାଇପି ଫାଟି ଯାଇଛି ଦୁଇ ଦିନ ହେଲା ଏ ଗ୍ରାମ ବାସୀ ପାଣି ପାଇବା ରୁ ବଞ୍ଚିତ ଅଛନ୍ତି sir ଏ ଗ୍ରାମ ବାସୀ ଙ୍କୁ ତୁରନ୍ତ ସାହାଯ୍ୟ କରିବାକୁ ଅନୁରୋଧ 🙏 @PRDeptOdisha @jenapratap66 @dm_jajpur
6
17
36
@PS8087
pintu sahoo 🐦
3 years
#URGENTLY #ICU #required humble request to @Naveen_Odisha Sir kindly look into this matter. Name: Ashok kumar Panda Age: 62 Bed no. 470, ground floor Diebetic + dialysis+ covid Kiims covid building Contact Number -9237029498( Mukesh Kumar panda)(son of the patient) @CMO_Odisha
0
14
35
@PS8087
pintu sahoo 🐦
2 years
@MoSarkar5T Sir ଯାଜପୁର ଧର୍ମଶାଳା ବ୍ଲକ ଅଣ୍ଟିଆ ପଂଚାୟତ କୁସ୍ତିରା ଛକ ଠାରେ ହାଇଲେବ��ଲ କେନାଲରେ ୧ କୋଟି ୮୧ ଲକ୍ଷ ୫ ହଜାର ଟଙ୍କାରେ ନିର୍ମିତ ବ୍ରିଜ @RDOdisha ବିଭାଗ ର ମାନ୍ୟବର ମନ୍ତ୍ରୀ ଓ ଧର୍ମଶାଳା ର ବିଧାୟକ @Pranab3333 ଦ୍ଵାରା ଉଦଘାଟିତ ହେଇଯାଇ ଅଛି, @CMO_Odisha @dm_jajpur @PradeepJenaIAS @SecyChief
Tweet media one
Tweet media two
Tweet media three
Tweet media four
4
12
36
@PS8087
pintu sahoo 🐦
3 years
ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ପ୍ରତିଭା ମିହିର ଦାସ ଆଉ ନାହାନ୍ତି 😥 ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରୁଛି । ଓମ ଶାନ୍ତି 🙏 #MihirDas 😭😭😭 ଆଠ ବର୍ଷ ତଳ ର ସ୍ମୁତି 😭😭😭
Tweet media one
5
2
36
@PS8087
pintu sahoo 🐦
5 months
ମାନ୍ୟବର @PradeepJenaIAS Sir ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ର ନଦୀ ବନ୍ଧ ରାସ୍ତା @PWD_Odisha ବିଭାଗ ଦ୍ଵାରାଶିଆଳିଆ ଠାରୁ ଦୁର୍ଗାପୁର 18 କୋଟି 89 ଲକ୍ଷ ଟଙ୍କାରେ ରାସ୍ତା ନିର୍ମାଣ ହେଇଥିଲା,କୁସୁନପୁର ରୁ ନୂଆହାଟ ପ୍ରଯନ୍ତ ରାସ୍ତା କୁ ଏକ 220 ମେସିନୀ ରାସ୍ତା କୁ ସମ୍ପୂର୍ଣ ରୂପେ ନଷ୍ଟ କରି ଦେଇଛି @dm_jajpur @CMO_Odisha
Tweet media one
Tweet media two
Tweet media three
Tweet media four
2
8
36